ହାଇଡ୍ରୋକୋଡୋନ/ପାରାସେଟାମୋଲ
| Combination of | |
|---|---|
| Hydrocodone | Opioid analgesic |
| Paracetamol | Anilide analgesic |
| Clinical data | |
| Trade names | Hycet, Lorcet, Norco, Vicodin, others |
| Synonyms | Hydrocodone/acetaminophen, hydrocodone/APAP |
| AHFS/Drugs.com | FDA Professional Drug Information |
| Pregnancy category |
|
| Routes of administration | By mouth |
| ATC code | |
| Legal status | |
| Legal status |
|
| Pharmacokinetic data | |
| Bioavailability | >80% |
| Metabolism | Hydrocodone: extensively liver, primarily CYP3A4; Acetaminophen: liver, CYP2E1 |
| Elimination half-life | for hydrocodone: 228–294 mins (3.8–4.9 hrs); for paracetamol: 120–240 mins (2–4 hrs) |
| Excretion | for hydrocodone: urinary; for paracetamol: urinary (10–15% unchanged) |
| Identifiers | |
| PubChem CID | |
| ChemSpider | |
| | |
ହାଇଡ୍ରୋକୋଡୋନ/ପାରାସେଟାମୋଲ (ଇଂରାଜୀ ଭାଷାରେ Hydrocodone/paracetamol, ଅନ୍ୟ ନାମ ହାଇଡ୍ରୋକୋଡୋନ/ଆସେଟାମିନୋଫେନ) ଦୁଇଟି ଯନ୍ତ୍ରଣା ନିବାରକ ଔଷଧର ମିଶ୍ରଣ ଯେଉଁଥିରେ ହାଇଡ୍ରୋକୋଡୋନ (hydrocodone) ଓ ପାରାସେଟାମୋଲ/ଆସେଟାମିନୋଫେନ ଥାଏ । [୧] ମଧ୍ୟମ ଓ ସାଂଘାତିକ ଧରଣର ଯନ୍ତ୍ରଣାରେ (pain) ଏହି ଔଷଧ ଦିଆଯାଏ ।[୧][୨] ଏହା ପାଟିରେ ଦିଆଯାଏ ।[୧] ଯୁକ୍ତରାଷ୍ଟ୍ର ଆମେରିକାରେ ସାଧାରଣତଃ ଏହା ଆମୋଦ ଦାୟକ (Recreational use) ଔଷଧ ଭାବରେ ବ୍ୟବହାର କରାଯାଏ ।[୩][୪]
ହାଇଡ୍ରୋକୋଡୋନ/ପାରାସେଟାମୋଲ ଔଷଧର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡ ଓଜନିଆ, ନିଦ୍ରାଳୁ ଭାବ, କୋଷ୍ଠକାଠିନ୍ୟ ଓ ବାନ୍ତି ହୋଇପାରେ ।[୧][୨] ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟାରେ ଔଷଧ ନିଶା (addiction|), ମାନ୍ଦା ଶ୍ୱାସକ୍ରିୟା, ନିମ୍ନ ରକ୍ତଚାପ (low blood pressure), ସେରୋଟୋନିନ ସିଣ୍ଡ୍ରୋମ, ଆନାଫାଇଲାକ୍ସିସ ଓ ଯକୃତ କାର୍ଯ୍ୟ ଫେଲ ହୁଏ ।[୧] ଗର୍ଭାବସ୍ଥାରେ ଏହାର ବ୍ୟବହାର ହାନୀକାରକ ହୋଇପାରେ ।[୧] ଆଲକହଲ (alcohol) ସାଥିରେ ଏହା ଦିଆଯାଏ ନାହିଁ ।[୨] ଏମୟୁ-ଓପିଅଏଡ ରିସେପ୍ଟର (mu-opioid receptor) ସାଥିରେ ଏହା ଅନୁବନ୍ଧିତ ହୋଇ କାର୍ଯ୍ୟକ୍ଷମ ହୁଏ ।[୧] ପାରାସେଟାମୋଲ କାର୍ଯ୍ୟବିଧି ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ନାହିଁ ।[୧]
ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୧୯୮୨ରେ ଡାକ୍ତରୀ ବ୍ୟବହାର ନିମନ୍ତେ ହାଇଡ୍ରୋକୋଡୋନ/ପାରାସେଟାମୋଲ ସ୍ୱୀକୃତ ହୋଇଥିଲା ।[୧] ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ଏକ ସିଡ୍ୟୁଲ ୨ ନିୟନ୍ତ୍ରିତ (schedule II controlled substance) ଔଷଧ ।[୧] ସେଠାରେ ସନ ୨୦୧୬ରେ ହାଇଡ୍ରୋକୋଡୋନ/ପାରାସେଟାମୋଲର ୪୫ ନିୟୁତରୁ ଅଧିକ ପ୍ରେସକ୍ରିପସନ ହୋଇ ସର୍ବାଧିକ ୧୩ତମ ପ୍ରେସକ୍ରିପସନ ଔଷଧର ମାନ୍ୟତା ଲାଭ କରିଥିଲା ।[୫] ସଂଯୁକ୍ତ ରାଷ୍ଟ୍ରରେ ଏହା ମିଳେନି ।[୬] ଏହାର ଅନେକ ବିକ୍ରୟ ନାମ ମଧ୍ୟରୁ ଭିକୋଡିନ ଅନ୍ୟତମ ।[୧]
ଏହା ମଧ୍ୟ ଦେଖନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ "Hydrocodone and Acetaminophen - FDA prescribing information". Drugs.com (in ଇଂରାଜୀ). Retrieved 23 December 2018.
- ↑ ୨.୦ ୨.୧ ୨.୨ Mancano, Michael; Gallagher, Jason (2010). Frequently Prescribed Medications (in ଇଂରାଜୀ). Jones & Bartlett Learning. p. 7. ISBN 9780763781170.
- ↑ Parrillo, Vincent N. (2008). Encyclopedia of Social Problems (in ଇଂରାଜୀ). SAGE. p. 262. ISBN 9781412941655.
- ↑ Singla, A; Sloan, P (2013). "Pharmacokinetic evaluation of hydrocodone/acetaminophen for pain management". Journal of opioid management. 9 (1): 71–80. doi:10.5055/jom.2013.0149. PMID 23709306.
- ↑ "The Top 300 of 2019". clincalc.com. Retrieved 22 December 2018.
- ↑ Atkins, Lucy (16 August 2001). "Know what a Vike is?". The Guardian. Retrieved 23 December 2018.