Jump to content

ଗ୍ଲାଇକ୍ଲାଜାଇଡ

ଉଇକିପିଡ଼ିଆ‌ରୁ
ଗ୍ଲାଇକ୍ଲାଜାଇଡ
Clinical data
Trade namesDiamicron, others[]
AHFS/Drugs.comMicromedex Detailed Consumer Information
Pregnancy
category
  • AU: C
    ATC code
    Legal status
    Legal status
    • AU: S4 (Prescription only)
    Pharmacokinetic data
    Elimination half-life10.4 hours
    Identifiers
    • N-(hexahydrocyclopenta[c]pyrrol-2(1H)-ylcarbamoyl)-4-methylbenzenesulfonamide
    CAS Number
    PubChem CID
    DrugBank
    ChemSpider
    UNII
    KEGG
    ChEBI
    ChEMBL
    ECHA InfoCard100.040.221 Edit this at Wikidata
    Chemical and physical data
    FormulaC15H21N3O3S
    Molar mass323.412 g/mol
    3D model (JSmol)
    • O=S(=O)(c1ccc(cc1)C)NC(=O)NN3CC2CCCC2C3
    • InChI=1S/C15H21N3O3S/c1-11-5-7-14(8-6-11)22(20,21)17-15(19)16-18-9-12-3-2-4-13(12)10-18/h5-8,12-13H,2-4,9-10H2,1H3,(H2,16,17,19) checkY
    • Key:BOVGTQGAOIONJV-UHFFFAOYSA-N checkY
      (verify)

    ଗ୍ଲାଇକ୍ଲାଜାଇଡ (ଇଂରାଜୀ ଭାଷାରେ Gliclazide, ବିକ୍ରୟ ନାମ ଡାଏମିକ୍ରନ/Diamicron) ଏକ ମଧୁମେହ-ବିରୋଧୀ ଔଷଧ (anti-diabetic medication) ଯାହା ମଧୁମେହ ଟାଇପ ୨ ରୋଗର ଚିକିତ୍ସାରେ ଦିଆଯାଏ ।[] ଖାଦ୍ୟ ପରିବର୍ତ୍ତନ, ବ୍ୟାୟାମ ଓ ଓଜନ ହ୍ରାସ ଇତ୍ୟାଦି ଚିକିତ୍ସା ଫଳପ୍ରଦ ନହେଲେ ଏହି ଔଷଧ ଦିଆଯାଏ ।[] ଏହାକୁ ପାଟିରେ ଦିଆଯାଏ ।[]

    ଗ୍ଲାଇକ୍ଲାଜାଇଡର ପାର୍ଶ୍ୱ ପ୍ରତିକ୍ରିୟାରେ ସ୍ୱଳ୍ପ ରକ୍ତ ଶର୍କରା (low blood sugar), ବାନ୍ତି, ପେଟ ଯନ୍ତ୍ରଣା (abdominal pain), ରାସ ଓ ଯକୃତ ସମସ୍ୟା (liver problems) ଦେଖାଯାଇ ପାରେ । ବୃକ୍‌କ ସମସ୍ୟା (kidney problems), ଯକୃତ ସମସ୍ୟା ବା ଗର୍ଭାବସ୍ଥାରେ ଏହି ଔଷଧ ଦେବାକୁ ସୁପାରିସ କରାଯାଏନାହିଁ । [][] ଏହା ଏକ ସଲଫୋନିଲୁରିଆ (sulfonylurea) ଶ୍ରେଣୀର ଔଷଧ । ଏହି ଔଷଧଦ୍ୱାରା ଇନସୁଲିନ (insulin) କ୍ଷରଣ ବୃଦ୍ଧି ପାଏ ।[]

    ସନ୧୯୬୬ରେ ଗ୍ଲାଇକ୍ଲାଜାଇଡ ପେଟେଣ୍ଟ ହେବାପରେ ସନ ୧୯୭୨ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସ୍ୱୀକୃତ ହୋଇଥିଲା । [] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ମାସର ଡୋଜର ହୋଲସେଲ ମୂଲ୍ୟ ୨.୪୬ରୁ ୩.୯୨ ଆମେରିକୀୟ ଡଲାର ।[] ଇଂଲଣ୍ଡରେ ଏହି ଔଷଧର ମୂଲ୍ୟ ୨.୧୨ ପାଉଣ୍ଡ ।[] ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ମିଳେନାହିଁ ।[]

    1. "Gliclazide - Drugs.com". www.drugs.com. Retrieved 27 December 2016.
    2. 1 2 3 4 5 British national formulary : BNF 69 (69 ed.). British Medical Association. 2015. p. 474. ISBN 9780857111562.
    3. 1 2 "Bilxona 30mg Modified-release Tablets - Summary of Product Characteristics (SPC) - (eMC)". www.medicines.org.uk. 29 August 2016. Archived from the original on 27 December 2016. Retrieved 27 December 2016.
    4. Fischer, Janos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 449. ISBN 9783527607495.
    5. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
    6. "Gliclazide". International Drug Price Indicator Guide. Retrieved 8 December 2016.[permanent dead link]
    7. "Gliclazide Advanced Patient Information - Drugs.com". www.drugs.com. Retrieved 27 December 2016.