Jump to content

ହାଇଡ୍ରୋକ୍ସୋକୋବାଲାମିନ

ଉଇକିପିଡ଼ିଆ‌ରୁ
ହାଇଡ୍ରୋକ୍ସୋକୋବାଲାମିନ
Clinical data
Synonymsvitamin B12, vitamin B12a, hydroxycobalamin
AHFS/Drugs.commonograph
MedlinePlusa605007
Pregnancy
category
    Routes of
    administration
    IM, IV
    ATC code
    Legal status
    Legal status
    • US: OTC (by prescription when injectable), not DEA-controlled
    Pharmacokinetic data
    Protein bindingVery high (90%)
    MetabolismPrimarily liver, cobalamins are absorbed in the ileum and stored in the liver.
    Elimination half-life~6 days
    Identifiers
    • Coα-[α-(5,6-dimethylbenzimidazolyl)]-
      Coβ-hydroxocobamide
    CAS Number
    PubChem CID
    DrugBank
    ChemSpider
    UNII
    KEGG
    ChEMBL
    ECHA InfoCard100.033.198 Edit this at Wikidata
    Chemical and physical data
    FormulaC62H89CoN13O15P
    Molar mass1346.37 g/mol
    3D model (JSmol)
    • Cc1cc2ncn(c2cc1C)C9OC(CO)C(OP3(=O)OC(C)CNC(=O)CCC5C4=C(C)C8=NC(=CC7=NC(=C(C)C6=NC(C)(C(N4[Co](O)O3)C5(C)CC(N)=O)C(C)(CC(N)=O)C6CCC(N)=O)C(C)(CC(N)=O)C7CCC(N)=O)C(CCC(N)=O)C8(C)C)C9O
    • InChI=1S/C62H90N13O14P.Co.H2O/c1-29-20-40-41(21-30(29)2)75(28-70-40)56-52(84)53(42(27-76)87-56)89-90(85,86)88-31(3)26-69-49(83)19-15-36-50-32(4)54-58(6,7)34(12-16-43(63)77)38(71-54)22-39-35(13-17-44(64)78)59(8,23-46(66)80)55(72-39)33(5)51-37(14-18-45(65)79)61(10,25-48(68)82)62(11,74-51)57(73-50)60(36,9)24-47(67)81;;/h20-22,28,31,34-37,42,52-53,56-57,76,84H,12-19,23-27H2,1-11H3,(H15,63,64,65,66,67,68,69,71,72,73,74,77,78,79,80,81,82,83,85,86);;1H2/q;+3;/p-3 checkY
    • Key:GTSMWDDKWYUXGH-UHFFFAOYSA-K checkY
     ☒NcheckY (what is this?)  (verify)

    ହାଇଡ୍ରକ୍ସୋକୋବାଲାମିନ (ଇଂରାଜୀ ଭାଷାରେ Hydroxocobalamin, ଅନ୍ୟ ନାମ ଜୀବସାର ଖ୧୨କ ବା vitamin B12a ଓ ହାଇଡ୍ରୋକ୍ସିକୋବାଲାମିନ hydroxycobalamin) ଏକ ଜୀବସାର ବା ଭିଟାମିନ (vitamin) ଯାହା ଖାଦ୍ୟରୁ ମିଳେ ଓ ଖାଦ୍ୟ ଅନୁପୂରକ (dietary supplement) ଭାବରେ ବ୍ୟବ‌ହାର କରାଯାଏ ।[] ଖାଦ୍ୟ ଅନୁପୂରକ ଭାବରେ ଏହା ଜୀବସାର କ୧୨ ଅଭାବ (vitamin B12 deficiency) ଥିଲେ ଓ ପର୍ନିସିଅସ ଆନିମିଆରେ (pernicious anemia) ଦିଆଯାଏ ।[][] ସ୍ୟାନାଇଡ ବିଷକ୍ରିୟା (cyanide poisoning), ଲେବର୍ସ ଅପଟିକ ଆଟ୍ରୋଫି (Leber's optic atrophy) ଓ ଟକ୍ସିକ ଆମ୍ବ୍ଲିଓପିଆ (toxic amblyopia) ରୋଗମାନଙ୍କରେ ମଧ୍ୟ ଏହା ଦିଆଯାଇପାରେ ।[][] ଏହା ଇଞ୍ଜେକସନ ଆକାରରେ ଶିରାରେ (vein) ବା ମାଂସପେଶୀରେ (injection into a muscle) ଦିଆଯାଏ ।[]

    ହାଇଡ୍ରୋକ୍ସୋକୋବାଲାମିନର ବ‌ହୁତ କମ୍ ପ୍ରତିକ୍ରିୟା ଦେଖାଯାଏ । ତରଳ ଝାଡ଼ା, ସ୍ୱଳ୍ପ ରକ୍ତ ପଟାସିଅମ (low blood potassium), ଆଲର୍ଜି ପ୍ରତିକ୍ରିୟାଉଚ୍ଚ ରକ୍ତଚାପ ଇତ୍ୟାଦି ହୋଇପାରେ ।[] ନିର୍ଦ୍ଦିଷ୍ଟ ମାତ୍ରାରେ ଦେଲେ ଗର୍ଭାବସ୍ଥାରେ ଏହା ନିରାପଦ ରହେ ।[] ହାଇଡ୍ରୋକ୍ସୋକୋବାଲାମିନ ଏକ ପ୍ରାକୃତିକ ଆକାରର ଜୀବସାର ଖ୧୨କୋବାଲାମିନ (cobalamin) ପରିବାରର ଏକ ସଦସ୍ୟ ।[][] ଦେହରେ ଡିଏନଏ (DNA) ପ୍ରସ୍ତୁତ କରିବା ନିମନ୍ତେ ହାଇଡ୍ରୋକ୍ସୋକୋବାଲାମିନ ଆବଶ୍ୟକ ହୁଏ । ମାଂସ, ଅଣ୍ଡା ଓ ଦୁଗ୍ଧଜାତ ଦ୍ରବ୍ୟମାନଙ୍କରେ ଜୀବସାର ଖ୧୨ ପ୍ରାକୃତିକ ଭାବରେ ଥାଏ ।[]

    ହାଇଡ୍ରୋକ୍ସୋକୋବାଲାମିନ ପ୍ରଥମେ ସନ ୧୯୪୯ରେ ପୃଥକ କରାଯାଇଥିଲା ।[] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ଦିନ ଡୋଜର ହୋଲସେଲ ମୂଲ୍ୟ ୦.୧୨ରୁ ୦.୮୪ ଆମେରିକୀୟ ଡଲାର ।[୧୦] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ହୋଲସେଲ ମୂଲ୍ୟ ୦.୮୪ ଆମେରିକୀୟ ଡଲାର ।[୧୧] ଅନେକ ପ୍ରକାରର ଜୀବାଣୁରୁ (bacteria) ଏହା ବ୍ୟବସାୟୀକ ଭିତ୍ତିରେ ଏହା ପ୍ରସ୍ତୁତ କରାଯାଏ ।[୧୨]

    1. 1 2 "Hydroxocobalamin Use During Pregnancy | Drugs.com". www.drugs.com. Retrieved 30 December 2016.
    2. 1 2 WHO Model Formulary 2008 (PDF). World Health Organization. 2009. p. 251. ISBN 9789241547659. Retrieved 8 December 2016.
    3. 1 2 3 4 "Vitamin B12". The American Society of Health-System Pharmacists. Retrieved 8 December 2016.
    4. MacLennan, L; Moiemen, N (February 2015). "Management of cyanide toxicity in patients with burns". Burns : journal of the International Society for Burn Injuries. 41 (1): 18–24. PMID 24994676.
    5. "Hydroxocobalamin 1mg in 1ml solution for injection - Summary of Product Characteristics (SPC) - (eMC)". www.medicines.org.uk. Archived from the original on 30 December 2016. Retrieved 30 December 2016.
    6. Bullock, Shane; Manias, Elizabeth (2013). Fundamentals of Pharmacology (in ଇଂରାଜୀ). Pearson Higher Education AU. p. 862. ISBN 9781442564411.
    7. 1 2 "Office of Dietary Supplements - Dietary Supplement Fact Sheet: Vitamin B12". ods.od.nih.gov. 11 February 2016. Retrieved 30 December 2016.
    8. Eitenmiller, Ronald R.; Jr, W. O. Landen (2010). Vitamin Analysis for the Health and Food Sciences (in ଇଂରାଜୀ). CRC Press. p. 467. ISBN 9781420050165.
    9. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
    10. "Vitamin B12". International Drug Price Indicator Guide. Retrieved 8 December 2016.[permanent dead link]
    11. "NADAC as of 2016-12-07 | Data.Medicaid.gov". Centers for Medicare and Medicaid Services. Archived from the original on 2016-12-21. Retrieved 30 December 2016.
    12. "Vitamins, 6. B Vitamins". Ullmann's encyclopedia of industrial chemistry. Weinheim: Wiley-VCH. 2011. ISBN 9783527303854.