ମେକ୍ଲିଜିନ

ଉଇକିପିଡ଼ିଆ‌ରୁ
ମେକ୍ଲିଜିନ
Clinical data
Trade namesBonamine, Antivert, others
SynonymsMeclozine
AHFS/Drugs.commonograph
MedlinePlusa682548
Pregnancy
category
  • US: B (No risk in non-human studies)
Routes of
administration
By mouth, under the tongue, in the cheek
ATC code
Legal status
Legal status
  • AU: S4 (Prescription only)
  • CA: OTC
  • US: OTC
Pharmacokinetic data
MetabolismLiver
Elimination half-life6 hours
Identifiers
  • (RS)-1-[(4-chlorophenyl)(phenyl)methyl]-4-(3-methylbenzyl)piperazine
CAS Number
PubChem CID
IUPHAR/BPS
DrugBank
ChemSpider
UNII
ChEMBL
ECHA InfoCard100.008.477 Edit this at Wikidata
Chemical and physical data
FormulaC25H27ClN2
Molar mass390.948 g/mol
3D model (JSmol)
Boiling point230 °C (446 °F)
  • Clc1ccc(cc1)C(c2ccccc2)N3CCN(CC3)Cc4cccc(c4)C
  • InChI=1S/C25H27ClN2/c1-20-6-5-7-21(18-20)19-27-14-16-28(17-15-27)25(22-8-3-2-4-9-22)23-10-12-24(26)13-11-23/h2-13,18,25H,14-17,19H2,1H3 checkY
  • Key:OCJYIGYOJCODJL-UHFFFAOYSA-N checkY
 ☒NcheckY (what is this?)  (verify)

ମେକ୍ଲିଜିନ (ଇଂରାଜୀ ଭାଷାରେ Meclizine, ଏକ ବିକ୍ରୟ ନାମ ବୋନାମିନ/ Bonamine) ଏକ ଆଣ୍ଟିହିସ୍ଟାମିନ (antihistamine) ଔଷଧ ଯାହା ମୋସନ ସିକନେସ (motion sickness) ଓ ମୁଣ୍ଡବୁଲା (feeling like the world is spinning) ରୋଗ ଚିକିତ୍ସା ନିମନ୍ତେ ଦିଆଯାଏ ।[୧] ଏହା ପାଟିରେ ଦିଆଯାଏ ।[୧] ଏହାର ପ୍ରଭାବ ଏକ ଘଣ୍ଟା ମଧ୍ୟରେ ଆରମ୍ଭ ହୋଇ ଗୋଟିଏ ଦିନ ରହେ ।[୧]

ମେକ୍ଲିଜିନର ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରାଳୁ ଓ ଶୁଷ୍କ ପାଟି ହୋଇପାରେ ।[୧] ପାର୍ଶ୍ୱ ପ୍ରତିକ୍ରିୟା ସାଂଘାତିକ ହେଲେ ଆଲର୍ଜିକ ରିଆକସନ (allergic reactions) ହୋଇପାରେ ।[୧] ଗର୍ଭାବସ୍ଥାରେ ନିରାପଦ ମନେହେଉଥିଲେ ମଧ୍ୟ ଏହାର ଉତ୍ତମ ଅନୁଶୀଳନ ହୋଇନାହିଁ ଓ ସ୍ତନ୍ୟପାନ (breastfeeding) ସମୟରେ ଏହାର ନିରାପତ୍ତା ସ୍ପଷ୍ଟ ହୋଇନାହିଁ ।[୨] ଆଂଶିକ ଭାବରେ ଏହା ଆଣ୍ଟିକଲିନର୍ଜିକ (anticholinergic) ଓ ଆଣ୍ଟିହିସ୍ଟାମିନ (antihistamine) ଭାବରେ କାମକରେ ।[୧]

ମେକ୍ଲିଜିନ ସନ ୧୯୫୧ରେ ପେଟେଣ୍ଟ ହେବା ପରେ ସନ ୧୯୫୩ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସ୍ୱୀକୃତ ହୋଇଥିଲା ।[୩] ଏହା ଜେନେରିକ ଔଷଧ ନାମରେ (generic medication) ବିନା ପ୍ରେସକ୍ରିପସନରେ ବିକ୍ରୟ ହୁଏ ।[୧][୪] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ଡୋଜର ହୋଲସେଲ ମୂଲ୍ୟ ୦.୦୩ ଆମେରିକୀୟ ଡଲାର ।[୫] ଅଷ୍ଟ୍ରେଲିଆରେ ଏହା ମିଳେନାହିଁ ।[୬] ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୨୦୧୬ରେ ଏହାର ୩ ନିୟୁତରୁ ଅଧିକ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିସନ ତାଲିକାର ୧୬୨ତମ ସ୍ଥାନରେ ଥିଲା ।[୭]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Meclizine Hydrochloride Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 22 March 2019.
  2. "Meclizine Use During Pregnancy". Drugs.com (in ଇଂରାଜୀ). Retrieved 3 March 2019.
  3. Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 547. ISBN 9783527607495.
  4. Cappa, M.; Cianfarani, S.; Ghizzoni, L.; Loche, S.; Maghnie, M. (2015). Advanced Therapies in Pediatric Endocrinology and Diabetology: Workshop, Rome, October 2014 (in ଇଂରାଜୀ). Karger Medical and Scientific Publishers. p. 101. ISBN 9783318056372.
  5. "NADAC as of 2019-02-27". Centers for Medicare and Medicaid Services (in ଇଂରାଜୀ). Archived from the original on 2019-03-06. Retrieved 3 March 2019.
  6. McKenzie, Gayle; Broyles, Bonita; Evans, Mary E.; Page, Rachel; Pleunik, Sussan; Reiss, Barry S. (2016). Pharmacology in Nursing: Australian and New Zealand Edition with Student Resource Access 12 Months (in ଇଂରାଜୀ). Cengage AU. p. 569. ISBN 9780170362030.
  7. "The Top 300 of 2019". clincalc.com. Retrieved 22 December 2018.

ବାହ୍ୟ ଲିଙ୍କ[ସମ୍ପାଦନା]