Jump to content

ରାଲଟେଗ୍ରାଭିର

ଉଇକିପିଡ଼ିଆ‌ରୁ
ରାଲଟେଗ୍ରାଭିର
Clinical data
Trade namesIsentress
AHFS/Drugs.commonograph
MedlinePlusa608004
data
Pregnancy
category
  • US: C (Risk not ruled out)
    Routes of
    administration
    oral
    ATC code
    Legal status
    Legal status
    Pharmacokinetic data
    Bioavailability60%(FDA)
    Protein binding83%
    MetabolismHepatic (UGT1A1)
    Elimination half-life9 hours
    Excretionfeces and urine
    Identifiers
    • N-(4-Fluorobenzyl)-5-hydroxy-1-methyl-2-(2-{[(5-methyl-1,3,4-oxadiazol-2-yl)carbonyl]amino}-2-propanyl)-6-oxo-1,6-dihydro-4-pyrimidinecarboxamide
    CAS Number
    PubChem CID
    ChemSpider
    UNII
    ChEMBL
    NIAID ChemDB
    ECHA InfoCard100.124.631 Edit this at Wikidata
    Chemical and physical data
    FormulaC20H21FN6O5
    Molar mass444.42 g/mol
    3D model (JSmol)
    • Cc1nnc(o1)C(=O)NC(C)(C)C\3=N\C(C(=O)NCc2ccc(F)cc2)=C(\O)C(=O)N/3C
    • InChI=1S/C20H21FN6O5/c1-10-25-26-17(32-10)16(30)24-20(2,3)19-23-13(14(28)18(31)27(19)4)15(29)22-9-11-5-7-12(21)8-6-11/h5-8,28H,9H2,1-4H3,(H,22,29)(H,24,30) checkY
    • Key:CZFFBEXEKNGXKS-UHFFFAOYSA-N checkY
     ☒NcheckY (what is this?)  (verify)

    ରାଲଟେଗ୍ରାଭିର ବା ଆରଏଏଲ (ଇଂରାଜୀ ଭାଷାରେ Raltegravir (RAL), ଏକ ବିକ୍ରୟ ନାମ ଇସେଣ୍ଟ୍ରେସ/Isentress) ଏକ ଆଣ୍ଟିରେଟ୍ରୋଭାଇରାଲ ଔଷଧ (antiretroviral medication) ଯାହା ଅନ୍ୟାନ୍ୟ ଔଷଧ ସ‌ହିତ ଏଚଆଇଭି/ଏଡସ ରୋଗର ଚିକିତ୍ସାରେ ଦିଆଯାଏ ।[୧] ସଂସ୍ପର୍ଶ ପ୍ରତିଷେଧ (post exposure prophylaxis) ଭାବରେ ମଧ୍ୟ ଏହା ଦିଆଯାଏ ।[୨] ଏହା ପାଟିରେ ଦିଆଯାଏ ।[୧]

    ରାଲଟେଗ୍ରାଭିର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରା ସମସ୍ୟା, ଅଇ (nausea) ଥକ୍କା ଅନୁଭବ, ଅଧିକ ରକ୍ତ ଶର୍କରା ଓ ମୁଣ୍ଡବିନ୍ଧା ହୋଇପାରେ ।[୨] ପାର୍ଶ୍ୱ ପ୍ରତିକ୍ରିୟା ସାଂଘାତିକ ହେଲେ ଯକୃତ ସମସ୍ୟା (liver problems), ସ୍ଟିଭେନ୍ସ-ଜନସନ ସିଣ୍ଡ୍ରୋମ ଭଳି ଆଲର୍ଜି ପ୍ରତିକ୍ରିୟା (allergic reactions) ଓ ରାବଡୋମାୟୋଲାଇସିସ (muscle breakdown) ହୋଇପାରେ ।[୨] ଗର୍ଭାବସ୍ଥା ଓ ସ୍ତନ୍ୟପାନ (breastfeeding) ସମୟରେ ଏହା ନିରାପଦ କି ନୁହେଁ ତାହା ସ୍ପଷ୍ଟ ହୋଇନାହିଁ ।[୨]ଭୁତାଣୁ ରେପ୍ଲିକେସନ (viral replication) ନିମନ୍ତେ ଆବଶ୍ୟକ ହେଉଥିବା ଏଚଆଇଭି ଇଣ୍ଟେଗ୍ରେଜକୁ (HIV integrase) ଡୋଲ୍ୟୁଟଗ୍ରାଭିର ଏକ ଏଚଆଇଭି ଇଣ୍ଟେଗ୍ରେଜ ସ୍ଟ୍ରାଣ୍ଡ ଟ୍ରାନସଫର ଇନହିବିଟର (HIV integrase strand transfer inhibitor) ଭାବରେ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।[୨]

    ଯୁକ୍ତରାଷ୍ଟ୍ର ଆମେରିକାରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ରାଲଟେଗ୍ରାଭିର ସନ ୨୦୦୭ରେ ସ୍ୱୀକୃତ ହୋଇଥିଲା ।[୨] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୩] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ମାସର ଡୋଜର କ୍ରୟ ମୂଲ୍ୟ ୫୦ ଆମେରିକୀୟ ଡଲାର ।[୪] ସଂଯୁକ୍ତ ରାଷ୍ଟ୍ରରେ ଏନଏଚଏସକୁ (NHS) ଏକ ମାସର ଖର୍ଚ୍ଚ ପ୍ରାୟ ୪୭୨ ପାଉଣ୍ଡ ।[୧]

    1. 1 2 3 British national formulary : BNF 69 (69 ed.). British Medical Association. 2015. p. 429. ISBN 9780857111562.
    2. 1 2 3 4 5 6 "Raltegravir Potassium". The American Society of Health-System Pharmacists. Retrieved 8 December 2017.
    3. ↑ "WHO Model List of Essential Medicines (20th List)" (PDF). World Health Organization. March 2017. Retrieved 29 June 2017.
    4. ↑ "Single Drug Information". International Medical Products Price Guide. Archived from the original on 10 December 2017. Retrieved 9 December 2017.

    ବାହ୍ୟ ଲିଙ୍କ

    [ସମ୍ପାଦନା]