ଡାଏଜେପାମ

ଉଇକିପିଡ଼ିଆ‌ରୁ
ଡାଏଜେପାମ
Clinical data
Pronunciation/dˈæz[invalid input: 'ɨ']pæm/
Trade namesDiastat, Valium
AHFS/Drugs.commonograph
MedlinePlusa682047
Pregnancy
category
  • AU: C
  • US: D (Evidence of risk)
Dependence
liability
Moderate
Addiction
liability
Moderate[୧][୨]
Routes of
administration
Oral, IM, IV, suppository
ATC code
Legal status
Legal status
Pharmacokinetic data
Bioavailability(93–100%)
MetabolismHepaticCYP2B6 (minor route) to desmethyldiazepam - CYP2C19 (major route) to inactive metabolites – CYP3A4 (major route) to desmethyldiazepam
Elimination half-life20–100 hours (36–200 hours for main active metabolite desmethyldiazepam)
ExcretionRenal
Identifiers
  • 7-chloro-1-methyl-5-phenyl-3H-1,4-benzodiazepin-2-one
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.006.476 Edit this at Wikidata
Chemical and physical data
FormulaC16H13ClN2O
Molar mass284.7 g/mol
3D model (JSmol)
  • CN1C2=C(C(C3=CC=CC=C3)=NCC1=O)C=C(Cl)C=C2
  • InChI=1S/C16H13ClN2O/c1-19-14-8-7-12(17)9-13(14)16(18-10-15(19)20)11-5-3-2-4-6-11/h2-9H,10H2,1H3 checkY
  • Key:AAOVKJBEBIDNHE-UHFFFAOYSA-N checkY
 ☒NcheckY (what is this?)  (verify)

ଡାଏଜେପାମ ପ୍ରଥମେ ଭାଲିଅମ ନାମରେ ମାର୍କେଟରେ ମିଳୁଥିଲା; ଏହା ବେଞ୍ଜୋଡାଏଜେପିନ ଟାଇପର ଔଷଧ ଯାହା ମସ୍ତିଷ୍କର କାମ ବଦଳେଇ ଦିଏ । ଉତ୍କଣ୍ଠା, ଆଲକୋହୋଲ ଉଇଥଡ୍ରୟାଲ ସିଣ୍ଡ୍ରୋମ, ବିଞ୍ଜୋଡାଏଜେପିନ ଉଇଥଡ୍ରାୟାଲ ସିଣ୍ଡ୍ରୋମ, ମାଂସପେଶୀ ସ୍ପାଜ୍ମ, ବାତ, ନିଦ୍ରାହୀନତାରେସ୍ଟଲେସ ଲେଗ ସିଣ୍ଡ୍ରୋମ ଇତ୍ୟାଦି ରୋଗମାନଙ୍କର ଚିକିତ୍ସାରେ ବ୍ୟବ‌ହୃତ ହୁଏ । [୩] କେତେକ ଡାକ୍ତରୀ ପ୍ରଥାରେ ଏହା ସ୍ମୃତି କ୍ଷୟ କରିବା ନିମନ୍ତେ ବ୍ୟବ‌ହାର କରାଯାଏ । [୪][୫] ଏହା ପାଟିରେ ଖିଆଯାଏ, ମଳାଶୟ ମଧ୍ୟରେ ପ୍ରବେଶ କରେଇଦିଆଯାଏ, ଇଞ୍ଜେକସନ ଆକାରରେ ମାଂସପେଶୀ ବା ଶିରାରେ ଦିଆଯାଏ । [୫] ଶିରାରେ ଇଞ୍ଜେକସନ ଦେଲେ ୧ରୁ ୫ ମିନିଟ ମଧ୍ୟରେ ଏହାର ପ୍ରଭାବ ଆରମ୍ଭ ହୁଏ ଓ ଏକ ଘଣ୍ଟା ପର୍ଯ୍ୟନ୍ତ ରହେ । [୫] ପାଟିରେ ଦେଲେ ଏହା ପ୍ରାୟ ୪୦ ମିନିଟରେ କାମ କରେ । [୬]

ଏହାର ସାଧାରଣ ପାର୍ଶ୍ୱପ୍ରତିକ୍ରିୟା ମଧ୍ୟରେ ନିଦୁଆ ଲାଗିବା ଓ ସମନ୍ୱୟ (coordination) ଅଭାବ ହୁଏ । [୫] ଗମ୍ଭୀର ପାର୍ଶ୍ୱପ୍ରତିକ୍ରିୟା କ୍ୱଚିତ ଦେଖାଯାଏ । [୩] ତାହା ମଧ୍ୟରେ ଆତ୍ମହତ୍ୟା, ଶ୍ୱାସକ୍ରିୟା କମିବା ଓ ଅଧିକ ବାତ ମାରିବା ବିଶେଷତଃ ଯାହାର ଏପିଲେପ୍ସି ଥାଏ । [୩][୫] ବେଳେ ବେଳେ ଉତ୍ତେଜନା ମଧ୍ୟ ହୁଏ । [୭][୮] ଦୀର୍ଘକାଳୀନ ବ୍ୟବ‌ହାର କଲେ ଔଷଧ ସ‌ହ‌ନଶୀଳତା, ଆଶ୍ରିତ (dependence) ଆଦି ପ୍ରଭାବ ଦେଖାଯାଏ ଓ ଔଷଧ କମେଇଲେ ଉଇଥଡ୍ରୟାଲ ଲକ୍ଷଣ ଦେଖାଯାଏ । ହଠାତ ଔଷଧ ଦେବା ବନ୍ଦ କଲେ ବିପଦଜନ‌କ ହୋଇପାରେ । [୩] ଏହା ଫଳରେ କଗନିଟିଭ ସମସ୍ୟା ୬ମାସ ପର୍ଯ୍ୟନ୍ତ ଚାଲୁ ରହିପାରେ । [୭] ଗର୍ଭାବସ୍ଥାରେ ବା ସ୍ତନ୍ୟପାନ ସମୟରେ ଏହି ଦେବାକୁ ମନା କରାଯାଏ । [୫] ନିଉରୋଟ୍ରାନ୍ସମିଟର (ଜିଏବିଏ)ର କାର୍ଯ୍ୟକୁ ବୃଦ୍ଧି କରିବା ଏହାର କାର୍ଯ୍ୟ । [୭]

ଲିଓ ସ୍ଟର୍ଣ୍ଣବ୍ୟାକ ପ୍ରଥମେ ଡାଏଜେପାମ ସଂଶ୍ଳେଷଣ କରିଥିଲେ ଓ ହଫମ୍ୟାନ-ଲା ରୋସ ପ୍ରଥମେ ଉତ୍ପାଦନ କରିଥିଲେ । ସନ ୧୯୬୩ରେ ଏହାର ପ୍ରସ୍ତୁତି ପରଠାରୁ ବ‌ହୁଳ ଭାବରେ ଏହାର ପ୍ରେସ୍କ୍ରିପସନ ଲେଖାହେଉଛି । ସନ ୧୯୬୮ରୁ ୧୯୮୨ ମଧ୍ୟରେ ଏହା ଆମେରିକାରେ ସର୍ବାଧିକ ବିକ୍ରି ହୋଇଥିବା ଔଷଧ ଥିଲେ । ସନ ୧୯୮୫ରେ ଏହାର ପେଟେଣ୍ଟ ସରିଯିବା ପରେ ମାର୍କେଟରେ ୫୦୦ ପ୍ରକାର ନାମରେ ଏହି ଔଷଧ ମିଳୁଛି । [୩] ମୌଳିକ ସ୍ୱାସ୍ଥ୍ୟ ସାରଣୀରେ ଏହା ଏକ ଅତ୍ୟାବଶ୍ୟକ ଔଷଧ ଭାବରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସ୍ୱୀକୃତି ଦେଇଛି । [୯]

ଆଧାର[ସମ୍ପାଦନା]

  1. Clinical Addiction Psychiatry. Cambridge University Press. 2010. p. 156. ISBN 9781139491693.
  2. Ries, Richard K. (2009). Principles of addiction medicine (4 ed.). Philadelphia: Wolters Kluwer/Lippincott Williams & Wilkins. p. 106. ISBN 9780781774772.
  3. ୩.୦ ୩.୧ ୩.୨ ୩.୩ ୩.୪ Calcaterra, NE; Barrow, JC (16 April 2014). "Classics in chemical neuroscience: diazepam (valium)". ACS chemical neuroscience. 5 (4): 253–60. PMID 24552479.
  4. "Diazepam". PubChem. National Institute of Health: National Library of Medicine. 2006. Retrieved 2006-03-11.
  5. ୫.୦ ୫.୧ ୫.୨ ୫.୩ ୫.୪ ୫.୫ "Diazepam". The American Society of Health-System Pharmacists. Retrieved Jun 5,15. {{cite web}}: Check date values in: |accessdate= (help)
  6. Ogle, guest editors, Harry Dym, Orrett E. (2012). Oral surgery for the general dentist. Philadelphia: Saunders. p. 8. ISBN 9781455710324. {{cite book}}: |first1= has generic name (help)CS1 maint: multiple names: authors list (link)
  7. ୭.୦ ୭.୧ ୭.୨ Riss J, Cloyd J, Gates J, Collins S (August 2008). "Benzodiazepines in epilepsy: pharmacology and pharmacokinetics". Acta Neurologica Scandinavica. 118 (2): 69–86. doi:10.1111/j.1600-0404.2008.01004.x. PMID 18384456.{{cite journal}}: CS1 maint: multiple names: authors list (link)
  8. Perkin, Ronald M. (2008). Pediatric hospital medicine : textbook of inpatient management (2nd ed.). Philadelphia: Wolters Kluwer Health/Lippincott Williams & Wilkins. p. 862. ISBN 9780781770323.
  9. "WHO Model List of Essential Medicines" (PDF). World Health Organization. March 2005. Retrieved 2006-03-12.