Jump to content

ମେବେଣ୍ଡାଜୋଲ

ଉଇକିପିଡ଼ିଆ‌ରୁ
ମେବେଣ୍ଡାଜୋଲ
Clinical data
Trade namesVermox[]
AHFS/Drugs.commonograph
MedlinePlusa682315
Pregnancy
category
  • AU: B3
  • US: C (Risk not ruled out)
    Routes of
    administration
    Oral
    ATC code
    Legal status
    Legal status
    Pharmacokinetic data
    Bioavailability2-10%
    Protein binding95%
    MetabolismHepatic (extensive)
    Elimination half-life3-6 hours
    ExcretionFaeces, urine (5-10%)
    Identifiers
    • methyl (5-benzoyl-1H-benzimidazol-2-yl)carbamate
    CAS Number
    PubChem CID
    DrugBank
    ChemSpider
    UNII
    KEGG
    ChEBI
    ChEMBL
    ECHA InfoCard100.046.017 Edit this at Wikidata
    Chemical and physical data
    FormulaC16H13N3O3
    Molar mass295.293 g/mol
    3D model (JSmol)
    Melting point288.5 °C (551.3 °F)
    • O=C(c2cc1c(nc(n1)NC(=O)OC)cc2)c3ccccc3
    • InChI=1S/C16H13N3O3/c1-22-16(21)19-15-17-12-8-7-11(9-13(12)18-15)14(20)10-5-3-2-4-6-10/h2-9H,1H3,(H2,17,18,19,21) checkY
    • Key:OPXLLQIJSORQAM-UHFFFAOYSA-N checkY
      (verify)

    ମେବେଣ୍ଡାଜୋଲ ଔଷଧ ଅନେକ ପ୍ରକାରର ପରଜୀବୀ କୀଟ/ପୋକମାନଙ୍କ ନିମନ୍ତେ ବ୍ୟବ‌ହୃତ ହୁଏ । [] ଜିଆ ରୋଗ, ସୁତ୍ରକୃମି, ଅଙ୍କୁଶକୃମି, ଗିନି ପୋକ ସଂକ୍ରମଣ, ହାଇଡାଟିଡ ରୋଗଜିଆର୍ଡ଼ିଆ ରୋଗ ଇତ୍ୟାଦି ରୋଗମାନଙ୍କରେ ଏହି ଔଷଧ ବ୍ୟବ‌ହାର କରାଯାଏ । [] ଏହି ଔଷଧ ପାଟିବାଟେ ଦିଆଯାଏ । []

    ମେବେଣ୍ଡାଜୋଲ ଦେହରେ ଉତ୍ତମରୂପେ ସ‌ହ୍ୟ କରିହୁଏ । [] ତ‌ଥାପି ମୁଣ୍ଡବଥା, ବାନ୍ତି, ଓ କାନରେ ଝିଁ ଝିଁ ଶବ୍ଦ ଶୁଣାଯିବା ଇତ୍ୟାଦି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଏ । [] ମାତ୍ରାଧିକ ସେବନ କଲେ ଅସ୍ଥିମଜ୍ଜା ଦମନ ହୋଇଯାଏ ।[] ଗର୍ଭାବସ୍ଥାରେ ଏହାର ନିରାପତ୍ତା ସଂଦିଗ୍ଧ ଜନ‌କ । [] ମେବେଣ୍ଡାଜୋଲ ଔଷଧ ବେଞ୍ଜିମିଡାଜୋଲ ଶ୍ରେଣୀର ଏକ ବ୍ରଡସ୍ପେକ୍‌ଟ୍ରମ ଆଣ୍ଟିହେଲମିନ୍ଥିକ ଏଜେଣ୍ଟ []

    ମେବେଣ୍ଡାଜୋଲ ପ୍ରଥମେ ସନ ୧୯୭୧ରେ ବ୍ୟବ‌ହୃତ ହେଲା । []ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[]ଏହା ଜେନେରିକ ଔଷଧ ନାମରେ ଉପଲବ୍‌ଧ ହୁଏ । []ଏକ ଡୋଜ ପିଛା ହୋଲସେଲ ମୂଲ୍ୟ ୦.୦୦୪ରୁ ୦.୦୪ ଆମେରିକୀୟ ଡଲାର । [] ଆମେରିକାରେ ଏହାର ଗୋଟୋଏ ଡୋଜର ମୂଲ୍ୟ ପ୍ରାୟ ୧୮ ଆମେରିକୀୟ ଡଲାର ।[]

    1. Ebadi, Manuchair (2008). Desk reference of clinical pharmacology (2 ed.). Boca Raton: CRC Press. p. 403. ISBN 9781420047448.
    2. 1 2 3 4 5 6 7 8 9 "Mebendazole". The American Society of Health-System Pharmacists. Retrieved Aug 18, 2015.
    3. Mehlhorn, Heinz (2001). Encyclopedic reference of parasitology. 107 tables (2 ed.). Berlin [u.a.]: Springer. p. 259. ISBN 9783540668299.
    4. "WHO Model List of EssentialMedicines" (PDF). World Health.
    5. Hamilton, Richard J. (2012). Tarascon pocket pharmacopoeia (13 ed.). Burlington, Mass.: Jones & Bartlett Learning. p. 33. ISBN 9781449624286.
    6. "Mebendazole". International Drug Price Indicator Guide. Archived from the original on 5 March 2017. Retrieved 18 August 2015.