ସ୍ପେକ୍ଟିନୋମାଇସିନ
Clinical data | |
---|---|
Trade names | Trobicin |
Synonyms | (2R,4aR,5aR,6S,7S,8R,9S,9aR,10aS)-4a,7,9-trihydroxy-2-methyl-6,8-bis(methylamino)decahydro-4H-pyrano[2,3-b][1,4]benzodioxin-4-one |
AHFS/Drugs.com | monograph |
Pregnancy category |
|
ATC code | |
Legal status | |
Legal status |
|
Identifiers | |
| |
CAS Number | |
PubChem CID | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
ECHA InfoCard | 100.015.374 |
Chemical and physical data | |
Formula | C14H24N2O7 |
Molar mass | 332.35 g/mol |
3D model (JSmol) | |
| |
| |
(what is this?) (verify) |
ସ୍ପେକ୍ଟିନୋମାଇସିନ, ବିକ୍ରୟ ନାମ ଟ୍ରୋବିସିନ, ଏକ ଆଣ୍ଟବାୟୋଟିକ ଯାହା ଗନୋରିଆ ରୋଗର ଚିକିତ୍ସା ନିମନ୍ତେ ବ୍ୟବହାର ହୁଏ । [୧] ଏହା ମାଂସପେଶୀରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୧]
ଏହାର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ମଦ୍ୟରେ ରାସ, ଅଇ, ଜ୍ୱର ଓ ଶୟନ ସମସ୍ୟା ମୁଖ୍ୟ । ସାଂଘାତିକ ଆଲର୍ତି ପ୍ରତିକ୍ରିୟା କ୍ୱଚିତ ଦେଖାଯାଏ । ଗର୍ଭାବସ୍ଥାରେ ସାଧାରଣତଃ ଏହା ନିରାପଦ । ପେନିସିଲିନ ଓ ସେଫାଲୋସ୍ପୋରିନ ପ୍ରତି ଆଲର୍ଜି ଥିଲେ ମଧ୍ୟ ଏହା ଦିଆଯାଇପାରେ ।। ଆମିନୋସାଇକ୍ଲିଟୋଲ ଶ୍ରେଣୀର ଔଷଧ ଯାହା କେତେକ ଜୀବାଣୁର ପ୍ରୋଟିନ ପ୍ରସ୍ତୁତିକୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।[୧]
ସନ ୧୯୬୧ରେ ସ୍ପେକ୍ଟିନୋମାଇସିନ ଆବିଷ୍କୃତ ହୋଇଥିଲା ।[୨] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୩] ଏହାର ଡୋଜ ପିଛା ହୋଲସେଲ ମୂଲ୍ୟ ପ୍ରାୟ ୫ ଆମେରିକୀୟ ଡଲାର। [୪] ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ମିଳେନାହିଁ ।[୧] ସ୍ଟ୍ରେପ୍ଟୋମାଇସେସ ସ୍ପେକ୍ଟାବିଲିସ କୀବାଣୁରୁ ଏହା ପ୍ରସ୍ତୁତ ହୁଏ ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ "Spectinomycin Hydrochloride". The American Society of Health-System Pharmacists. Archived from the original on September 24, 2015. Retrieved Sep 6, 2015.
- ↑ Textbook of Drug Design and Discovery, Fourth Edition. CRC Press. 2009. p. 438. ISBN 9781439882405.
- ↑ "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
- ↑ "Spectinomycin". International Drug Price Indicator Guide. Retrieved 7 September 2015.[permanent dead link]