Jump to content

ଆମିକାସିନ

ଉଇକିପିଡ଼ିଆ‌ରୁ
ଆମିକାସିନ
Clinical data
Trade namesAmikin, others
AHFS/Drugs.commonograph
MedlinePlusa682661
Pregnancy
category
  • AU: D
  • US: D (Evidence of risk)
    Routes of
    administration
    intramuscular, intravenous
    ATC code
    Legal status
    Legal status
    Pharmacokinetic data
    Protein binding0-11%
    Elimination half-life2-3 hours
    Excretionkidney
    Identifiers
    • (2S)-4-Amino-N-[(2S,3S,4R,5S)-5-amino-2-[(2S,3R,4S,5S,6R)-4-amino-3,5-dihydroxy-6-(hydroxymethyl)oxan-2-yl]oxy-4-[(2R,3R,4S,5R,6R)-6-(aminomethyl)-3,4,5-trihydroxy-oxan-2-yl]oxy-3-hydroxy-cyclohexyl]-2-hydroxybutanamide
    CAS Number
    PubChem CID
    DrugBank
    ChemSpider
    UNII
    KEGG
    ChEBI
    ChEMBL
    ECHA InfoCard100.048.653 Edit this at Wikidata
    Chemical and physical data
    FormulaC22H43N5O13
    Molar mass585.603 g/mol
    3D model (JSmol)
    • O=C(N[C@H]3[C@H](O[C@H]1O[C@@H]([C@@H](O)[C@H](N)[C@H]1O)CO)[C@@H](O)[C@H](O[C@H]2O[C@H](CN)[C@@H](O)[C@H](O)[C@H]2O)[C@@H](N)C3)[C@@H](O)CCN
    • InChI=1S/C22H43N5O13/c23-2-1-8(29)20(36)27-7-3-6(25)18(39-22-16(34)15(33)13(31)9(4-24)37-22)17(35)19(7)40-21-14(32)11(26)12(30)10(5-28)38-21/h6-19,21-22,28-35H,1-5,23-26H2,(H,27,36)/t6-,7+,8-,9+,10+,11-,12+,13+,14+,15-,16+,17-,18+,19-,21+,22+/m0/s1 checkY
    • Key:LKCWBDHBTVXHDL-RMDFUYIESA-N checkY
      (verify)

    ଆମିକାସିନ (ଇଂରାଜୀ ଭାଷାରେ Amikacin) ଏକ ଆଣ୍ଟିବାୟୋଟିକ (antibiotic) ଯାହା ଅନେକ ଜୀବାଣୁ ସଂକ୍ରମଣର bacterial infections ଚିକିତ୍ସା ନିମନ୍ତେ ଦିଆଯାଏ । ଗଣ୍ଠି ସଂକ୍ରମଣ (joint infections), ଉଦର ସଂକ୍ରମଣ (intraabdominal infections), ମେନିଞ୍ଜାଇଟିସ୍, ନିମୋନିଆ, ସେପ୍ସିସମୂତ୍ରନଳୀ ସଂକ୍ରମଣ ଇତ୍ୟାଦି ରୋଗମାନଙ୍କରେ ଏହା ଦିଆଯାଏ ।[] ଏହା ମଲ୍ଟିଡ୍ରଗ ରେଜିସ୍ଟାଣ୍ଟ ଯକ୍ଷ୍ମା (multidrug-resistant tuberculosis) ରୋଗର ଚିକିତ୍ସାରେ ମଧ୍ୟ ଦିଆଯାଏ ।[] ଆମିକାସିନ ଇଞ୍ଜେକସନ ଆକାରରେ ମାଂସପେଶୀରେ (muscle|) ବା ଶିରାଭ୍ୟନ୍ତରରେ (injection into a vein) ଦିଆଯାଏ ।[]

    ଆମିକାସିନର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଶ୍ରବଣହାନୀ (hearing loss), ନିୟନ୍ତ୍ରଣ ସମସ୍ୟା ଓ ବୃକ୍‌କ ସମସ୍ୟା (kidney problems) । ଅନ୍ୟାନ୍ୟ ପ୍ରତିକ୍ରିୟା ମଧ୍ୟରେ ପକ୍ଷାଘାତ (paralysis) ବା ପାରାଲିସିସ ଯୋଗୁ ଶ୍ୱାସକ୍ରିୟା ନ ହୋଇପାରି ମୃତ୍ୟୁ ହୋଇପାରେ । ଗର୍ଭାବସ୍ଥାରେ ବ୍ୟବ‌ହାର କଲେ ଶିଶୁର ସ୍ଥାୟୀ ଶ୍ରବଣହାନୀ ହୋଇପାରେ । ଆମିନୋଗ୍ଲାଇକୋସାଇଡ (aminoglycoside) ପରିବାରର ଆମିକାସିନ ଏକ ସଦସ୍ୟ । ଜୀବାଣୁର ପ୍ରୋଟିନ ତିଆରି କରୁଥିବା ୩୦ଏସ ରାଇବୋଲୋମାଲ ସବୟୁନିଟର (30S ribosomal subunit) କାର୍ଯ୍ୟକୁ ଏହି ଔଷଧ ଅବରୋଧ କରିଦିଏ । []

    ଆମିକାସିନ ସନ ୧୯୭୧ରେ ପେଟେଣ୍ଟ ହୋଇଥିଲା ଓ ସନ ୧୯୭୬ରେ ବ୍ୟବସାୟରେ ନିୟୋଜିତ ହୋଇଥିଲା ।[][] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ମାସର କ୍ରୟ ମୂଲ୍ୟ ୧୩.୮୦ରୁ ୧୩୦.୫୦ ଆମେରିକୀୟ ଡଲାର । [] ଯୁକ୍ତରାଷ୍ଟ୍ର ଆମେରିକାରେ ଏକ କୋର୍ଷ ଚିକିତ୍ସାର ମୂଲ୍ୟ ପ୍ରାୟ ୨୫ରୁ ୫୦ ଆମେରିକୀୟ ଡଲାର ।[] ଏହା କାନାମାଇସିନ (kanamycin)ରୁ ପ୍ରସ୍ତୁତ ହୁଏ ।[]

    1. 1 2 3 4 "Amikacin Sulfate". The American Society of Health-System Pharmacists. Retrieved 8 December 2016.
    2. WHO Model Formulary 2008 (PDF). World Health Organization. 2009. p. 137. ISBN 9789241547659. Retrieved 8 December 2016.
    3. Fischer, Janos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 507. ISBN 9783527607495.
    4. Oxford Handbook of Infectious Diseases and Microbiology. OUP Oxford. 2009. p. 56. ISBN 9780191039621.
    5. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
    6. "Amikacin Sulfate". International Drug Price Indicator Guide. Retrieved 8 December 2016.[permanent dead link]
    7. Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 35. ISBN 9781284057560.