Jump to content

ଆଟୋମେକ୍ସେଟିନ

ଉଇକିପିଡ଼ିଆ‌ରୁ
ଆଟୋମେକ୍ସେଟିନ
Clinical data
Trade namesStrattera, others
Synonyms(R)-N-Methyl-3-phenyl-3-(o-tolyloxy)propan-1-amine
AHFS/Drugs.commonograph
MedlinePlusa603013
Pregnancy
category
  • AU: B3
  • US: C (Risk not ruled out)
    Routes of
    administration
    By mouth
    ATC code
    Legal status
    Legal status
    Pharmacokinetic data
    Bioavailability63 to 94%[][][]
    Protein binding98%[][][]
    MetabolismLiver, via CYP2D6[][][]
    Elimination half-life4.5-19 hours[][][][]
    ExcretionKidney (80%) and faecal (17%)[][][]
    Identifiers
    • (3R)-N-Methyl-3-(2-methylphenoxy)-3-phenylpropan-1-amine
    CAS Number
    PubChem CID
    IUPHAR/BPS
    DrugBank
    ChemSpider
    UNII
    KEGG
    ChEBI
    ChEMBL
    ECHA InfoCard100.120.306 Edit this at Wikidata
    Chemical and physical data
    FormulaC17H21NO
    Molar mass255.36 g/mol
    291.81 g/mol (hydrochloride)
    3D model (JSmol)
    • CC1=C(C=CC=C1)O[C@H](CCNC)C2=CC=CC=C2
    • InChI=1S/C17H21NO/c1-14-8-6-7-11-16(14)19-17(12-13-18-2)15-9-4-3-5-10-15/h3-11,17-18H,12-13H2,1-2H3/t17-/m1/s1 checkY
    • Key:VHGCDTVCOLNTBX-QGZVFWFLSA-N checkY
     ☒NcheckY (what is this?)  (verify)

    ଆଟୋମେକ୍ସେଟିନ (ଇଂରାଜୀ ଭାଷାରେ Atomoxetine, ଏକ ବିକ୍ରୟ ନାମ ସ୍ଟ୍ରାଟେରା/ Strattera) ଏକ ଔଷଧ ଯାହା ଧ୍ୟାନାଭାବ ଓ ଅତିସକ୍ରିୟତା ବିକାର (ADHD) ରୋଗର ଚିକିତ୍ସାରେ ବ୍ୟବ‌ହାର କରାଯାଏ ।[] ଅତି କମ୍‌ରେ ଏହାର ବ୍ୟବ‌ହାର ନିମନ୍ତେ ରୋଗୀର ବୟସ ୬ ବର୍ଷ ବା ଅଧିକ ହେବା ଆବଶ୍ୟକ ।[] ଏହା ପାଟିରେ ଦିଆଯାଏ । []

    ଆଟୋମେକ୍ସେଟିନର ପାର୍ଶ୍ୱ ପ୍ରତିକ୍ରିୟାରେ ଉଦର ଯନ୍ତ୍ରଣା, ଅରୁଚି, ଅଇ, ଥକ୍କା ଅନୁଭବ ଓ ମୁଣ୍ଡ ଓଜନିଆ ଲାଗିପାରେ । [] ପାର୍ଶ୍ୱ ପ୍ରତିକ୍ରିୟା ସାଂଘାତିକ ହେଲେ ଆଞ୍ଜିଓଇଡିମା, ଯକୃତ ସମସ୍ୟା, ସ୍ଟ୍ରୋକ, ସାଇକୋସିସ, ହୃତପିଣ୍ଡ ସମସ୍ୟା, ଆତ୍ମହତ୍ୟା ପ୍ରବଣ ଓ ଆକ୍ରମଣାତ୍ମକ ବ୍ୟବ‌ହାର ଦେଖାଯାଇପାରେ ।[][] ଗର୍ଭାବସ୍ଥାସ୍ତନ୍ୟପାନ (breastfeeding) ସମୟରେ ଏହାର ପ୍ରତିକ୍ରିୟା ସ୍ପଷ୍ଟ ହୋଇନାହିଁ ।[] ଆଟୋମେକ୍ସେଟିନ ଏକ ନରେପିନେଫ୍ରିନ ରିଅପଟେକ ଇନହିବିଟର (norepinephrine reuptake inhibitor) ଭାବରେ କାମ କରେ । []

    ସନ ୨୦୦୨ରେ ଆଟୋମେକ୍ସେଟିନ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାରେ ସ୍ୱୀକୃତ ହୋଇଥିଲା ।[] ସନ ୨୦୧୯ରେ ସଂଯୁକ୍ତ ରାଷ୍ଟ୍ରରେ (United Kingdom) ଏନଏଚଏସକୁ (NHS) ଏହାର ଏକ ମାସର ଡୋଜ ପିଛା ପ୍ରାୟ ୫୩ ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼ୁଥିଲା ।[] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସ ଡୋଜର ହୋଲସେଲ ମୂଲ୍ୟ ପ୍ରାୟ ୭୭ ଆମେରିକୀୟ ଡଲାର ।[] ସନ ୨୦୧୬ରେ ଏହାର ୨ ନିୟୁତ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିସନ ତାଲିକାର ୨୪୫ତମ ସ୍ଥାନରେ ଥଲା ।[]

    ଏହ ମଧ୍ୟ ଦେଖନ୍ତୁ

    [ସମ୍ପାଦନା]
    1. 1 2 3 4 5 "atomoxetine (Rx) – Strattera". Medscape Reference. WebMD. Retrieved 10 November 2013.
    2. 1 2 3 4 5 "STRATTERA® (atomoxetine hydrochloride)". TGA eBusiness Services. Eli Lilly Australia Pty. Limited. 21 August 2013. Retrieved 10 November 2013.
    3. 1 2 3 4 5 "ATOMOXETINE HYDROCHLORIDE capsule [Mylan Pharmaceuticals Inc.]". DailyMed. Mylan Pharmaceuticals Inc. October 2011. Retrieved 10 November 2013.
    4. Sauer, JM; Ring, BJ; Witcher, JW (2005). "Clinical pharmacokinetics of atomoxetine". Clinical Pharmacokinetics. 44 (6): 571–90. doi:10.2165/00003088-200544060-00002. PMID 15910008.
    5. 1 2 3 4 5 6 7 "Atomoxetine Hydrochloride Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 22 March 2019.
    6. 1 2 British national formulary : BNF 76 (76 ed.). Pharmaceutical Press. 2018. pp. 344–345. ISBN 9780857113382.
    7. "Atomoxetine Pregnancy and Breastfeeding Warnings". Drugs.com (in ଇଂରାଜୀ). Retrieved 3 March 2019.
    8. "NADAC as of 2019-02-27". Centers for Medicare and Medicaid Services (in ଇଂରାଜୀ). Archived from the original on 2019-03-06. Retrieved 3 March 2019.
    9. "The Top 300 of 2019". clincalc.com. Retrieved 22 December 2018.

    ବାହ୍ୟ ଲିଙ୍କ

    [ସମ୍ପାଦନା]