ରୋସୁଭାସ୍ଟାଟିନ

ଉଇକିପିଡ଼ିଆ ରୁ
Jump to navigation Jump to search
ରୋସୁଭାସ୍ଟାଟିନ
Rosuvastatin-Formula V3.svg
275px
Clinical data
Pronunciation /rˈsvəstætɪn/ roh-SOO-və-stat-in
Trade namesCrestor, Rosulip, Zuvamor, others
AHFS/Drugs.commonograph
MedlinePlusa603033
Pregnancy
category
  • AU: D
  • US: X (Contraindicated)
Routes of
administration
By mouth (tablets)
ATC code
Legal status
Legal status
  • AU: S4 (Prescription only)
  • UK: POM (Prescription only)
  • US: ℞-only
  • ℞ (Prescription only)
Pharmacokinetic data
Bioavailability20%[୧]
Protein binding88%[୧]
MetabolismLiver: CYP2C9 (major) and CYP2C19-mediated; ~10% metabolized[୧]
MetabolitesN-desmethyl rosuvastatin (major; 1/6–1/9 of rosuvastatin activity)[୨]
Elimination half-life19 hours[୧]
ExcretionFaeces (90%)[୧]
Identifiers
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
PDB ligand
ECHA InfoCard100.216.011 Edit this at Wikidata
Chemical and physical data
FormulaC22H28FN3O6S
Molar mass481.539
3D model (JSmol)
 NYesY (what is this?)  (verify)

ରୋସୁଭାସ୍ଟାଟିନ (ଇଂରାଜୀ ଭାଷାରେ Rosuvastatin, ଏକ ବିକ୍ରୟ ନାମ କ୍ରେସ୍ଟର/ Crestor) ଏକ ପ୍ରକାର ସ୍ଟାଟିନ ଔଷଧ (statin) ଯାହା ଅଧିକ ହୃଦରକ୍ତନାଳୀ ରୋଗ ସଙ୍କଟାପନ୍ନ ରୋଗର ପ୍ରତିଷେଧ ଓ ଅସାଧାରଣ ଲିପିଡ (abnormal lipids) ଥିବା ରୋଗର ଚିକିତ୍ସାରେ ଦିଆଯାଏ ।[୩] ଏହା ଔଷଧ ସ‌ହିତ ଖାଦ୍ୟରେ ପରିବର୍ତ୍ତନ, ବ୍ୟାୟାମ ଓ ଓଜନ ହ୍ରାସ ପ୍ରତି ଧ୍ୟାନ ଦେବାକୁ ଉପଦେଶ ଦିଆଯାଏ ।[୩] ଏହା ପାଟିରେ ଦିଆଯାଏ ।[୩]

ରୋସୁଭାସ୍ଟାଟିନର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଉଦର ଯନ୍ତ୍ରଣା, ଅଇ, ମୁଣ୍ଡ ବିନ୍ଧା ଓ ପେଶୀ ଯନ୍ତ୍ରଣା ହୋଇପାରେ । [୩] ପାର୍ଶ୍ୱ ପ୍ରତିକ୍ରିୟା ସାଂଘାତିକ ହେଲେ ରାବଡୋମାୟୋଲାଇସିସ, ଯକୃତ ସମସ୍ୟ ଓ ମଧୁମେହ ହୋଇପାରେ ।[୩] ଗର୍ଭାବସ୍ଥାରେ ଏହା ଦେଲେ ଶିଶୁର କ୍ଷତି କରେ ।[୩] ଅନ୍ୟାନ୍ୟ ସ୍ଟାଟିନ ଔଷଧ ଭଳି ଏହା ଯକୃତରେ ଥିବା ଏଚଏମଜି-ସିଓଏ ରିଡକ୍ଟେଜ (HMG-CoA reductase) ଏଞ୍ଜାଇମର (enzyme) କାମକୁ ବାଧା ଦିଏ ଯାହା କୋଲେସ୍ଟେରଲ ତିଆରି କରିବାରେ ସାହାଯ୍ୟ କରେ ।[୩]

ସନ ୧୯୮୬ରେ ରୋସୁଭାସ୍ଟାଟିନ ପେଟେଣ୍ଟ ହେବାପରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୨୦୦୩ରେ ସ୍ୱୀକୃତ ହୋଇଥିଲା ।[୩][୪] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[୩] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ଡୋଜର ମୁଲ୍ୟ ସନ ୨୦୧୮ରେ ୦.୧୫ ଡଲାରରୁ କମ୍ ଥିଲା ।[୫] ସଂଯୁକ୍ତ ରାଷ୍ଟ୍ରରେ ଏନଏଚଏସ (NHS) ଏହାର ଏକ ଡୋଜ ପିଛା ସନ ୨୦୧୮ରେ ୦.୬୫ ପାଉଣ୍ଡରୁ କମ୍ ଖର୍ଚ୍ଚ କରିଥିଲା ।[୬] ସନ ୨୦୧୬ରେ ଏହାର ୧୯ ନିୟୁତ ପ୍ରେସକ୍ରପସନ ହୋଇ ସର୍ବାଧିକ ପ୍ରେସକ୍ରିପସନ ତାଲିକାର ୩୭ତମ ସ୍ଥାନରେ ଥିଲା ।[୭]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ Aggarwal, RK; Showkathali, R (June 2013). "Rosuvastatin calcium in acute coronary syndromes". Expert Opinion on Pharmacotherapy. 14 (9): 1215–1227. doi:10.1517/14656566.2013.789860. PMID 23574635.
  2. ଆଧାର ଭୁଲ: ଅଚଳ <ref> ଚିହ୍ନ; PI ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ ୩.୭ ୩.୮ "Rosuvastatin Calcium Monograph for Professionals". Drugs.com (in ଇଂରାଜୀ). AHFS. Retrieved 24 December 2018.
  4. Fischer, Janos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 473. ISBN 9783527607495.
  5. "NADAC as of 2018-12-19". Centers for Medicare and Medicaid Services (in ଇଂରାଜୀ). Retrieved 22 December 2018.
  6. British national formulary : BNF 76 (76 ed.). Pharmaceutical Press. 2018. p. 203. ISBN 9780857113382.
  7. "The Top 300 of 2019". clincalc.com. Retrieved 22 December 2018.

ବାହ୍ୟ ଲିଙ୍କ[ସମ୍ପାଦନା]

  • Rosuvastatin, U.S. National Library of Medicine Drug Information Portal