Jump to content

ଟୋରାସେମାଇଡ

ଉଇକିପିଡ଼ିଆ‌ରୁ
ଟୋରାସେମାଇଡ
Clinical data
Trade namesDemadex, Tortas, others
SynonymsTorsemide
AHFS/Drugs.commonograph
MedlinePlusa601212
Pregnancy
category
  • US: C (Risk not ruled out)
    Routes of
    administration
    By mouth, IV
    Drug classLoop diuretic
    ATC code
    Legal status
    Legal status
    Pharmacokinetic data
    Bioavailability80-90%
    Protein bindingHighly bound (>99%).
    MetabolismHepatic (80%)
    Elimination half-life3.5 hours; Cirrhosis: 7-8 hours
    Identifiers
    • N-[(isopropylamino)carbonyl]-4-[(3-methylphenyl)amino]pyridine-3-sulfonamide
    CAS Number
    PubChem CID
    IUPHAR/BPS
    DrugBank
    ChemSpider
    UNII
    KEGG
    ChEBI
    ChEMBL
    ECHA InfoCard100.164.924 Edit this at Wikidata
    Chemical and physical data
    FormulaC16H20N4O3S
    Molar mass348.421 g/mol
    3D model (JSmol)
    • CC(C)NC(=O)NS(=O)(=O)c1cnccc1Nc2cc(C)ccc2
    • InChI=1S/C16H20N4O3S/c1-11(2)18-16(21)20-24(22,23)15-10-17-8-7-14(15)19-13-6-4-5-12(3)9-13/h4-11H,1-3H3,(H,17,19)(H2,18,20,21) checkY
    • Key:NGBFQHCMQULJNZ-UHFFFAOYSA-N checkY
     ☒NcheckY (what is this?)  (verify)

    ଟୋରାସେମାଇଡ (ଇଂରାଜୀ ଭାଷାରେ Torasemide, ଅନ୍ୟ ନାମ ଟର୍ସେମାଇଡ/ torsemide) ଏକ ଔଷଧ ଯାହା ଉଚ୍ଚ ରକ୍ତଚାପ, ହୃଦ୍‌ପାତ ଯୋଗୁ ହେଉଥିବା ହାଇପରଭଲେମିଆ (fluid overload), ବୃକ୍‌କ ରୋଗ (kidney disease) ଓ ଯକୃତ ରୋଗ (liver disease) ଇତ୍ୟାଦି ରୋଗମାନଙ୍କର ଚିକିତ୍ସା ନିମନ୍ତେ ଦିଆଯାଏ ।[] ଉଚ୍ଚ ରକ୍ତଚାପ ରୋଗ ଚିକିତ୍ସା ନିମନ୍ତେ ବିଶେଷ ପସନ୍ଦ କରାଯାଏ ନାହିଁ ।[] ଏହା ପାଟିରେ ବା ଶିରାଭ୍ୟନ୍ତର ଇଞ୍ଜେକସନ (injection into a vein) ଆକାରରେ ଦିଆଯାଏ ।[]

    ଟୋରାସେମାଇଡର ସାଧାରଣ ପ୍ରତିକ୍ରିୟାରେ ମୁଣ୍ଡ ବିନ୍ଧା, ଅଧିକ ପରସ୍ରା କରିବା, ତରଳ ଝାଡ଼ା, କାଶ ଓ ମୁଣ୍ଡ ଓଜନିଆ ଲାଗିବା ହୋଇପାରେ । [] ଶ୍ରବଣ ହାନୀ (hearing loss) ଓ ଅଳ୍ପ ପୋଟାସିଅମ low blood potassium ମଧ୍ୟ ହୋଇପାରେ ।[] ଟୋରାସେମାଇଡ ଏକ ପ୍ରକାର ସଲଫୋନାମାଇଡ (sulfonamide) ଓ ଲୁପ ଡାଇୟୁରେଟିକ (loop diuretic) ।[] ଗର୍ଭାବସ୍ଥାସ୍ତନ୍ୟପାନ ସମୟରେ ଏହା ବ୍ୟବ‌ହାର କରିବାକୁ ମନା କରାଯାଏ ।[] ବୃକ୍‌କର ସୋଡ଼ିଅମ ପୁନଃଅବଶୋଷଣ କମେଇ ଏହା କାର୍ଯ୍ୟକ୍ଷମ ହୁଏ । []

    ଟୋରାସେମାଇଡ ସନ ୧୯୭୪ରେ ପେଟେଣ୍ଟ ହେବା ପରେ ସନ ୧୯୯୩ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାରେ ସ୍ୱୀକୃତ ହୋଇଥିଲା ।[] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[] ସନ ୨୦୧୯ରେ ସଂଯୁକ୍ତ ରାଷ୍ଟ୍ରରେ (United Kingdom) ଏନଏଚଏସକୁ (NHS) ଏହାର ଏକ ମାସର ଡୋଜ ପିଛା ପ୍ରାୟ ୧୦ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼ୁଥିଲା ।[] ସନ ୨୦୧୬ରେ ଏହାର ୨ ନିୟୁତରୁ ଅଧିକ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିସନ ତାଲିକାର ୨୩୪ ତମ ସ୍ଥାନରେ ଥଲା । []

    1. 1 2 3 4 5 6 7 "Torsemide Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 18 March 2019.
    2. 1 2 3 British national formulary : BNF 76 (76 ed.). Pharmaceutical Press. 2018. pp. 227–228. ISBN 9780857113382.
    3. Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 458. ISBN 9783527607495.
    4. "The Top 300 of 2019". clincalc.com. Retrieved 22 December 2018.

    ବାହ୍ୟ ଲିଙ୍କ

    [ସମ୍ପାଦନା]