ଏଫିଡ୍ରିନ୍

ଉଇକିପିଡ଼ିଆ ରୁ
Jump to navigation Jump to search
ଏଫିଡ୍ରିନ୍
(-)-Ephedrin.svg
Ball-and-stick model of the (1S,2R)-ephedrine molecule
Clinical data
Pronunciation /ɪˈfɛdrɪn/ or /ˈɛfɪdrn/
Trade namesBronkaid, Primatene
AHFS/Drugs.commonograph
Pregnancy
category
  • AU: A
  • US: C (Risk not ruled out)
Routes of
administration
by mouth, IV, IM, SC
ATC code
Legal status
Legal status
Pharmacokinetic data
Bioavailability85%
Metabolismminimal liver
Onset of actionIV (seconds), IM (10 to 20min), by mouth (15 to 60min)[୧]
Elimination half-life3–6 hours
Duration of actionIV/IM (60min), by mouth (2 to 4 hours)
Excretion22-99% kidney
Identifiers
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.005.528 Edit this at Wikidata
Chemical and physical data
FormulaC10H15NO
Molar mass165.23
3D model (JSmol)
  (verify)

ଏଫିଡ୍ରିନ୍ ଏକ ପ୍ରକାର ଔଷଧ ଯାହା ନିମ୍ନ ରକ୍ତଚାପ ପ୍ରତିରୋଧ କରିବାକୁ ଓ ମେରୁଦଣ୍ଡ ନିଶ୍ଚେତକ ଦେବା ସମୟରେ ଦିଆଯାଏ ।[୧] ଆଜ୍‌ମା, ନିଦ୍ରାରୋଗ ବା ନାର୍କୋଲେପ୍‌ସି () ଓ ମୋଟାପଣ ନିମନ୍ତେ ଦିଆଯାଏ, କିନ୍ତୁ ଏହି ରୋଗମାନଙ୍କର ଏଫିଡ୍ରିନ୍ ଏକ ପସନ୍ଦ ଯୋଗ୍ୟ ଚିକିତ୍ସା ନୁହେଁ । ଏହା ପାଟିରେ, ମାଂପେଶୀ ଇଞ୍ଜେକସନଶିରାଭ୍ୟନ୍ତର ଇଞ୍ଜେକସନ ଆକାରରେ ଦିଆଯାଏ । ଶିରାଭ୍ୟନ୍ତର ଇଞ୍ଜେକସନ ଦେଲେ ତୁରନ୍ତ କାର୍ଯ୍ୟକାରୀ ହୁଏ, ମାଂସପେଶୀରେ ଦେଲେ ୨୦ ମିନିଟ ଲାଗେ ଓ ପାଟିରେ ଦେଲେ ଏକ ଘଣ୍ଟା ଲାଗେ । ଇଞ୍ଜେକସନ ପ୍ରଭାବ ଏକ ଘଣ୍ଟା ଓ ପାଟିରେ ଦେଲେ ୪ ଘଣ୍ଟା ରହେ ।[୧]

ଏଫିଡ୍ରିନ୍ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ନିଦ୍ରା ସମସ୍ୟା, ଉତ୍କଣ୍ଠା, ମୁଣ୍ଡବଥା, ବିଭ୍ରମ/ହାଲ୍ୟୁସିନେସନ, ଉଚ୍ଚ ରକ୍ତଚାପ, ହୃତ୍ କ୍ଷିପ୍ରତା, ଅରୁଚି ଓ ପରିସ୍ରା କରିବା ସମସ୍ୟା ଦେଖାଯାଏ । ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ସଂଘାତ/(stroke), ହୃଦ୍‌ଘାତ ଓ ଅପବ୍ୟବ‌ହାର ଦେଖାଯାଏ ।[୧] ଗର୍ଭାବସ୍ଥାରେ ଏହାର ବ୍ୟବ‌ହାର ସଠିକ ଲାଗୁଥିଲେ ମଧ୍ୟ ଏହାର ଅନୁଶୀଳନ ହୋଇନାହିଁ ।[୨][୩] ସ୍ତନ୍ୟପାନ ସମୟରେ ଏହି ଔଷଧ ଦେବାକୁ ନିଷେଧ କରାଯାଏ ।[୩] ଆଲଫା ଆଡ୍ରେନର୍ଜିକ ରିସେପ୍ଟର (alpha adrenergic receptor) ଓ ବିଟା ଆଡ୍ରେନର୍ଜିକ ରିସେପ୍ଟର (beta adrenergic receptor) କାମକୁ ତ୍ୱରାନ୍ୱିତ କରି ଏହି ଔଷଧ କାମ କରେ ।[୧]

ସନ ୧୮୮୫ରେ ଏଫିଡ୍ରିନ୍ ପ୍ରଥମେ ପୃଥକ କରାଯାଇଥିଲା ।[୪] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୫] ଏହା ଜେନେରିକ ଔଷଧ ନାମରେ ଉପଲବ୍‌ଧ ହୁଏ ।[୧] ପ୍ରତି ଡୋଜର ହୋଲସେଲ ମୂଲ୍ୟ ପ୍ରାୟ ୦.୬୯ରୁ ୧.୩୫ ଆମେରିକୀୟ ଡଲାର ।[୬] ଏହା ଆମେରିକାରେ ମୁଲ୍ୟବାନ ନୁହେଁ ।[୭] ସାଧାରଣତଃ ଏଫେଡ୍ରା ଗଛରୁ ଏହା ପ୍ରସ୍ତୁତ କରାଯାଏ । ଏଫିଡ୍ରିନ୍ ଖାଦ୍ୟ ପୋଷକ ଆମେରିକାରେ ନିୟମ ବିରୁଦ୍ଧ । ପାରମ୍ପରିକ ଚାଇନା ମେଡିସିନରେ ଏଫିଡ୍ରିନ ଏକ ବ୍ୟତିକ୍ରମ ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Ephedrine". The American Society of Health-System Pharmacists. Retrieved Jan 2016. Check date values in: |accessdate= (help)
  2. Yaffe, Gerald G. Briggs, Roger K. Freeman, Sumner J. (2011). Drugs in pregnancy and lactation : a reference guide to fetal and neonatal risk (9th ed.). Philadelphia: Wolters Kluwer Health/Lippincott Williams & Wilkins. p. 495. ISBN 9781608317080.
  3. ୩.୦ ୩.୧ "Ephedrine Pregnancy and Breastfeeding Warnings". Retrieved 27 January 2016.
  4. Bagchi, edited by Debasis; Preuss, Harry G. (2013). Obesity epidemiology, pathophysiology, and prevention (2nd ed.). Boca Raton, FL: CRC Press. p. 692. ISBN 9781439854266.CS1 maint: Extra text: authors list (link)
  5. "19th WHO Model List of Essential Medicines (April 2015)" (PDF). WHO. April 2015. Retrieved May 10, 2015.
  6. "Ephedrine". International Drug Price Indicator Guide. Retrieved January 2016. Check date values in: |accessdate= (help)
  7. Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 162. ISBN 9781284057560.