ବକ୍ସରସ ଅସ୍ଥି ଭଗ୍ନ

ଉଇକିପିଡ଼ିଆ ରୁ
Jump to navigation Jump to search
ବକ୍ସରସ ଅସ୍ଥି ଭଗ୍ନ (Boxer's fracture)
Metacarpal neck fracture of the little finger, scrapper's fracture,[୧] bar room fracture, street fighter's fracture[୧]
HeadedScarpperFractMark.png
ପଞ୍ଚମ ମେଟାକାର୍ପାଲର ପୁରୁଣା ନେକ ଭଙ୍ଗା
ବିଭାଗଆଶୁ ଚିକିତ୍ସା ବିଭାଗ (Emergency medicine), ଅସ୍ଥିଶଲ୍ୟ ବିଭାଗ (orthopedics)
ଲକ୍ଷଣଯନ୍ତ୍ରଣା, ଦବିଯାଇଥିବା ନ‌କ୍ଲ [୨]
କାରଣହାତ ମୁଠା କରି ଆଘାତ କରିବାଦ୍ୱାରା [୩]
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ ଅନୁଯାୟୀ ଓ ଏକ୍ସ-ରେ (X-rays) ଦେଖି[୩]
ଔଷଧଆଇବୁପ୍ରୋଫେନ୍, ପାରାସେଟାମୋଲ (acetaminophen)[୩]
ଚିକିତ୍ସାବୁଡି ଟେପିଙ୍ଗ (Buddy taping) ଓ ଟେନସର ବ୍ୟାଣ୍ଡେଜ (tensor bandage), ରିଡକସନ ଓ ସ୍ପ୍ଲିଣ୍ଟିଙ୍ଗ [୪][୩]
ପୌନଃପୁନିକହାତରେ ହେଉଥିବା ହାଡ଼ ଭଙ୍ଗାର ୨୦% [୪]

ବକ୍ସରସ ଅସ୍ଥି ଭଗ୍ନ (boxer's fracture) ନାମ ଦିଆଯାଏ ଯେତେବେଳେ ନ‌କ୍ଲର (knuckle) ପଞ୍ଚମ ମେଟାକାର୍ପାଲ (metacarpal bones) ଅସ୍ଥି ଭାଙ୍ଗିଯାଏ (break) ।[୪] ଚତୁର୍ଥ ମେଟାକାର୍ପାଲ ଅସ୍ଥି ଭାଙ୍ଗିଗଲେ ମଧ୍ୟ ଏହି ନାମ ଦିଆଯାଏ ।[୧] ଯନ୍ତ୍ରଣା, ଦବିଯାଇଥିବା ନ‌କ୍ଲ ଲକ୍ଷଣ ଦେଖି ଏହି ଭଙ୍ଗା ନିର୍ଣ୍ଣୟ କରାଯାଏ । [୨]

ହାତ ମୁଠା (fist) କରି ଆଘାତ କଲେ ଏହି ଭଙ୍ଗା ହୁଏ ।[୩] ନ‌କ୍ଲଟି ପାପୁଲି ଆଡ଼କୁ ବଙ୍କା ହୋଇଯାଏ ।[୩] ଲକ୍ଷଣ ଦେଖି ଏହି ଭଙ୍ଗା ଥିବା ସନ୍ଦେହ କରାଯାଏ ଓ ଏକ୍ସ-ରେ X-rays ଚିତ୍ର ଦେଖି ନିଶ୍ଚିତ କରାଯାଏ ।[୩]

ସତୁରି ଡିଗ୍ରୀରୁ କମ ବଙ୍କା ଥିଲେ ବୁଡି ଟେପିଙ୍ଗ (Buddy taping) ଓ ଟେନସର ବ୍ୟାଣ୍ଡେଜର (tensor bandage) ଫଳାଫଳ ଓ ସ୍ପ୍ଲିଣ୍ଟ (splinting) ଫଳାଫଳ ପ୍ରାୟ ସମାନ ଦେଖାଯାଏ ।[୪] ସତୁରି ଡିଗ୍ରୀରୁ ଅଧିକ ବଙ୍କା ଥିଲେ ଓ ଆଙ୍ଗୁଠି ବଙ୍କା ହୋଇଯାଇଥିଲେ ରିଡକସନ ଓ ସ୍ପ୍ଲିଣ୍ଟିଙ୍ଗ ଆବଶ୍ୟକ ହୁଏ ।[୩]

ହାତରେ ହେଉଥିବା ହାଡ଼ ଭଙ୍ଗାର (hand fracture) ୨୦% ଏହି ଭଙ୍ଗା ଥାଏ । [୪] ମହିଳାଙ୍କ ଅପେକ୍ଷା ପୁରୁଷଙ୍କର ଅଧିକ ଏହି ଭଙ୍ଗା ହୁଏ ।[୪] ସ୍ୱଳ୍ପ କାଳୀନ ଓ ଦୀର୍ଘ କାଳୀନ ଚିକିତ୍ସାର ଫଳାଫଳ ଉତ୍ତମ ହୁଏ ।[୪] ନ‌କ୍ଲଟି ସାମାନ୍ୟ ବଙ୍କା ରହିଯାଏ ।[୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ Raby, Nigel; Berman, Laurence; Morley, Simon; Lacey, Gerald de (2014). Accident and Emergency Radiology: A Survival Guide E-Book (in ଇଂରାଜୀ). Elsevier Health Sciences. p. 163. ISBN 9780702050312. Archived from the original on 2017-10-12.
  2. ୨.୦ ୨.୧ "Hand Fractures-OrthoInfo - AAOS". orthoinfo.aaos.org. October 2007. Archived from the original on 17 June 2017. Retrieved 12 October 2017.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ ୩.୭ Keenan, M (September 2013). "Managing boxer's fracture: a literature review". Emergency nurse : the journal of the RCN Accident and Emergency Nursing Association. 21 (5): 16, 18–24. doi:10.7748/en2013.09.21.5.16.e1198. PMID 24024723.
  4. ୪.୦ ୪.୧ ୪.୨ ୪.୩ ୪.୪ ୪.୫ ୪.୬ Dunn, JC; Kusnezov, N; Orr, JD; Pallis, M; Mitchell, JS (1 May 2016). "The Boxer's Fracture: Splint Immobilization Is Not Necessary". Orthopedics. 39 (3): 188–92. doi:10.3928/01477447-20160315-05. PMID 27018606.
  5. Gupta, Shivani; Diwan, Amna; Perone, Richard W.; Smith, R. Malcolm; Wenokor, Cornelia (2009). Musculoskeletal Trauma Simplified: A casebook to aid diagnosis & management (in ଇଂରାଜୀ). tfm Publishing Limited. p. 99. ISBN 9781908986504. Archived from the original on 2017-10-13.

ବାହ୍ୟ ଲିଙ୍କ[ସମ୍ପାଦନା]

ଶ୍ରେଣୀବିଭାଗ
ବାହାର ଉତ୍ସ