ଡକ୍‌ସିସାଇକ୍ଲିନ

ଉଇକିପିଡ଼ିଆ ରୁ
Jump to navigation Jump to search
ଡକ୍‌ସିସାଇକ୍ଲିନ
Doxycycline.svg
Doxycycline 3d structure.png
Clinical data
Pronunciation /ˌdɒksiˈsklin/
Trade namesଡୋରିକ୍ସ, ଡୋକ୍ସିହେକ୍ସାଲ, ଡକ୍ସିଲିନ ଇତ୍ୟାଦି ।
AHFS/Drugs.commonograph
MedlinePlusa682063
data
Pregnancy
category
  • AU: D
  • US: D (Evidence of risk)
Routes of
administration
ପାଟି, ଶୀରାରେ[୧]
ATC code
Legal status
Legal status
  • AU: S4 (Prescription only)
  • UK: POM (Prescription only)
  • US: ℞-only
Pharmacokinetic data
Bioavailability୧୦୦ %
Metabolismଯକୃତ
Excretionପରିସ୍ରା (୪୦ %)
Identifiers
CAS Number
PubChem CID
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.008.429 Edit this at Wikidata
Chemical and physical data
FormulaC22H24N2O8
Molar mass444.43 g/mol
3D model (JSmol)
 NYesY (what is this?)  (verify)

ଡକ୍‌ସିସାଇକ୍ଲିନ ଏକ ପ୍ରକାର ଆଣ୍ଟିବାୟୋଟିକ ଯାହା ଅନେକ ପ୍ରକାରର ଜୀବାଣୁଏକ କୋଷି ଜୀବ ସଂକ୍ରମଣରେ ବ୍ୟବ‌ହାର କରାଯାଏ । ଜୀବାଣୁ ନିମୋନିଆ, ବ୍ରଣ, କ୍ଲାମିଡିଅ ସଂକ୍ରମଣ, ଲାଇମ ରୋଗ ଆରମ୍ଭରେ, କଲେରାସିଫିଲିସ ଇତ୍ୟାଦି ରୋଗମାନଙ୍କରେ ଏହି ଔଷଧ ବ୍ୟବ‌ହାର କରାଯାଏ । ମ୍ୟାଲେରିଆ ଚିକିତ୍ସା କଲାବେଳେ କୁଇନାଇନ ସ‌ହିତ ଡକ୍‌ସିସାଇକ୍ଲିନ ଦିଆଯାଏ ଓ ମ୍ୟାଲେରିଆ ପ୍ରତିରୋଧ ନିମନ୍ତେ ମଧ୍ୟ ଦିଆଯାଏ । ଡକ୍‌ସିସାଇକ୍ଲିନ ପାଟିରେ ଖାଇବାକୁ ଦିଆଯାଏ ବା ଶୀରା ମାଧ୍ୟମରେ ଦିଆଯାଏ । [୧]

ତରଳ ଝାଡ଼ା, ଅଇ, ବାନ୍ତି, ଲାଲ ରାସ ଓ ଆତପଦାହ/ସନ୍‌ବର୍ଣ୍ଣ ଇତ୍ୟାଦି ଏହାର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା । ଗର୍ଭାବସ୍ଥା ଓ ଅଳ୍ପ ବୟସର ପିଲା ଏହାକୁ ବ୍ୟବ‌ହାର କଲେ ଦାନ୍ତର ରଙ୍ଗ ପରିବର୍ତ୍ତନ ସ‌ହ ସ୍ଥାୟୀ ସମସ୍ୟା ଦେଖାଯାଏ । ସ୍ତନ୍ୟପାନ ସମୟରେ ଆପାତ‌ତଃ ଏହା ବିପଦମୁକ୍ତ ।[୧] ଡକ୍‌ସିସାଇକ୍ଲିନ ଏକ ବ୍ରଡ଼-ସ୍ପେକ୍‌ଟ୍ରମ ଆଣ୍ଟିବାୟୋଟିକ ଯାହା ଟେଟ୍ରାସାଇକ୍ଲିନ ଶ୍ରେଣୀର ଅନ୍ତର୍ଭୁକ୍ତ ।[୧]ଜୀବାଣୁର ପ୍ରୋଟିନ ତିଆରି ପନ୍ଥାକୁ ଏହି ଔଷଧ ରୋକିଦିଏ । [୧][୨]

ସନ ୧୯୬୭ରେ ପ୍ରଥମ ଥର ନିମନ୍ତେ ଡକ୍‌ସିସାଇକ୍ଲିନ ବ୍ୟବ‌ହାର କରାଗଲା ।[୩]ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । [୪] ଏହା ଜେନେରିକ ଔଷଧ ନାମରେ ଉପଲବ୍‌ଧ ହୁଏ ଓ ଦାମିକା ନୁହେଁ । [୧][୫]ପୃଥିବୀର ଅଧିକାଂଶ ସ୍ଥାନରେ ଏହାର ମୂଲ୍ୟ ବଟିକା ପିଛା ୦.୦୧ରୁ ୦.୦୪ ଆମେରିକୀୟ ଡଲାର ।[୬] ଆମେରିକାରେ ଏହାର ୧୦ ଦିନ ଚିକିତ୍ସାର ମୂଲ୍ୟ ୧୪ ଆମେରିକୀୟ ଡଲାର ।[୧][୭]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Doxycycline calcium". The American Society of Health-System Pharmacists. Retrieved Aug 18, 2015.
  2. Nelson, ML; Levy, SB (December 2011). "The history of the tetracyclines". Annals of the New York Academy of Sciences. 1241: 17–32. PMID 22191524.
  3. Corey, E.J. (2013). Drug discovery practices, processes, and perspectives. Hoboken, N.J.: John Wiley & Sons. p. 406. ISBN 9781118354469.
  4. "WHO Model List of Essential Medicines" (PDF). World Health Organization. April 2015. Retrieved 2 June 2015.
  5. Hamilton, Richard J. (2011). Tarascon pharmacopoeia (2011 library ed., 2011 ed., 12th ed. ed.). Sudbury, MA: Jones & Bartlett Learning. p. 79. ISBN 9781449600679.CS1 maint: Extra text (link)
  6. "Doxycycline". International Drug Price Indicator Guide. Retrieved 18 August 2015.
  7. "Officials Question the Rising Costs of Generic Drugs". New York Times. Oct 7, 2014. Retrieved 22 September 2015.