Jump to content

ଡାଇଫେନହାଇଡ୍ରାମିନ

ଉଇକିପିଡ଼ିଆ‌ରୁ
ଡାଇଫେନହାଇଡ୍ରାମିନ
Clinical data
Pronunciation/ˌdfɛnˈhdrəmn/
Trade namesବ୍ୟବସାୟିକ ନାମ - ବେନାଡ୍ରିଲ (Benadryl), ୟୁନିସୋମ (Unisom), ସୋମିନେକ୍ସ (Sominex) ଓ ଅନ୍ୟାନ୍ୟ ।
AHFS/Drugs.commonograph
MedlinePlusa682539
Pregnancy
category
  • AU: A
  • US: B (No risk in non-human studies)
    Dependence
    liability
    Very low
    Routes of
    administration
    By mouth, IM, IV, topical and rectal
    ATC code
    Legal status
    Legal status
    Pharmacokinetic data
    Bioavailability40–60%[]
    Protein binding98–99%
    MetabolismVarious cytochrome P450 liver enzymes: CYP2D6 (80%), 3A4 (10%)[]
    Elimination half-life7 hours (children)[]
    12 hours (adults)[]
    17 hours (elderly)[]
    Excretion94% through the urine, 6% through feces[]
    Identifiers
    • 2-(diphenylmethoxy)-N,N-dimethylethanamine
    CAS Number
    PubChem CID
    IUPHAR/BPS
    DrugBank
    ChemSpider
    UNII
    KEGG
    ChEBI
    ChEMBL
    ECHA InfoCard100.000.360 Edit this at Wikidata
    Chemical and physical data
    FormulaC17H21NO
    Molar mass255.355 g/mol
    3D model (JSmol)
    • O(CCN(C)C)C(c1ccccc1)c2ccccc2
    • InChI=1S/C17H21NO/c1-18(2)13-14-19-17(15-9-5-3-6-10-15)16-11-7-4-8-12-16/h3-12,17H,13-14H2,1-2H3 checkY
    • Key:ZZVUWRFHKOJYTH-UHFFFAOYSA-N checkY
     ☒NcheckY (what is this?)  (verify)

    ଡାଇଫେନହାଇଡ୍ରାମିନ (ଇଂରାଜୀ ଭାଷାରେ Diphenhydramine) ଏକ ପ୍ରକାର ଆଣ୍ଟିହିସ୍ଟାମିନ (antihistamine) ଯାହା ଆଲର୍ଜି (allergies) ରୋଗର ଚିକିତ୍ସାରେ ବ୍ୟବ‌ହୃତ ହୁଏ ।[] ନିଦ୍ରାହୀନତା, ଶର୍ଦ୍ଦି ଲକ୍ଷଣର ଉପଶମ, ପାର୍କିନସୋନିଜ୍ମର (parkinsonism) କମ୍ପନ, ଓ ଅଇ (nausea) ଇତ୍ୟଦି ଲକ୍ଷଣମାନଙ୍କ ଚିକିତ୍ସା ନିମନ୍ତେ ମଧ୍ୟ ଦିଆଯାଏ [] ଏହା ପାଟିରେ ଦିଆଯାଏ, ପେଶୀରେ (injection into a muscle) ଓ ଶିରାଭ୍ୟନ୍ତରରେ (injection into a vein) ମଧ୍ୟ ଇଞ୍ଜେକସନ ଆକାରରେ ଦିଆଯାଏ ।[] ଔଷଧ ଦେବାର ୨ ଘଣ୍ଟା ପରେ ଏହାର ସର୍ବାଧିକ ପ୍ରଭାବ ଅନୁଭୁତ ହୁଏ ଓ ପ୍ରାୟ ୭ ଘଣ୍ଟା ପର୍ଯ୍ୟନ୍ତ ରହେ । []

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ନିଦ୍ରାଳୁତା, ପାକସ୍ଥଳୀ ଗୋଳମାଳ ଓ ଶରୀର ସମନ୍ୱୟ (coordination) ଅଭାବ ଦେଖାଯାଏ ।[] ଶିଶୁମାନଙ୍କୁ ଏହା ଦିଆଯାଏ ନାହିଁ ।[] ଗର୍ଭାବସ୍ଥାରେ ଦେଲେ ଏହାର କୌଣସି ସ୍ପଷ୍ଟ ସଙ୍କଟ ଦେଖାଯାଇନାହିଁ, କିନ୍ତୁ ସ୍ତନ୍ୟପାନ ସମୟରେ ଦିଆଯାଏନାହିଁ । [] ଏହା ଏକ ପ୍ରଥମ ପିଢ଼ୀର ଏଚ୧ ଆଣ୍ଟିହିସ୍ଟାମିନ (first generation H1-antihistamine) ଓ ହିସ୍ଟାମିନର (histamine) ପ୍ରଭାବକୁ ଅବରୋଧ କରି କାମ କରେ []

    ଜର୍ଜ ରିଭେସଙ୍କଦ୍ୱାରା (George Rieveschl) ଏହା ପ୍ରସ୍ତୁତ କରାଯାଇଥିଲା ଓ ସନ ୧୯୪୬ରେ ବ୍ୟବସାୟିକ ଭିତ୍ତିରେ ବ୍ୟବ‌ହାର କରାଯାଇଥିଲା ।[][] ଏହା ଜେନେରିକ ଔଷଧ ନାମରେ ଉପଲବ୍‌ଧ ହୁଏ ।[] ସନ ୨୦୧୪ରେ ଏହାର ହୋଲସେଲ ମୂଲ୍ୟ ଏକ ଡୋଜ ପିଛା ୦.୦୧ ଆମେରିକୀୟ ଡଲାର ଥଲା ।[] ଯୁକ୍ତରାଷ୍ଟ୍ର ଆମେରିକାରେ ଏକ ମାସର ଏହି ଔଷଧ ଖର୍ଚ୍ଚ ପ୍ରାୟ ୨୫ ଡଲାର ।[୧୦] ଏହାର ଏନେକ ନାମ ମଧ୍ୟରୁ ଏକ ବେନାଡ୍ରିଲ ନାମରେ ଏହା ବିକ୍ରୟ ହୁଏ । []

    1. Paton DM, Webster DR (1985). "Clinical pharmacokinetics of H1-receptor antagonists (the antihistamines)". Clin. Pharmacokinet. 10 (6): 477–97. doi:10.2165/00003088-198510060-00002. PMID 2866055.
    2. "Showing Diphenhydramine (DB01075)". DrugBank. Retrieved 5 September 2009.
    3. 1 2 3 Simons KJ, Watson WT, Martin TJ, Chen XY, Simons FE (July 1990). "Diphenhydramine: pharmacokinetics and pharmacodynamics in elderly adults, young adults, and children". J. Clin. Pharmacol. 30 (7): 665–71. doi:10.1002/j.1552-4604.1990.tb01871.x. PMID 2391399.
    4. Garnett WR (February 1986). "Diphenhydramine". Am. Pharm. NS26 (2): 35–40. PMID 3962845.
    5. 1 2 3 4 5 6 7 8 9 "Diphenhydramine Hydrochloride". Drugs.com. American Society of Health-System Pharmacists. 6 September 2016. Retrieved 28 September 2016.
    6. "Diphenhydramine Pregnancy and Breastfeeding Warnings". Drugs.com. Retrieved 28 September 2016.
    7. Dörwald, Florencio Zaragoza (2013). Lead Optimization for Medicinal Chemists: Pharmacokinetic Properties of Functional Groups and Organic Compounds (in ଇଂରାଜୀ). John Wiley & Sons. p. 225. ISBN 9783527645657.
    8. "Benadryl". Ohio History Central. Archived from the original on 17 October 2016. Retrieved 28 September 2016.
    9. "Diphenhydramine". International Drug Price Indicator Guide. Retrieved 28 September 2016.[permanent dead link]
    10. Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 240. ISBN 9781284057560.