Jump to content

ଟାମୋକ୍ସିଫେନ

ଉଇକିପିଡ଼ିଆ‌ରୁ
(Tamoxifenରୁ ଲେଉଟି ଆସିଛି)
ଟାମୋକ୍ସିଫେନ
Clinical data
Trade namesNolvadex, Genox, Tamifen, others[]
AHFS/Drugs.commonograph
MedlinePlusa682414
Pregnancy
category
  • AU: B3
  • US: D (Evidence of risk)
    Routes of
    administration
    Oral
    ATC code
    Legal status
    Legal status
    Pharmacokinetic data
    Protein binding99%
    MetabolismHepatic (CYP3A4, 2C9 and 2D6)
    Elimination half-life5-7 days[]
    ExcretionFaeces (65%), urine (9%)
    Identifiers
    • (Z)-2-[4-(1,2-diphenylbut-1-enyl)phenoxy]-N,N-dimethylethanamine
    CAS Number
    PubChem CID
    IUPHAR/BPS
    DrugBank
    ChemSpider
    UNII
    KEGG
    ChEBI
    ChEMBL
    ECHA InfoCard100.031.004 Edit this at Wikidata
    Chemical and physical data
    FormulaC26H29NO
    Molar mass371.515 g/mol
    563.638 g/mol (citrate salt)
    3D model (JSmol)
    • O(c1ccc(cc1)/C(c2ccccc2)=C(\c3ccccc3)CC)CCN(C)C
    • InChI=1S/C26H29NO/c1-4-25(21-11-7-5-8-12-21)26(22-13-9-6-10-14-22)23-15-17-24(18-16-23)28-20-19-27(2)3/h5-18H,4,19-20H2,1-3H3/b26-25- checkY
    • Key:NKANXQFJJICGDU-QPLCGJKRSA-N checkY
      (verify)

    ଟାମୋକ୍ସିଫେନ (ଟିଏମଏକ୍ସ), ଯାହାର ଏକ ବିକ୍ରୟ ନାମ ନୋଲଭାଡେକ୍ସ, ଏକ ଔଷଧ ଯାହା ମହିଳାଙ୍କର ସ୍ତନ କର୍କଟର ପ୍ରତିଷେଧକ ଓ ଉଭୟ ମହିଳା ଓ ପୁରୁଷଙ୍କର ସ୍ତନ କର୍କଟ ରୋଗର ଚିକିତ୍ସା ନିମନ୍ତେ ବ୍ୟବ‌ହାର କରାଯାଏ ।[] ଅନ୍ୟାନ୍ୟ କର୍କଟ ରୋଗରେ ଏହାର ବ୍ୟବ‌ହାର ନିମନ୍ତେ ଅନୁଶୀଳନ ଚାଲିଛି । [] ଆଲବ୍ରାଇଟ ସିଣ୍ଡ୍ରୋମରେ ଏହା ବ୍ୟବ‌ହାର କରାଯାଇଛି । ସ୍ତନ କର୍କଟ ରୋଗରେ ଟାମୋକ୍ସିଫେନ ପ୍ରତ୍ୟହ ୫ ବର୍ଷ ପର୍ଯ୍ୟନ୍ତ ପାଟିରେ ଖାଇବାକୁ ଦିଆଯାଏ । []

    ଜରାୟୁ କର୍କଟ, ସଂଘାତ (stroke), ଦୃଷ୍ଟି ସମସ୍ୟା ଓ ଫୁସଫୁସ ଏମ୍ବୋଲିଜ୍ମ ଇତ୍ୟାଦି ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ସଙ୍କଟ ଦେଖାଯାଇପାରେ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ଅନିୟମିତ ଋତୁସ୍ରାବ, ଓଜନ ହ୍ରାସ ଓ ଉଷ୍ମାନୁଭୂତି ଇତ୍ୟାଦି ଦେଖାଯାଏ । ଗର୍ଭାବସ୍ଥାସ୍ତନ୍ୟପାନ ସମୟରେ ଏହି ଔଷଧ ଦେଲେ ଶିଶୁର ହାନୀ ହୁଏ ।[] ଏହା ଏକ ବରଣାତ୍ମକ ଏସ୍ଟ୍ରୋଜେନ-ରିସେପ୍ଟର ମୋଡ୍ୟୁଲେଟର ଯାହା ସ୍ତନ କୋଷ ବୃଦ୍ଧିର କାରକ ବା ଫ୍ୟାକ୍ଟରମାନଙ୍କୁ କମେଇଦିଏ ଓ କୋଷବୃଦ୍ଧି କମ କରୁଥିବା କାରକମାନଙ୍କୁ ବଢ଼େଇଦିଏ । [][] ଏହା ଟ୍ରାଇଫିନାଇଲଏଥିଲିନ ଦଳର ଔଷଧ । []

    ସନ ୧୯୬୭ରେ ଟାମୋକ୍ସିଫେନ ଆବିଷ୍କୃତ ହେଲା ।[] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[] ଏହା ଜେନେରିକ ଔଷଧ ନାମରେ ଉପଲବ୍‌ଧ ହୁଏ । []ଏହାର ଦୈନିକ ହୋଲସେଲ ଖର୍ଚ୍ଚ ପ୍ରାୟ ୦.୦୭ରୁ ୦.୨୩ ଆମେରିକୀୟ ଡଲାର ।[] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଦୈନିକ ଖର୍ଚ୍ଚ ୨ ଡଲାର । []

    1. "NCI Drug Dictionary". Retrieved 28 November 2015.
    2. "Tamoxifen". Drugs.com.
    3. 1 2 "Tamoxifen Citrate". NCI. August 26, 2015. Retrieved 28 November 2015.
    4. 1 2 3 4 5 "Tamoxifen Citrate". The American Society of Health-System Pharmacists. Retrieved 27 Nov 2015.
    5. "Selective estrogen receptor modulators". Retrieved 28 November 2015.
    6. Dueñas-Díez, edited by Antonio Cano Sanchez, Joaquim Calaf i Alsina, José-Luis (2006). Selective Estrogen Receptor Modulators a New Brand of Multitarget Drugs. Berlin, Heidelberg: Springer-Verlag Berlin Heidelberg. p. 52. ISBN 9783540347422. {{cite book}}: |first1= has generic name (help)CS1 maint: multiple names: authors list (link)
    7. Jordan VC (Jan 2006). "Tamoxifen (ICI46,474) as a targeted therapy to treat and prevent breast cancer". British Journal of Pharmacology. 147 Suppl 1 (Suppl 1): S269-76. doi:10.1038/sj.bjp.0706399. PMC 1760730. PMID 16402113.
    8. "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
    9. "Tamoxifen Citrate". International Drug Price Indicator Guide. Archived from the original on 9 January 2016. Retrieved 28 November 2015.