Jump to content

ଡୋଲ୍ୟୁଟଗ୍ରାଭିର

ଉଇକିପିଡ଼ିଆ‌ରୁ
ଡୋଲ୍ୟୁଟଗ୍ରାଭିର
Clinical data
Trade namesTivicay
AHFS/Drugs.commonograph
MedlinePlusa613043
data
Pregnancy
category
  • US: B (No risk in non-human studies)
    Routes of
    administration
    By mouth
    ATC code
    Legal status
    Legal status
    Pharmacokinetic data
    Bioavailabilityn/a[]
    Protein binding≥98.9%
    MetabolismUGT1A1 and CYP3A
    Elimination half-life~14 hours
    ExcretionFeces (53%) and urine (18.9%)
    Identifiers
    • (4R,12aS)-N-(2,4-difluorobenzyl)-7-hydroxy-4-methyl-6,8-dioxo-3,4,6,8,12,12a-hexahydro-2H-pyrido[1',2':4,5]pyrazino[2,1-b][1,3]oxazine-9-carboxamide
    CAS Number
    PubChem CID
    IUPHAR/BPS
    ChemSpider
    UNII
    KEGG
    ChEMBL
    NIAID ChemDB
    ECHA InfoCard100.237.735 Edit this at Wikidata
    Chemical and physical data
    FormulaC20H19F2N3O5
    Molar mass419.38 g/mol
    3D model (JSmol)
    • C[C@@H]1CCO[C@@H]2N1C(=O)c3c(c(=O)c(cn3C2)C(=O)NCc4ccc(cc4F)F)O
    • InChI=1S/C20H19F2N3O5/c1-10-4-5-30-15-9-24-8-13(17(26)18(27)16(24)20(29)25(10)15)19(28)23-7-11-2-3-12(21)6-14(11)22/h2-3,6,8,10,15,27H,4-5,7,9H2,1H3,(H,23,28)/t10-,15+/m1/s1 checkY
    • Key:RHWKPHLQXYSBKR-BMIGLBTASA-N checkY
     ☒NcheckY (what is this?)  (verify)

    ଡୋଲ୍ୟୁଟଗ୍ରାଭିର ବା ଡିଆଇଜି (ଇଂରାଜୀ ଭାଷାରେ Dolutegravir/ DTG), ଏକ ବିକ୍ରୟ ନାମ ଟିଭିକେ) ଏକ ଆଣ୍ଟିରେଟ୍ରୋଭାଇରାଲ ଔଷଧ (antiretroviral medication) ଯାହା ଅନ୍ୟାନ୍ୟ ଔଷଧମାନଙ୍କ ସ‌ହିତ ମିଶେଇ ଏଚଆଇଭି/ଏଡସ ରୋଗର ଚିକିତ୍ସାରେ ଦିଆଯାଏ । [] ସଂସ୍ପର୍ଶ ପ୍ରତିଷେଧ (post exposure prophylaxis) ଭାବରେ ମଧ୍ୟ ଏହା ଦିଆଯାଏ ।[] ଏହା ପାଟିରେ ଦିଆଯାଏ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରା ସମସ୍ୟା, ଥକ୍କା ଅନୁଭବ, ତରଳ ଝାଡ଼ା, ଅଧିକ ରକ୍ତ ଶର୍କରାମୁଣ୍ଡବିନ୍ଧା ହୋଇପାରେ । [] ପାର୍ଶ୍ୱ ପ୍ରତିକ୍ରିୟା ସାଂଘାତିକ ହେଲେ ଯକୃତ ସମସ୍ୟା (liver problems) ଓ ଆଲର୍ଜି ପ୍ରତିକ୍ରିୟା (allergic reactions) ହୋଇପାରେ ।[] ଗର୍ଭାବସ୍ଥା ଓ ସ୍ତନ୍ୟପାନ ସମୟରେ ଏହାର ନିରାପତ୍ତା ସ୍ପଷ୍ଟ ହୋଇନାହିଁ ।[] ଭୁତାଣୁ ରେପ୍ଲିକେସନ (viral replication) ନିମନ୍ତେ ଆବଶ୍ୟକ ହେଉଥିବା ଏଚଆଇଭି ଇଣ୍ଟେଗ୍ରେଜକୁ (HIV integrase) ଡୋଲ୍ୟୁଟଗ୍ରାଭିର ଏକ ଏଚଆଇଭି ଇଣ୍ଟେଗ୍ରେଜ ସ୍ଟ୍ରାଣ୍ଡ ଟ୍ରାନସଫର ଇନହିବିଟର (HIV integrase strand transfer inhibitor) ଭାବରେ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।[]

    ଯୁକ୍ତରାଷ୍ଟ୍ର ଆମେରିକାରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଡୋଲ୍ୟୁଟଗ୍ରାଭିର ସନ ୨୦୧୩ରେ ସ୍ୱୀକୃତ ହୋଇଥିଲା ।[] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[] ସଂଯୁକ୍ତ ରାଷ୍ଟ୍ରରେ ସନ ୨୦୧୫ରେ ଏକ ମାସର ଖର୍ଚ୍ଚ ପ୍ରାୟ ୪୯୯ ପାଉଣ୍ଡ ଥିଲା ।[]

    1. "Tivicay® (dolutegravir) Tablets for Oral Use. Full Prescribing Information" (PDF). ViiV Healthcare, 2013. Archived from the original (PDF) on 3 January 2014. Retrieved 9 February 2014.
    2. 1 2 3 British national formulary : BNF 69 (69 ed.). British Medical Association. 2015. p. 429. ISBN 9780857111562.
    3. 1 2 3 4 5 6 "Dolutegravir Sodium". The American Society of Health-System Pharmacists. Retrieved 8 December 2017.
    4. "WHO Model List of Essential Medicines (20th List)" (PDF). World Health Organization. March 2017. Retrieved 29 June 2017.