Jump to content

ଓକ୍ସାଲିପ୍ଲାଟିନ

ଉଇକିପିଡ଼ିଆ‌ରୁ
ଓକ୍ସାଲିପ୍ଲାଟିନ
Clinical data
Trade namesEloxatin
AHFS/Drugs.commonograph
MedlinePlusa607035
Pregnancy
category
  • US: D (Evidence of risk)
    Routes of
    administration
    Intravenous
    ATC code
    Legal status
    Legal status
    Pharmacokinetic data
    BioavailabilityComplete
    Elimination half-life~10 - 25 minutes[]
    ExcretionKidney
    Identifiers
    • [(1R,2R)-cyclohexane-1,2-diamine](ethanedioato-O,O')platinum(II)
    CAS Number
    PubChem CID
    DrugBank
    ChemSpider
    UNII
    KEGG
    ChEMBL
    PDB ligand
    ECHA InfoCard100.150.118 Edit this at Wikidata
    Chemical and physical data
    FormulaC8H14N2O4Pt
    Molar mass397.2858 g/mol
     ☒NcheckY (what is this?)  (verify)

    ଓକ୍ସାଲିପ୍ଲାଟିନ (ଇଂରାଜୀ ଭାଷାରେ Oxaliplatin, ବିକ୍ରୟ ନାମ ଏଲୋକ୍ସାଟିନ/Eloxatin) ଏକ କର୍କଟ ଔଷଧ ଯାହା ବୃହଦନ୍ତ୍ର-ମଳାଶୟ କର୍କଟ ରୋଗ ଚିକିତ୍ସା ନିମନ୍ତେ ଦିଆଯାଏ । ଅଧିକାଂଶ ସମୟରେ ଅଧିକ ଆଗେଇ ଯାଇଥିବା କର୍କଟ ରୋଗରେ ଏହା ଫ୍ଲୋରୋୟୁରାସିଲ (fluorouracil) ଓ ଫୋଲିନିକ ଏସିଡ (folinic acid) ସ‌ହିତ ଦିଆଯାଏ । ଏହା ଶିରାଭ୍ୟନ୍ତର ଇଞ୍ଜେକସନ (injection into a vein) ଆକାରରେ ଦିଆଯାଏ ।[]

    ସାଧାରଣ ପ୍ରତିକ୍ରିୟାରେ କାଲୁଆ ଅନୁଭବ (numbness), ଥକ୍କା ଅନୁଭବ, ଅଇ, ତରଳ ଝାଡ଼ା ଓ ସ୍ୱଳ୍ପ ରକ୍ତ କଣିକା (low blood cell counts) ହେବା ଦେଖାଯାଏ । ସାଂଘାତିକ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା (allergic reactions) ହୋଇପାରେ । ଗର୍ଭାବସ୍ଥାରେ ଶିଶୁର ହାନୀ ହୁଏ ।[] ଏହା ପ୍ଲାଟିନମ-ବେସ କର୍କଟରୋଧୀ (platinum-based antineoplastic) ଶ୍ରେଣୀର ଏକ ଔଷଧ ।[] ଡିଏନଏ (DNA) ଦ୍ୱିଗୁଣନ ହେବାକୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।[]

    ସନ ୧୯୭୬ରେ ଓକ୍ସାଲିପ୍ଲାଟିନ ପେଟେଣ୍ଟ ହେବାପରେ ସନ ୧୯୯୬ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସ୍ୱୀକୃତ ହୋଇଥିଲା ।[] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ଭାଏଲର କ୍ରୟ ମୂଲ୍ୟ ୮.୭୪ରୁ ୧୨୫ ଆମେରିକୀୟ ଡଲାର ।[] ଇଂଲଣ୍ଡରେ ଏହାର ୧୦୦ମିଗ୍ରା ଡୋଜର ମୂଲ୍ୟ ୨୯୯.୫୦ ପାଉଣ୍ଡ ।[]

    1. Ehrsson H, Wallin I, Yachnin J (2002). "Pharmacokinetics of oxaliplatin in humans". Medical Oncology. 19 (4): 261–265. doi:10.1385/MO:19:4:261. PMID 12512920.
    2. 1 2 3 "Oxaliplatin". The American Society of Health-System Pharmacists. Retrieved 8 December 2016.
    3. Apps, M. G., Choi, E. H. Y., Wheate, N. J. (2015). "The state-of-play and future of platinum drugs". Endocrine-related Cancer. 22 (4): 219–233. doi:10.1530/ERC-15-0237. PMID 26113607.{{cite journal}}: CS1 maint: multiple names: authors list (link)
    4. Fischer, Janos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 513. ISBN 9783527607495.
    5. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
    6. "Oxaliplatin". International Drug Price Indicator Guide. Retrieved 8 December 2016.[permanent dead link]
    7. British national formulary : BNF 69 (69 ed.). British Medical Association. 2015. p. 605. ISBN 9780857111562.