ଲୋରାଟାଡିନ

ଉଇକିପିଡ଼ିଆ ରୁ
Jump to navigation Jump to search
ଲୋରାଟାଡିନ
Loratadine.svg
Loratadine - 3d, portrait orientation.png
Clinical data
Trade namesClaritin, Claratyne, others
AHFS/Drugs.commonograph
MedlinePlusa697038
Pregnancy
category
  • AU: B1
  • US: B (No risk in non-human studies)
Routes of
administration
by mouth
ATC code
Legal status
Legal status
Pharmacokinetic data
Bioavailabilityalmost 100%
Protein binding97–99%
Metabolismliver (CYP2D6- and 3A4-mediated)
Elimination half-life8 hours, active metabolite desloratadine 27 hours
Excretion40% as conjugated metabolites into urine
Similar amount into the feces
Identifiers
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEMBL
Chemical and physical data
FormulaC22H23ClN2O2
Molar mass382.88 g/mol
3D model (JSmol)
 NYesY (what is this?)  (verify)

ଲୋରାଟାଡିନ (ଇଂରାଜୀ ଭାଷାରେ Loratadine, ବିକ୍ରୟ ନାମ କ୍ଲାରିଟିନ/Claritin ଏକ ଔଷଧ ଯାହା ଆଲର୍ଜି ରୋଗ‌ଗୁଡ଼ିକ ନିମନ୍ତେ ବ୍ୟବ‌ହାର କରାଯାଏ । ଆଲର୍ଜିକ ରାଇନାଇଟିସ (allergic rhinitis ବା hay fever) ଓ ହାଇଭସ (hives) ଭଳି ରୋଗମାନଙ୍କ ନିମନ୍ତେ ଏହା ଦିଆଯାଏ । ଏହା ଏକ ଡିକଞ୍ଜେସ୍‌ଟାଣ୍ଟ (decongestant) ଔଷଧ ସୁଡୋଏପିନେଫ୍ରିନ (pseudoephedrine) ସ‌ହିତ ଲୋରାଟିଡିନ/ସୁଡୋଏପିନେଫ୍ରିନ (loratadine/pseudoephedrine) ନାମରେ ମିଳେ । ଏହାକୁ ପାଟିରେ ଦିଆଯାଏ ।[୧]

ଲୋରାଟାଡିନର ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରାଳୁ ଭାବ, ଶୁଖିଲା ପାଟି ଓ ମୁଣ୍ଡବଥା ଇତ୍ୟାଦି ଲକ୍ଷଣ ପ୍ରକାଶ ପାଇପାରେ ।[୧] କ୍ୱଚିତ ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ହେଲେ ଏହାର ଆଲର୍ଜି, ବାତ (seizures) ଓ ଯକୃତ ସମସ୍ୟା (liver problems) ଇତ୍ୟାଦି ହୋଇପାରେ ।[୨] ଗର୍ଭାବସ୍ଥାରେ ଏହା ନିରାପଦ ଜଣାଯା‌ଉଥିଲେ ମଧ୍ୟ ଏହାର ଉପ‌ଯୁକ୍ତ ଅନୁଶୀଳନ ହୋଇନାହିଁ ।[୩] ଦୁଇ ବର୍ଷରୁ କମ୍ ଶିଶୁଙ୍କୁ ଏହି ଔଷଧ ଦିଆଯାଏନାହିଁ ।[୨] ଏହା ଏକ ଦ୍ୱିତୀୟ ପିଢ଼ିର ଆଣ୍ଟିହିସ୍‌ଟାମିନ (second-generation antihistamine) ଶ୍ରେଣୀର ଔଷଧ ।[୧]

ସନ ୧୯୮୧ରେ ଲୋରାଟାଡିନ ଆବିଷ୍କୃତ ହେବାପରେ ସନ ୧୯୯୩ରେ ମାର୍କେଟକୁ ଆସିଥିଲା ।[୪] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୫] ଏହା ଜେନେରିକ ନାମରେ (generic medication) ବିକ୍ରୟ ହୁଏ ।[୧] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ଦିନ ଡୋଜର କ୍ରୟ ମୂଲ୍ୟ ୦.୦୧ରୁ ୦.୦୮ ଆମେରିକୀୟ ଡଲାର ।[୬] ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ଖୁଚୁରା ଦୋକାନରେ (over the counter) ମିଳେ ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "Loratadine". The American Society of Health-System Pharmacists. Retrieved 8 December 2016.
  2. ୨.୦ ୨.୧ "Clarityn Allergy 10mg Tablets (P) - Summary of Product Characteristics (SPC) - (eMC)". www.medicines.org.uk. 7 October 2015. Retrieved 13 December 2016.
  3. "Loratadine Use During Pregnancy | Drugs.com". www.drugs.com. Retrieved 13 December 2016.
  4. Corey, E.J. (2012). "Loratadine". Molecules and Medicine. John Wiley & Sons. ISBN 9781118361733.
  5. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  6. "Loratadine". International Drug Price Indicator Guide. Retrieved 8 December 2016.