ନାଟାମାଇସିନ

ଉଇକିପିଡ଼ିଆ‌ରୁ
(Natamycinରୁ ଲେଉଟି ଆସିଛି)
ନାଟାମାଇସିନ
Clinical data
Trade namesNatacyn, others
AHFS/Drugs.commonograph
Routes of
administration
Eye drops[୧]
ATC code
Identifiers
  • (1R,3S,5R,7R,8E,12R,14E,16E,18E,20E,22R,24S,25R,26S)-22-[(3-amino-3,6-dideoxy-D-mannopyranosyl)oxy]-1,3,26-trihydroxy-12-methyl-10-oxo-6,11,28-trioxatricyclo[22.3.1.05,7]octacosa-8,14,16,18,20-pentaene-25-carboxylic acid
CAS Number
PubChem CID
DrugBank
ChemSpider
UNII
KEGG
ChEMBL
E numberE235 (preservatives) Edit this at Wikidata
ECHA InfoCard100.028.803 Edit this at Wikidata
Chemical and physical data
FormulaC33H47NO13
Molar mass665.725 g/mol
3D model (JSmol)
Density1.35 g/ml g/cm3
Melting pointDarkens at ±200 °C with vigorous decomposition at 280-300 °C
Solubility in water0.39 mg/ml
  • OC(=O)[C@@H]3[C@@H](O)C[C@@]2(O)C[C@@H](O)C[C@H]4O[C@@H]4/C=C/C(=O)O[C@H](C)C\C=C\C=C\C=C\C=C\[C@H](O[C@@H]1O[C@H](C)[C@@H](O)[C@H](N)[C@@H]1O)C[C@@H]3O2
  • InChI=1S/C33H47NO13/c1-18-10-8-6-4-3-5-7-9-11-21(45-32-30(39)28(34)29(38)19(2)44-32)15-25-27(31(40)41)22(36)17-33(42,47-25)16-20(35)14-24-23(46-24)12-13-26(37)43-18/h3-9,11-13,18-25,27-30,32,35-36,38-39,42H,10,14-17,34H2,1-2H3,(H,40,41)/b4-3+,7-5+,8-6+,11-9+,13-12+/t18-,19-,20+,21+,22+,23-,24-,25+,27-,28+,29-,30+,32+,33-/m1/s1
     checkY
  • Key:NCXMLFZGDNKEPB-FFPOYIOWSA-N

ନାଟାମାଇସିନ ଅନ୍ୟ ନାମ ପିମାରିସିନ (ଇଂରାଜୀ ଭାଷାରେ Natamycin/ pimaricin) ଏକ କବକ ବିରୋଧୀ (antifungal medication) ଔଷଧ ଯାହା କବକ ସଂକ୍ରମଣର (fungal infections) ଚିକିତ୍ସାରେ ଦିଆଯାଏ ।[୧][୨] ଆଖି ପତା, (eyelids), ନେତ୍ରାବରଣକର୍ନିଆ (cornea) ଇତ୍ୟାଦିର କବକ ସଂକ୍ରମଣରେ ଏହା ଦିଆଯାଏ ।[୧] ଆଖି ଡ୍ରପ eyedrops ଆକାରରେ ପକାଯାଏ ।[୧] ସଂରକ୍ଷଣକାରୀ (preservative) ଭାବରେ ନାଟାମାଇସିନ ଖାଦ୍ୟ କାରଖାନାରେ ବ୍ୟବ‌ହାର କରାଯାଏ ।[୨]

ଆଲର୍ଜି ପ୍ରତିକ୍ରିୟା (Allergic reactions ହୋଇପାରେ ।[୧] It is unclear if medical use during ଗର୍ଭାବସ୍ଥା ଓ ସ୍ତନ୍ୟପାନ en:breastfeeding ସମୟରେ ଏହା ନିରାପଦ କି ନୁହେଁ, ତାହା ସ୍ପଷ୍ଟ ହୋଇନାହିଁ ।[୧] ଏହା ମାକ୍ରୋଲାଇଡ (macrolide) ଓ ପୋଲିନ ଆଣ୍ଟିମାଇକୋଟକ (polyene) ଶ୍ରେଣୀର ଏକ ଔଷଧ । [୧] କୋଷ ପରଦା (cell membrane) ପରିବର୍ତ୍ତନ କରି ଏହା ଫଙ୍ଗିସାଇଡ (କବକ) ମୃତ୍ୟୁ କରାଏ ।[୧]

ସନ ୧୯୫୫ରେ ନାଟାମାଇସିନ ଆବିଷ୍କୃତ ଓ ସନ ୧୯୭୮ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାରେ ସ୍ୱୀକୃତ ହୋଇଥିଲା ।[୧][୨] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୩] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ୫ ମି:ଲି: ବୋତଲର କ୍ରୟ ମୂଲ୍ୟ ୯୨.୯୦ରୁ ୧୨୬.୭୨ ଆମେରିକୀୟ ଡଲାର ।[୪] ସ୍ଟ୍ରପ୍ଟୋମାଇସେସ ନାଟାଲିଏନସିସ (Streptomyces natalensis) ଜୀବାଣୁର ଫରମେଣ୍ଟେସନ fermentation କରି ଏହି ଔଷଧ ପ୍ରସ୍ତୁତ କରାଯାଏ ।[୧]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ "Natamycin". The American Society of Health-System Pharmacists. Retrieved 8 December 2017.
  2. ୨.୦ ୨.୧ ୨.୨ Branen, A. Larry; Davidson, P. Michael; Salminen, Seppo; Thorngate, John (2001). Food Additives (in ଇଂରାଜୀ). CRC Press. pp. 599–600. ISBN 9780824741709.
  3. "WHO Model List of Essential Medicines (20th List)" (PDF). World Health Organization. March 2017. Retrieved 29 June 2017.
  4. "Single Drug Information". International Medical Products Price Guide. Retrieved 9 December 2017.

ବାହ୍ୟ ଲିଙ୍କ[ସମ୍ପାଦନା]