ଏଫିଡ୍ରିନ୍
| Clinical data | |
|---|---|
| Pronunciation | /[invalid input: 'ɨ']ˈfɛdrɪn/ ( |
| Trade names | Bronkaid, Primatene |
| AHFS/Drugs.com | monograph |
| Pregnancy category | |
| Routes of administration | by mouth, IV, IM, SC |
| ATC code | |
| Legal status | |
| Legal status |
|
| Pharmacokinetic data | |
| Bioavailability | 85% |
| Metabolism | minimal liver |
| Onset of action | IV (seconds), IM (10 to 20min), by mouth (15 to 60min)[୧] |
| Elimination half-life | 3–6 hours |
| Duration of action | IV/IM (60min), by mouth (2 to 4 hours) |
| Excretion | 22-99% kidney |
| Identifiers | |
| |
| CAS Number | |
| PubChem CID | |
| IUPHAR/BPS | |
| DrugBank | |
| ChemSpider | |
| UNII | |
| KEGG | |
| ChEBI | |
| ChEMBL | |
| ECHA InfoCard | 100.005.528 |
| Chemical and physical data | |
| Formula | C10H15NO |
| Molar mass | 165.23 |
| 3D model (JSmol) | |
| |
| |
| (verify) | |
ଏଫିଡ୍ରିନ୍ ଏକ ପ୍ରକାର ଔଷଧ ଯାହା ନିମ୍ନ ରକ୍ତଚାପ ପ୍ରତିରୋଧ କରିବାକୁ ଓ ମେରୁଦଣ୍ଡ ନିଶ୍ଚେତକ ଦେବା ସମୟରେ ଦିଆଯାଏ ।[୧] ଆଜ୍ମା, ନିଦ୍ରାରୋଗ ବା ନାର୍କୋଲେପ୍ସି () ଓ ମୋଟାପଣ ନିମନ୍ତେ ଦିଆଯାଏ, କିନ୍ତୁ ଏହି ରୋଗମାନଙ୍କର ଏଫିଡ୍ରିନ୍ ଏକ ପସନ୍ଦ ଯୋଗ୍ୟ ଚିକିତ୍ସା ନୁହେଁ । ଏହା ପାଟିରେ, ମାଂପେଶୀ ଇଞ୍ଜେକସନ ଓ ଶିରାଭ୍ୟନ୍ତର ଇଞ୍ଜେକସନ ଆକାରରେ ଦିଆଯାଏ । ଶିରାଭ୍ୟନ୍ତର ଇଞ୍ଜେକସନ ଦେଲେ ତୁରନ୍ତ କାର୍ଯ୍ୟକାରୀ ହୁଏ, ମାଂସପେଶୀରେ ଦେଲେ ୨୦ ମିନିଟ ଲାଗେ ଓ ପାଟିରେ ଦେଲେ ଏକ ଘଣ୍ଟା ଲାଗେ । ଇଞ୍ଜେକସନ ପ୍ରଭାବ ଏକ ଘଣ୍ଟା ଓ ପାଟିରେ ଦେଲେ ୪ ଘଣ୍ଟା ରହେ ।[୧]
ଏଫିଡ୍ରିନ୍ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ନିଦ୍ରା ସମସ୍ୟା, ଉତ୍କଣ୍ଠା, ମୁଣ୍ଡବଥା, ବିଭ୍ରମ/ହାଲ୍ୟୁସିନେସନ, ଉଚ୍ଚ ରକ୍ତଚାପ, ହୃତ୍ କ୍ଷିପ୍ରତା, ଅରୁଚି ଓ ପରିସ୍ରା କରିବା ସମସ୍ୟା ଦେଖାଯାଏ । ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ସଂଘାତ/(stroke), ହୃଦ୍ଘାତ ଓ ଅପବ୍ୟବହାର ଦେଖାଯାଏ ।[୧] ଗର୍ଭାବସ୍ଥାରେ ଏହାର ବ୍ୟବହାର ସଠିକ ଲାଗୁଥିଲେ ମଧ୍ୟ ଏହାର ଅନୁଶୀଳନ ହୋଇନାହିଁ ।[୨][୩] ସ୍ତନ୍ୟପାନ ସମୟରେ ଏହି ଔଷଧ ଦେବାକୁ ନିଷେଧ କରାଯାଏ ।[୩] ଆଲଫା ଆଡ୍ରେନର୍ଜିକ ରିସେପ୍ଟର (alpha adrenergic receptor) ଓ ବିଟା ଆଡ୍ରେନର୍ଜିକ ରିସେପ୍ଟର (beta adrenergic receptor) କାମକୁ ତ୍ୱରାନ୍ୱିତ କରି ଏହି ଔଷଧ କାମ କରେ ।[୧]
ସନ ୧୮୮୫ରେ ଏଫିଡ୍ରିନ୍ ପ୍ରଥମେ ପୃଥକ କରାଯାଇଥିଲା ।[୪] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୫] ଏହା ଜେନେରିକ ଔଷଧ ନାମରେ ଉପଲବ୍ଧ ହୁଏ ।[୧] ପ୍ରତି ଡୋଜର ହୋଲସେଲ ମୂଲ୍ୟ ପ୍ରାୟ ୦.୬୯ରୁ ୧.୩୫ ଆମେରିକୀୟ ଡଲାର ।[୬] ଏହା ଆମେରିକାରେ ମୁଲ୍ୟବାନ ନୁହେଁ ।[୭] ସାଧାରଣତଃ ଏଫେଡ୍ରା ଗଛରୁ ଏହା ପ୍ରସ୍ତୁତ କରାଯାଏ । ଏଫିଡ୍ରିନ୍ ଖାଦ୍ୟ ପୋଷକ ଆମେରିକାରେ ନିୟମ ବିରୁଦ୍ଧ । ପାରମ୍ପରିକ ଚାଇନା ମେଡିସିନରେ ଏଫିଡ୍ରିନ ଏକ ବ୍ୟତିକ୍ରମ ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Ephedrine". The American Society of Health-System Pharmacists. Retrieved Jan 2016.
{{cite web}}: Check date values in:|accessdate=(help) - ↑ Yaffe, Gerald G. Briggs, Roger K. Freeman, Sumner J. (2011). Drugs in pregnancy and lactation : a reference guide to fetal and neonatal risk (9th ed.). Philadelphia: Wolters Kluwer Health/Lippincott Williams & Wilkins. p. 495. ISBN 9781608317080.
{{cite book}}: CS1 maint: multiple names: authors list (link) - ↑ ୩.୦ ୩.୧ "Ephedrine Pregnancy and Breastfeeding Warnings". Retrieved 27 January 2016.
- ↑ Bagchi, edited by Debasis; Preuss, Harry G. (2013). Obesity epidemiology, pathophysiology, and prevention (2nd ed.). Boca Raton, FL: CRC Press. p. 692. ISBN 9781439854266.
{{cite book}}:|first1=has generic name (help) - ↑ "19th WHO Model List of Essential Medicines (April 2015)" (PDF). WHO. April 2015. Retrieved May 10, 2015.
- ↑ "Ephedrine". International Drug Price Indicator Guide. Retrieved January 2016.
{{cite web}}: Check date values in:|accessdate=(help)[permanent dead link] - ↑ Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 162. ISBN 9781284057560.