Jump to content

ଏକ୍ସ‌ୱାଇୱାଇ ସିଣ୍ଡ୍ରୋମ

ଉଇକିପିଡ଼ିଆ‌ରୁ
ଏକ୍ସ‌ୱାଇୱାଇ ସିଣ୍ଡ୍ରୋମ
ୱାଇୱାଇ ସିଣ୍ଡ୍ରୋମ (YY syndrome), ଜାକୋବ ସିଣ୍ଡ୍ରୋମ (Jacobs syndrome)[]
ଫାଇଲ:XYY Syndrome DNA.jpg
କାରିଓଟାଇପ (Karyotype) ଜଣେ ପୁରୁଷର ୪୭,XYY ଥାଏ ।
ବିଭାଗମେଡିକାଲ ଜେନେଟିକସ (Medical genetics)
ଲକ୍ଷଣଡେଙ୍ଗା, ଶିକ୍ଷା ସମସ୍ୟା (learning problems)[]
କାରଣଜେନେଟିକସ (Genetics)[]
ରୋଗ ନିର୍ଣ୍ଣୟ ପଦ୍ଧତିକ୍ରୋମୋଜୋମାଲ ଆନାଲିସିସ (Chromosomal analysis)[]
ସଠିକ ରୋଗ ନିର୍ଣ୍ଣୟକ୍ଲାଇନଫେଲ୍ଟର ସିଣ୍ଡ୍ରୋମ, ମାର୍ଫାନ୍ ସିଣ୍ଡ୍ରୋମ୍, ସୋଟୋସ ସିଣ୍ଡ୍ରୋମ (Sotos syndrome)[]
ପ୍ରତିକାରନାସ୍ତି[]
ଚିକିତ୍ସାସ୍ପିଚ ଥେରାପି (Speech therapy), ଟ୍ୟୁଟରିଙ୍ଗ (tutoring)[]
Prognosisଉତ୍ତମ[]
ପୁନଃପୌନିକ~ ୧,୦୦୦ ପୁରୁଷରେ ଜଣେ []

ଏକ୍ସ‌ୱାଇୱାଇ ସିଣ୍ଡ୍ରୋମ (ଇଂରାଜୀ ଭାଷାରେ XYY syndrome) ଏକ ଜେନେଟିକ ରୋଗ ଯେଉଁଥିରେ ପୁରୁଷର ଏକ ଅଧିକ ୱାଇ/'Y' ଗୁଣସୁତ୍ର ବା କ୍ରୋମୋଜୋମ (genetic condition) ଥାଏ ।[] ଏହାର ଲକ୍ଷଣ ସାଧାରଣତଃ ଅଳ୍ପ ଥାଏ ।[] ଏହି ରୋଗୀମାନେ ସାଧାରଣତଃ ଅନ୍ୟମାନଙ୍କ ଅପେକ୍ଷ ଡେଙ୍ଗା ଥାଆନ୍ତି, ବ୍ରଣ ଓ ଶିକ୍ଷା (learning problems) ସମସ୍ୟା ରହେ ।[][] ଏଭଳି ଲୋକ ପ୍ରାୟ ସାଧାରଣ ଥାଆନ୍ତି ଓ ସାଧାରଣ ପ୍ରଜନନକ୍ଷମ (fertility) ଥାଆନ୍ତି ।[]

ସାଧାରଣତଃ ଏହି ରୋଗ ବଂଶାନୁକ୍ରମିକ (inherited from a person's parents) ନୁହେଁ, ଶୁକ୍ରାଣୁର (sperm cell) ବିକାଶରେ ଅନିଶ୍ଚିତ ତୃଟି ଯୋଗୁ ଏହା ହୁଏ ।[] କ୍ରୋମୋଜୋମାଲ ଆନାଲିସିସ (chromosomal analysis) କରି ଏହି ରୋଗ ନିର୍ଣ୍ଣୟ କରାଯାଏ ।[] ସାଧାରଣ ୪୬ କ୍ରୋମୋଜୋମ ବଦଳରେ ଏଠାରେ ୪୭ କ୍ରୋମୋଜୋମ ଥାଏ ଓ ଏହାକୁ ୪୭,ଏକ୍ସ‌ୱାଇୱାଇ କାରିଓଟାଇପ (47,XYY karyotype) କୁହାଯାଏ ।[]

ଏହାର ଚିକିତ୍ସାରେ ସ୍ପିଚ ଥେରାପି (Speech therapy) ବା ସ୍କୁଲ ପାଠରେ ସାହାଯ୍ୟ ଅଧିକ ଟ୍ୟୁଟରିଙ୍ଗ (tutoring) କରିବା ଆବଶ୍ୟକ ହୁଏ ।[] ଫଳାଫଳ ସାଧାରଣତଃ ଭଳ । [] ପ୍ରତିଷେଧ ସମ୍ଭବ ନୁହେଁ ।[] ପ୍ରତି ୧,୦୦୦ ପୁତ୍ର ସନ୍ତାନରେ ଜଣକର ଏହି ରୋଗ ଥାଏ ।[] ଅନେକ ଲୋକଙ୍କର ଏହି ରୋଗ ଥାଇ ମଧ୍ୟ ଅଜଣା ରହନ୍ତି ।[] ସନ ୧୯୬୧ରେ ପ୍ରଥମେ ଏହି ରୋଗର ବର୍ଣ୍ଣନା କରାଯାଇଥିଲା ।[]

ଏହା ମଧ୍ୟ ଦେଖନ୍ତୁ

[ସମ୍ପାଦନା]
  1. 1 2 3 4 5 6 7 8 9 "47,XYY syndrome". Genetics Home Reference (in ଇଂରାଜୀ). January 2009. Retrieved 2017-03-19.
  2. 1 2 3 4 5 6 7 8 9 10 "XYY Syndrome". NORD (National Organization for Rare Disorders). 2012. Retrieved 11 November 2017.
  3. 1 2 3 "47, XYY syndrome". Genetic and Rare Diseases Information Center (GARD) (in ଇଂରାଜୀ). 2017. Archived from the original on 11 November 2017. Retrieved 11 November 2017.
  4. Bostwick, David G.; Cheng, Liang (2014). Urologic Surgical Pathology E-Book (in ଇଂରାଜୀ). Elsevier Health Sciences. p. 682. ISBN 9780323086196.

ବାହ୍ୟ ଲିଙ୍କ

[ସମ୍ପାଦନା]
ଶ୍ରେଣୀବିଭାଗ
ବାହାର ଉତ୍ସ