ମିରାବେଗ୍ରନ
Clinical data | |
---|---|
Trade names | Myrbetriq, Betanis, Betmiga, others |
Synonyms | YM-178 |
AHFS/Drugs.com | monograph |
data |
|
Pregnancy category | |
Routes of administration | By mouth (tablets) |
ATC code | |
Legal status | |
Legal status | |
Pharmacokinetic data | |
Bioavailability | 29–35%[୧] |
Protein binding | 71%[୧] |
Metabolism | Hepatic via (direct) glucuronidation, amide hydrolysis, and minimal oxidative metabolism in vivo by CYP2D6 and CYP3A4. Some involvement of butylcholinesterase[୧] |
Elimination half-life | 50 hours[୧] |
Excretion | Urine (55%), faeces (34%)[୧] |
Identifiers | |
| |
CAS Number | |
PubChem CID | |
ChemSpider | |
ECHA InfoCard | 100.226.392 |
Chemical and physical data | |
Formula | C21H24N4O2S |
Molar mass | 396.506 g/mol |
3D model (JSmol) | |
| |
|
ମିରାବେଗ୍ରନ (ଇଂରାଜୀ ଭାଷାରେ Mirabegron, ଏକ ବିକ୍ରୟ ନାମ ମିରବେଟ୍ରିକ/ Myrbetriq) ଏକ ଔଷଧ ଯାହା ଅତିସକ୍ରିୟ ମୂତ୍ରାଶୟ ଚିକିତ୍ସାରେ (overactive bladder) ବ୍ୟବହାର କରାଯାଏ ।[୨] ଅକ୍ସିବ୍ୟୁଟିନିନ (oxybutynin) ଭଳି ଆଣ୍ଟିମସ୍କାରିନିକ ଔଷଧ (antimuscarinic medication) ଅପେକ୍ଷା ଅଳ୍ପ ପସନ୍ଦ କରାଯାଏ । [୩] ଏହା ପାଟିରେ ଦିଆଯାଏ ।[୨]
ମିରାବେଗ୍ରନର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଉଚ୍ଚ ରକ୍ତଚାପ, ମୁଣ୍ଡ ବିନ୍ଧା ଓ ମୂତ୍ରନଳୀ ସଂକ୍ରମଣ ହୋଇପାରେ ।[୨] ଏହା ବ୍ୟତୀତ ଆଞ୍ଜିଓଇଡିମା, ଅନିୟମିତ ହୃଦ୍ଗତି irregular heart rate ଓ ୟୁରିନାରି ରିଟେନସନ ହୋଇପାରେ ।[୨][୩] ଏହା ବିଟା-୩ ଆଡ୍ରେନର୍ଜିକ ରିସେପ୍ଟରକୁ (β3 adrenergic receptor) ସକ୍ରିୟ କରିବା ଯୋଗୁ ମୂତ୍ରାଶୟ (bladder) ଶିଥିଳ ହୋଇଯାଏ । [୩][୨]
ମିରାବେଗ୍ରନ ସନ ୨୦୧୨ରେ ଡାକ୍ତରୀ ବ୍ୟବହାର ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାରେ ସ୍ୱୀକୃତ ହୋଇଥିଲା ।[୪][୨] ସନ ୨୦୧୯ରେ ସଂଯୁକ୍ତ ରାଷ୍ଟ୍ରରେ (United Kingdom) ଏନଏଚଏସକୁ (NHS) ଏହାର ଏକ ମାସର ଡୋଜ ପିଛା ପ୍ରାୟ ୨୯ ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼ୁଥିଲା ।[୩] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସ ଡୋଜର ହୋଲସେଲ ମୂଲ୍ୟ ୩୬୯ ଆମେରିକୀୟ ଡଲାର ।[୫] ସନ ୨୦୧୬ରେ ଏହାର ୧ ନିୟୁତରୁ ଅଧିକ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିସନ ତାଲିକାର ୨୬୩ ତମ ସ୍ଥାନରେ ଥଲା ।[୬]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ "mirabegron (Rx) - Myrbetriq". Medscape Reference. WebMD. Retrieved 17 November 2013.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ "Mirabegron Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 18 March 2019.
- ↑ ୩.୦ ୩.୧ ୩.୨ ୩.୩ British national formulary : BNF 76 (76 ed.). Pharmaceutical Press. 2018. p. 763. ISBN 9780857113382.
- ↑ Sacco, E; Bientinesi, R; et al. (Apr 2014). "Discovery history and clinical development of mirabegron for the treatment of overactive bladder and urinary incontinence". Expert Opin Drug Discov. 9 (4): 433–48. doi:10.1517/17460441.2014.892923. PMID 24559030.
- ↑ "NADAC as of 2019-02-27". Centers for Medicare and Medicaid Services (in ଇଂରାଜୀ). Archived from the original on 2019-03-06. Retrieved 3 March 2019.
- ↑ "The Top 300 of 2019". clincalc.com. Retrieved 22 December 2018.
ବାହ୍ୟ ଲିଙ୍କ
[ସମ୍ପାଦନା]- Sacco, E.; Bientinesi, R. (2012). "Mirabegron: A review of recent data and its prospects in the management of overactive bladder". Therapeutic Advances in Urology. 4 (6): 315–24. doi:10.1177/1756287212457114. PMC 3491758. PMID 23205058.