Jump to content

ଲାନ୍ସୋପ୍ରାଜୋଲ

ଉଇକିପିଡ଼ିଆ‌ରୁ
ଲାନ୍ସୋପ୍ରାଜୋଲ
Clinical data
Pronunciation/lænˈsprəzl/ lan-SOH-prə-zohl
Trade namesPrevacid, others
AHFS/Drugs.commonograph
MedlinePlusa695020
data
Pregnancy
category
  • AU: B3
  • US: B (No risk in non-human studies)
    Routes of
    administration
    by mouth, IV
    Drug classproton pump inhibitor
    ATC code
    Legal status
    Legal status
    • UK: POM (Prescription only)
    • US: OTC
    Pharmacokinetic data
    Bioavailability80% or more
    Protein binding97%
    MetabolismLiver (CYP3A4- and CYP2C19-mediated)
    Elimination half-life1–1.5 hours
    ExcretionKidney and fecal
    Identifiers
    • (RS)-2-([3-methyl-4-(2,2,2-trifluoroethoxy)pyridin-2-yl]methylsulfinyl)-1H-benzo[d]imidazole
    CAS Number
    PubChem CID
    IUPHAR/BPS
    DrugBank
    ChemSpider
    UNII
    KEGG
    ChEBI
    ChEMBL
    ECHA InfoCard100.173.220 Edit this at Wikidata
    Chemical and physical data
    FormulaC16H14F3N3O2S
    Molar mass369.363 g/mol
    3D model (JSmol)
    ChiralityRacemic mixture
    • FC(F)(F)COc1ccnc(c1C)CS(=O)c2[nH]c3ccccc3n2
    • InChI=1S/C16H14F3N3O2S/c1-10-13(20-7-6-14(10)24-9-16(17,18)19)8-25(23)15-21-11-4-2-3-5-12(11)22-15/h2-7H,8-9H2,1H3,(H,21,22) checkY
    • Key:MJIHNNLFOKEZEW-UHFFFAOYSA-N checkY
      (verify)

    ଲାନ୍ସୋପ୍ରାଜୋଲ (ଇଂରାଜୀ ଭାଷାରେ Lansoprazole, ଏକ ବିକ୍ରୟ ନାମ ପ୍ରିଭାସିଡ/ Prevacid) ଏକ ଔଷଧ ଯାହା ଯାହା ପାକସ୍ଥଳୀର ଅମ୍ଳ (stomach acid) କମେଇଦିଏ ।[] ଏହା ପେପଟିକ ଅଲସର ଡିଜିଜ (peptic ulcer disease), ଗାସ୍ଟ୍ରୋଏସୋଫେଜିଆଲ ରିଫ୍ଲକ୍ସ ଡିଜିଜଜୋଲିଞ୍ଜର ଏଲିସନସ ଡିଜିଜ (Zollinger–Ellison syndrome) ରୋଗମାନଙ୍କର ଚିକିତ୍ସାରେ ଦିଆଯାଏ ।[] ଅନ୍ୟାନ୍ୟ ପ୍ରୋଟୋନ ପମ୍ପ ଇନହିବିଟର ବା ପିପିଆଇ (proton pump inhibitors/ PPI) ଔଷଧ ସ‌ହ ସମତୁଲ ଭାବରେ କାମ କରେ ।[] ଏହା ପାଟିରେ ଦିଆଯାଏ ।[] ଏହାର ପ୍ରଭାବ କିଛି ଘଣ୍ଟା ମଧ୍ୟରେ ଆରମ୍ଭ ହୋଇ ଦୁଇ ଦିନ ପର୍ଯ୍ୟନ୍ତ ରହେ ।[]

    ଲାନ୍ସୋପ୍ରାଜୋଲର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କୋଷ୍ଠକାଠିନ୍ୟ, ଉଦର ଯନ୍ତ୍ରଣା (abdominal pain) ଓ ଅଇ (nausea) ହୋଇପାରେ ।[] ପାର୍ଶ୍ୱ ପ୍ରତିକ୍ରିୟା ସାଂଘାତିକ ହେଲେ ଓଷ୍ଟିଓପୋରୋସିସ, ଅଳ୍ପ ରକ୍ତ ମାଗନେସିଅମ (low blood magnesium), କ୍ଲସ୍ଟ୍ରିଡିଅମ ଡିଫିସିଲ ସଂକ୍ରମଣ (Clostridium difficile infection) ଓ ନିମୋନିଆ ଆଦି ରୋଗ ହୋଇପାରେ ।[] ଗର୍ଭାବସ୍ଥାସ୍ତନ୍ୟପାନ ସମୟରେ ଏହାର ନିରାପତ୍ତା ସନେହ ଜନ‌କ ।[] ପାକସ୍ଥଳୀର ପାରାଏଟାଲ ଜୀବକୋଷରେ (parietal cell) ଥିବା ହାଇଡ୍ରୋଜେନ ପୋଟାସିଅମ ଏଟିପେଜକୁ (H+/K+-ATPase) ଅବରୋଧ କରି ଏହା କାର୍ଯ୍ୟକ୍ଷମ ହୁଏ ।[]

    ଲାନ୍ସୋପ୍ରାଜୋଲ ସନ ୧୯୮୪ରେ ପେଟେଣ୍ଟ ହେବା ପରେ ସନ ୧୯୯୨ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାରେ ସ୍ୱୀକୃତ ହୋଇଥିଲା ।[] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[] ସନ ୨୦୧୯ରେ ସଂଯୁକ୍ତ ରାଷ୍ଟ୍ରରେ (United Kingdom) ଏନଏଚଏସକୁ (NHS) ଏହାର ଏକ ମାସର ଡୋଜ ପିଛା ପ୍ରାୟ ୫ ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼ୁଥିଲା । [] ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଔଷଧ ବାବଦ ଏକ ମାସରେ ପ୍ରାୟ ୫.୪୦ ଆମେରିକୀୟ ଡଲାର ଖର୍ଚ୍ଚ ହୁଏ ।[] ସନ ୨୦୧୬ରେ ଏହାର ୪ ନିୟୁତରୁ ଅଧିକ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିସନ ତାଲିକାର ୧୪୧ ତମ ସ୍ଥାନରେ ଥଲା []

    1. 1 2 3 4 5 6 "Lansoprazole Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 3 March 2019.
    2. 1 2 3 British national formulary : BNF 76 (76 ed.). Pharmaceutical Press. 2018. pp. 79–80. ISBN 9780857113382.
    3. "[99] Comparative effectiveness of proton pump inhibitors | Therapeutics Initiative". 28 June 2016. Retrieved 14 July 2016.
    4. "Lansoprazole Use During Pregnancy". Drugs.com (in ଇଂରାଜୀ). Retrieved 3 March 2019.
    5. Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 445. ISBN 9783527607495.
    6. "NADAC as of 2019-02-27". Centers for Medicare and Medicaid Services (in ଇଂରାଜୀ). Archived from the original on 2019-03-06. Retrieved 3 March 2019.
    7. "The Top 300 of 2019". clincalc.com. Retrieved 22 December 2018.

    ବାହ୍ୟ ଲିଙ୍କ

    [ସମ୍ପାଦନା]