Jump to content

ଭେନଲାଫାକ୍ସିନ

ଉଇକିପିଡ଼ିଆ‌ରୁ
ଭେନଲାଫାକ୍ସିନ
Clinical data
Trade namesEffexor, others []
AHFS/Drugs.commonograph
data
Pregnancy
category
  • AU: B2
  • US: C (Risk not ruled out)
    Routes of
    administration
    By mouth
    ATC code
    Legal status
    Legal status
    Pharmacokinetic data
    Bioavailability42±15%[]
    Protein binding27±2% (parent compound), 30±12% (active metabolite, desvenlafaxine)[]
    MetabolismLiver (~50% of the parent compound is metabolised on first pass through the liver)[][]
    Elimination half-life5±2 h (parent compound for immediate release preparations), 15±6 h (parent compound for extended release preparations), 11±2 h (active metabolite)[][]
    ExcretionKidney (87%; 5% as unchanged drug; 29% as desvenlafaxine and 53% as other metabolites)[][]
    Identifiers
    • (RS)-1-[2-dimethylamino-1-(4-methoxyphenyl)-ethyl]cyclohexanol
    CAS Number
    PubChem CID
    DrugBank
    ChemSpider
    UNII
    KEGG
    ChEBI
    ChEMBL
    ECHA InfoCard100.122.418 Edit this at Wikidata
    Chemical and physical data
    FormulaC17H27NO2
    Molar mass277.402 g/mol
    3D model (JSmol)
    ChiralityRacemic mixture
    • OC2(C(c1ccc(OC)cc1)CN(C)C)CCCCC2
    • InChI=1S/C17H27NO2/c1-18(2)13-16(17(19)11-5-4-6-12-17)14-7-9-15(20-3)10-8-14/h7-10,16,19H,4-6,11-13H2,1-3H3 checkY
    • Key:PNVNVHUZROJLTJ-UHFFFAOYSA-N checkY
      (verify)

    ଭେନଲାଫାକ୍ସିନ (ଇଂରାଜୀ ଭାଷାରେ Venlafaxine, ଏକ ବିକ୍ରୟ ନାମ ଏଫେକ୍ସର/ Effexor) ଏକ ସେରୋଟୋନିନ-ନରଏପିନେଫ୍ରିନ ରିଅପଟେକ ଇନହିବିଟର (serotonin-norepinephrine reuptake inhibitor/ SNRI) ଶ୍ରେଣୀର ଏକ ଅବସାଦରୋଧୀ ଔଷଧ ।[] ପ୍ରମୁଖ ଅବସାଦ ବେମାରୀ/ MDD), ଜେନେରାଲାଇଜଡ ଅଙ୍ଗଜାଇଟି ଡିଜଅର୍ଡ଼ର (generalized anxiety disorder/ GAD), ପ୍ୟାନିକ ଡିଜ‌ଅର୍ଡ଼ରସୋସିଆଲ ଫୋବିଆ (social phobia) ଇତ୍ୟାଦି ରୋଗମାନଙ୍କ ଚିକିତ୍ସାରେ ଏହା ଦିଆଯାଏ ।[] ପାଟିରେ ଏହି ଔଷଧ ଦିଆଯାଏ । []

    ଭେନଲାଫାକ୍ସିନର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅରୁଚି, କୋଷ୍ଠକାଠିନ୍ୟ, ଶୁଷ୍କ ପାଟି, ଓଜନିଆ ମୁଣ୍ଡ, ଝାଳ ବୋହିବା ଓ ଯୌନ ସମସ୍ୟା ଆଦି ଦେଖାଯାଏ ।[] ପାର୍ଶ୍ୱ ପ୍ରତିକ୍ରିୟା ସାଂଘାତିକ ହେଲେ ଆତ୍ମହତ୍ୟା ସଙ୍କଟ, ମାନିଆ (mania) ଓ ସେରୋଟୋନିନ ସିଣ୍ଡ୍ରୋମ ଇତ୍ୟାଦି ହୋଇପାରେ ।[] ଔଷଧ ହଠାତ ବନ୍ଦ କରିଦେଲେ ଆଣ୍ଟିଡିପ୍ରେସାଣ୍ଟ ଉଇଥଡ୍ରଆଲ ସିଣ୍ଡ୍ରୋମ (Antidepressant withdrawal syndrome) ହୋଇପାରେ ।[] ଗର୍ଭାବସ୍ଥାର ଶେଷ ଭାଗରେ ଏହା ଦେଲେ ଶିଶୁର କ୍ଷତି ହୋଇପାରେ । [] ଏହାର କାର୍ଯ୍ୟବିଧି ସ୍ପଷ୍ଟ ନହେଲେ ମଧ୍ୟ ମସ୍ତିଷ୍କର ନିଉରୋଟ୍ରାନ୍ସମିଟରରେ (neurotransmitter) ପରିବର୍ତ୍ତନ ଯୋଗୁ ହେଉଥିବା ବିଶ୍ୱାସ କରାଯାଏ ।[]

    ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୧୯୯୩ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଭେନଲାଫାକ୍ସିନ ସ୍ୱୀକୃତ ହୋଇଥିଲା ।[] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[] ସନ ୨୦୧୮ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଏକ ଡୋଜର ହୋଲସେଲ ମୂଲ୍ୟ ୦.୨୦ ଡଲାରରୁ କମ୍ ଥିଲା ।[] ସନ ୨୦୧୬ରେ ଏହାର ୧୫ ନିୟୁତ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିପସନ ତାଲିକାରେ ୫୧ତମ ସ୍ଥାନ ଅଧିକାର କରିଥିଲା ।[]

    1. "Venlafaxine international brands". Drugs.com. Retrieved 22 June 2017.
    2. 1 2 3 4 "Apo-Venlafaxine XR Capsules" (PDF). TGA eBusiness Services. Macquarie Park, NSW: Apotex Pty Ltd. 13 April 2012. Retrieved 6 November 2013.
    3. 1 2 3 4 "Venlafaxine (venlafaxine hydrochloride) tablet [Aurobindo Pharma Limited]". DailyMed. Aurobindo Pharma Limited. February 2013. Retrieved 6 November 2013.
    4. 1 2 3 4 5 6 7 8 9 10 "Venlafaxine Hydrochloride Monograph for Professionals". Drugs.com (in ଇଂରାଜୀ). AHFS. Retrieved 24 December 2018.
    5. "NADAC as of 2018-12-19". Centers for Medicare and Medicaid Services (in ଇଂରାଜୀ). Archived from the original on 2018-12-19. Retrieved 22 December 2018.
    6. "The Top 300 of 2019". clincalc.com. Retrieved 22 December 2018.

    ବାହ୍ୟ ଲିଙ୍କ

    [ସମ୍ପାଦନା]