ଆଲବେଣ୍ଡାଜୋଲ

ଉଇକିପିଡ଼ିଆ‌ରୁ
ଆଲବେଣ୍ଡାଜୋଲ
Clinical data
Trade namesAlbenza
AHFS/Drugs.commonograph
MedlinePlusa610019
Pregnancy
category
  • AU: D
  • US: C (Risk not ruled out)
Routes of
administration
Oral
ATC code
Legal status
Legal status
Pharmacokinetic data
Bioavailability<5%[୧]
Protein binding70%[୧]
MetabolismHepatic[୧]
Elimination half-life8-12 hours[୧]
ExcretionUrine, faeces[୧]
Identifiers
  • Methyl [5-(propylthio)-1H-benzoimidazol-2-yl]carbamate
CAS Number
PubChem CID
DrugBank
ChemSpider
UNII
KEGG
ChEBI
ChEMBL
NIAID ChemDB
ECHA InfoCard100.053.995 Edit this at Wikidata
Chemical and physical data
FormulaC12H15N3O2S
Molar mass265.333 g/mol
3D model (JSmol)
Melting point208 to 210 °C (406 to 410 °F)
  • O=C(OC)Nc2nc1ccc(SCCC)cc1n2
  • InChI=1S/C12H15N3O2S/c1-3-6-18-8-4-5-9-10(7-8)14-11(13-9)15-12(16)17-2/h4-5,7H,3,6H2,1-2H3,(H2,13,14,15,16) checkY
  • Key:HXHWSAZORRCQMX-UHFFFAOYSA-N checkY
  (verify)

ଆଲବେଣ୍ଡାଜୋଲ ଔଷଧ ଅନେକ ରକମର ପରଜୀବୀ କୀଟ ସଂକ୍ରମଣର ଚିକିତ୍ସା ନିମନ୍ତେ ଦିଆଯାଏ । ଜିଆର୍ଡ଼ିଆସିସ, ଟ୍ରାଇଚୁରିଆସିସ, ଫାଇଲେରିଆସିସ, ନିଉରୋସିସ୍ଟିସର୍କୋସିସ, ହାଇଡାଟିଡ ରୋଗ, ପିନ‌ୱର୍ମ ରୋଗ, ଓ ଗୋଲକୃମି ଇତ୍ୟାଦି ରୋଗମାନଙ୍କରେ ଏହି ଔଷଧ ଦିଆଯାଏ । ଏହା ପାଟିବାଟେ ଦିଆଯାଏ । [୨]

ଅଇ, ପେଟ ଯନ୍ତ୍ରଣା ଓ ମୁଣ୍ଡବଥା ଏହାର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ।ସମ୍ଭାବ୍ୟ ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ଅସ୍ଥି ମଜ୍ଜା ଦମନ ମୂଖ୍ୟ ଓ ଏହା ଔଷଧ ଖାଇବା ବନ୍ଦ କଲେ ଭଲ ହୋଇଯାଏ । ଯକୃତ ପ୍ରଦାହ ହେଉଥିବାର ରୋପୋର୍ଟ ମିଳୁଛି ଓ ଆଗରୁ ଯକୃତ ରୋଗ ଥିଲେ ଏହି ସମ୍ଭାବନା ଅଧିକ ରହେ । [୨] ଆମେରିକାରେ ଏହା It is ଗର୍ଭାବସ୍ଥା ଶ୍ରେଣୀ ସି ଓ ଅଷ୍ଟ୍ରେଲିଆରେ ଶ୍ରେଣୀ ଡି; ଏହାର ଅର୍ଥ ଗର୍ଭବତୀ ମହିଳାଙ୍କ ନିମନ୍ତେ ଏହା ବିପଦଜନ‌କ ହୋଇପାରେ । [୨][୩] ଆଲବେଣ୍ଡାଜୋଲ ଔଷଧ ବେଞ୍ଜିମିଡାଜୋଲ ଶ୍ରେଣୀର ଏକ ବ୍ରଡସ୍ପେକ୍‌ଟ୍ରମ ଆଣ୍ଟିହେଲମିନ୍ଥିକ ଏଜେଣ୍ଟ [୨]

ଆଲବେଣ୍ଡାଜୋଲ ପ୍ରଥମେ ସନ ୧୯୭୧ରେ ବ୍ୟବ‌ହାର କରାଗଲା । [୪] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୫] ପୃଥିବୀର ଅନେକ ସ୍ଥାନରେ ଏହାର ହୋଲସେଲ ଦାମ ଡୋଜ ପିଛା ୦.୦୧ରୁ ୦.୦୬ ଆମେରିକୀୟ ଡଲାର ।[୬] ସନ ୨୦୧୪ରେ ଏହାର ମୂଲ୍ୟ ଆମେରିକାରେ ଡୋଜ ପିଛା ୫୦ ଆମେରିକୀୟ ଡଲାର ଥିଲା ଯାହା ଅତି ମହ‌ଙ୍ଗା । [୨][୭]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "Albenza, (albendazole) dosing, indications, interactions, adverse effects, and more". Medscape Reference. WebMD. Retrieved 25 February 2014.
  2. ୨.୦ ୨.୧ ୨.୨ ୨.୩ ୨.୪ "Albendazole". The American Society of Health-System Pharmacists. Retrieved Aug 18, 2015.
  3. "Prescribing medicines in pregnancy database". Australian Government. 3 March 2014. Retrieved 22 April 2014.
  4. Mehlhorn, Heinz (2001). Encyclopedic reference of parasitology. 107 tables (2 ed.). Berlin [u.a.]: Springer. p. 259. ISBN 9783540668299.
  5. "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
  6. "Albendazole". International Drug Price Indicator Guide. Archived from the original on 5 March 2017. Retrieved 18 August 2015.
  7. Hamilton, Richard J. (2014). Tarascon pocket pharmacopoeia : 2014 deluxe lab-pocket edition (15 ed.). Sudbury: Jones & Bartlett Learning. p. 40. ISBN 9781284053999.