ନିଫୁର୍ଟିମକ୍ସ

ଉଇକିପିଡ଼ିଆ‌ରୁ
(Nifurtimoxରୁ ଲେଉଟି ଆସିଛି)
ନିଫୁର୍ଟିମକ୍ସ
Clinical data
Trade namesଲାମ୍ପିଟ (Lampit)[୧]
Synonymsପ୍ରତିଶବ୍ଦ ବେୟର ୨୫୦୨ (Bayer 2502)[୧]
AHFS/Drugs.comMicromedex Detailed Consumer Information
Pregnancy
category
  • Undetermined
Routes of
administration
ପାଟିରେ ଦିଆଯାଏ ।
ATC code
Legal status
Legal status
  • ℞ କେବଳ ପ୍ରେସକ୍ରିପସନରେ ଦିଆଯାଏ ।
Pharmacokinetic data
Bioavailabilityସ୍ୱଳ୍ପ
Metabolismଯକୃତ Liver (CYP involved)
Elimination half-life୨.୯୫ ± ୧.୧୯ ଘଣ୍ଟା
Excretionବୃକ୍‌କ Kidney, ଅତି କମ୍
Identifiers
  • N-(3-Methyl-1,1-dioxido-4-thiomorpholinyl)-1-(5-nitro-2-furyl)methanimine
CAS Number
PubChem CID
ChemSpider
UNII
KEGG
ChEMBL
ECHA InfoCard100.041.377 Edit this at Wikidata
Chemical and physical data
FormulaC10H13N3O5S
Molar mass287.293 g/mol
3D model (JSmol)
ChiralityRacemic mixture
Melting point180 to 182 °C (356 to 360 °F)
  • O=S2(=O)CC(N(N=Cc1oc([N+]([O-])=O)cc1)CC2)C
  • InChI=1S/C10H13N3O5S/c1-8-7-19(16,17)5-4-12(8)11-6-9-2-3-10(18-9)13(14)15/h2-3,6,8H,4-5,7H2,1H3 checkY
  • Key:ARFHIAQFJWUCFH-UHFFFAOYSA-N checkY
 ☒NcheckY (what is this?)  (verify)

ନିଫୁର୍ଟିମକ୍ସ (ଇଂରାଜୀ ଭାଷାରେ Nifurtimox) ଏକ ଔଷଧ ଯାହା ଚାଗାସ୍ ରୋଗଆଫ୍ରିକୀୟ ଟ୍ରିପାନୋସୋମିଆସିସ ବା ନିଦ୍ରାରୋଗରେ ଦିଆଯାଏ ।[୧][୨] ନିଦ୍ରାରୋଗରେ ଏହା ଏଫ୍ଲୋର୍ନିଥିନ (eflornithine) ସାଥୀରେ ଦିଆଯାଏ ।[୨] ଚାଗାସ୍ ରୋଗରେ ଏହା ବେଞ୍ଜନିଡାଜୋଲ (benznidazole) ପରେ ଦ୍ୱିତୀୟ ଧାଡ଼ିର ଔଷଧରୂପେ ଦିଆଯାଏ ।[୩] ଏହା ପାଟିରେ ଦିଆଯାଏ ।[୧]

ସାଧାରଣ ପ୍ରତିକ୍ରିୟାରେ ପେଟ ଯନ୍ତ୍ରଣା, ମୁଣ୍ଡବଥା ଓ ଓଜନ ହ୍ରାସ ଆଦି ଲକ୍ଷଣ ଦେଖାଯାଏ ।[୧] ପଶୁ ଅନୁଶୀଳନରୁ ଏହି ଔଷଧ ଯୋଗୁ କର୍କଟ ରୋଗ ସମ୍ଭାବନା ରହୁଥିଲେ ମଧ୍ୟ ମଣିଷ ଅନୁଶୀଳନରେ ସେଭଳି କିଛି ଜଣାଯାଇନାହିଁ । ଗର୍ଭାବସ୍ଥା, ବୃକ୍‌କ ଓ ଯକୃତ ସମସ୍ୟା (liver problems) ଥିଲେ ଏହି ଔଷଧ ଦିଆଯାଏ ନାହିଁ । ଏହା ନାଇଟ୍ରୋଫୁରାନ (nitrofuran) ଶ୍ରେଣୀର ଔଷଧ ।[୩]

ନିଫୁର୍ଟିମକ୍ସ ସନ ୧୯୬୫ରେ ଔଷଧ ରୂପେ ବ୍ୟବ‌ହାର କରାଗଲା ।[୩] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୨] କାନାଡା ଓ ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ବ୍ୟବସାୟୀକ ସୂତ୍ରରେ ମିଳେନାହିଁ ।[୧] ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲରୁ (Center for Disease Control) ମିଳିପାରିବ ।[୪] ସନ ୨୦୧୩ରେ ଏହାର ଗୋଟିଏ କୋର୍ଷର ମୂଲ୍ୟ ପ୍ରାୟ ୨୦ ଆମେରିକୀୟ ଡଲାର ଥିଲା ।[୫] ରୋଗ ପ୍ରବଣ ଇଲାକାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହା ବିନା ମୂଲ୍ୟରେ ବଣ୍ଟନ କରେ ।[୬]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Nifurtimox (Systemic)". Drugs.com. 1995. Retrieved 3 December 2016.
  2. ୨.୦ ୨.୧ ୨.୨ "WHO Model List of EssentialMedicines (19th List)" (PDF). World Health Organization. April 2015. Retrieved December 2016. {{cite web}}: Check date values in: |accessdate= (help)
  3. ୩.୦ ୩.୧ ୩.୨ Bern, Caryn; Montgomery, Susan P.; Herwaldt, Barbara L.; Rassi, Anis; Marin-Neto, Jose Antonio; Dantas, Roberto O.; Maguire, James H.; Acquatella, Harry; Morillo, Carlos (2007-11-14). "Evaluation and Treatment of Chagas Disease in the United States". JAMA. 298 (18): 2171–81. doi:10.1001/jama.298.18.2171. ISSN 0098-7484. PMID 18000201.
  4. Prevention, CDC - Centers for Disease Control and. "CDC - Chagas Disease - Resources for Health Professionals - Antiparasitic Treatment". www.cdc.gov. Retrieved 2016-11-09.
  5. Dumas, Michel; Bouteille, Bernard; Buguet, Alain (2013). Progress in Human African Trypanosomiasis, Sleeping Sickness (in ଇଂରାଜୀ). Springer Science & Business Media. p. 268. ISBN 9782817808574.
  6. "Trypanosomiasis, human African (sleeping sickness)". World Health Organization. February 2016. Retrieved 7 December 2016.