Jump to content

ଜେଣ୍ଟାମାଇସିନ

ଉଇକିପିଡ଼ିଆ‌ରୁ
(Gentamycinରୁ ଲେଉଟି ଆସିଛି)
ଜେଣ୍ଟାମାଇସିନ
Lua error in package.lua at line 80: module 'Module:InfoboxImage/data' not found.
Lua error in package.lua at line 80: module 'Module:InfoboxImage/data' not found.
Clinical data
AHFS/Drugs.commonograph
MedlinePlusa682275
Pregnancy
category
  • D
Routes of
administration
IV, eye drop, IM, topical
ATC code
Legal status
Legal status
  • UK: POM (Prescription only)
Pharmacokinetic data
Bioavailabilitylimited oral bioavailability
Protein binding0-10%
Identifiers
  • (3R,4R,5R)-2-{[(1S,2S,3R,4S,6R)-4,6-
    diamino-3-{[(2R,3R,6S)-
    3-amino-6-[(1R)-
    1-(methylamino)ethyl]oxan-2-yl]oxy}-
    2-hydroxycyclohexyl]oxy}-5-methyl-
    4-(methylamino)oxane-3,5-diol
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.014.332 Edit this at Wikidata
Chemical and physical data
FormulaC21H43N5O7
Molar mass477.596 g/mol
3D model (JSmol)
  • O[C@]3(C)[C@H](NC)[C@@H](O)[C@@H](O[C@H]2[C@H](N)C[C@H](N)[C@@H](O[C@H]1O[C@H](C(NC)C)CC[C@H]1N)[C@@H]2O)OC3
  • InChI=1S/C21H43N5O7/c1-9(25-3)13-6-5-10(22)19(31-13)32-16-11(23)7-12(24)17(14(16)27)33-20-15(28)18(26-4)21(2,29)8-30-20/h9-20,25-29H,5-8,22-24H2,1-4H3/t9?,10-,11+,12-,13+,14+,15-,16-,17+,18-,19-,20-,21+/m1/s1 checkY
  • Key:CEAZRRDELHUEMR-URQXQFDESA-N checkY
 ☒NcheckY (what is this?)  (verify)

ଜେଣ୍ଟାମିସିନ, ବିକ୍ରୟ ନାମ ଜେଣ୍ଟାମାଇସିନ ବା ଗାରାମାଇସିନ ଏକ ଆଣ୍ଟିବାୟୋଟିକ ଯାହା ଅନେକ ପ୍ରକାରର ଜୀବାଣୁ ସଂକ୍ରମଣରେ ବ୍ୟବ‌ହାର କରାଯାଏ ।[୧] ଏହି ରୋଗମାନଙ୍କର ନାମ ଯଥାକ୍ରମେ:- ହାଡ଼ ସଂକ୍ରମଣ, ପେଲଭିସ ପ୍ରଦାହ ରୋଗ, ମେନିଞ୍ଜାଇଟିସ, ନିମୋନିଆ। ମୂତ୍ରନଳୀ ସଂକ୍ରମଣ ଓ ସେପସିସ ଇତ୍ୟାଦି । ଗୋନୋରିଆ ଓ କ୍ଲାମିଡିଆ ସଂକ୍ରମଣରେ ଏହା କାର୍ଯ୍ୟକ୍ଷମ ନୁହେଁ । ଏହା ଇଞ୍ଜେକସନ ଆକାରରେ ଶୀରାରେ ବା ମାଂସପେଶୀରେ ଦିଆଯାଏ ଓ ଚର୍ମରେ ସ୍ଥାନୀୟ ଭାବରେ ଲଗେଇ ଦିଆଯାଏ ।[୧] ପୋଡ଼ାଘାଆ ଓ ଚକ୍ଷୁ ବାହାର ସଂକ୍ରମଣ ନିମନ୍ତେ ସ୍ଥନୀୟ ଭାବରେ ଏହ ଲଗାଯାଏ ।[୨] ବିକଶିତ ଦେଶମାନଙ୍କରେ ଏହା ୨ ଦିନ ନିମନ୍ତେ ଦିଆଯାଏ ଓ ଜୀବାଣୁ କଲଚର ରିପୋର୍ଟ ଆସିଲେ ନିର୍ଦ୍ଧଷ୍ଟ ଆଣ୍ଟିବାୟୋଟିକ ଦିଆଯାଏ । [୩]ଏହାର ରକ୍ତ ପରୀକ୍ଷା ଫଳ ଅନୁସାରେ ମାତ୍ରା ନିରୁପିତ ହୁଏ ।[୧]

'ଅନ୍ତକର୍ଣ୍ଣ ଓ ବୃକ୍‌କ' ଏହି ଦୁଇ ଅଙ୍ଗ ପ୍ରତି ଜେଣ୍ଟାମାଇସିନ ବିଷାକ୍ତ ପ୍ରତିକ୍ରିୟା ଦେଖାଏ ଓ ସମସ୍ୟା ସୃଷ୍ଟି କରେ । [୧] ଶ୍ରବଣ ସମସ୍ୟା ଓ ଶରୀରର ସନ୍ତୁଳନ(balance) ସମସ୍ୟା ଦେଖାଯାଏ । ଏହି ସମସ୍ୟା ଗୁଡ଼ିକ ସ୍ଥାୟୀ ହୋଇପାରେ । ଗର୍ଭାବସ୍ଥାରେ ବ୍ୟବ‌ହାର କଲେ ଶିଶୁ ପ୍ରତି ବିପଦ ରହେ ।[୧] ସ୍ତନ୍ୟପାନ ସମୟରେ ଏହା ବିପଦମୁକ୍ତ ଥିବା ଜଣାଯାଏ । [୪] ଜେଣ୍ଟାମାଇସିନ ଏକ ପ୍ରକାର ଆମିନୋଗ୍ଲାଇକୋସାଇଡ ଔଷଧ । ଜୀବାଣୁର ପ୍ରୋଟିନ ତିଆରି କ୍ଷମତାକୁ ଜେଣ୍ଟାମାଇସିନ ରୋକିଦିଏ ଓ ଏହା ଯୋଗୁ ଜୀବାଣୁ ମରିଯାଏ ।[୧]

ସନ ୧୯୬୩ରେ ଜେଣ୍ଟାମାଇସିନ ଆବିଷ୍କୃତ ହୋଇଥିଲା । [୫]ମାଇକ୍ରୋମୋନୋସ୍ପୋରା ପରପୁରିଆ ନାମକ ଜୀବାଣୁରୁ ଏହା ପ୍ରସ୍ତୁତ କରାଯାଏ ।[୧] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୬]ଏହା ଜେନେରିକ ଔଷଧ ନାମରେ ଉପଲବ୍‌ଧ ହୁଏ ।[୭] ଏହାର ଦୈନିକ ହୋଲସେଲ ଖର୍ଚ୍ଚ 0.0୫ରୁ 0.୫୮ ଆମେରିକୀୟ ଡଲାର ।[୮]

  1. 1 2 3 4 5 6 7 "Gentamicin Sulfate". The American Society of Health-System Pharmacists. Retrieved Aug 15, 2015.
  2. ↑ Bartlett, Jimmy (2013). Clinical Ocular Pharmacology (s ed.). Elsevier. p. 214. ISBN 9781483193915.
  3. ↑ Moulds, Robert and Jeyasingham, Melanie (October 2010). "Gentamicin: a great way to start". Australian Prescriber (33): 134–135.{{cite journal}}: CS1 maint: multiple names: authors list (link)
  4. ↑ "Gentamicin use while Breastfeeding". Retrieved 15 August 2015.
  5. ↑ Pucci, edited by Thomas Dougherty, Michael J.; Weinstein, Marvin J. (2011). Handbook of antibiotic discovery and development (2012 ed.). New York: Springer. p. 238. ISBN 9781461413998. {{cite book}}: |first1= has generic name (help)CS1 maint: multiple names: authors list (link)
  6. ↑ "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
  7. ↑ Burchum, Jacqueline (2014). Lehne's Pharmacology for Nursing Care. Elsevier Health Sciences. p. 1051. ISBN 9780323340267.
  8. ↑ "Gentamicin Sulfate". International Drug Price Indicator Guide. Retrieved 15 August 2015.[permanent dead link]