Jump to content

ଗ୍ରିସିଓଫଲଭିନ

ଉଇକିପିଡ଼ିଆ‌ରୁ
ଗ୍ରିସିଓଫଲଭିନ
Clinical data
Trade namesGris-peg, Grifulvin V, others
AHFS/Drugs.commonograph
MedlinePlusa682295
Pregnancy
category
  • AU: B3
  • US: C (Risk not ruled out)
    Routes of
    administration
    by mouth
    ATC code
    Legal status
    Legal status
    Pharmacokinetic data
    BioavailabilityHighly variable (25 to 70%)
    Metabolismliver (demethylation and glucuronidation)
    Elimination half-life9–21 hours
    Identifiers
    • (2S,6'R)- 7-chloro- 2',4,6-trimethoxy- 6'-methyl- 3H,4'H-spiro [1-benzofuran- 2,1'-cyclohex[2]ene]- 3,4'-dione
    CAS Number
    PubChem CID
    DrugBank
    ChemSpider
    UNII
    KEGG
    ChEBI
    ChEMBL
    ECHA InfoCard100.004.335 Edit this at Wikidata
    Chemical and physical data
    FormulaC17H17ClO6
    Molar mass352.766 g/mol
    3D model (JSmol)
    • O=C2c3c(O[C@@]21C(/OC)=C\C(=O)C[C@H]1C)c(Cl)c(OC)cc3OC
    • InChI=1S/C17H17ClO6/c1-8-5-9(19)6-12(23-4)17(8)16(20)13-10(21-2)7-11(22-3)14(18)15(13)24-17/h6-8H,5H2,1-4H3/t8-,17+/m1/s1 checkY
    • Key:DDUHZTYCFQRHIY-RBHXEPJQSA-N checkY
      (verify)

    ଗ୍ରିସିଓଫଲଭିନ (ଇଂରାଜୀ ଭାଷାରେ Griseofulvin) ଏକ କବକରୋଧୀ ଔଷଧ (antifungal medication ଯାହା ଅନେକ ପ୍ରକାରର ଡର୍ମାଟୋଫାଇଟିସ (dermatophytoses) ବା ringworm) ବା ଯାଦୁ ରୋଗର ଚିକିତ୍ସାରେ ବ୍ୟବ‌ହାର କରାଯାଏ [] କ୍ରିମ ଔଷଧଦ୍ୱାରା ଚର୍ମ ଓ ନ‌ଖ ଯାଦୁ (nails) ଭଲ ନ ହେଲେ ଏହି ଔଷଧ ଦିଆଯାଏ ।[] ଗ୍ରିସିଓଫଲଭିନ ପାଟିରେ ଦିଆଯାଏ । []

    ଗ୍ରିସିଓଫଲଭିନର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା (allergic reactions), ଅଇ, ତରଳ ଝାଡ଼ା, ମୁଣ୍ଡବଥା, ନିଦ୍ରାସମସ୍ୟା ଓ ଥକ୍କା ଅନୁଭବ ଇତ୍ୟାଦି ଲକ୍ଷଣ ଦେଖାଯାଏ । ପରଫିରିଆ (porphyria) ଓ ଯକୃତ ଫେଲ (liver failure) ରୋଗରେ ଏହା ଦିଆଯାଏ ନାହିଁ [] ଗର୍ଭାବସ୍ଥାରେ ଓ ପୂର୍ବରୁ ଏହି ଔଷଧଦ୍ୱାରା ଶିଶୁର କ୍ଷତି ସାଧନ ହୁଏ ।[][] କବକର ମାଇଟୋସିସ (mitosis) ପ୍ରଣାଳୀରେ ଏହା ବାଧା ସୃଷ୍ଟି କରେ ।[]

    ସନ ୧୯୩୯ରେ ଏକ ପ୍ରକାର ପେନିସଲିଅମ (Penicillium) ମୋଲ୍‌ଡରୁ ଗ୍ରିସିଓଫଲଭିନ ଆବିଷ୍କୃତ ହୋଇଥିଲା ।[][] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ଦିନ ଡୋଜର ହୋଲସେଲ ମୂଲ୍ୟ ୦.୦୫ରୁ ୦.୧୮ ଆମେରିକୀୟ ଡଲାର ।[] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ କୋର୍ଷର ମୂଲ୍ୟ ୧୦୦ରୁ ୨୦୦ ଡଲାର ।[]

    1. 1 2 3 4 5 "Griseofulvin". The American Society of Health-System Pharmacists. Retrieved 8 December 2016.
    2. 1 2 WHO Model Formulary 2008 (PDF). World Health Organization. 2009. p. 149. ISBN 9789241547659. Retrieved 8 December 2016.
    3. Block, Seymour Stanton (2001). Disinfection, Sterilization, and Preservation (in ଇଂରାଜୀ). Lippincott Williams & Wilkins. p. 631. ISBN 9780683307405.
    4. Michael Ash; Irene Ash (2004). Handbook of Preservatives. Synapse Info Resources. p. 406. ISBN 978-1-890595-66-1.
    5. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
    6. "Griseofulvin". International Drug Price Indicator Guide. Retrieved 8 December 2016.[permanent dead link]
    7. Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 44. ISBN 9781284057560.