ଡୋକୁସେଟ

ଉଇକିପିଡ଼ିଆ ରୁ
Jump to navigation Jump to search
ଡୋକୁସେଟ
Dioctyl sodium sulfosuccinate.png
Clinical data
Trade names Colace, Ex-Lax, Senokot
AHFS/Drugs.com monograph
MedlinePlus a601113
Pregnancy
category
  • US: C (Risk not ruled out) [୧]
ATC code
Pharmacokinetic data
Onset of action 12hrs to 5days[୨]
Duration of action 3 days[୨]
Identifiers
CAS Number
PubChem CID
ChemSpider
UNII
E number E480 (thickeners, ...) Edit this at Wikidata
ECHA InfoCard 100.008.553 Edit this at Wikidata
Chemical and physical data
Formula C20H37NaO7S
Molar mass 444.56 g/mol
3D model (JSmol)
Density 1.1 g/cm3 g/cm3
Melting point ୧୫୩ to ୧୫୭ °C (୩୦୭ to ୩୧୫ °F)
Solubility in water 1 in 70 parts, yes mg/mL (20 °C)

ଡୋକୁସେଟ, ଅନ୍ୟ ନାମ ଡୋକୁସେଟ ଲବଣ, ଡାୟୋକ୍ଟିଲ ସୋଡ଼ିଅମ ସଲଫୋସକସିନେଟ, ଓ ଡାୟୋକ୍ଟିଲ କ୍ୟାଲସିଅମ ସଲଫୋସକସିନେଟ,[୩] ଏକ ପ୍ରକାର ରେଚକ ଯାହା କୋଷ୍ଠକାଠିନ୍ୟ ନିମନ୍ତେ ବ୍ୟବ‌ହାର ହୁଏ । [୨] ପିଲାଙ୍କପାଇଁ ଏହା ଉପ‌ଯୁକ୍ତ ଯାହାର କଠିନ ମଳ ହୁଏ । [୨] ଅଫିମ ଯୋଗୁ କୋଷ୍ଠକାଠିନ୍ୟ ହେଉଥିଲେ ଡୋକୁସେଟ ସ‌ହିତ ଅନ୍ୟ ଉତ୍ତେଜକ ରେଚକ ଦିଆଯାଏ । [୨] ଏହା ପାଟିବାଟେ ଦିଆଯାଏ ବା ମଳାଶୟରେ ଭର୍ତ୍ତି କରିଦିଆଯାଏ । [୨] ଏହି ଔଷଧ ୧ରୁ ୩ ଦିନ ମଧ୍ୟରେ କାମ କରେ । [୨]

ଏହି ଔଷଧର ପାର୍ଶ୍ୱ ପ୍ରତିକ୍ରିୟା ସାଧାରଣତଃ ହୁଏ ନାହିଁ । [୨] କ୍ୱଚିତ ତରଳ ଝାଡ଼ା ଓ ପେଟରେ କ୍ରାମ୍ପ ହୁଏ । [୨] ଦୀର୍ଘକାଳୀନ ବ୍ୟବ‌ହାରରେ ଖାଦ୍ୟନଳୀ କାର୍ଯ୍ୟରେ ବ୍ୟାଘାତ ହୁଏ । ଗର୍ଭାବସ୍ଥାସ୍ତନ୍ୟପାନ ସମୟରେ ଏହା ଦେଲେ କୌଣସି ଅସୁବିଧା ହୁଏ ନାହିଁ । [୪] ଏହା ମଳ ନରମକାରୀ କରିବା ଶ୍ରେଣୀର ଔଷଧ ଓ ଅଧିକ ଜଳ ମଳରେ ମିଶେଇବାରେ ସାହାଯ୍ୟ କରେ । [୫]

ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । [୬]ଏହା ଜେନେରିକ ଔଷଧ ନାମରେ ଉପଲବ୍‌ଧ ହୁଏ ଓ ଦାମିକା ନୁହେଁ । [୫]ଆମେରିକାରେ ଏହି ଔଷଧର ୧୦୦୦ ମାତ୍ରାର ମୂଲ୍ୟ ୧୪ ଆମେରିକୀୟ ଡଲାର । [୨] ଡାୟୋକ୍ଟିଲ ସୋଡ଼ିଅମ ସଲଫୋସକସିନେଟ ଔଷଧର ଅନ୍ୟ ବ୍ୟବ‌ହାର ଅଛି ଯଥା: ଖାଦ୍ୟ ମିଶ୍ରଣ, ଇମଲସନ‌କାରକ, ବିସ୍ତାରକାରକଓଦାକାରକ[୭]

ଆଧାର[ସମ୍ପାଦନା]

  1. ୨୦୧୩ Nurse's Drug Handbook. Burlington, MA: Jones & Bartlett Learning. ୨୦୧୩. p. ୩୬୬. ISBN ୯୭୮୧୪୪୯୬୪୨୮୪୬. 
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ ୨.୮ ୨.୯ "Docusate Salts". The American Society of Health-System Pharmacists. Retrieved Aug 11, 2015. 
  3. American Society of Health-System Pharmacists (2011-08-15). "Stool Softeners". 
  4. Yaffe, Sumner J. (୨୦୧୧). Drugs in pregnancy and lactation : a reference guide to fetal and neonatal risk (୯ ed.). Philadelphia: Wolters Kluwer Health/Lippincott Williams & Wilkins. p. ୧୬୫୧. ISBN ୯୭୮୧୬୦୮୩୧୭୦୮୦. 
  5. ୫.୦ ୫.୧ Hamilton, Richard J. (୨୦୧୩). Tarascon pocket pharmacopoeia : ୨୦୧୩ classic shirt-pocket edition (୨୭ ed.). Burlington, Ma.: Jones & Bartlett Learning. p. ୧୧୨. ISBN ୯୭୮୧୪୪୯୬୬୫୮୬୯. 
  6. "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014. 
  7. Michael, fcompiled by; Ash, Irene (୨୦୦୪). Handbook of preservatives. Endicott, N.Y.: Synapse information resources. p. ୩୭୫. ISBN ୯୭୮୧୮୯୦୫୯୫୬୬୧.