Jump to content

ଆବାକାଭିର

ଉଇକିପିଡ଼ିଆ‌ରୁ
(Abacavirରୁ ଲେଉଟି ଆସିଛି)
ଆବାକାଭିର
ଆବାକାଭିର ରାସାୟନିକ ଗଠନ
Clinical data
Pronunciation/ʌ.bæk.ʌ.vɪər/ (listen)
Trade namesବ୍ୟବସାୟୀକ ନାମ - Ziagen ଓ ଅନ୍ୟାନ୍ୟ[]
AHFS/Drugs.commonograph
MedlinePlusa699012
Pregnancy
category
  • AU: B3
  • US: C (Risk not ruled out)
    Routes of
    administration
    By mouth (solution or tablets)
    ATC code
    Legal status
    Legal status
    Pharmacokinetic data
    Bioavailability୮୩%
    Metabolismଯକୃତ (Liver
    Elimination half-life1.54 ± 0.63 h
    Excretionବୃକ୍‌କ (Kidney) (୧.୨% abacavir, ୩୦% 5'-carboxylic acid metabolite, ୩୬% 5'-glucuronide metabolite, ୧୫% ଅଜଣା ମେଟାବୋଲାଇଟ). ମଳ (୧୬%)
    Identifiers
    • ଆଇୟୁପିଏସି ନାମ {(1S,4R)-4-[2-amino-6-(cyclopropylamino)-9H-purin-9-yl]cyclopent-2-en-1-yl}methanol
    CAS Number
    PubChem CID
    DrugBank
    ChemSpider
    UNII
    KEGG
    ChEBI
    ChEMBL
    NIAID ChemDB
    ECHA InfoCard100.149.341 Edit this at Wikidata
    Chemical and physical data
    FormulaC14H18N6O
    Molar mass୨୮୬.୩୩୨ ଗ୍ରା/ମୋଲ
    3D model (JSmol)
    Melting point[convert: invalid number]
    • n3c1c(ncn1[C@H]2/C=C\[C@@H](CO)C2)c(nc3N)NC4CC4
    • InChI=1S/C14H18N6O/c15-14-18-12(17-9-2-3-9)11-13(19-14)20(7-16-11)10-4-1-8(5-10)6-21/h1,4,7-10,21H,2-3,5-6H2,(H3,15,17,18,19)/t8-,10+/m1/s1 checkY
    • Key:MCGSCOLBFJQGHM-SCZZXKLOSA-N checkY
      (verify)

    ଆବାକାଭିର ବା ଏବିସି (ଇଂରାଜୀ ଭାଷାରେ Abacavir ବା ABC) ଏକ ଔଷଧ ଯାହା ଏଚଆଇଭି/ଏଅଇଡିଏସ (HIV/AIDS) ରୋଗର ପ୍ରତିଷେଧ ଓ ଚିକିତ୍ସାରେ ବ୍ୟବ‌ହୃତ ହୁଏ [][] ଏହି ଔଷଧ ଏକ‌କ ଭାବରେ ବ୍ୟବ‌ହାର କରାଯାଏନାହିଁ, ଅନ୍ୟ ଔଷଧ ସାଥୀରେ ଦିଆଯାଏ ଯେପରି ରିଭର୍ସ-ଟ୍ରାନ୍ସକ୍ରିପ୍ଟେଜ ଇନହିବିଟର (nucleoside reverse transcriptase inhibitor ବା NRTIs) ଦିଆଯାଏ ।[] ପିଲାଙ୍କୁ ଦ୍ରବଣ ଆକାରରେ ଓ ଅନ୍ୟମାନଙ୍କୁ ବଟିକା ଆକାରରେ ଦିଆଯାଏ ।[][]

    ଆବାକାଭିର ସାଧାରଣତଃ ଏକ ସ‌ହନଶୀଳ ଔଷଧ ।[] ଏହାର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ବାନ୍ତି, ନିଦ୍ରାହୀନତା (trouble sleeping), ଜ୍ୱର ଓ ଥକ୍କା ଉଲ୍ଲେଖନୀୟ ଅଟେ । ଅଧିକ ସାଂଘାତିକ ପ୍ରତିକ୍ରିୟା ମଧ୍ୟରେ ହାଇପରସେନ୍ସିଟିଭ (hypersensitivity), ଯକୃତ କ୍ଷତି (liver damage) ଓ ଲାକ୍ଟିକ ଏସିଡୋସିସ (lactic acidosis) ଦେଖାଯାଏ । ଅତିସୁଗ୍ରାହି ସଙ୍କଟ ଥିବା ଜେନେଟିକ ଟେଷ୍ଟଦ୍ୱାରା (Genetic testing) ଜଣାଯାଏ ।[] ଅତିସୁଗ୍ରାହିର ଲକ୍ଷଣ: ରାସ, ବାନ୍ତି ଓ ଅଣନିଶ୍ୱାସୀ ।[] ଆବାକାଭିର ଏକ ଏନଆରଟିଆଇ ଶ୍ରେଣୀର ଔଷଧ ଯାହା ରିଭର୍ସଟ୍ରାନ୍ସକ୍ରିପ୍ଟେଜ (reverse transcriptase) ଏଞ୍ଜାଇମକୁ ଅବରୋଧ କରେ, ଏହି ଏଞ୍ଜାଇମ ଏଚଆଇଭି ଭୁତାଣୁର ଡୁପ୍ଲିକେସନ ନିମନ୍ତେ ଦରକାର ହୁଏ ।[] ଏନଆରଟିଆଇ ଶ୍ରେଣୀରେ ଆବାକାଭିର ଏକ କାର୍ବୋସାଇକ୍ଲିକ ନ୍ୟୁକ୍ଲିଓସାଇଡ (carbocyclic nucleoside) []

    ସନ ୧୯୮୮ରେ ଆବାକାଭିର ପେଟେଣ୍ଟ ହୋଇଥିଲା ଓ ଯୁକ୍ତରାଷ୍ଟ୍ର ଆମେରିକାରେ ବ୍ୟବ‌ହାର ଅନୁମତି ସନ ୧୯୯୮ରେ ପ୍ରାପ୍ତ ହେଲା । [][] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[] ଏହା ଜେନେରିକ ଔଷଧ ନାମରେ ଉପଲବ୍‌ଧ ହୁଏ । [] ସନ ୨୦୧୪ରେ ଏହି ଔଷଧର ହୋଲସେଲ ମୂଲ୍ୟ ବିକାଶଶୀଳ ଦେଶମାନଙ୍କରେ (developing world) ଦିନକୁ ୦.୩୬ରୁ ୦.୮୩ ଆମେରିକୀୟ ଡଲାର ଥିଲା ।[] ସନ ୨୦୧୫ରେ ଗୋଟିଏ ମାସର ଔଷଧ ଖର୍ଚ୍ଚ ଯୁକ୍ତରାଷ୍ଟ୍ର ଆମେରିକାରେ ୨୦୦ଡଲାରରୁ ଅଧିକ ଥିଲା । [୧୦] ସାଧାରଣତଃ ଆବାକାଭିର ଏକାରୀ ମିଳେନାହିଁ, ଏହା ଅନ୍ୟ ଔଷଧ ସ‌ହିତ ମିଶ୍ରିତ ହୋଇ ମିଳେ ଯେପରିକି ଆବାକାଭିର/ଲାମିଭୁଡିନ/ଜିଡୋଭୁଡିନ (abacavir/lamivudine/zidovudine), ଆବାକାଭିର ଡୋଲୁଟେଗ୍ରାଭିର/ଲାମିଭୁଡିନ (abacavir/dolutegravir/lamivudine) ଓ ଆବାକାଭିର/ଲାମିଭୁଡିନ (abacavir/lamivudine) ।[][]

    1. 1 2 3 4 5 6 "Abacavir Sulfate". The American Society of Health-System Pharmacists. Retrieved 31 July 2015.
    2. "Drug Name Abbreviations Adult and Adolescent ARV Guidelines". AIDSinfo. Retrieved 2016-11-08.
    3. "What Not to Use Adult and Adolescent ARV Guidelines". AIDSinfo. Retrieved 2016-11-08.
    4. 1 2 3 4 Yuen, GJ; Weller, S; Pakes, GE (2008). "A review of the pharmacokinetics of abacavir". Clinical pharmacokinetics. 47 (6): 351–71. doi:10.2165/00003088-200847060-00001. PMID 18479171.
    5. 1 2 "Nucleoside reverse transcriptase inhibitors (NRTIs or 'nukes') - HIV/AIDS". www.hiv.va.gov. Retrieved 2016-11-08.
    6. Fischer, Janos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 505. ISBN 9783527607495.
    7. Kane, Brigid M. (2008). HIV/AIDS Treatment Drugs (in ଇଂରାଜୀ). Infobase Publishing. p. 56. ISBN 9781438102078.
    8. "WHO Model Lists of Essential Medicines". World Health Organization (in ବ୍ରିଟିଶ୍‌ ଇଂରାଜୀ). Retrieved 2016-11-08.
    9. "International Drug Price Indicator Guide". ERC. Archived from the original on 30 December 2016. Retrieved 20 November 2016.
    10. Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 64. ISBN 9781284057560.

    ବାହ୍ୟ ଲିଙ୍କ

    [ସମ୍ପାଦନା]