Jump to content

ଡାଇକ୍ଲୋଫେନାକ

ଉଇକିପିଡ଼ିଆ‌ରୁ
ଡାଇକ୍ଲୋଫେନାକ
Clinical data
Trade namesCataflam, Voltaren, others[]
AHFS/Drugs.commonograph
MedlinePlusa689002
Pregnancy
category
  • AU: C
  • US: C (Risk not ruled out) in 1st and 2nd trimester, D in 3rd trimester
    Routes of
    administration
    By mouth, rectal, intramuscular, intravenous (renal- and gallstones), topical
    ATC code
    Legal status
    Legal status
    • AU: S2 (Pharmacy only) S4
    • UK: POM (Prescription only) (P for topical formulation)
    • ℞-only in most preparations/countries, limited OTC in some countries, manufacture and veterinary use is banned in India, Nepal, and Pakistan due to imminent extinction of local vultures
    Pharmacokinetic data
    Protein bindingMore than 99%
    MetabolismLiver, oxidative, primarily by CYP2C9, also by CYP2C8, CYP3A4, as well as conjugative by glucuronidation (UGT2B7) and sulfation;[] no active metabolites exist
    Elimination half-life1.2–2 hr (35% of the drug enters enterohepatic recirculation)
    Excretion40% biliary 60% urine
    Identifiers
    • [2-(2,6-Dichloroanilino)phenyl]acetic acid
    CAS Number
    PubChem CID
    IUPHAR/BPS
    DrugBank
    ChemSpider
    UNII
    KEGG
    ChEBI
    ChEMBL
    PDB ligand
    ECHA InfoCard100.035.755 Edit this at Wikidata
    Chemical and physical data
    FormulaC14H11Cl2NO2
    Molar mass296.148 g/mol
    3D model (JSmol)
    • O=C(O)Cc1ccccc1Nc2c(Cl)cccc2Cl
    • InChI=1S/C14H11Cl2NO2/c15-10-5-3-6-11(16)14(10)17-12-7-2-1-4-9(12)8-13(18)19/h1-7,17H,8H2,(H,18,19) checkY
    • Key:DCOPUUMXTXDBNB-UHFFFAOYSA-N checkY
     ☒NcheckY (what is this?)  (verify)

    ଡାଇକ୍ଲୋଫେନାକ Diclofenac, ଏକ ବିକ୍ରୟ ନାମ ଭୋଲଟାରେନ/ Voltaren) ଏକ ନନ୍‌ସ୍ଟେରଏଡାଲ ଆଣ୍ଟିଇନଫ୍ଲାମେଟରି ଔଷଧ (nonsteroidal anti-inflammatory drug) ବା ଏନଏସଏଆଇଡି ଯାହା ଯନ୍ତ୍ରଣା ନିବାରଣ ଓ ଗାଉଟ ଭଳି ପ୍ରଦାହ ସମ୍ପନ୍ନ ରୋଗମାନଙ୍କର (inflammatory diseases) ଚିକିତ୍ସା ନିମନ୍ତେ ଦିଆଯାଏ ।[] ଏହା ପାଟିରେ ଦିଆଯାଏ ଓ ଚର୍ମରେ ମଧ୍ୟ ଲଗାଯାଏ ।[] ଯନ୍ତ୍ରଣାର ଉପଶମ ଅଧଘଣ୍ଟା ମଧ୍ୟରେ ଆରମ୍ଭ ହୋଇ ୮ଘଣ୍ଟା ପର୍ଯ୍ୟନ୍ତ ରହେ ।[] ପାକସ୍ଥଳୀ ସମସ୍ୟାରୁ ମୁକ୍ତି ପାଇବା ନିମନ୍ତେ ଏହାକୁ ମିସୋପ୍ରୋସ୍ଟଲ ସାଥିରେ ମିଶେଇ ବିକ୍ରୟ କରାଯାଏ ।[]

    ଡାଇକ୍ଲୋଫେନାକର ପାର୍ଶ୍ୱ ପ୍ରତିକ୍ରିୟାରେ ଉଦର ଯନ୍ତ୍ରଣା (abdominal pain), ପାକଅନ୍ତନଳୀ ରକ୍ତସ୍ରାବ (gastrointestinal bleeding), ଅଇ, ମୁଣ୍ଡ ଓଜନିଆ, ମୁଣ୍ଡ ବିନ୍ଧା ଓ ଫୁଲା ହୁଏ । [] ପ୍ରତିକ୍ରିୟା ସାଂଘାତିକ ହେଲେ ହୃତ୍‌ପିଣ୍ଡ ରୋଗ (heart disease), ସ୍ଟ୍ରୋକ, ବୃକ୍‌କ ସମସ୍ୟା (kidney problems) ଓ ପାକସ୍ଥଳୀ ଘାଆ (stomach ulceration) ହୁଏ । [][] ତ୍ରୈମାସିକ ଗର୍ଭାବସ୍ଥାରେ ଏହା ଦିଆଯାଏନାହିଁ ।[] ସ୍ତନ୍ୟପାନ (breastfeeding) ସମୟରେ ଏହା ନିରାପଦ ଥାଏ ।[] ଏହା ପ୍ରୋସ୍ଟାଗ୍ଲଣ୍ଡିନ (prostaglandin) ପ୍ରସ୍ତୁତି କମେଇ କାର୍ଯ୍ୟକ୍ଷମ ହୁଏ ।[] ଉଭୟ କ‌କ୍ସ-୧ (cycloxygenase-1) ଓ କ‌କ୍ସ-୨କୁ (cycloxygenase-2) ଡାଇକ୍ଲୋଫେନାକ ଅବରୋଧ କରିଦିଏ । []

    ଡାଇକ୍ଲୋଫେନାକ ଔଷଧ ସନ ୧୯୬୫ରେ ସିବା-ଗାଇଗି କମ୍ପାନୀ ପେଟେଣ୍ଟ କରିଥିଲା ଓ ଏହା ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସନ ୧୯୮୮ରେ ଯୁକ୍ତରାଷ୍ଟ୍ର ଆମେରିକାରେ ସ୍ୱୀକୃତୀପ୍ରାପ୍ତ ହୋଇଥିଲା ।[][] ଏହା ଜେନେରିକ ଔଷଧ (generic medication) ନାମରେ ମିଳେ ।[] ସନ ୨୦୧୮ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ୧ ଡୋଜର ହୋଲସେଲ ମୂଲ୍ୟ ୦.୧୫ ଡଲାରରୁ କମ୍ ଥିଲା ।[] ସନ ୨୦୧୬ରେ ଏହା ଯୁକ୍ତରାଷ୍ଟ୍ର ଆମେରିକାରେ ୭୮ତମ ସର୍ବାଧିକ ୯ ନିୟୁତ ପ୍ରେସକ୍ରିପସନ ହୋଇଥିବା ଔଷଧ ଥିଲା । [] ଏହା ସୋଡ଼ିଅମ ଓ ପୋଟାସିଅମ ସଲ୍ଟ ଆକାରରେ ମିଳେ । []

    1. "Diclofenac". Drugs.com (in ଇଂରାଜୀ). Retrieved 22 December 2018.
    2. Mujib sayyad (August 23, 2018). "Diclofenac Oral Uses, Dosage, Side Effects And Composition". Medicine Reviews Agency. Archived from the original on August 24, 2018. Retrieved February 6, 2019.
    3. 1 2 3 4 5 6 7 8 9 "Diclofenac epolamine Monograph for Professionals". Drugs.com (in ଇଂରାଜୀ). AHFS. Retrieved 22 December 2018.
    4. 1 2 3 4 British national formulary : BNF 74 (74 ed.). British Medical Association. 2017. pp. 1033–1035. ISBN 978-0857112989.
    5. Mosby's Drug Reference for Health Professions (in ଇଂରାଜୀ). Elsevier Health Sciences. 2017. p. 398. ISBN 9780323566827.
    6. Fischer, Janos (2006). Analogue-based drug discovery. Wiley-VCH. p. 517. ISBN 3527312579.
    7. "NADAC as of 2018-12-19". Centers for Medicare and Medicaid Services (in ଇଂରାଜୀ). Archived from the original on 2018-12-19. Retrieved 22 December 2018.
    8. "The Top 300 of 2019". clincalc.com. Retrieved 22 December 2018.

    ବାହ୍ୟ ଲିଙ୍କ

    [ସମ୍ପାଦନା]