ଲାଟାନୋପ୍ରୋସ୍ଟ

ଉଇକିପିଡ଼ିଆ ରୁ
Jump to navigation Jump to search
ଲାଟାନୋପ୍ରୋସ୍ଟ
Latanoprost.svg
Latanoprost-3D-balls.png
Clinical data
Pronunciationla-TAN-oh-prost
Trade namesXalatan, others
AHFS/Drugs.commonograph
MedlinePlusa697003
Pregnancy
category
  • US: C (Risk not ruled out)
Routes of
administration
Topical (eye drops)
ATC code
Legal status
Legal status
Pharmacokinetic data
MetabolismActivation by ester hydrolysis, deactivation by beta oxidation
Onset of action3–4 hours
Elimination half-life17 minutes (plasma)
Duration of action≥ 24 hours
ExcretionMainly via kidney
Identifiers
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.162.178 Edit this at Wikidata
Chemical and physical data
FormulaC26H40O5
Molar mass432.593 g/mol
3D model (JSmol)
  (verify)

ଲାଟାନୋପ୍ରୋସ୍ଟ (ଇଂରାଜୀ ଭାଷାରେ Latanoprost, ଏକ ବିକ୍ରୟ ନାମ ଜାଲାଟାନ/Xalatan) ଏକ ଔଷଧ ଯାହା ଚକ୍ଷୁ ମଧ୍ୟସ୍ଥ ଅଧିକ ଚାପର (pressure inside the eye) ଚିକିତ୍ସାରେ ବ୍ୟବ‌ହୃତ ହୁଏ । ଚକ୍ଷୁ ଉଚ୍ଚ‌ଚାପ (ocular hypertension) ଓ ଓପନ ଆଙ୍ଗଲ ଗ୍ଲକୋମା (open angle glaucoma) ରୋଗମାନଙ୍କରେ ଏହା ଦିଆଯାଏ । ମାନବ ଆଖିରେ ଏହା ଚକ୍ଷୁ ଡ୍ରପ (eye drops) ଆକାରରେ ପକାଯାଏ । ଏହାର ପ୍ରଭାବ ୪ ଘଣ୍ଟାରେ ଆରମ୍ଭ ହୋଇ ଏକ ଦିନ ରହେ । [୧]

ଲାଟାନୋପ୍ରୋସ୍ଟର ପାର୍ଶ୍ୱ ପ୍ରତିକ୍ରିୟାରେ ଝାପସା ଦୃଶ୍ୟ (blurry vision), ଲାଲ ଆଖି, ଗଲୁ ଓ କଳା ଆଇରିସ ଆଦି ଲକ୍ଷଣ ଦେଖାଯାଏ । ପ୍ରୋସ୍ଟାଗ୍ଲାଣ୍ଡିନ ଆନାଲୋଗ (prostaglandin analogue) ଶ୍ରେଣୀର ଲାଟାନୋପ୍ରୋସ୍ଟ ଏକ ଔଷଧ । [୧] ଆଖିରେ ଥିବା ଆକ୍ୱିଅସ ହ୍ୟୁମର (aqueous fluid) ୟୁଭିଓସ୍କ୍ଲେରାଲ ଟ୍ରାକ୍ଟ (uveoscleral tract) ମାଧ୍ୟମରେ ଆଖିରୁ ବାହାରିଯାଏ ।[୨]

ସନ ୧୯୯୬ରେ ପ୍ରଥମେ ଯୁକ୍ତରାଷ୍ଟ୍ର ଆମେରିକାରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସ୍ୱୀକୃତ ହୋଇଥିଲା ।[୧] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୩] ଏହା ଜେନେରିକ ଔଷଧ ନାମରେ (generic medication) ମଧ୍ୟ ବିକ୍ରୟ ହୁଏ । [୪] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ୨.୫ମି:ଲି: ବୋତଲର କ୍ରୟ ମୂଲ୍ୟ ୦.୬୯ରୁ ୩.୭୯ ଆମେରିକୀୟ ଡଲାର ।[୫] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସ ଚିକିତ୍ସା ଖର୍ଚ୍ଚ ପ୍ରାୟ ୨୫ ଆମେରିକୀୟ ଡଲାରରୁ କମ୍ ।[୪]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Latanoprost". The American Society of Health-System Pharmacists. Retrieved 8 December 2016.
  2. Patel SS, Spencer CM (1996). "Latanoprost. A review of its pharmacological properties, clinical efficacy and tolerability in the management of primary open-angle glaucoma and ocular hypertension". Drugs Aging. 9 (5): 363–378. doi:10.2165/00002512-199609050-00007. PMID 8922563.
  3. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  4. ୪.୦ ୪.୧ Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 413. ISBN 9781284057560.
  5. "Latanoprost". International Drug Price Indicator Guide. Retrieved 8 December 2016.