Jump to content

ଆଇଭର୍‌ମେକ୍ଟିନ୍

ଉଇକିପିଡ଼ିଆ‌ରୁ
(Ivermectineରୁ ଲେଉଟି ଆସିଛି)
ଆଇଭର୍‌ମେକ୍ଟିନ୍
Clinical data
Trade namesStromectol
AHFS/Drugs.commonograph
MedlinePlusa607069
Pregnancy
category
  • AU: B3
  • US: C (Risk not ruled out)
    Routes of
    administration
    Oral, topical
    ATC code
    Legal status
    Legal status
    Pharmacokinetic data
    Protein binding93%
    MetabolismLiver (CYP450)
    Elimination half-life18 hours
    ExcretionFeces; <1% urine
    Identifiers
    • 22,23-dihydroavermectin B1a + 22,23-dihydroavermectin B1b
    CAS Number
    PubChem CID
    DrugBank
    ChemSpider
    UNII
    KEGG
    ChEMBL
    PDB ligand
    ECHA InfoCard100.067.738 Edit this at Wikidata
    Chemical and physical data
    Formulaଛାଞ୍ଚ:Chem (22,23-dihydroavermectin B1a)
    ଛାଞ୍ଚ:Chem (22,23-dihydroavermectin B1b)
    Molar mass875.10 g/mol
    • InChI=1S/C48H74O14.C47H72O14/c1-11-25(2)43-28(5)17-18-47(62-43)23-34-20-33(61-47)16-15-27(4)42(26(3)13-12-14-32-24-55-45-40(49)29(6)19-35(46(51)58-34)48(32,45)52)59-39-22-37(54-10)44(31(8)57-39)60-38-21-36(53-9)41(50)30(7)56-38;1-24(2)41-27(5)16-17-46(61-41)22-33-19-32(60-46)15-14-26(4)42(25(3)12-11-13-31-23-54-44-39(48)28(6)18-34(45(50)57-33)47(31,44)51)58-38-21-36(53-10)43(30(8)56-38)59-37-20-35(52-9)40(49)29(7)55-37/h12-15,19,25-26,28,30-31,33-45,49-50,52H,11,16-18,20-24H2,1-10H3;11-14,18,24-25,27,29-30,32-44,48-49,51H,15-17,19-23H2,1-10H3/b13-12+,27-15+,32-14+;12-11+,26-14+,31-13+/t25-,26-,28-,30-,31-,33+,34-,35-,36-,37-,38-,39-,40+,41-,42-,43+,44-,45+,47+,48+;25-,27-,29-,30-,32+,33-,34-,35-,36-,37-,38-,39+,40-,41+,42-,43-,44+,46+,47+/m00/s1 checkY
    • Key:SPBDXSGPUHCETR-JFUDTMANSA-N checkY
     ☒NcheckY (what is this?)  (verify)

    ଆଇଭର୍‌ମେକ୍ଟିନ୍ ଔଷଧ ଅନେକ ପ୍ରକାରର ପରଜୀବୀ ବିରୁଦ୍ଧରେ କାମ କରେ ।[୧] ମୁଣ୍ଡ ଉକୁଣୀ,[୨] କାଛୁ,[୩], ନ‌ଦୀ ଅନ୍ଧତ୍ୱ,[୪] ସ୍ଟ୍ରଙ୍ଗିଲଏଡିଆସିସ୍[୫] ଓ ଫାଇଲେରିଆ ରୋଗ ନିମନ୍ତେ ଦିଆଯାଏ ।[୬] ଏହା ଚର୍ମରେ ଲଗେଇଦିଆଯାଏ ବା ପାଟିରେ ଦିଆଯାଏ । ଆଖିଠାରୁ ଦୂରରେ ରଖିବେ । [୨]

    ଏହି ଔଷଧ ଯୋଗୁ ଲାଲ ଆଖି, ଶୁଖିଲା ଚମ ଓ ଚର୍ମ ଜ୍ୱାଳା ଭଳି ପାର୍ଶ୍ୱ ପ୍ରତିକ୍ରିୟା ହୁଏ ।[୨] ଗର୍ଭବସ୍ଥାରେ ଏହାର ନିରାପତ୍ତା ସ୍ପଷ୍ଟ ନୁହେଁ, କିନ୍ତୁ ସ୍ତନ୍ୟପାନ ସମୟରେ ଠିକ୍ ଥିବା ଜଣାଯାଏ ।[୭] ଅମେରୁଦଣ୍ଡୀ ପ୍ରାଣୀଙ୍କ କୋଷିକା ପ୍ରାଚୀରକୁ ସୁଭେଦୀ କରିଦେବା ଫଳରେ ମୃତ୍ୟୁ ହୁଏ । ଏହା ଆଭର୍‌ମେକ୍ଟିନ୍ ଶ୍ରେଣୀର ଔଷଧ । [୨]

    ସନ ୧୯୭୫ରେ ଏହା ଆବିଷ୍କୃତ ହେବା ପରେ ସନ ୧୯୮୧ରେ ଚିକିତ୍ସା କ୍ଷେତ୍ରରେ ବ୍ୟବ‌ହାର କରାଗଲା ।[୬][୮] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୯] ଏହାର ଗୋଟିଏ କୋର୍ସ ଚିକିତ୍ସା ନିମନ୍ତେ ୦.୧୨ ଆମେରିକୀୟ ଡଲାର ଖର୍ଚ୍ଚ ହୁଏ ।[୧୦] ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ବାବଦ ୨୫ରୁ ୫୦ ଡଲାର ଖର୍ଚ୍ଚ ହୁଏ ।[୫] ପଶୁମାନଙ୍କର ହାର୍ଟ‌ୱର୍ମ ପ୍ରତିଷେଧ ଓ ଚିକିତ୍ସା ନିମନ୍ତେ ଏହା ଦିଆଯାଏ ।[୧]

    1. 1 2 Saunders Handbook of Veterinary Drugs: Small and Large Animal (4 ed.). Elsevier Health Sciences. 2015. p. 420. ISBN 9780323244862.
    2. 1 2 3 4 "Ivermectin". The American Society of Health-System Pharmacists. Retrieved Jan 2016. {{cite web}}: Check date values in: |accessdate= (help)
    3. ↑ Panahi, Y; Poursaleh, Z; Goldust, M (2015). "The efficacy of topical and oral ivermectin in the treatment of human scabies". Annals of Parasitology. 61 (1): 11–6. PMID 25911032.
    4. ↑ Sneader, Walter (2005). Drug Discovery a History. Chichester: John Wiley & Sons. p. 333. ISBN 9780470015520.
    5. 1 2 Hamilton, Richard J. (2014). Tarascon pocket pharmacopoeia : 2014 deluxe lab-pocket edition (15th ed.). Sudbury: Jones & Bartlett Learning. p. 422. ISBN 9781284053999.
    6. 1 2 Mehlhorn, Heinz (2008). Encyclopedia of parasitology (3rd ed.). Berlin: Springer. p. 646. ISBN 9783540489948.
    7. ↑ "Ivermectin Levels and Effects while Breastfeeding". Retrieved 16 January 2016.
    8. ↑ Vercruysse, edited by J.; Rew, R.S. (2002). Macrocyclic lactones in antiparasitic therapy. Oxon, UK: CABI Pub. p. Preface. ISBN 9780851998404. {{cite book}}: |first1= has generic name (help)
    9. ↑ "WHO Model List of Essential Medicines" (PDF). World Health Organization. October 2013. Retrieved 22 April 2014.
    10. ↑ "Ivermectin". International Drug Price Indicator Guide. Retrieved 16 January 2016.[permanent dead link]