Jump to content

ହାଇଡ୍ରୋକୋଡୋନ/ପାରାସେଟାମୋଲ

ଉଇକିପିଡ଼ିଆ‌ରୁ
(Hydrocodone/paracetamolରୁ ଲେଉଟି ଆସିଛି)
ହାଇଡ୍ରୋକୋଡୋନ/ପାରାସେଟାମୋଲ
Combination of
HydrocodoneOpioid analgesic
ParacetamolAnilide analgesic
Clinical data
Trade namesHycet, Lorcet, Norco, Vicodin, others
SynonymsHydrocodone/acetaminophen, hydrocodone/APAP
AHFS/Drugs.comFDA Professional Drug Information
Pregnancy
category
  • US: C (Risk not ruled out)
Routes of
administration
By mouth
ATC code
Legal status
Legal status
Pharmacokinetic data
Bioavailability>80%
MetabolismHydrocodone: extensively liver, primarily CYP3A4;
Acetaminophen: liver, CYP2E1
Elimination half-lifefor hydrocodone: 228–294 mins (3.8–4.9 hrs); for paracetamol: 120–240 mins (2–4 hrs)
Excretionfor hydrocodone: urinary; for paracetamol: urinary (10–15% unchanged)
Identifiers
PubChem CID
ChemSpider
 ☒NcheckY (what is this?)  (verify)

ହାଇଡ୍ରୋକୋଡୋନ/ପାରାସେଟାମୋଲ (ଇଂରାଜୀ ଭାଷାରେ Hydrocodone/paracetamol, ଅନ୍ୟ ନାମ ହାଇଡ୍ରୋକୋଡୋନ/ଆସେଟାମିନୋଫେନ) ଦୁଇଟି ଯନ୍ତ୍ରଣା ନିବାରକ ଔଷଧର ମିଶ୍ରଣ ଯେଉଁଥିରେ ହାଇଡ୍ରୋକୋଡୋନ (hydrocodone) ଓ ପାରାସେଟାମୋଲ/ଆସେଟାମିନୋଫେନ ଥାଏ । [] ମଧ୍ୟମ ଓ ସାଂଘାତିକ ଧରଣର ଯନ୍ତ୍ରଣାରେ (pain) ଏହି ଔଷଧ ଦିଆଯାଏ ।[][] ଏହା ପାଟିରେ ଦିଆଯାଏ ।[] ଯୁକ୍ତରାଷ୍ଟ୍ର ଆମେରିକାରେ ସାଧାରଣତଃ ଏହା ଆମୋଦ ଦାୟକ (Recreational use) ଔଷଧ ଭାବରେ ବ୍ୟବ‌ହାର କରାଯାଏ ।[][]

ହାଇଡ୍ରୋକୋଡୋନ/ପାରାସେଟାମୋଲ ଔଷଧର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡ ଓଜନିଆ, ନିଦ୍ରାଳୁ ଭାବ, କୋଷ୍ଠକାଠିନ୍ୟ ଓ ବାନ୍ତି ହୋଇପାରେ ।[][] ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟାରେ ଔଷଧ ନିଶା (addiction|), ମାନ୍ଦା ଶ୍ୱାସକ୍ରିୟା, ନିମ୍ନ ରକ୍ତଚାପ (low blood pressure), ସେରୋଟୋନିନ ସିଣ୍ଡ୍ରୋମ, ଆନାଫାଇଲାକ୍‌ସିସ ଓ ଯକୃତ କାର୍ଯ୍ୟ ଫେଲ ହୁଏ ।[] ଗର୍ଭାବସ୍ଥାରେ ଏହାର ବ୍ୟବ‌ହାର ହାନୀକାରକ ହୋଇପାରେ ।[] ଆଲକ‌ହଲ (alcohol) ସାଥିରେ ଏହା ଦିଆଯାଏ ନାହିଁ ।[] ଏମୟୁ-ଓପିଅଏଡ ରିସେପ୍ଟର (mu-opioid receptor) ସାଥିରେ ଏହା ଅନୁବନ୍ଧିତ ହୋଇ କାର୍ଯ୍ୟକ୍ଷମ ହୁଏ ।[] ପାରାସେଟାମୋଲ କାର୍ଯ୍ୟବିଧି ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ନାହିଁ ।[]

ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୧୯୮୨ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ହାଇଡ୍ରୋକୋଡୋନ/ପାରାସେଟାମୋଲ ସ୍ୱୀକୃତ ହୋଇଥିଲା ।[] ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ଏକ ସିଡ୍ୟୁଲ ୨ ନିୟନ୍ତ୍ରିତ (schedule II controlled substance) ଔଷଧ ।[] ସେଠାରେ ସନ ୨୦୧୬ରେ ହାଇଡ୍ରୋକୋଡୋନ/ପାରାସେଟାମୋଲର ୪୫ ନିୟୁତରୁ ଅଧିକ ପ୍ରେସକ୍ରିପସନ ହୋଇ ସର୍ବାଧିକ ୧୩ତମ ପ୍ରେସକ୍ରିପସନ ଔଷଧର ମାନ୍ୟତା ଲାଭ କରିଥିଲା ।[] ସଂଯୁକ୍ତ ରାଷ୍ଟ୍ରରେ ଏହା ମିଳେନି ।[] ଏହାର ଅନେକ ବିକ୍ରୟ ନାମ ମଧ୍ୟରୁ ଭିକୋଡିନ ଅନ୍ୟତମ ।[]

ଏହା ମଧ୍ୟ ଦେଖନ୍ତୁ

[ସମ୍ପାଦନା]
  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ "Hydrocodone and Acetaminophen - FDA prescribing information". Drugs.com (in ଇଂରାଜୀ). Retrieved 23 December 2018.
  2. ୨.୦ ୨.୧ ୨.୨ Mancano, Michael; Gallagher, Jason (2010). Frequently Prescribed Medications (in ଇଂରାଜୀ). Jones & Bartlett Learning. p. 7. ISBN 9780763781170.
  3. Parrillo, Vincent N. (2008). Encyclopedia of Social Problems (in ଇଂରାଜୀ). SAGE. p. 262. ISBN 9781412941655.
  4. Singla, A; Sloan, P (2013). "Pharmacokinetic evaluation of hydrocodone/acetaminophen for pain management". Journal of opioid management. 9 (1): 71–80. doi:10.5055/jom.2013.0149. PMID 23709306.
  5. "The Top 300 of 2019". clincalc.com. Retrieved 22 December 2018.
  6. Atkins, Lucy (16 August 2001). "Know what a Vike is?". The Guardian. Retrieved 23 December 2018.

ବାହ୍ୟ ଲିଙ୍କ

[ସମ୍ପାଦନା]