Jump to content

ନାପ୍ରୋକ୍ସେନ

ଉଇକିପିଡ଼ିଆ‌ରୁ
(Naproxenରୁ ଲେଉଟି ଆସିଛି)
ନାପ୍ରୋକ୍ସେନ
Clinical data
Pronunciation/nəˈprɒksən/
Trade namesAleve, Naprosyn, others[]
AHFS/Drugs.commonograph
MedlinePlusa681029
data
Pregnancy
category
  • AU: C
  • US: C (Risk not ruled out)
    Routes of
    administration
    By mouth
    ATC code
    Legal status
    Legal status
    • AU: S2 (Pharmacy only) when in preparations that contain no more than 15 days' supply. Otherwise it is Schedule 4 (Prescription only).[]
    • CA: OTC
    • UK: POM (Prescription only) Pharmacy medicine (P) only for treatment of primary dysmenorrhoea in women aged 15–50 years subject to a maximum single dose of 500 mg, maximum daily dose of 750 mg for a maximum of 3 days, and max pack size of 9 × 250 mg tablets[]
    • US: OTC
    Pharmacokinetic data
    Bioavailability95% (by mouth)
    Protein binding99%
    MetabolismLiver (to 6-desmethylnaproxen)
    Elimination half-life12–17 hours (adults)[]
    ExcretionKidney
    Identifiers
    • (+)-(S)-2-(6-Methoxynaphthalen-2-yl)propanoic acid
    CAS Number
    PubChem CID
    DrugBank
    ChemSpider
    UNII
    KEGG
    ChEBI
    ChEMBL
    ECHA InfoCard100.040.747 Edit this at Wikidata
    Chemical and physical data
    FormulaC14H14O3
    Molar mass230.259 g/mol
    3D model (JSmol)
    Melting point152–154 °C (306–309 °F)
    • C[C@@H](C1=CC2=C(C=C1)C=C(C=C2)OC)C(=O)O
    • InChI=1S/C14H14O3/c1-9(14(15)16)10-3-4-12-8-13(17-2)6-5-11(12)7-10/h3-9H,1-2H3,(H,15,16)/t9-/m0/s1 checkY
    • Key:CMWTZPSULFXXJA-VIFPVBQESA-N checkY
      (verify)

    ନାପ୍ରୋକ୍ସେନ (ଇଂରାଜୀ ଭାଷାରେ Naproxen, ବିକ୍ରୟ ନାମଗୁଡ଼ିକ Aleve/ ଆଲେଭେNaprosyn/ ନାପ୍ରୋସିନ) ଏକ ନନ୍‌ସ୍ଟିରଏଡାଲ ଆଣ୍ଟି-ଇନଫ୍ଲାମେଟରି ଔଷଧ (nonsteroidal anti-inflammatory drug) ଯାହା ଯନ୍ତ୍ରଣା, ଋତୁସ୍ରାବ କ୍ରାମ୍ପ, ରିଉମାଟଏଡ ଆର୍ଥ୍ରାଇଟିସଜ୍ୱର ଭଳି ପ୍ରଦାହ ରୋଗର (inflammatory diseases) ଚିକିତ୍ସା ନିମନ୍ତେ ଦିଆଯାଏ । [] ଏହା ପାଟିରେ ଦିଆଯାଏ ।[] ତୁରନ୍ତ ଓ ବିଳମ୍ବିତ କାର୍ଯ୍ୟକ୍ଷମ ନିମନ୍ତେ ଏହାର ଦୁଇ ପ୍ରକାର ଔଷଧ ମିଳେ ।[] ଏକ ଘଣ୍ଟା ମଧ୍ୟରେ ଏହାର ପ୍ରଭାବ ଆରମ୍ଭ ହୋଇ ପ୍ରାୟ ୧୨ ଘଣ୍ଟା ପର୍ଯ୍ୟନ୍ତ ରହେ ।[]

    ଏହାର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡ ଓଜନିଆ, ମୁଣ୍ଡ ବିନ୍ଧା, ବ୍ରୁଇସିଙ୍ଗ (bruising), ଆଲର୍ଜି ପ୍ରତିକ୍ରିୟା, ଛାତିଜ୍ୱାଳା (heartburn) ଓ ପାକସ୍ଥଳୀ ଯନ୍ତ୍ରଣା ହୋଇପାରେ ।[] ପ୍ରତିକ୍ରିୟା ସାଂଘାତିକ ହେଲେ ହୃତ୍‌ପିଣ୍ଡ ରୋଗ (heart disease) ସଙ୍କଟ, ଷ୍ଟ୍ରୋକ, ପାକସ୍ଥଳୀ ଅନ୍ତନଳୀ ରକ୍ତସ୍ରାବ (gastrointestinal bleeding), ଓ ପାକସ୍ଥଳୀ ଘାଆ (stomach ulcers) ହୋଇପାରେ ।[] ଅନ୍ୟାନ୍ୟ ଏନଏସଏଆଇଡି ଅପେକ୍ଷା ଏହାର ହୃଦ୍‌ରୋଗ ସଙ୍କଟ କମ୍ ରହେ ।[] ବୃକ୍‌କ ସମସ୍ୟା (kidney problems) ଥିଲେ ଏହା ଦିଆଯାଏ ନାହିଁ ।[] ତୃତୀୟ ତ୍ରୈମାସିକ ଗର୍ଭରେ (third trimester of pregnancy) ମଧ୍ୟ ଏହା ଦିଆଯାଏ ନାହିଁ ।[]

    ନାପ୍ରୋକ୍ସେନ ଏକ ନନସିଲେକ୍ଟିଭ କ‌କ୍ସ ଇନହିବିଟର (COX inhibitor).[] ଏହା ପ୍ରୋପିଓନିକ ଶ୍ରେଣୀର (propionic acid) ଏକ ଔଷଧ ।[] ପ୍ରୋସ୍ଟାଗ୍ଲାଣ୍ଡିନ (prostaglandins) ଭଳି ପ୍ରଦାହକାରୀ ପଦାର୍ଥ ତିଆରିକୁ କମେଇ ଏହା ପ୍ରଦାହରୋଧୀ ଭାବରେ କାମ କରେ ।[] ଯକୃତରେ ଏହା ନିଷ୍କ୍ରିୟ ମେଟାବୋଲାଇଟରେ ପରିଣତ ହୁଏ । []

    ସନ ୧୯୭୬ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସ୍ୱୀକୃତ ହୋଇଥିଲା ।[] ଏହା ଜେନେରିକ ଔଷଧ (generic medication) ନାମରେ ବିନା ପ୍ରେସକ୍ରିପସନରେ (over the counter) ମିଳେ ।[] ସଂଯୁକ୍ତ ରାଷ୍ଟ୍ରରେ ସନ ୨୦୧୭ରେ ଏହାର ମୂଲ୍ୟ ଏକ ଡୋଜ ପିଛା ୦.୧୫ ପାଉଣ୍ଡ ଥିଲା ।[] ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୨୦୧୮ରେ ଏକ ଡୋଜ ପିଛା ଏହାର ମୂଲ୍ୟ ୦.୧୦ ଡଲାର ଥିଲା । [] ସନ ୨୦୧୬ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ୧୧ ନିୟୁତ ପ୍ରେସକ୍ରିପସନ ହୋଇଥିଲା ଓ ଏହା ୬୮ତମ ସର୍ବାଧିକ ବିକ୍ରୟ ହୋଇଥିବା ଔଷଧ ଥିଲା ।[]

    1. "Naproxen". Drugs.com. 2017. Retrieved 7 February 2017.
    2. Gill, A, ed. (July 2013). Standard for the Uniform Scheduling of Medicines and Poisons No. 4 (PDF). Therapeutic Goods Administration. ISBN 978-1-74241-895-7. {{cite book}}: |work= ignored (help)
    3. "NAPROXEN". British National Formulary. {{cite web}}: Cite has empty unknown parameter: |dead-url= (help)
    4. Angiolillo DJ, Weisman SM (April 2017). "Clinical Pharmacology and Cardiovascular Safety of Naproxen". American Journal of Cardiovascular Drugs. 17 (2): 97–107. doi:10.1007/s40256-016-0200-5. PMC 5340840. PMID 27826802.
    5. 1 2 3 4 5 6 7 8 9 10 11 12 13 "Naproxen Monograph for Professionals". Drugs.com (in ଇଂରାଜୀ). AHFS. Retrieved 19 December 2018.
    6. 1 2 British national formulary : BNF 74 (74 ed.). British Medical Association. 2017. pp. 1048–1049. ISBN 978-0857112989.
    7. McEvoy, Gerald K. (2000). AHFS Drug Information, 2000 (in ଇଂରାଜୀ). American Society of Health-System Pharmacists. p. 1854. ISBN 9781585280049.
    8. "NADAC as of 2018-12-19". Centers for Medicare and Medicaid Services (in ଇଂରାଜୀ). Archived from the original on 2018-12-19. Retrieved 22 December 2018.
    9. "The Top 300 of 2019". clincalc.com. Retrieved 22 December 2018.