ନାଲୋକ୍‌ସୋନ

ଉଇକିପିଡ଼ିଆ‌ରୁ
ନାଲୋକ୍‌ସୋନ
Clinical data
Trade namesNarcan, Evzio
Synonyms17-allyl- 4,5α-epoxy- 3,14-dihydroxymorphinan- 6-one
AHFS/Drugs.commonograph
Pregnancy
category
Routes of
administration
Endotracheal, intranasal, IV, IM
ATC code
Legal status
Legal status
  • AU: S4 (Prescription only)
  • UK: POM (Prescription only)
Pharmacokinetic data
Bioavailability2% (Oral, 90% absorption but high first-pass metabolism)
MetabolismLiver
Onset of action2 min (IV), 5 min (IM)[୧]
Elimination half-life1–1.5 h
Duration of action30 to 60 min[୧]
ExcretionUrine, Biliary
Identifiers
  • (1S,5R,13R,17S)-10,17-dihydroxy-4-(prop-2-en-1-yl)-12-oxa-4-azapentacyclo[9.6.1.01,13.05,17.07,18]octadeca-7(18),8,10-trien-14-one
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.006.697 Edit this at Wikidata
Chemical and physical data
FormulaC19H21NO4
Molar mass୩୨୭.୩୮ g·mol−1
3D model (JSmol)
  • O=C1[C@@H]2OC3=C(O)C=CC4=C3[C@@]2([C@]5(CC1)O)CCN(CC=C)[C@@H]5C4
  • InChI=1S/C19H21NO4/c1-2-8-20-9-7-18-15-11-3-4-12(21)16(15)24-17(18)13(22)5-6-19(18,23)14(20)10-11/h2-4,14,17,21,23H,1,5-10H2/t14-,17+,18+,19-/m1/s1 checkY
  • Key:UZHSEJADLWPNLE-GRGSLBFTSA-N checkY
 ☒NcheckY (what is this?)  (verify)

ନାଲୋକ୍‌ସୋନ, ଅନ୍ୟ ନାମ ନାରକାନ ଏଲ ଔଷଧ ଯାହା ଓପିଓଏଡ ବା ଏହାର ଅତିମାତ୍ରାର ପ୍ରଭାବକୁ ଅକାମି କରିଦିଏ । [୧] ଏହାକୁ ଏକା ପିଲରେ ମିଶେଇ ଦେଲେ କୁପ୍ରଭାବ କମିଯାଏ । ଶୀରାରେ ଇଞ୍ଜେକସନ ଆକାରରେ ଦେଲେ ୨ ମିନିଟ ଓ ମାଂସପେଶୀରେ ଇଞ୍ଜେକସନ ଆକାରରେ ଦେଲେ ୫ ମିନିଟ ପରେ ଏହାର ପ୍ରଭାବ ଆରମ୍ଭ ହୁଏ । [୧] ଏହାକୁ ନାକରେ ଶୁଙ୍ଘେଇ ବ୍ୟବ‌ହାର କରାଯାଇପାରେ । [୨] ଏହି ଔଷଧର ପ୍ରଭାବ ଅଧ ଘଣ୍ଟାରୁ ଏକ ଘଣ୍ଟା ପର୍ଯ୍ୟନ୍ତ ରହେ । [୩] ଏକାଧିକ ମାତ୍ରା ଦିଆଯାଏ କାରଣ ଓପିଓଏଡର କାର୍ଯ୍ୟକାଳ ନାଲୋକ୍‌ସୋନ ଅପେକ୍ଷା ଅଧିକ । [୧]

ଓପିଓଏଡ ନିର୍ଭରଶୀଳ ବ୍ୟକ୍ତିଙ୍କୁ ଏହା ଦେଲେ ଓପିଓଏଡ ପ୍ରତ୍ୟାହାର ଲକ୍ଷଣ ଯେପରିକି ଉତ୍ତେଜନା, ଅଇ, ବାନ୍ତି, ଦୃତ ହୃତ୍‌ପିଣ୍ଡ ଗତି ଓ ସ୍ୱେଦ ନିର୍ଗମ ହୁଏ । ଏହାକୁ ପ୍ରତିରୋଧ କରିବା ନିମନ୍ତେ କିଛି ମିନିଟ ଅନ୍ତରରେ ଅଳ୍ପ ମାତ୍ରାରେ ଏହା ଦିଆଯାଏ । ହୃତ୍‌ପିଣ୍ଡ ରୋଗ ଆଗରୁ ଥିଲେ ଅଧିକ ସମସ୍ୟା ସୃଷ୍ଟି ହୁଏ । [୧] ଅଳ୍ପ ସଂଖ୍ୟକ ମହିଳାଙ୍କୁ ଗର୍ଭାବସ୍ଥାରେ ଦେଇ ଦେଖାଯାଇଛି, ଏହା ନିରାପଦ । [୪] ନାଲୋକ୍‌ସୋନ ଏକ ବିଶୁଦ୍ଧ ଓପିଓଏଡ ବିରୋଧୀ ଔଷଧ । ଓପିଓଏଡଦ୍ୱାରା ଶ୍ୱାସକ୍ରିୟା ଓ କେନ୍ଦ୍ରୀୟ ସ୍ନାୟୁମଣ୍ଡଳର ଶକ୍ତିହୀନତାକୁ ପଛକୁ ଫେରେଇଦିଏ (reverse) । [୧]

ସନ ୧୯୬୧ରେ ଜ୍ୟାକ ଫିସମ୍ୟାନ,ମୋଜେସ ଜେ. ଲୋୱେନସ୍ଟେନ ଓ ସାଙ୍କ୍ୟୋ କମ୍ପାନୀଦ୍ୱାରା ପେଟେଣ୍ଟ କରାଯାଇଥିଲା । ସନ ୧୯୭୧ରେ ଓପିଓଏଡ ଅଧିକ ମାତ୍ରାର ଔଷଧ ନିମନ୍ତେ ଏହାକୁ ମଞ୍ଜୁର କରାଯାଇଥିଲା । [୫] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । [୬] ଏହା ଜେନେରିକ ଔଷଧ ନାମରେ ଉପଲବ୍‌ଧ ହୁଏ ଓ ଦାମିକା ନୁହେଁ ।[୧][୭] ପ୍ରତି ଡୋଜ ବା ମାତ୍ରା ପିଛା ଏହାର ମୂଲ୍ୟ 0.୫0ରୁ ୫.୩0 ଆମେରିକୀୟ ଡଲାର । [୮]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ "Naloxone Hydrochloride". The American Society of Health-System Pharmacists. Retrieved Jan 2, 2015.
  2. Roberts, James R. (2014). Roberts and Hedges' clinical procedures in emergency medicine (6 ed.). London: Elsevier Health Sciences. p. 476. ISBN 9781455748594.
  3. Bosack, Robert (2015). Anesthesia Complications in the Dental Office. John Wiley & Sons. p. 191. ISBN 9781118828625.
  4. "Prescribing medicines in pregnancy database". Australian Government. 3 March 2014. Retrieved 22 April 2014.
  5. Yardley, William (14 December 2013). "Jack Fishman Dies at 83; Saved Many From Overdose". New York Times. Retrieved 2015-07-06.
  6. "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
  7. Hamilton, Richard J. (2013). Tarascon pocket pharmacopoeia : 2014 classic shirt-pocket edition (28 ed.). Sudbury: Jones & Bartlett Learning. p. 174. ISBN 9781284053982.
  8. "Naloxone HCL". International Drug Price Indicator Guide. Retrieved 13 August 2015.[permanent dead link]