ସୋଟାଲୋଲ
| Clinical data | |
|---|---|
| Trade names | Betapace, Sorine, other |
| AHFS/Drugs.com | monograph |
| MedlinePlus | a693010 |
| Pregnancy category | |
| Routes of administration | By mouth |
| Drug class | Beta blocker |
| ATC code | |
| Legal status | |
| Legal status | |
| Pharmacokinetic data | |
| Bioavailability | 90–100%[୧] |
| Metabolism | Not metabolized[୧] |
| Elimination half-life | 12 hours |
| Excretion | Kidney Mammary gland (In lactating females) [୧] |
| Identifiers | |
| |
| CAS Number | |
| PubChem CID | |
| IUPHAR/BPS | |
| DrugBank | |
| ChemSpider | |
| UNII | |
| KEGG | |
| ChEMBL | |
| Chemical and physical data | |
| Formula | C12H20N2O3S |
| Molar mass | 272.3624 g/mol |
| 3D model (JSmol) | |
| Chirality | Racemic mixture |
| |
| |
| (verify) | |
ସୋଟାଲୋଲ (ଇଂରାଜୀ ଭାଷାରେ Sotalol) ଏକ ଔଷଧ ଯାହା ଅନିୟମିତ ହୃତ୍ ସ୍ପନ୍ଦନର (abnormal heart rhythms) ଚିକିତ୍ସା ଓ ପ୍ରତିଷେଧ ନିମନ୍ତେ ବ୍ୟବହୃତ ହୁଏ । .[୨] ଉଲ୍ଲେଖନୀୟ ଅନିୟମିତ ହୃତ୍ ସ୍ପନ୍ଦନ ଥିଲେ ଓ ସମ୍ଭାବ୍ୟ ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ଆଶଙ୍କା ଥିଲେ ଏହି ଔଷଧ ଦେବେକୁ ସୁପାରିସ କରାଯାଏ ।[୨] ଦୀର୍ଘକାଳୀନ ବ୍ୟବହାର ଫଳରେ ଏହି ରୋଗ ଯୋଗୁ ହେଉଥିବା ମୃତ୍ୟୁ ସଙ୍କଟ କମିବା ପ୍ରମାଣ ମିଳୁନି ।[୨] ଏହା ପାଟିରେ ବା ଶିରାଭ୍ୟନ୍ତର ଇଞ୍ଜେକସନ (injection into a vein) ଆକାରରେ ଦିଆଯାଏ ।[୨]
ସୋଟାଲୋଲର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଧୀର ହୃଦ୍ଗତି (slow heart rate), ଛାତି ଯନ୍ତ୍ରଣା (chest pain), ଅଳ୍ପ ରକ୍ତ ଚାପ (low blood pressure), ଥକ୍କା ଅନୁଭବ, ମୁଣ୍ଡ ଓଜନିଆ, ଅଣନିଶ୍ୱାସୀ, ଦୃଷ୍ଟି ସମସ୍ୟା, ବାନ୍ତି ଓ ଫୁଲା (swelling) ହୋଇପାରେ ।[୨] ଅନ୍ୟାନ୍ୟ ସାଂଘାତିକ ପ୍ରତିକ୍ରିୟା ହେଲେ ପ୍ରଲମ୍ବିତ କ୍ୟୁଟି ବା ବ୍ରୋଙ୍କୋସ୍ପାଜ୍ମ ହୋଇପାରେ । [୩] ସୋଟାଲୋଲ ଏକ ବିଟା ବ୍ଲକର ନନ୍ ସିଲେକ୍ଟିଭ ଏଜେଣ୍ଟ (beta-adrenergic receptor blocker), ଯାହାର କ୍ଲାସ ୨ (class II) ଓ କ୍ଲାସ ୩ (class III antiarrhythmic) ଗୁଣ ଥାଏ । [୨]
ସୋଟାଲୋଲ ସନ ୧୯୬୪ରେ ବର୍ଣ୍ଣନା କରାଯାଇଥିଲା ଓ ସନ ୧୯୭୪ରେ ଡାକ୍ତରୀ ବ୍ୟବହାର ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାରେ ସ୍ୱୀକୃତ ହୋଇଥିଲା ।[୪] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[୩] ସନ ୨୦୧୯ରେ ସଂଯୁକ୍ତ ରାଷ୍ଟ୍ରରେ (United Kingdom) ଏନଏଚଏସକୁ (NHS) ଏହାର ଏକ ମାସର ଡୋଜ ପିଛା ପ୍ରାୟ ୫ ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼ୁଥିଲା ।[୩] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସ ଡୋଜର ହୋଲସେଲ ମୂଲ୍ୟ ୧୧ ଆମେରିକୀୟ ଡଲାର ଥିଲା ।[୫] ସନ ୨୦୧୬ରେ ଏହାର ୧ ନିୟୁତରୁ ଅଧିକ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିସନ ତାଲିକାର ୨୭୦ତମ ସ୍ଥାନରେ ଥଲା ।[୬]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ U.S. Food and Drug Administration (July 2009). "Sotalol: Full Prescribing Information" (PDF). Retrieved 23 April 2015.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ "Sotalol Hydrochloride Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 18 March 2019.
- ↑ ୩.୦ ୩.୧ ୩.୨ British national formulary : BNF 76 (76 ed.). Pharmaceutical Press. 2018. p. 108. ISBN 9780857113382.
- ↑ Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 460. ISBN 9783527607495.
- ↑ "NADAC as of 2019-02-27". Centers for Medicare and Medicaid Services (in ଇଂରାଜୀ). Archived from the original on 2019-03-06. Retrieved 3 March 2019.
- ↑ "The Top 300 of 2019". clincalc.com. Retrieved 22 December 2018.