ଡକ୍‌ସିସାଇକ୍ଲିନ

ଉଇକିପିଡ଼ିଆ‌ରୁ
ଡକ୍‌ସିସାଇକ୍ଲିନ
Clinical data
Pronunciation/ˌdɒksiˈsklin/
Trade namesଡୋରିକ୍ସ, ଡୋକ୍ସିହେକ୍ସାଲ, ଡକ୍ସିଲିନ ଇତ୍ୟାଦି ।
AHFS/Drugs.commonograph
MedlinePlusa682063
data
Pregnancy
category
  • AU: D
  • US: D (Evidence of risk)
Routes of
administration
ପାଟି, ଶୀରାରେ[୧]
ATC code
Legal status
Legal status
  • AU: S4 (Prescription only)
  • UK: POM (Prescription only)
  • US: ℞-only
Pharmacokinetic data
Bioavailability୧୦୦ %
Metabolismଯକୃତ
Excretionପରିସ୍ରା (୪୦ %)
Identifiers
  • (4S,4aR,5S,5aR,6R,12aS)-4-(dimethylamino)- 3,5,10,12,12a-pentahydroxy- 6-methyl- 1,11-dioxo- 1,4,4a,5,5a,6,11,12a-octahydrotetracene- 2-carboxamide
CAS Number
PubChem CID
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.008.429 Edit this at Wikidata
Chemical and physical data
FormulaC22H24N2O8
Molar mass444.43 g/mol
3D model (JSmol)
  • O.CN(C)[C@@H]3C(\O)=C(\C(N)=O)C(=O)[C@@]4(O)C(/O)=C2/C(=O)c1c(cccc1O)[C@H](C)[C@H]2[C@H](O)[C@@H]34
  • InChI=1S/C22H24N2O8.H2O/c1-7-8-5-4-6-9(25)11(8)16(26)12-10(7)17(27)14-15(24(2)3)18(28)13(21(23)31)20(30)22(14,32)19(12)29;/h4-7,10,14-15,17,25,27-29,32H,1-3H3,(H2,23,31);1H2/t7-,10+,14+,15-,17-,22-;/m0./s1 checkY
  • Key:XQTWDDCIUJNLTR-CVHRZJFOSA-N checkY
 ☒NcheckY (what is this?)  (verify)

ଡକ୍‌ସିସାଇକ୍ଲିନ ଏକ ପ୍ରକାର ଆଣ୍ଟିବାୟୋଟିକ ଯାହା ଅନେକ ପ୍ରକାରର ଜୀବାଣୁଏକ କୋଷି ଜୀବ ସଂକ୍ରମଣରେ ବ୍ୟବ‌ହାର କରାଯାଏ । ଜୀବାଣୁ ନିମୋନିଆ, ବ୍ରଣ, କ୍ଲାମିଡିଅ ସଂକ୍ରମଣ, ଲାଇମ ରୋଗ ଆରମ୍ଭରେ, କଲେରାସିଫିଲିସ ଇତ୍ୟାଦି ରୋଗମାନଙ୍କରେ ଏହି ଔଷଧ ବ୍ୟବ‌ହାର କରାଯାଏ । ମ୍ୟାଲେରିଆ ଚିକିତ୍ସା କଲାବେଳେ କୁଇନାଇନ ସ‌ହିତ ଡକ୍‌ସିସାଇକ୍ଲିନ ଦିଆଯାଏ ଓ ମ୍ୟାଲେରିଆ ପ୍ରତିରୋଧ ନିମନ୍ତେ ମଧ୍ୟ ଦିଆଯାଏ । ଡକ୍‌ସିସାଇକ୍ଲିନ ପାଟିରେ ଖାଇବାକୁ ଦିଆଯାଏ ବା ଶୀରା ମାଧ୍ୟମରେ ଦିଆଯାଏ । [୧]

ତରଳ ଝାଡ଼ା, ଅଇ, ବାନ୍ତି, ଲାଲ ରାସ ଓ ଆତପଦାହ/ସନ୍‌ବର୍ଣ୍ଣ ଇତ୍ୟାଦି ଏହାର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା । ଗର୍ଭାବସ୍ଥା ଓ ଅଳ୍ପ ବୟସର ପିଲା ଏହାକୁ ବ୍ୟବ‌ହାର କଲେ ଦାନ୍ତର ରଙ୍ଗ ପରିବର୍ତ୍ତନ ସ‌ହ ସ୍ଥାୟୀ ସମସ୍ୟା ଦେଖାଯାଏ । ସ୍ତନ୍ୟପାନ ସମୟରେ ଆପାତ‌ତଃ ଏହା ବିପଦମୁକ୍ତ ।[୧] ଡକ୍‌ସିସାଇକ୍ଲିନ ଏକ ବ୍ରଡ଼-ସ୍ପେକ୍‌ଟ୍ରମ ଆଣ୍ଟିବାୟୋଟିକ ଯାହା ଟେଟ୍ରାସାଇକ୍ଲିନ ଶ୍ରେଣୀର ଅନ୍ତର୍ଭୁକ୍ତ ।[୧]ଜୀବାଣୁର ପ୍ରୋଟିନ ତିଆରି ପନ୍ଥାକୁ ଏହି ଔଷଧ ରୋକିଦିଏ । [୧][୨]

ସନ ୧୯୬୭ରେ ପ୍ରଥମ ଥର ନିମନ୍ତେ ଡକ୍‌ସିସାଇକ୍ଲିନ ବ୍ୟବ‌ହାର କରାଗଲା ।[୩]ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । [୪] ଏହା ଜେନେରିକ ଔଷଧ ନାମରେ ଉପଲବ୍‌ଧ ହୁଏ ଓ ଦାମିକା ନୁହେଁ । [୧][୫]ପୃଥିବୀର ଅଧିକାଂଶ ସ୍ଥାନରେ ଏହାର ମୂଲ୍ୟ ବଟିକା ପିଛା ୦.୦୧ରୁ ୦.୦୪ ଆମେରିକୀୟ ଡଲାର ।[୬] ଆମେରିକାରେ ଏହାର ୧୦ ଦିନ ଚିକିତ୍ସାର ମୂଲ୍ୟ ୧୪ ଆମେରିକୀୟ ଡଲାର ।[୧][୭]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Doxycycline calcium". The American Society of Health-System Pharmacists. Retrieved Aug 18, 2015.
  2. Nelson, ML; Levy, SB (December 2011). "The history of the tetracyclines". Annals of the New York Academy of Sciences. 1241: 17–32. PMID 22191524.
  3. Corey, E.J. (2013). Drug discovery practices, processes, and perspectives. Hoboken, N.J.: John Wiley & Sons. p. 406. ISBN 9781118354469.
  4. "WHO Model List of Essential Medicines" (PDF). World Health Organization. April 2015. Retrieved 2 June 2015.
  5. Hamilton, Richard J. (2011). Tarascon pharmacopoeia (2011 library ed., 2011 ed., 12th ed. ed.). Sudbury, MA: Jones & Bartlett Learning. p. 79. ISBN 9781449600679. {{cite book}}: |edition= has extra text (help)
  6. "Doxycycline". International Drug Price Indicator Guide. Retrieved 18 August 2015.[permanent dead link]
  7. "Officials Question the Rising Costs of Generic Drugs". New York Times. Oct 7, 2014. Retrieved 22 September 2015.