Jump to content

ମୋଣ୍ଟେଲୁକାସ୍ଟ

ଉଇକିପିଡ଼ିଆ‌ରୁ
(Montelukastରୁ ଲେଉଟି ଆସିଛି)
ମୋଣ୍ଟେଲୁକାସ୍ଟ
Clinical data
Trade namesSingulair, others
AHFS/Drugs.commonograph
MedlinePlusa600014
Pregnancy
category
  • AU: B1
  • US: B (No risk in non-human studies)
    Routes of
    administration
    By mouth
    Drug classLeukotriene receptor antagonist
    ATC code
    Legal status
    Legal status
    Pharmacokinetic data
    Bioavailability63–73%
    Protein binding99%
    MetabolismLiver (CYP2C8-major, CYP3A4 and CYP2C9-minor)[]
    Elimination half-life2.7–5.5 hours
    ExcretionBiliary
    Identifiers
    • (R,E)-2-(1-((1-(3-(2-(7-Chloroquinolin-2-yl)vinyl)phenyl)-3-(2-(2-hydroxypropan-2-yl)phenyl)propylthio)methyl)cyclopropyl)acetic acid
    CAS Number
    PubChem CID
    IUPHAR/BPS
    DrugBank
    ChemSpider
    UNII
    KEGG
    ChEBI
    ChEMBL
    ECHA InfoCard100.115.927 Edit this at Wikidata
    Chemical and physical data
    FormulaC35H36ClNO3S
    Molar mass586.184 g/mol
    3D model (JSmol)
    Melting point145 to 148 °C (293 to 298 °F)
    • O=C(O)CC1(CC1)CS[C@@H](c2cccc(c2)\C=C\c3nc4cc(Cl)ccc4cc3)CCc5ccccc5C(O)(C)C
    • InChI=1S/C35H36ClNO3S/c1-34(2,40)30-9-4-3-7-25(30)13-17-32(41-23-35(18-19-35)22-33(38)39)27-8-5-6-24(20-27)10-15-29-16-12-26-11-14-28(36)21-31(26)37-29/h3-12,14-16,20-21,32,40H,13,17-19,22-23H2,1-2H3,(H,38,39)/b15-10+/t32-/m1/s1 checkY
    • Key:UCHDWCPVSPXUMX-TZIWLTJVSA-N checkY
      (verify)

    ମୋଣ୍ଟେଲୁକାସ୍ଟ (ଇଂରାଜୀ ଭାଷାରେ Montelukast, ଏକ ବିକ୍ରୟ ନାମ ସିଙ୍ଗୁଲେୟାର/ Singulair) ଔଷଧ ଆଜ୍‌ମା ରୋଗର ଚିକିତ୍ସାର ସଂରକ୍ଷଣ ନିମନ୍ତେ ଦିଆଯାଏ ।[] ଆଘ୍ରାଣକାରୀ କର୍ଟିକୋସ୍ଟିରଏଡ inhaled corticosteroids ଅପେକ୍ଷା ଏହା ଅଳ୍ପ ପସନ୍ଦ କରାଯାଏ ।[] ତୀବ୍ର ବା ଆକ୍ୟୁଟ ଆଜମାମାନଙ୍କରେ (asthma attacks) ଏହା ଦିଆଯାଏ ନାହିଁ ।[] ଆଲର୍ଜିକ ରାଇନାଇଟିସ (allergic rhinitis) ଓ ଦୀର୍ଘକାଳୀନ ହାଇଭସ (hives) ରୋଗମାନଙ୍କରେ ମଧ୍ୟ ଏହା ଦିଆଯାଏ । [] ଏହା ପାଟିରେ ଦିଆଯାଏ ।[]

    ମୋଣ୍ଟେଲୁକାସ୍ଟର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଉଦର ଯନ୍ତ୍ରଣା, କାଶ ଓ ମୁଣ୍ଡବିନ୍ଧା ହୋଇପାରେ ।[] ପାର୍ଶ୍ୱ ପ୍ରତିକ୍ରିୟା ସାଂଘାତିକ ହେଲେ ଆନାଫାଇଲାକ୍‌ସିସ ଭଳି ଆଲର୍ଜି ପ୍ରତିକ୍ରିୟା ଓ ଇଓସିନୋଫିଲିଆ (eosinophilia) ହୋଇପାରେ ।[] ଗର୍ଭାବସ୍ଥାରେ ଏହା ବିପଦମୁକ୍ତ ଜଣାଯାଏ ।[] ଲିଉକୋଟ୍ରିଏନ ରିସେପ୍ଟର ଆଣ୍ଟାଗୋନିସ୍ଟ (leukotriene receptor antagonist) ପରିବାରର ମୋଣ୍ଟେଲୁକାସ୍ଟ ଏକ ସଦସ୍ୟ ।[] ମୋଣ୍ଟେଲୁକାସ୍ଟ ଔଷଧ ଫୁସଫୁସରେ ଲିଉକୋଟ୍ରିଏନ ଡି୪ର (en:leukotriene D4) କାର୍ଯ୍ୟକୁ ଅବରୋଧ କରି ପ୍ରଦାହ (inflammation) କମ୍ କରେ ଓ ସ୍ୱତଃଜାତ ପେଶୀମାନଙ୍କୁ (smooth muscle) ଶିଥିଳ କରିଦିଏ ।[]

    ସନ ୧୯୯୮ର ଯୁକ୍ତରାଷ୍ଟ୍ର ଆମେରିକାରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ମୋଣ୍ଟେଲୁକାସ୍ଟ ସ୍ୱୀକୃତ ହୋଇଥିଲା ।[] ଏହ ଜେନେରିକ ଔଷଧ (en:generic medication) ନାମରେ ମିଳେ ।[] ଯୁକ୍ତରାଷ୍ଟ୍ର ଆମେରିକାରେ ମୋଣ୍ଟେଲୁକାସ୍ଟ ଔଷଧର ହୋଲସେଲ ମୂଲ୍ୟ ଏକ ଡୋଜ ପିଛା ୦.୧୫ ଡଲାରରୁ କମ୍ ଥିଲା ।[] ସଂଯୁକ୍ତ ରାଷ୍ଟ୍ରରେ ଏନଏଚଏସ (NHS) ନିମନ୍ତେ ଏହାର ଏକ ଡୋଜ ପିଛା ଏକ ପାଉଣ୍ଡ ଖର୍ଚ୍ଚ ହୁଏ ।[] ସନ ୨୦୧୬ରେ ଏହାର ୨୫ ନିୟୁତ ପ୍ରେସକ୍ରିପସନ ହୋଇ ସର୍ବାଧିକ ବିକ୍ରୟ ତାଲିକାରେ ୨୩ତମ ସ୍ଥାନରେ ଥିଲା ।[]

    1. "Montelukast 10 mg film coated tablets - Summary of Product Characteristics (SmPC) - (eMC)". Archived from the original on 23 December 2018. Retrieved 23 December 2018.
    2. 1 2 3 4 5 6 7 8 9 10 11 "Montelukast Sodium Monograph for Professionals". Drugs.com (in ଇଂରାଜୀ). AHFS. Retrieved 23 December 2018.
    3. 1 2 British national formulary : BNF 76 (76 ed.). Pharmaceutical Press. 2018. p. 269. ISBN 9780857113382.
    4. "NADAC as of 2018-12-19". Centers for Medicare and Medicaid Services (in ଇଂରାଜୀ). Archived from the original on 2018-12-19. Retrieved 22 December 2018.
    5. "The Top 300 of 2019". clincalc.com. Retrieved 22 December 2018.

    ବାହ୍ୟ ଲିଙ୍କ

    [ସମ୍ପାଦନା]