ସୋଫୋସବୁଭିର
| Clinical data | |
|---|---|
| Trade names | Sovaldi, Soforal, others[୧] |
| Synonyms | PSI-7977; GS-7977 |
| AHFS/Drugs.com | monograph |
| data |
|
| Pregnancy category |
|
| Routes of administration | by mouth[୨] |
| ATC code | |
| Legal status | |
| Legal status |
|
| Pharmacokinetic data | |
| Bioavailability | 92% |
| Protein binding | 61–65% |
| Metabolism | Quickly activated to triphosphate (CatA/CES1, HIST1, phosphorylation) |
| Elimination half-life | 0.4 hrs (sofosbuvir) 27 hrs (inactive metabolite GS-331007) |
| Excretion | 80% urine, 14% feces (mostly as GS-331007) |
| Identifiers | |
| |
| CAS Number | |
| PubChem CID | |
| IUPHAR/BPS | |
| DrugBank | |
| ChemSpider | |
| UNII | |
| KEGG | |
| ChEBI | |
| ChEMBL | |
| ECHA InfoCard | 100.224.393 |
| Chemical and physical data | |
| Formula | C22H29FN3O9P |
| Molar mass | 529.453 g/mol |
| 3D model (JSmol) | |
| |
| |
ସୋଫୋସବୁଭିର (ଇଂରାଜୀ ଭାଷାରେ Sofosbuvir, ବିକ୍ରୟ ନାମ ସୋଭାଲଡି/Sovaldi) ଏକ ଔଷଧ ଯାହା ହେପାଟାଇଟିସ ସି ରୋଗର ଚିକିତ୍ସାରେ ବ୍ୟବହୃତ ହୁଏ । [୨] ଏହା ରିବାଭିରିନ, ପେଜିଣ୍ଟରଫେରନ-ଆଲଫା (peginterferon-alfa), ସିମେପ୍ରେଭିର, ଲେଡିପାସଭିର (ledipasvir) ଓ ଡାକ୍ଲାଟାସଭିର ଇତ୍ୟାଦି ଔଷଧମାନଙ୍କ ସହିତ ମିଶ୍ରିତ କରି ଦିଆଯାଏ ।[୩] ହେପାଟାଇଟିସ ସି ଭୁତାଣୁ (hepatitis C virus) ପ୍ରକାର ଅନୁସାରେ ଏହା ୩୦ରୁ୯୭% କେଶରେ ଆରୋଗ୍ୟ ହୁଏ ।[୪] ଗର୍ଭାବସ୍ଥାରେ ଏହାର ଭୂମିକା ସ୍ପଷ୍ଟ ହୋଇନାହିଁ ଓ କେତେକ ମିଶ୍ରିତ ଔଷଧ ଶିଶୁପ୍ରତି ହାନି ପହୁଞ୍ଚାଏ ।[୪] ଏହା ପାଟିରେ ଦିଆଯାଏ ।[୨]
ଏହି ଔଷଧଦ୍ୱାରା ସାଧାରଣତଃ ଥକ୍କା ଅନୁଭବ, ମୁଣ୍ଡବଥା, ଅଇ ଓ ନିଦ୍ରା ସମସ୍ୟା ଦେଖାଯାଇପାରେ ।[୨] ଇଣ୍ଟରଫେରନ ମିଶ୍ରତ ଥିଲେ ପ୍ରତିକ୍ରିୟା ସମ୍ଭାବନା ଅଧିକ ଦେଖାଯାଏ ।[୫]:7 ପୂର୍ବରୁ ହେପାଟାଇଟିସ ବି ରୋଗ ସଂକ୍ରମଣ ଇତିହାସ ଥିଲେ ଏହି ଔଷଧ ସେବନ କଲେ ଏହି ରୋଗର ପୁନରୁତ୍ଥାନ ହୋଇପାରେ ।[୬] ଲେଡିପାସଭିର, ଡାକ୍ଲାଟାସଭିର ବା ସିମେପ୍ରେଭିର ସହିତ ଏହାର ମିଶ୍ରଣ ଥିଲେ ଆମିଡାରୋନ (amiodarone) ଦିଆଯାଏନାହିଁ କାରଣ ଏହାଦ୍ୱାରା ଧୀର ହୃତ୍ସ୍ପନ୍ଦନ (abnormally slow heartbeat) ସଙ୍କଟ ବଢ଼ିଯାଏ ।[୫] ଏହା ନ୍ୟୁକ୍ଲିଓଟାଇଡ ଆନାଲଗ (nucleotide analog) ଶ୍ରେଣୀର ସୋଫୋସଭିର ଏକ ଔଷଧ ଯାହା ହେପାଟାଇଟିସ ସି ଏନଏସ୫ବି (NS5B) ପ୍ରୋଟିନକୁ ଅବରୋଧ କରେ ।[୭]
ସନ ୨୦୦୭ରେ ସୋଫୋସଭିର ଆବିଷ୍କୃତ ହେବାପରେ ଡାକ୍ତରୀ ବ୍ୟବହାର ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୨୦୧୩ରେ ସ୍ୱୀକୃତ ହୋଇଥିଲା ।[୩][୮] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୯] ସନ ୧୦୧୬ରେ ଏହାର ୧୨ ସପ୍ତାହ କୋର୍ଷର ମୂଲ୍ୟ ଯୁକ୍ତରାଷ୍ଟ୍ର ଆମେରିକାରେ ୮୪,୦୦୦, ସଂଯୁକ୍ତ ରାଷ୍ଟ୍ରରେ ୫୩,୦୦୦, କାନାଡ଼ାରେ ୪୫,୦୦୦ ଓ ଭାରତରେ ୪୮୩ ଡଲାର ଥିଲା ।[୧୦] ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଔଷଧ ବିକ୍ରି ହେବାର ୩୦ ସପ୍ତାହ ମଧ୍ୟରେ ୬୦,୦୦୦ଲୋକଙ୍କର ଚିକିତ୍ସା କରାଯାଇଥିଲା ।[୧୧]
ଆଧାର
[ସମ୍ପାଦନା]- ↑ ଆଧାର ଭୁଲ: ଅଚଳ
<ref>ଚିହ୍ନ;EcTimes2015ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - 1 2 3 4 "Sofosbuvir". The American Society of Health-System Pharmacists. Retrieved Nov 30, 2016.
- 1 2 "Sofosbuvir (Sovaldi) - Treatment - Hepatitis C Online". www.hepatitisc.uw.edu. Retrieved 8 January 2017.
- 1 2 "Sovaldi 400 mg film coated tablets - Summary of Product Characteristics (SPC) - (eMC)". www.medicines.org.uk. Retrieved 8 January 2017.
- 1 2 "Sofosbuvir label" (PDF). FDA. August 2015.
- ↑ "Direct-Acting Antivirals for Hepatitis C: Drug Safety Communication - Risk of Hepatitis B Reactivating". FDA. 4 October 2016. Retrieved 6 October 2016.
- ↑ "Sovaldi 400 mg film coated tablets - Summary of Product Characteristics". UK Electronic Medicines Compendium. September 2016. Retrieved 10 November 2016.
- ↑ Gounder, Celine (9 December 2013). "A Better Treatment for Hepatitis C". The New Yorker.
- ↑ "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
- ↑ Hill, A; Simmons, B; Gotham, D; Fortunak, J (1 January 2016). "Rapid reductions in prices for generic sofosbuvir and daclatasvir to treat hepatitis C." Journal of virus eradication. 2 (1): 28–31. PMC 4946692. PMID 27482432.
- ↑ Associated Press; Alonso-Zaldivar, Ricardo (July 29, 2014). "Gilead's Sovaldi prescribed more than all other hepatitis C drugs combined – The Mercury News". Mercury News.