Jump to content

ରାବେପ୍ରାଜୋଲ

ଉଇକିପିଡ଼ିଆ‌ରୁ
ରାବେପ୍ରାଜୋଲ
Clinical data
Pronunciation/rəˈbɛprəˌzɔːl/
Trade namesAcipHex, Pariet, others
AHFS/Drugs.commonograph
MedlinePlusa699060
data
Pregnancy
category
  • US: C (Risk not ruled out) []
    Routes of
    administration
    By mouth
    Drug classProton pump inhibitor[]
    ATC code
    Legal status
    Legal status
    Pharmacokinetic data
    Bioavailability52%[]
    Protein binding96.3%[]
    MetabolismCYP2C19 and CYP3A4 in the liver[]
    Metabolitesthioether carboyxlic acid metabolite, thioether glucuronide metabolite, sulfone metabolite[]
    Elimination half-life~1 hour[]
    Excretion90% via kidney as metabolites[]
    Identifiers
    • (RS)-2-([4-(3-Methoxypropoxy)-3-methylpyridin-2-yl]methylsulfinyl)-1H-benzo[d]imidazole
    CAS Number
    PubChem CID
    IUPHAR/BPS
    DrugBank
    ChemSpider
    UNII
    ChEBI
    ChEMBL
    PDB ligand
    ECHA InfoCard100.123.408 Edit this at Wikidata
    Chemical and physical data
    FormulaC18H21N3O3S
    Molar mass୩୫୯.୪୪ g·mol−1
    3D model (JSmol)
    ChiralityRacemic mixture[]
    • n1c2ccccc2[nH]c1S(=O)Cc3nccc(c3C)OCCCOC
    • InChI=1S/C18H21N3O3S/c1-13-16(19-9-8-17(13)24-11-5-10-23-2)12-25(22)18-20-14-6-3-4-7-15(14)21-18/h3-4,6-9H,5,10-12H2,1-2H3,(H,20,21) checkY
    • Key:YREYEVIYCVEVJK-UHFFFAOYSA-N checkY
      (verify)

    ରାବେପ୍ରାଜୋଲ (ଇଂରାଜୀ ଭାଷାରେ Rabeprazole, ଏକ ବ୍ୟବସାୟୀକ ନାମ ପାରିଏଟ/ Pariet) ଏକ ଔଷଧ ଯାହା ପାକସ୍ଥଳୀରେ ଅମ୍ଳ (stomach acid) ପରିମାଣ କମେଇଦିଏ ।[] ଅଧିକ ଅମ୍ଳ କ୍ଷରିତ ହେଉଥିବା ରୋଗ ଯେପରିକି ପେପଟିକ ଅଲସର ଡିଜିଜ (peptic ulcer disease), ଗାସ୍ଟ୍ରୋଏସୋଫେଜିଆଲ ରିଫ୍ଲକ୍ସ ଡିଜିଜଜୋଲିଞ୍ଜର ଏଲିସନସ ଡିଜିଜ (Zollinger–Ellison syndrome) ରୋଗମାନଙ୍କର ଚିକିତ୍ସାରେ ଦିଆଯାଏ ।[] ହେଲିବ୍ୟାକ୍ଟର ପାଇଲୋରି (Helicobacter pylori) ରୋଗରେ ଏହା ଅନ୍ୟାନ୍ୟ ଔଷଧ ସ‌ହିତ ଦିଆଯାଏ ।[] ଅନ୍ୟାନ୍ୟ ପ୍ରୋଟୋନ ପମ୍ପ ଇନହିବିଟର ବା ପିପିଆଇ (proton pump inhibitors/ PPI) ଔଷଧ ସ‌ହ ସମତୁଲ ଭାବରେ କାମ କରେ ।[] ଏହି ଔଷଧ ପାଟିରେ ଦିଆଯାଏ ।[]

    ରାବେପ୍ରାଜୋଲର ପାର୍ଶ୍ୱ ପ୍ରତିକ୍ରିୟାରେ କୋଷ୍ଠକାଠିନ୍ୟ, ଦୁର୍ବଳ ଅନୁଭବ ଓ ଗଳା ପ୍ରଦାହ ହୋଇପାରେ ।[] ପ୍ରତିକ୍ରିୟା ସାଂଘାତିକ ହେଲେ ଓଷ୍ଟିଓପୋରୋସିସ, ଅଳ୍ପ ରକ୍ତ ମ୍ୟାଗନେସିଅମ (low blood magnesium), କ୍ଲୋସ୍ଟ୍ରିଡିଅମ ଡିଫିସିଲ ସଂକ୍ରମଣ (Clostridium difficile infection) ଓ ନିମୋନିଆ ହୋଇପାରେ ।[] ଗର୍ଭାବସ୍ଥାସ୍ତନ୍ୟପାନ ସମୟରେ ଏହାର ନିରାପତ୍ତା ସ୍ପଷ୍ଟ ହୋଇନାହିଁ ।[] ପାକସ୍ଥଳୀର ପାରାଏଟାଲ ଜୀବକୋଷରେ (parietal cell) ଥିବା ହାଇଡ୍ରୋଜେନ ପୋଟାସିଅମ ଏଟିପେଜକୁ (H+/K+-ATPase) ଅବରୋଧ କରି ଏହା କାର୍ଯ୍ୟକ୍ଷମ ହୁଏ ।[]

    ରାବେପ୍ରାଜୋଲ ସନ ୧୯୮୬ରେ ପେଟେଣ୍ଟ ହେବା ପରେ ସନ ୧୯୯୭ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସ୍ୱୀକୃତ ହୋଇଥିଲା । [] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[] ସନ ୨୦୧୯ରେ ସଂଯୁକ୍ତ ରାଷ୍ଟ୍ରରେ (United Kingdom) ଏନଏଚଏସକୁ (NHS) ଏହାର ଏକ ମାସର ଡୋଜ ପିଛା ପ୍ରାୟ ଏକ ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼ୁଥିଲା ।[] ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଔଷଧ ବାବଦ ଏକ ମାସରେ ପ୍ରାୟ ୧୬ ଆମେରିକୀୟ ଡଲାର ଖର୍ଚ୍ଚ ହୁଏ ।[୧୦] ସନ ୨୦୧୬ରେ ଏହାର ଏକ ନିୟୁତରୁ ଅଧିକ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିସନ ତାଲିକାର ୨୮୫ ତମ ସ୍ଥାନରେ ଥଲା ।[୧୧]

    1. "ACIPHEX DELAYED-RELEASE TABLETS" (PDF). Eisai, Inc. Archived from the original (PDF) on 23 March 2018. Retrieved 22 March 2018.
    2. 1 2 3 4 5 Marelli, Silvia; Pace, Fabio (10 January 2014). "Rabeprazole for the treatment of acid-related disorders". Expert Review of Gastroenterology & Hepatology. 6 (4): 423–435. doi:10.1586/egh.12.18.
    3. 1 2 Langtry, HD; Markham, A (October 1999). "Rabeprazole: a review of its use in acid-related gastrointestinal disorders". Drugs. 58 (4): 725–42. doi:10.2165/00003495-199958040-00014. PMID 10551440.
    4. "rabeprazole". pubchem.ncbi.nlm.nih.gov. NCBI. Retrieved 9 October 2017.
    5. 1 2 3 4 5 6 "Rabeprazole Sodium Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 3 March 2019.
    6. 1 2 3 British national formulary : BNF 76 (76 ed.). Pharmaceutical Press. 2018. p. 82. ISBN 9780857113382.
    7. "[99] Comparative effectiveness of proton pump inhibitors | Therapeutics Initiative". 28 June 2016. Retrieved 14 July 2016.
    8. "Rabeprazole Pregnancy and Breastfeeding Warnings". Drugs.com (in ଇଂରାଜୀ). Retrieved 3 March 2019.
    9. Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 445. ISBN 9783527607495.
    10. "NADAC as of 2019-02-27". Centers for Medicare and Medicaid Services (in ଇଂରାଜୀ). Archived from the original on 2019-03-06. Retrieved 3 March 2019.
    11. "The Top 300 of 2019". clincalc.com. Retrieved 22 December 2018.

    ବାହ୍ୟ ଲିଙ୍କ

    [ସମ୍ପାଦନା]