ରାଇବୋଫ୍ଲାଭିନ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ରାଇବୋଫ୍ଲାଭିନ
Riboflavin.svg
Sample of microcrystaline riboflavin
Clinical data
Trade names many
AHFS/Drugs.com monograph
Pregnancy
category
  • US: A (No risk in human studies) and C[୧]
Routes of
administration
by mouth, IM, IV
ATC code
Legal status
Legal status
Pharmacokinetic data
Excretion Urine
Identifiers
Synonyms vactochrome, lactoflavin, vitamin G[୨]
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
E number E101 (colours)
ECHA InfoCard 100.001.370
Chemical and physical data
Formula C17H20N4O6
Molar mass ୩୭୬.୩୭ g·mol−1
3D model (Jmol)

ରାଇବୋଫ୍ଲାଭିନ (ଇଂରାଜୀ ଭାଷାରେ Riboflavin, ଅନ୍ୟ ନାମ ଭିଟାମିନ ବି ବା ଜୀବସାର ଖ/vitamin B2) ଏକ ଭିଟାମିନ ବା ଜୀବସାର ଯାହା ଖାଦ୍ୟରେ ଅଥବା ଖାଦ୍ୟ ଅନୁପୂରକରେ (dietary supplement) ଥାଏ । ରାଇବୋଫ୍ଲାଭିନ ଅଭାବ ଥିଲେ ତାହାର ଚିକିତ୍ସା ବା ପ୍ରତିଷେଧ ନିମନ୍ତେ ଦିଆଯାଏ ଓ ଅଧକପାଳି ରୋଗର ପ୍ରତିଷେଧ ନିମନ୍ତେ ମଧ୍ୟ ଦିଆଯାଏ । ଏହା ପାଟିରେ ବା ଇଞ୍ଜେକସନ ଆକାରରେ ଦିଆଯାଏ ।[୧]

ଦେହ ଏହାକୁ ଉତ୍ତମରୂପେ ସ‌ହ୍ୟ କରିପାରେ । ସାଧାରଣ ମାତ୍ରାରେ ରାଇବୋଫ୍ଲାଭିନ ଦେଲେ ଗର୍ଭାବସ୍ଥାରେ ନିରାପଦ ରହେ । ଜୀବସାର ଖ ଦଳର ରାଇବୋଫ୍ଲାଭିନ ଏକ ସଦସ୍ୟ । ଜୀବକୋଷ ଶ୍ୱାସକ୍ରିୟା cellular respiration ନିମନ୍ତେ ଏହା ଆବଶ୍ୟକ ହୁଏ ।[୧] ଅଣ୍ଡା, ସବୁଜ ପନିପରିବା green vegetables, ଦୁଧ ଓ ମାଂସରେ ଏହି ଜୀବସାର ଥାଏ । [୩]

ସନ ୧୯୨୦ରେ ରାଇବୋଫ୍ଲାଭିନ ଆବିଷ୍କୃତ ହେବାପରେ ସନ ୧୯୩୩ରେ ପୃଥକ କରାଯାଇଥିଲା ଓ ପ୍ରଥମେ ସନ ୧୯୩୫ରେ ପ୍ରସ୍ତୁତ କରାଯାଇଥିଲା ।[୪] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୫] ଏହା ଜେନେରିକ ଔଷଧ ନାମରେ ବିନା ପ୍ରେସକ୍ରିପସନରେ (generic medication) ବିକ୍ରୟ ହୁଏ । ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସର ଅନୁପୂରକର ମୂଲ୍ୟ ୨୫ ଆମେରିକୀୟ ଡଲାରରୁ କମ୍ । [୬] କେତେକ ଦେଶରେ ଶସ୍ୟରେ ଏହାକୁ ଯୋଗ କରାଯାଇଥାଏ ।[୭][୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "riboflavin". The American Society of Health-System Pharmacists. Retrieved 8 December 2016. 
  2. Board, NIIR (୨୦୧୨). The Complete Technology Book on Dairy & Poultry Industries With Farming and Processing (୨nd Revised Edition). Niir Project Consultancy Services. p. ୪୧୨. ISBN ୯୭୮୯୩୮୧୦୩୯୦୮୩. 
  3. ୩.୦ ୩.୧ "Office of Dietary Supplements - Riboflavin". ods.od.nih.gov. 11 February 2016. Retrieved 30 December 2016. 
  4. Squires, Victor R. (୨୦୧୧). The Role of Food, Agriculture, Forestry and Fisheries in Human Nutrition - Volume IV. EOLSS Publications. p. ୧୨୧. ISBN ୯୭୮୧୮୪୮୨୬୧୯୫୨. 
  5. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016. 
  6. Hamilton, Richart (୨୦୧୫). Tarascon Pocket Pharmacopoeia ୨୦୧୫ Deluxe Lab-Coat Edition. Jones & Bartlett Learning. p. ୨୩୦. ISBN ୯୭୮୧୨୮୪୦୫୭୫୬୦. 
  7. "Why fortify?". Food Fortification Initiative. 2017. Retrieved 4 April 2017.