ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର
ଦେଖଣା
| ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର | |
|---|---|
| କାହା ନିମନ୍ତେ ପୁରସ୍କାର | ଭାରତରେ ହେଉଥିବା ସାହିତ୍ୟିକ ପୁରସ୍କାର |
| ମୁଖ୍ୟ ୱେବସାଇଟ | www |
ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ୧୯୫୭ ମସିହାରୁ ଓଡ଼ିଶା ସାହିତ୍ୟ ଏକାଡେମୀଦ୍ୱାରା ଓଡ଼ିଆ ଭାଷା ଏବଂ ସାହିତ୍ୟର ଉନ୍ନତି ଏବଂ ପ୍ରଚାର ପାଇଁ ପ୍ରଦାନ କରାଯାଇଆସୁଛି।[୧]
ଲକ୍ଷ୍ୟ
[ସମ୍ପାଦନା]- ଲେଖକ ଓ ସାହିତ୍ୟିକଙ୍କ ମଧ୍ୟରେ ସହଯୋଗ ଓ ସୌହାର୍ଦ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି କରିବା ପାଇଁ।
- ସାହିତ୍ୟିକ ଏବଂ ସାଂସ୍କୃତିକ ସଙ୍ଗଠନଗୁଡ଼ିକ ମଧ୍ୟରେ ସମନ୍ବୟର ପ୍ରଚାର ଏବଂ ଉନ୍ନତି କରିବା।
- ଅନ୍ତରାଜ୍ୟ ବିଚାର, ଉପାୟ ଏବଂ ଚିନ୍ତାଧାରା ସାହିତ୍ୟକାର ଏବଂ ଲେଖକମାନଙ୍କ ମଧ୍ୟରେ ବୃଦ୍ଧି କରିବା।
- ଉଚ୍ଚମାନର ଓଡ଼ିଆ ଲେଖା ଏବଂ ପୁସ୍ତକଗୁଡ଼ିକୁ ସଂକୁଳିତ, ସମ୍ପାଦିତ ଏବଂ ପ୍ରକାଶିତ କରିବାକୁ ପ୍ରୋତ୍ସାହନ ଦେବା।
- ଲୋକକଥାଗୁଡ଼ିକୁ ସଂଗ୍ରହ ଏବଂ ପ୍ରକାଶ କରିବାକୁ ପ୍ରକଳ୍ପ କରିବା।
- ଓଡ଼ିଆ ଭାଷାର ବିଭିନ୍ନ ଦିଗ ଉପରେ ଆଲୋଚନା, ବକ୍ତବ୍ୟ, କାର୍ଯ୍ୟଶାଳା ଇତ୍ୟାଦିର ଆୟୋଜନ କରିବା।
- ଓଡ଼ିଆ ଲେଖକମାନଙ୍କୁ ପୁରସ୍କୃତ କରିବା।
- ପ୍ରଖ୍ୟାତ ଓଡ଼ିଆ ଲେଖକ ଏବଂ ସାହିତ୍ୟକାରମାନଙ୍କୁ ସମ୍ମାନ ପ୍ରଦାନ କରିବା।
- ପ୍ରତିଷ୍ଠିତ ଲେଖକମାନଙ୍କ ସ୍ମୃତିରେ ବକ୍ତୃତାର ଆୟୋଜନ କରିବା।
ପୁରସ୍କାର
[ସମ୍ପାଦନା]ପୁରସ୍କୃତ ବ୍ୟକ୍ତିମାନଙ୍କର ତାଲିକା:[୨]
| # | ପୁସ୍ତକ ନାମ | ଲେଖକ/ଲେଖିକା | ପୁସ୍ତକର ପ୍ରକାର |
|---|---|---|---|
| ୧ | ଦିଲ୍ଲୀପ | ଉପେନ୍ଦ୍ର ମହାନ୍ତି | କାବ୍ୟ-କବିତା |
| ୨ | ସ୍ୱର୍ଣ୍ଣ ଯୁଗର ସନ୍ଧ୍ୟା | ଜ୍ଞାନୀନ୍ଦ୍ର ବର୍ମା | ନାଟକ-ଏକାଙ୍କିକା |
| ୩ | ଅଗ୍ନି ପରୀକ୍ଷା | ଭଞ୍ଜକିଶୋର ପଟ୍ଟନାୟକ | ନାଟକ-ଏକାଙ୍କିକା |
| ୪ | ବ୍ୟାସ କବି ଫକୀର ମୋହନ | ନଟବର ସାମନ୍ତରାୟ | ସମାଲୋଚନା |
| ୫ | ବେଦ ମନୁଷ୍ୟକୃତ କି? | ପ୍ରିୟବ୍ରତ ଦାସ | ସମାଲୋଚନା |
| ୬ | ଗୋଦାନ | ଗୋଲକ ବିହାରୀ ଧଳ | ଅନୁବାଦ |
| ୭ | ଏଜରା ପାଉଣ୍ଡ କବିତା | ଜ୍ଞାନୀନ୍ଦ୍ର ବର୍ମା | ଅନୁବାଦ |
| # | ପୁସ୍ତକ ନାମ | ଲେଖକ/ଲେଖିକା | ପୁସ୍ତକର ପ୍ରକାର |
|---|---|---|---|
| ୮ | ସବୁଜ ପତ୍ର ଓ ଧୂସର ଗୋଲାପ | ସୁରେନ୍ଦ୍ର ମହାନ୍ତି | ଖୁଦ୍ରଗଳ୍ପ |
| ୯ | ଚୋରା ଚଇତାଳୀ | ରାଜେଶ୍ୱରୀ ଦଳବେହେରା | ଖୁଦ୍ରଗଳ୍ପ |
| ୧୦ | କଣ୍ଟା ଓ ଫୁଲ | ଗୋଦାବରୀଶ ମହାପାତ୍ର | କାବ୍ୟ-କବିତା |
| ୧୧ | ସଞ୍ଚୟନ | ବିଦ୍ୟୁତପ୍ରଭା ଦେବୀ | କାବ୍ୟ-କବିତା |
| ୧୨ | ଆଦି ଶଙ୍କରାଚାର୍ଯ୍ୟ | ଦୁର୍ଗାଚରଣ ମହାନ୍ତି | ଜୀବନୀ ଏବଂ ଭ୍ରମଣ ସାହିତ୍ୟ |
| ୧୩ | ଜାତୀୟ ଜୀବନର ଆତ୍ମପ୍ରକାଶ | ଗୋବିନ୍ଦଚନ୍ଦ୍ର ମିଶ୍ର | ଜୀବନୀ ଏବଂ ଭ୍ରମଣ ସାହିତ୍ୟ |
| ୧୪ | ଓଡ଼ିଶୀ ଚିତ୍ର | ବିନୋଦ ରାଉତରାୟ | ବିଜ୍ଞାନ ସାହିତ୍ୟ |
| ୧୫ | ପୁଷ୍ପ ଚାଷ | ବିଶ୍ୱନାଥ ସାହୁ | ବିଜ୍ଞାନ ସାହିତ୍ୟ |
| ୧୬ | କଳିଙ୍ଗ କାହାଣୀ | କନକ ମଞ୍ଜରୀ ମହାପାତ୍ର | ଶିଶୁ ସାହିତ୍ୟ |
| ୧୭ | ପିଲାଙ୍କ କଥା ଲହରୀ | ଚନ୍ଦ୍ରଶେଖର ମହାପାତ୍ର | ଶିଶୁ ସାହିତ୍ୟ |
| ୧୮ | ୟୁରୋପରେ ମୋ ଅନୁଭୂତି | ଶ୍ରୀରାମଚନ୍ଦ୍ର ଦାଶ | ଭ୍ରମଣ କଥା |
| # | ପୁସ୍ତକ ନାମ | ଲେଖକ/ଲେଖିକା | ପୁସ୍ତକର ପ୍ରକାର |
|---|---|---|---|
| ୧୯ | ଆରଣ୍ୟକ | ମନୋଜ ଦାସ | ଉପନ୍ୟାସ ଏବଂ ଖୁଦ୍ରଗଳ୍ପ |
| ୨୦ | ଉଠ କଙ୍କାଳ | ଗୋଦାବରୀଶ ମହାପାତ୍ର | କାବ୍ୟ-କବିତା |
| ୨୧ | ପଶ୍ଚିମ ଦିଗନ୍ତ | ଶ୍ରୀହର୍ଷ ମିଶ୍ର | ଭ୍ରମଣ କଥା |
| ୨୨ | ଏ ଯୁଗର ଶ୍ରେଷ୍ଠ ଆବିଷ୍କାର | ଗୋକୁଳାନନ୍ଦ ମହାପାତ୍ର | ବିଜ୍ଞାନ ସାହିତ୍ୟ |
| ୨୩ | ଜୀବନ ବିଦ୍ୟାଳୟ | ଚିତ୍ତରଞ୍ଜନ ଦାସ | ପ୍ରବନ୍ଧ |
| ୨୪ | ଯୁଗ ପ୍ରବର୍ତ୍ତକ ସ୍ରଷ୍ଟା ରାଧାନାଥ | ନଟବର ସାମନ୍ତରାୟ | ସମାଲୋଚନା |
| ୨୫ | କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ | ଅନନ୍ତ ପଦ୍ମନାଭ ପଟ୍ଟନାୟକ | ସମାଲୋଚନା |
| ୨୬ | ଚରମ ପତ୍ର | ରବି ସିଂ | କାବ୍ୟ-କବିତା |
| # | ପୁସ୍ତକ ନାମ | ଲେଖକ/ଲେଖିକା | ପୁସ୍ତକର ପ୍ରକାର |
|---|---|---|---|
| ୨୭ | ନର କିନ୍ନର | ଶାନ୍ତନୁ କୁମାର ଆଚାର୍ଯ୍ୟ | ଉପନ୍ୟାସ |
| ୨୮ | ଆଦି ମାନବର ଇତିବୃତ୍ତ | କମଳଲୋଚନ ବରାଳ | ଖୁଦ୍ରଗଳ୍ପ |
| ୨୯ | ସତ୍ୟଭାମା | ଗୋଲୋକ ଚନ୍ଦ୍ର ପ୍ରଧାନ | କାବ୍ୟ-କବିତା |
| ୩୦ | ଛୋଟ ନାଟକ | ମନୋରଞ୍ଜନ ଦାସ | ନାଟକ-ଏକାଙ୍କିକା |
| ୩୧ | ଓଡ଼ିଆ ସାହିତ୍ୟର ଇତିହାସ | ସୂର୍ଯ୍ୟ ନାରାୟଣ ଦାଶ | ପ୍ରବନ୍ଧ-ସମାଲୋଚନା |
| ୩୨ | ବେଲୁନ ଗଲା ଉଡ଼ି | ମହେଶ୍ୱର ମହାନ୍ତି | ଶିଶୁ ସାହିତ୍ୟ |
| # | ପୁସ୍ତକ ନାମ | ଲେଖକ/ଲେଖିକା | ପୁସ୍ତକର ପ୍ରକାର |
|---|---|---|---|
| ୩୩ | ଆଣ୍ଟି-ରୋମାଣ୍ଟିକ | ବସନ୍ତ କୁମାର ଶତପଥୀ | ଖୁଦ୍ରଗଳ୍ପ |
| ୩୪ | ପିଙ୍ଗଲର ସୂର୍ଯ୍ୟ | ବେଣୁଧର ରାଉତ | କାବ୍ୟ-କବିତା |
| ୩୫ | ମୋର ପୂର୍ବ ସ୍ମୃତି କଥା | ଭରତ ଚନ୍ଦ୍ର ନାୟକ | ଜୀବନୀ-ଭ୍ରମଣ କଥା |
| ୩୬ | ଭାରତୀୟ ସଙ୍ଗୀତ | ନୀଳମାଧବ ପାଣିଗ୍ରାହୀ | ବିଜ୍ଞାନ ସାହିତ୍ୟ |
| # | ପୁସ୍ତକ ନାମ | ଲେଖକ/ଲେଖିକା | ପୁସ୍ତକର ପ୍ରକାର |
|---|---|---|---|
| ୩୭ | କସ୍ତୁରୀ ମୃଗ ଓ ସବୁଜ ଅରଣ୍ୟ | ବୀଣାପାଣି ମହାନ୍ତି | ଖୁଦ୍ରଗଳ୍ପ |
| ୩୮ | ଅଷ୍ଟପଦି | ସୀତାକାନ୍ତ ମହାପାତ୍ର | କାବ୍ୟ-କବିତା |
| ୩୯ | ଆମେରିକାରୁ ୟୁରୋପ, ଆଫ୍ରିକା | କୁଞ୍ଜବିହାରୀ ଦାଶ | ଭ୍ରମଣ କଥା |
| ୪୦ | ଆଲୁଅର କୁହୁକ ଓ ଶବ୍ଦର ଲୁଚକାଳି | ଜଗନ୍ନାଥ ମହାନ୍ତି | ଶିଶୁ ସାହିତ୍ୟ |
| # | ପୁସ୍ତକ ନାମ | ଲେଖକ/ଲେଖିକା | ପୁସ୍ତକର ପ୍ରକାର |
|---|---|---|---|
| ୪୧ | ମଣିହରା | କିଶୋରୀ ଚରଣ ଦାସ | ଖୁଦ୍ରଗଳ୍ପ |
| ୪୨ | ତିନୋଟି ଅପେରା ଏକତ୍ର | ଗୋପାଳ ଛୋଟରାୟ | ନାଟକ-ଏକାଙ୍କିକା |
| ୪୩ | ଏଣୁଶ୍ଚ ତେଣୁଶ୍ଚ | ବାମାଚରଣ ମିତ୍ର | ପ୍ରବନ୍ଧ |
| ୪୪ | କୁନ୍ତଳା କୁମାରୀ ଜୀବନ ଚରିତ | ଚକ୍ରଧର ମହାପାତ୍ର | ଜୀବନୀ-ଭ୍ରମଣ କଥା |
| ୪୫ | ଓଡ଼ିଆ ଭାଷାତତ୍ତ୍ୱର ଭୂମିକା | ବଂଶୀଧର ମହାନ୍ତି | ସମାଲୋଚନା |
| ୪୬ | ନିଷିଦ୍ଧ ପୁସ୍ତକ | ଚୌଧୁରୀ ହେମକାନ୍ତ ମିଶ୍ର | ଖୁଦ୍ରଗଳ୍ପ |
| ୪୭ | ତୃତୀୟ ଚକ୍ଷୁ | ଚିନ୍ତାମଣି ବେହେରା | କାବ୍ୟ-କବିତା |
| ୪୮ | ଅଥବା ଅନ୍ଧାର | ଯଦୁନାଥ ଦାସ ମହାପାତ୍ର | ନାଟକ-ଏକାଙ୍କିକା |
| ୪୯ | କାବ୍ୟ ସମ୍ବାଦ | ଦାଶରଥି ଦାସ | ସମାଲୋଚନା |
| ୫୦ | ମୋ କୁନି କୁନି କବିତା | ବଟକୃଷ୍ଣ ଓଝା | ଶିଶୁ ସାହିତ୍ୟ |
| # | ପୁସ୍ତକ ନାମ | ଲେଖକ/ଲେଖିକା | ପୁସ୍ତକର ପ୍ରକାର |
|---|---|---|---|
| ୫୧ | ଅସୂର୍ଯ୍ୟ ଉପନିବେଶ | ଚନ୍ଦ୍ରଶେଖର ରଥ | ଉପନ୍ୟାସ |
| ୫୨ | ସାମାନ୍ୟ କଥନ | ସୌରୀନ୍ଦ୍ର ବାରିକ | କାବ୍ୟ-କବିତା |
| ୫୩ | ରାତିର ଦୁଇଟି ଡେଣା | ହରିହର ମିଶ୍ର | ନାଟକ-ଏକାଙ୍କିକା |
| ୫୪ | କଳଙ୍କିତ ସୂର୍ଯ୍ୟ | ରତ୍ନାକର ଚଇନି | ନାଟକ-ଏକାଙ୍କିକା |
| ୫୫ | ଶୁଣ ପରୀକ୍ଷ | ଭୁବନେଶ୍ୱର ବେହେରା | ପ୍ରବନ୍ଧ-ସମାଲୋଚନା |
| ୫୬ | ଝୁମୁକା | ରାମକୃଷ୍ଣ ନନ୍ଦ | ଶିଶୁ ସାହିତ୍ୟ |
| # | ପୁସ୍ତକ ନାମ | ଲେଖକ/ଲେଖିକା | ପୁସ୍ତକର ପ୍ରକାର |
|---|---|---|---|
| ୫୭ | ଆକାଶ ପାତାଳ | ମହାପାତ୍ର ନୀଳମଣି ସାହୁ | ଖୁଦ୍ରଗଳ୍ପ |
| ୫୮ | ବୃତ୍ତ | ଦୀପକ ମିଶ୍ର | କାବ୍ୟ-କବିତା |
| ୫୯ | ଯାଦୁକର | ବିଜୟ ମିଶ୍ର | ନାଟକ-ଏକାଙ୍କିକା |
| ୬୦ | ଅଶ୍ରୁତ ସ୍ୱର | ଚନ୍ଦ୍ରଶେଖର ରଥ | ପ୍ରବନ୍ଧ-ସମାଲୋଚନା |
| ୬୧ | ହର ଭାଇଙ୍କ ଘର ବାହୁଡ଼ା | ଉଦୟନାଥ ଷଡ଼ଙ୍ଗୀ | ଶିଶୁ ସାହିତ୍ୟ |
| # | ପୁସ୍ତକ ନାମ | ଲେଖକ/ଲେଖିକା | ପୁସ୍ତକର ପ୍ରକାର |
|---|---|---|---|
| ୬୨ | ନିଜ ସିଂହାସନ | ପ୍ରଫୁଲ୍ଲ କୁମାର ତ୍ରିପାଠୀ | ଖୁଦ୍ରଗଳ୍ପ |
| ୬୩ | ଅନ୍ଧ ମହୁମାଛି | ସୌଭାଗ୍ୟ କୁମାର ମିଶ୍ର | କାବ୍ୟ-କବିତା |
| ୬୪ | ବିଷର୍ଣ୍ଣ ପୃଥିବୀ | ରବୀନ୍ଦ୍ରନାଥ ଦାସ | ନାଟକ-ଏକାଙ୍କିକା |
| ୬୫ | ଓଡ଼ିଆ ପ୍ରବନ୍ଧ ସାହିତ୍ୟର ଇତିହାସ | ଅସିତ କବି | ପ୍ରବନ୍ଧ-ସମାଲୋଚନା |
| ୬୬ | ମୋ ସମୟର ଓଡ଼ିଶା | କୃଷ୍ଣଚନ୍ଦ୍ର ପାଣିଗ୍ରାହୀ | ଜୀବନୀ-ଭ୍ରମଣ କଥା |
| ୬୭ | ନାଲି ସୁରୁଜ ବୁଣେ ମୁରୁଜ | ପ୍ରମିଳା ନାୟକ | ଶିଶୁ ସାହିତ୍ୟ |
| # | ପୁସ୍ତକ ନାମ | ଲେଖକ/ଲେଖିକା | ପୁସ୍ତକର ପ୍ରକାର |
|---|---|---|---|
| ୬୮ | ମୋ ସ୍ୱପ୍ନର ସହର | ଲକ୍ଷ୍ମୀଧର ନାୟକ | ଉପନ୍ୟାସ |
| ୬୯ | ସ୍ରୋତର ନାମ ୠତ | କମଳାକାନ୍ତ ଲେଙ୍କା | କାବ୍ୟ-କବିତା |
| ୭୦ | ଅଳଙ୍କାର ପ୍ରସଙ୍ଗ | ଗୋବିନ୍ଦ ଚନ୍ଦ୍ର ଉଦ୍ଗାତା | ପ୍ରବନ୍ଧ-ସମାଲୋଚନା |
| ୭୧ | ସ୍ନାୟୁ ସଂହାର | ପ୍ରାଣବନ୍ଧୁ କର | ନାଟକ-ଏକାଙ୍କିକା |
| ୭୨ | ନାହଁ ତିଷ୍ଠାମି ବୈକୁଣ୍ଠେ | ନିତ୍ୟାନନ୍ଦ ମହାପାତ୍ର | ଜୀବନୀ-ଭ୍ରମଣ ସାହିତ୍ୟ |
| ୭୩ | ଛାତିକି ପଥର କରି | ବିନୋଦ କାନୁନଗୋ | ଶିଶୁ ସାହିତ୍ୟ |
| # | ପୁସ୍ତକ ନାମ | ଲେଖକ/ଲେଖିକା | ପୁସ୍ତକର ପ୍ରକାର |
|---|---|---|---|
| ୭୪ | ନିଶାନ୍ତ | ବିଭୂତିଭୂଷଣ ତ୍ରିପାଠୀ | ଖୁଦ୍ରଗଳ୍ପ - ଉପନ୍ୟାସ |
| ୭୫ | ଯେ ଯାହାର ନିର୍ଜନତା | ଜଗନ୍ନାଥ ପ୍ରସାଦ ଦାସ | କାବ୍ୟ-କବିତା |
| ୭୬ | ନିଃସଙ୍ଗ ମଣିଷ | ସୀତାକାନ୍ତ ମହାପାତ୍ର | ପ୍ରବନ୍ଧ-ସମାଲୋଚନା |
| ୭୭ | ଧର୍ମାର ଅଭିଶାପ | ଆନନ୍ଦ ଶଙ୍କର ଦାସ | ନାଟକ-ଏକାଙ୍କିକା |
| ୭୮ | ଶତାବ୍ଦୀର ଆହ୍ୱାନ | ଦେବକାନ୍ତ ମିଶ୍ର | ବିଜ୍ଞାନ ସାହିତ୍ୟ |
| ୭୯ | ଆମ ଖେଳନା | ନିକୁଞ୍ଜ କିଶୋର କାନୁନଗୋ | ଶିଶୁ ସାହିତ୍ୟ |
| # | ପୁସ୍ତକ ନାମ | ଲେଖକ/ଲେଖିକା | ପୁସ୍ତକର ପ୍ରକାର |
|---|---|---|---|
| ୮୦ | ନିଷାଦର ନିଃଶବ୍ଦ ବାରଣ | ଦୁର୍ଗାମାଧବ ମିଶ୍ର | ଖୁଦ୍ରଗଳ୍ପ |
| ୮୧ | ନିଶବ୍ଦ ନୂପୁର | ଉମାଶଙ୍କର ପଣ୍ଡା | କବିତା |
| ୮୨ | ହାଟ ବଜାରରେ ବ୍ରହ୍ମଜ୍ଞାନ | ମନମୋହନ ଚୌଧୁରୀ | ପ୍ରବନ୍ଧ-ସମାଲୋଚନା |
| ୮୩ | ନାଟକ ରୀତିମତ | ରାମଚନ୍ଦ୍ର ମିଶ୍ର | ନାଟକ-ଏକାଙ୍କିକା |
| ୮୪ | ଗାନ୍ଧୀ ମହାରାଜାଙ୍କ ଶିଷ୍ୟ | ଉଦୟନାଥ ଷଡ଼ଙ୍ଗୀ | ଜୀବନୀ-ଭ୍ରମଣ କଥା |
| ୮୫ | ଗପ ଗଣ୍ଠିଲି | ରମେଶ ଚନ୍ଦ୍ର ଭଞ୍ଜ | ଶିଶୁ ସାହିତ୍ୟ |
| # | ପୁସ୍ତକ ନାମ | ଲେଖକ/ଲେଖିକା | ପୁସ୍ତକର ପ୍ରକାର |
|---|---|---|---|
| ୮୬ | ସ୍ନାୟୁ ଓ ସନ୍ୟାସୀ | ଅଚ୍ୟୁତାନନ୍ଦ ପତି | ଖୁଦ୍ରଗଳ୍ପ |
| ୮୭ | ଦୃଷ୍ଟିର ଦ୍ୟୁତି | ବ୍ରହ୍ମୋତ୍ରୀ ମହାନ୍ତି | କାବ୍ୟ-କବିତା |
| ୮୮ | ଗ୍ରୀକ ଜାତିର ଜୀବନ ଗାଥା | ଶରତ କୁମାର ମହାନ୍ତି | ପ୍ରବନ୍ଧ-ସମାଲୋଚନା |
| ୮୯ | ଏକାଙ୍କିକା ତରଙ୍ଗ | କମଳ ଲୋଚନ ମହାନ୍ତି | ନାଟକ-ଏକାଙ୍କିକା |
| ୯୦ | ମୋ ଜୀବନ ଓ ଜଞ୍ଜାଳ କାହାଣୀ | ନନ୍ଦ କିଶୋର ଦାସ | ଜୀବନୀ-ଭ୍ରମଣ କଥା |
| ୯୧ | ବିଲାତରେ ବାପୁ ଓ ପାପୁ | ଗଣେଶ୍ୱର ମିଶ୍ର | ଶିଶୁ ସାହିତ୍ୟ |
| # | ପୁସ୍ତକ ନାମ | ଲେଖକ/ଲେଖିକା | ପୁସ୍ତକର ପ୍ରକାର |
|---|---|---|---|
| ୯୨ | ସପ୍ତ ସିନ୍ଧୁ (୧ମ ଓ ୨ୟ ଭାଗ) | ନୃସିଂହ ଚରଣ ପଣ୍ଡା | ଉପନ୍ୟାସ |
| ୯୩ | ହିରଣ୍ୟଗର୍ଭ | ରବି ପଟ୍ଟନାୟକ | ଖୁଦ୍ରଗଳ୍ପ |
| ୯୪ | ମନର ମାନଚିତ୍ର | ବ୍ରଜନାଥ ରଥ | କାବ୍ୟ-କବିତା |
| ୯୫ | ବଳଦେବ ରଥ ଅଧ୍ୟୟନ | ସଚ୍ଚିଦାନନ୍ଦ ମିଶ୍ର | ପ୍ରବନ୍ଧ-ସମାଲୋଚନା |
| ୯୬ | ମହାନାଟକ | ରମେଶ ଚନ୍ଦ୍ର ପାଣିଗ୍ରାହୀ | ନାଟକ-ଏକାଙ୍କିକା |
| ୯୭ | ଋଣ ପରିଶୋଧ | ବିନୋଦ କାନୁନଗୋ | ଜୀବନୀ-ଭ୍ରମଣ କଥା |
| ୯୮ | ବଣ ରାଇଜର କଥା | ମନୋରମା ମହାପାତ୍ର | ଶିଶୁ ସାହିତ୍ୟ |
| # | ପୁସ୍ତକ ନାମ | ଲେଖକ/ଲେଖିକା | ପୁସ୍ତକର ପ୍ରକାର |
|---|---|---|---|
| ୯୯ | ଅଶ୍ୱମେଧର ଘୋଡ଼ା | ବିଭୂତି ପଟ୍ଟନାୟକ | ଉପନ୍ୟାସ |
| ୧୦୦ | ଚିତ୍ରିତ ଚାଦର | କୃଷ୍ଣପ୍ରସାଦ ମିଶ୍ର | ଖୁଦ୍ରଗଳ୍ପ |
| ୧୦୧ | ବର୍ଣ୍ଣରାଗ | ନିର୍ମଳା ଦେବୀ | କାବ୍ୟ-କବିତା |
| ୧୦୨ | ନିଃସଙ୍ଗ ବିସର୍ଗ | କାର୍ତ୍ତିକ ଚନ୍ଦ୍ର ରଥ | ନାଟକ-ଏକାଙ୍କିକା |
| ୧୦୩ | ସମାଲୋଚନାର ଦିଗଦିଗନ୍ତ | ଖଗେଶ୍ୱର ମହାପାତ୍ର | ପ୍ରବନ୍ଧ-ସମାଲୋଚନା |
| ୧୦୪ | କଳାଦୃଷ୍ଟି | ଚିନ୍ତାମଣି ବେହେରା | ପ୍ରବନ୍ଧ-ସମାଲୋଚନା |
| ୧୦୫ | ଜୀବନ ପଥେ | ରମାଦେବୀ ଚୌଧୁରୀ | ଜୀବନୀ-ଭ୍ରମଣ କଥା |
| ୧୦୬ | ଏମିତି ଥିଲେ ଆମ ବାପୁଜୀ | ଗାୟତ୍ରୀ ମିଶ୍ର | ଶିଶୁ ସାହିତ୍ୟ |
| # | ପୁସ୍ତକ ନାମ | ଲେଖକ/ଲେଖିକା | ପୁସ୍ତକର ପ୍ରକାର |
|---|---|---|---|
| ୧୦୭ | ଶିଳାପଦ୍ମ | ପ୍ରତିଭା ରାୟ | ଉପନ୍ୟାସ |
| ୧୦୮ | ନିଶା | ପୂର୍ଣ୍ଣାନନ୍ଦ ଦାନୀ | ଖୁଦ୍ରଗଳ୍ପ |
| ୧୦୯ | ନିମିଷେ ଅକ୍ଷର | ପ୍ରତିଭା ଶତପଥୀ | କାବ୍ୟ-କବିତା |
| ୧୧୦ | କ୍ୟାକ୍ଟସର ସଲିଲକି | ଦାଶରଥି ମୁଣ୍ଡ | ନାଟକ-ଏକାଙ୍କିକା |
| ୧୧୧ | ବିଦଗ୍ଧକବି ଅଭିମନ୍ୟୁ | କାହ୍ନୁ ଚରଣ ମିଶ୍ର | ପ୍ରବନ୍ଧ-ସମାଲୋଚନା |
| ୧୧୨ | ବୈରାଗ୍ୟ ଶତକ | ଜାନକୀ ବଲ୍ଲଭ ପଟ୍ଟନାୟକ | ଅନୁବାଦ |
| ୧୧୩ | ଦୂର ଦିଗନ୍ତ | ଜଗନ୍ନାଥ ମହାନ୍ତି | ଜୀବନୀ-ଭ୍ରମଣ କଥା |
| ୧୧୪ | ମନ ହୁଏ ମୋର ହେବାକୁ ମୀନା | କ୍ଷୀରୋଦ ଚନ୍ଦ୍ର ପୋଥାଳ | ଶିଶୁ ସାହିତ୍ୟ |
| # | ପୁସ୍ତକ ନାମ | ଲେଖକ/ଲେଖିକା | ପୁସ୍ତକର ପ୍ରକାର |
|---|---|---|---|
| ୧୧୫ | ଅଶାନ୍ତ ଅରଣ୍ୟ | ସାତକଡ଼ି ହୋତା | ଉପନ୍ୟାସ |
| ୧୧୬ | ବୋହୁ ବୋହୁକା | ଉମାଶଙ୍କର ମିଶ୍ର | ଖୁଦ୍ରଗଳ୍ପ |
| ୧୧୭ | ଏକତ୍ର ଚନ୍ଦ୍ର ସୂର୍ଯ୍ୟ | ମମତା ଦାଶ | କାବ୍ୟ-କବିତା |
| ୧୧୮ | ଦେଖ, ବର୍ଷା ଆସୁଛି | ରତିରଞ୍ଜନ ମିଶ୍ର | ନାଟକ-ଏକାଙ୍କିକା |
| ୧୧୯ | କେତେ ଦିଗନ୍ତ (୧ମ, ୨ୟ ଭାଗ) | ମନୋଜ ଦାସ | ପ୍ରବନ୍ଧ-ସମାଲୋଚନା |
| ୧୨୦ | ପଥ ଓ ପୃଥିବୀ | ସୁରେନ୍ଦ୍ର ମହାନ୍ତି | ଜୀବନୀ-ଭ୍ରମଣ କଥା |
| ୧୨୧ | କୁନା ପାଇଁ ଅନାବନା ଗୀତ | ଦାଶ ବେନହୁର | ଶିଶୁ ସାହିତ୍ୟ |
| ୧୨୨ | ମଳୟଦୂତମ୍ | ପ୍ରବୋଧ କୁମାର ମିଶ୍ର | ସଂସ୍କୃତ ସାହିତ୍ୟ |
| # | ପୁସ୍ତକ ନାମ | ଲେଖକ/ଲେଖିକା | ପୁସ୍ତକର ପ୍ରକାର |
|---|---|---|---|
| ୧୨୩ | ଆଜି କାଲି ପଅରଦିନ | ରାଜେନ୍ଦ୍ର ପ୍ରସାଦ ଦାସ | ଉପନ୍ୟାସ |
| ୧୨୪ | ନଚିକେତାର ହାତ | ଉତ୍ତମ କୁମାର ପ୍ରଧାନ | ଖୁଦ୍ରଗଳ୍ପ |
| ୧୨୫ | ଧାନସାଉଁଟା ଝିଅ | ହୃଷୀକେଶ ମଲ୍ଲିକ | କାବ୍ୟ-କବିତା |
| ୧୨୬ | ଜନସେବକ | ପ୍ରସନ୍ନ କୁମାର ମିଶ୍ର | ନାଟକ-ଏକାଙ୍କିକା |
| ୧୨୭ | ମାତୃପୂଜା ମଣ୍ଡପ | ସଦାଶିବ ମିଶ୍ର | ପ୍ରବନ୍ଧ-ସମାଲୋଚନା |
| ୧୨୮ | ସୃତି ଓ ଅନୁଭୂତି | ନୀଳମଣି ରାଉତରାୟ | ଜୀବନୀ-ଭ୍ରମଣ କଥା |
| ୧୨୯ | ଭୂଇଁ ତଳେ ତଳେ | ଦୁର୍ଗା ପ୍ରସାଦ ପଟ୍ଟନାୟକ | ଶିଶୁ ସାହିତ୍ୟ |
| ୧୩୦ | ଜଗନ୍ନାଥାଷ୍ଟୋତ୍ତରଶତକମ୍ | ସୁଦର୍ଶନ ଆଚାର୍ଯ୍ୟ | ସଂସ୍କୃତ ସାହିତ୍ୟ |
| # | ପୁସ୍ତକ ନାମ | ଲେଖକ/ଲେଖିକା | ପୁସ୍ତକର ପ୍ରକାର |
|---|---|---|---|
| ୧୩୧ | ବହ୍ନି ବଳୟ | ମଦନମୋହନ ମିଶ୍ର | ଉପନ୍ୟାସ |
| ୧୩୨ | ମନ୍ୱନ୍ତରର ମାନବ | ରାଜକିଶୋର ରାୟ | ଖୁଦ୍ରଗଳ୍ପ |
| ୧୩୩ | ଅନନ୍ତ ଶୟନ | ଶକୁନ୍ତଳା ଦେବୀ | କାବ୍ୟ-କବିତା |
| ୧୩୪ | ଏଇ ଯେ ସୂର୍ଯ୍ୟ ଉଏଁ | ବିଜୟ କୁମାର ଶତପଥୀ | ନାଟକ-ଏକାଙ୍କିକା |
| ୧୩୫ | ରକ୍ତତୀର୍ଥ ଇରମ | ଜଗନ୍ନାଥ ପଟ୍ଟନାୟକ | ପ୍ରବନ୍ଧ-ସମାଲୋଚନା |
| ୧୩୬ | କାରାଗାରର କାହାଣୀ | ସୁରେନ୍ଦ୍ରନାଥ ଦ୍ୱିବେଦୀ | ଜୀବନୀ-ଭ୍ରମଣ କଥା |
| ୧୩୭ | ଗପୁଡ଼ି ଓ ପକୁଡ଼ି | ନଦୀୟା ବିହାରୀ ମହାନ୍ତି | ଶିଶୁ ସାହିତ୍ୟ |
| ୧୩୮ | ସୁରେନ୍ଦ୍ର ଚରିତ ମହାକାବ୍ୟମ୍ | ଦିଗମ୍ବର ମହାପାତ୍ର | ସଂସ୍କୃତ ସାହିତ୍ୟ |
| # | ପୁସ୍ତକ ନାମ | ଲେଖକ/ଲେଖିକା | ପୁସ୍ତକର ପ୍ରକାର |
|---|---|---|---|
| ୧୩୯ | ଜହ୍ନରାତି | ଯଶୋଧାରା ମିଶ୍ର | ଖୁଦ୍ରଗଳ୍ପ |
| ୧୪୦ | କନିଷ୍କ କନିଷ୍କ | ଜଗଦୀଶ ମହାନ୍ତି | ଉପନ୍ୟାସ |
| ୧୪୧ | ଈପସିତ କ୍ରୋଧ | ଆଶୁତୋଷ ପରିଡ଼ା | କାବ୍ୟ-କବିତା |
| ୧୪୨ | ସମୁଦ୍ର ମନ୍ଥନ | ଗୋପାଳ ଚନ୍ଦ୍ର ପଟ୍ଟନାୟକ | ନାଟକ-ଏକାଙ୍କିକା |
| ୧୪୩ | ହୋ ଭଗତେ | ସୁବୋଧ ପଟ୍ଟନାୟକ | ନାଟକ-ଏକାଙ୍କିକା |
| ୧୪୪ | ଶ୍ରୀଜଗନ୍ନାଥ ତତ୍ତ୍ୱ | ଗୋପୀନାଥ ମହାପାତ୍ର | ପ୍ରବନ୍ଧ-ସମାଲୋଚନା |
| ୧୪୫ | ପାତାଳପୁରୀର ହାଲଚାଲ | ଗୁରୁ ପ୍ରସାଦ ମହାନ୍ତି | ଜୀବନୀ-ଭ୍ରମଣ କଥା |
| ୧୪୬ | ରାଜାର ସ୍ୱପ୍ନ | ବୀରେନ୍ଦ୍ର କୁମାର ସାମନ୍ତରାୟ | ଶିଶୁ ସାହିତ୍ୟ |
| ୧୪୭ | ରତମ୍ | କେଶବ ଚନ୍ଦ୍ର ଦାଶ | ସଂସ୍କୃତ ସାହିତ୍ୟ |
| # | ପୁସ୍ତକ ନାମ | ଲେଖକ/ଲେଖିକା | ପୁସ୍ତକର ପ୍ରକାର |
|---|---|---|---|
| ୧୪୮ | ଦୁର୍ଗ ପତନର ବେଳ | ପଦ୍ମଜ ପାଳ | ଉପନ୍ୟାସ |
| ୧୪୯ | ଦେବଦାସୀ | ବିଜୟିନୀ ଦାସ | ଉପନ୍ୟାସ |
| ୧୫୦ | ପ୍ରଚକ୍ଷୁ | ବିଜୟ କୃଷ୍ଣ ମହାନ୍ତି | ଖୁଦ୍ରଗଳ୍ପ |
| ୧୫୧ | ଶବରୀଚର୍ଯ୍ୟା | ବଂଶୀଧର ଷଡ଼ଙ୍ଗୀ | କାବ୍ୟ-କବିତା |
| ୧୫୨ | ଭୋର ଆକାଶ | ନିତ୍ୟାନନ୍ଦ ନାୟକ | କାବ୍ୟ-କବିତା |
| ୧୫୩ | ଆଶ୍ରା ଖୋଜି ବୁଲୁଥିବା ଈଶ୍ବର | ନାରାୟଣ ସାହୁ | ନାଟକ-ଏକାଙ୍କିକା |
| ୧୫୪ | ଭିନ୍ନ ସମୟ ଭିନ୍ନ ଦୃଷ୍ଟି | ନୀଳାଦ୍ରି ଭୂଷଣ ହରିଚନ୍ଦନ | ପ୍ରବନ୍ଧ-ସମାଲୋଚନା |
| ୧୫୫ | ସଂସ୍କୃତ ସାହିତ୍ୟର ଇତିହାସ | ହରେକୃଷ୍ଣ ଶତପଥୀ | ପ୍ରବନ୍ଧ-ସମାଲୋଚନା |
| ୧୫୬ | ମୋ ସ୍ବପ୍ନ ମୋ ଜୀବନ | ରାଧାନାଥ ରଥ | ଜୀବନୀ ଓ ଭ୍ରମଣ ସାହିତ୍ୟ |
| ୧୫୭ | ବଜାରେ ବାଜା | ରାମ ପ୍ରସାଦ ମହାନ୍ତି | ଶିଶୁ ସାହିତ୍ୟ |
| ୧୫୮ | ଅଭିନବ କବିତାବଳୀଃ | ନାରାୟଣ ରଥ | ସଂସ୍କୃତ ସାହିତ୍ୟ |
| # | ପୁସ୍ତକ ନାମ | ଲେଖକ/ଲେଖିକା | ପୁସ୍ତକର ପ୍ରକାର |
|---|---|---|---|
| ୧୫୯ | ଆକାଶ ଯେଉଁଠି କଥା କହେ | ସୁସ୍ମିତା ବାଗଚୀ | କ୍ଷୁଦ୍ରଗଳ୍ପ |
| ୧୬୦ | ଦେଖାହେଲେ କହିବି ସେ କଥା | ପ୍ରସନ୍ନ କୁମାର ପାଟ୍ଟଶାଣୀ | କାବ୍ୟକବିତା |
| ୧୬୧ | ନାୟକ ଚନ୍ଦ୍ରସେଣା | କୁଞ୍ଜ ରାଏ | ନାଟକ-ଏକାଙ୍କିକା |
| ୧୬୨ | ଜୈନଧର୍ମ ଓ ସଂସ୍କୃତି | ଅଶୋକ କୁମାର ରଥ | ପ୍ରବନ୍ଧ ଓ ସମାଲୋଚନା |
| ୧୬୩ | ବୁଦ୍ଧଚରିତମ୍ | ଧନେଶ୍ବର ମହାପାତ୍ର | ଅନୁବାଦ |
| ୧୬୪ | ମୋତେ ଯେତେବେଳେ ଦଶବରଷ | ନନ୍ଦକିଶୋର ସାମଲ | ଶିଶୁସାହିତ୍ୟ |
| ୧୬୫ | ତାରୁଣ୍ୟଶତକମ୍ | କ୍ଷୀରୋଦଚନ୍ଦ୍ର ଦାଶ | ସଂସ୍କୃତ ସାହିତ୍ୟ |
| # | ପୁସ୍ତକ ନାମ | ଲେଖକ/ଲେଖିକା | ପୁସ୍ତକର ପ୍ରକାର |
|---|---|---|---|
| ୧୬୬ | ଅଭିନୟର ପରିଧି | ରାମଚନ୍ଦ୍ର ବେହେରା | ଉପନ୍ୟାସ |
| ୧୬୭ | ଅମୃତ ପ୍ରତୀକ୍ଷାରେ | ସରୋଜିନୀ ସାହୁ | କ୍ଷୁଦ୍ରଗଳ୍ପ |
| ୧୬୮ | ମନ୍ତ୍ରପାଠ | ହରପ୍ରସାଦ ଦାସ | କାବ୍ୟ-କବିତା |
| ୧୬୯ | ଦୁନିଆ | ହେମନ୍ତ କୁମାର ଦାସ | ନାଟକ-ଏକାଙ୍କିକା |
| ୧୭୦ | ରୀତିକାବ୍ୟ ସଂପର୍କରେ | ଗଙ୍ଗାଧର ବଳ | ପ୍ରବନ୍ଧ ଓ ସମାଲୋଚନା |
| ୧୭୧ | ଦିଗପହଣ୍ଡିର ଡ୍ରଇଁ ମାଷ୍ଟେ | ଦୀନନାଥ ପାଠୀ | ଜୀବନୀ ଓ ଭ୍ରମଣ ସାହିତ୍ୟ |
| # | ପୁସ୍ତକ ନାମ | ଲେଖକ/ଲେଖିକା | ପୁସ୍ତକର ପ୍ରକାର |
|---|---|---|---|
| ୧୭୨ | ସହରର ଉପକଣ୍ଠେ | ବିପିନ ବିହାରୀ ମିଶ୍ର | ଉପନ୍ୟାସ |
| ୧୭୩ | ଗାଁ ଗାଁ ଆହା ଆହା | ଦେବ୍ରାଜ ଲେଙ୍କା | କ୍ଷୁଦ୍ରଗଳ୍ପ |
| ୧୭୪ | ଯଯାତି | ଶରତ ଚନ୍ଦ୍ର ପ୍ରଧାନ | କାବ୍ୟ-କବିତା |
| ୧୭୫ | ଶୁଣିବା ହେଉ ଏ କାହାଣୀ | ଶଙ୍କର ପ୍ରସାଦ ତ୍ରିପାଠୀ | ନାଟକ ଓ ଏକାଙ୍କିକା |
| ୧୭୬ | ବିଶ୍ୱ ଓ ବ୍ୟକ୍ତି | ଶତ୍ରୁଘ୍ନ ନାଥ | ପ୍ରବନ୍ଧ ଓ ସମାଲୋଚନା |
| ୧୭୭ | ଅସ୍ତରାଗ | ଶ୍ରଦ୍ଧାକର ସୁପକାର | ଜୀବନୀ ଓ ଭ୍ରମଣ ସାହିତ୍ୟ |
| ୧୭୮ | ଆମେ ସବୁ ଏକ | ସରଳା ପତ୍ରୀ | ଶିଶୁସାହିତ୍ୟ |
| # | ପୁସ୍ତକ ନାମ | ଲେଖକ/ଲେଖିକା | ପୁସ୍ତକର ପ୍ରକାର |
|---|---|---|---|
| ୧୭୯ | ଚରୈବତି | ବଳରାମ ପଟ୍ଟନାୟକ | ଉପନ୍ୟାସ |
| ୧୮୦ | ପ୍ରୌଢ଼ ଭାବନା | ହୃଷୀକେଶ ପଣ୍ଡା | କ୍ଷୁଦ୍ରଗଳ୍ପ |
| ୧୮୧ | ବିଷାଦ ଯୋଗ | ଫନୀ ମହାନ୍ତି | କାବ୍ୟ-କବିତା |
| ୧୮୨ | ଗେଷ୍ଟ ହାଉସ | ବନବିହାରୀ ପଣ୍ଡା | ନାଟକ ଓ ଏକାଙ୍କିକା |
| ୧୮୩ | ପୁରାତନ କଳିଙ୍ଗର ସାମାଜିକ ଇତିବୃତି | ବେଣୀମାଧବ ପାଢ଼ୀ | ପ୍ରବନ୍ଧ ଓ ସମାଲୋଚନା |
| ୧୮୪ | ଜୀବନର ଡାକ | ଅଲେଖ ପ୍ରସାଦ ଦାସ | ଜୀବନୀ ଓ ଭ୍ରମଣ ସାହିତ୍ୟ |
| ୧୮୫ | ଓଡ଼ିଆ ରାମଚରିତ ମାନସ (୧ମ) | ସତ୍ୟନାରାୟଣ ମହାନ୍ତି | ଅନୁବାଦ |
| ୧୮୬ | ଲିପିର କମ୍ପ୍ୟୁଟର ଶିକ୍ଷା | ରମେଶ ଚନ୍ଦ୍ର ପରିଡ଼ା | ଶିଶୁ-ସାହିତ୍ୟ |
| # | ପୁସ୍ତକ ନାମ | ଲେଖକ/ଲେଖିକା | ପୁସ୍ତକର ପ୍ରକାର |
|---|---|---|---|
| ୧୮୭ | ନିସ୍ତବ୍ଧ କୋଳାହଳ | ମାନସୀ ଦାସ | ଉପନ୍ୟାସ |
| ୧୮୮ | ଶବ୍ଦ ଖେଳ | ଜୟନ୍ତୀ ରଥ | କ୍ଷୁଦ୍ରଗଳ୍ପ |
| ୧୮୯ | ଚନ୍ଦନ ବନରେ ଏକା | ଭାନୁଜୀ ରାଓ | କାବ୍ୟ-କବିତା |
| ୧୯୦ | ସେମାନଙ୍କ ଆଖିରେ | ଚନ୍ଦ୍ରଶେଖର ନନ୍ଦ | ନାଟକ ଓ ଏକାଙ୍କିକା |
| ୧୯୧ | ଆଧୁନିକ ସଭ୍ୟତାର ଯନ୍ତ୍ରଣା | ବୈଦ୍ୟନାଥ ମିଶ୍ର | ପ୍ରବନ୍ଧ ଓ ସମାଲୋଚନା |
| ୧୯୨ | ଶତାବ୍ଦୀ ସାଧକ | ପ୍ରମୋଦ କୁମାର ମହାପାତ୍ର | ଜୀବନୀ ଓ ଭ୍ରମଣ ସାହିତ୍ୟ |
| ୧୯୩ | କନ୍ନଡ଼ ଲଘୁକଥା | କେଶବ ଚନ୍ଦ୍ର ମେହେର | ଅନୁବାଦ |
| ୧୯୪ | ଥକୁଲୁ ଥୁକୁଲ ଥା | ବୀରେନ୍ଦ୍ରନାଥ ମହାନ୍ତି | ଶିଶୁସାହିତ୍ୟ |
| # | ପୁସ୍ତକ ନାମ | ଲେଖକ/ଲେଖିକା | ପୁସ୍ତକର ପ୍ରକାର |
|---|---|---|---|
| ୧୯୫ | ମନ୍ଥରା | ସୁରେନ୍ଦ୍ରନାଥ ଶତପଥୀ | ଉପନ୍ୟାସ |
| ୧୯୬ | ବୀତଂଶ | ତରୁଣକାନ୍ତି ମିଶ୍ର | କ୍ଷୁଦ୍ରଗଳ୍ପ |
| ୧୯୭ | ଝଡ଼ର ଆକାଶ | ରଞ୍ଜିତା ନାୟକ | କାବ୍ୟ-କବିତା |
| ୧୯୮ | ପ୍ରତିବିମ୍ବ | ପଞ୍ଚାନନ ପାତ୍ର | ନାଟକ ଓ ଏକାଙ୍କିକା |
| ୧୯୯ | ସୃଷ୍ଟିର ଜାତକ ଓ ଜୀବନ ଘଡ଼ି | ସହଦେବ ସାହୁ | ପ୍ରବନ୍ଧ ଓ ସମାଲୋଚନା |
| ୨୦୦ | ଅନିର୍ବାଣ | ପଦ୍ମଚରଣ ନାୟକ | ଜୀବନୀ ଓ ଭ୍ରମଣ ସାହିତ୍ୟ |
| ୨୦୧ | ପୃଥିବୀର ଆଦିବାସୀ ଲୋକ କବିତା | ବ୍ରହ୍ମାନନ୍ଦ ଦାସ | ଅନୁବାଦ |
| ୨୦୨ | ଜନଗଣମନ | ଯୁଗଳ କିଶୋର ଦତ୍ତ | ଅନୁବାଦ |
| ୨୦୩ | ପିଲାଙ୍କ ନାଟକ ବଣଭୋଜି | କୃଷ୍ଣଚରଣ ପଟ୍ଟନାୟକ | ଶିଶୁସାହିତ୍ୟ |
| # | ପୁସ୍ତକ ନାମ | ଲେଖକ/ଲେଖିକା | ପୁସ୍ତକର ପ୍ରକାର |
|---|---|---|---|
| ୨୦୪ | ଛିନ୍ନରାଗ | ଅନାଦି ସାହୁ | ଉପନ୍ୟାସ |
| ୨୦୫ | ଅନ୍ୟସ୍ରୋତର ଗଳ୍ପ | ବିଜୟ ପ୍ରସାଦ ମହାପାତ୍ର | କ୍ଷୁଦ୍ରଗଳ୍ପ |
| ୨୦୬ | ଘୁମ୍ ପାହାଡ଼ର ନଈ | ପ୍ରଦୀପ ଦାଶ | କ୍ଷୁଦ୍ରଗଳ୍ପ |
| ୨୦୭ | ସୁଦୂରରୁ ଅନେକ ଦୂର | ଦିଲ୍ଲୀପ ଦାସ | କାବ୍ୟ-କବିତା |
| ୨୦୮ | ପ୍ରତୀକ୍ଷାରେ ପରୀକ୍ଷିତ | ଆନନ୍ଦ ଚନ୍ଦ୍ର ପହି | ନାଟକ ଓ ଏକାଙ୍କିକା |
| ୨୦୯ | ପ୍ରସଙ୍ଗ:ନାଟକ-ଏକାଙ୍କିକା | କୃଷ୍ଣଚରଣ ବେହେରା | ପ୍ରବନ୍ଧ ଓ ସମାଲୋଚନା |
| ୨୧୦ | ଫାଶୀ ମଞ୍ଚରେ ବିପ୍ଳବୀ | ପ୍ରଫୁଲ୍ଲ ଦାସ | ଜୀବନୀ ଓ ଭ୍ରମଣ ସାହିତ୍ୟ |
| ୨୧୧ | ଜୟକାନ୍ତନଙ୍କ କଥା ଓ କାହାଣୀ | ନାରାୟଣ ପୃଷେଠ | ଅନୁବାଦ ସାହିତ୍ୟ |
| ୨୧୨ | ସେମାନେ ଫେରିଗଲେ | ଶଙ୍କର୍ଷଣ ସାମଲ | ଶିଶୁସାହିତ୍ୟ |
| # | ପୁସ୍ତକ ନାମ | ଲେଖକ/ଲେଖିକା | ପୁସ୍ତକର ପ୍ରକାର |
|---|---|---|---|
| ୨୧୩ | ପୂର୍ବାପର | ନାରୁ ମହାନ୍ତି | ଉପନ୍ୟାସ |
| ୨୧୪ | ପଞ୍ଜୁରି ଓ ଅନ୍ୟାନ୍ୟ ଗଳ୍ପ | ସୁରେନ୍ଦ୍ର ମିଶ୍ର | କ୍ଷୁଦ୍ରଗଳ୍ପ |
| ୨୧୫ | ଫାଲଗୁନୀ ତିଥିର ଝିଅ | ମନୋରମା ବିଶ୍ୱାଳ ମହାପାତ୍ର | କାବ୍ୟ-କବିତା |
| ୧୧୬ | ନିଶାନ୍ତ | ପ୍ରମୋଦ କୁମାର ତ୍ରିପାଠୀ | ନାଟକ ଓ ଏକାଙ୍କିକା |
| ୧୧୭ | କଳାହାଣ୍ଡିର ଲୋକସଂସ୍କୃତି | ମହେନ୍ଦ୍ର କୁମାର ମିଶ୍ର | ପ୍ରବନ୍ଧ ଓ ସମାଲୋଚନା |
| ୨୧୮ | ବିଂଶ ଶତାବ୍ଦୀର ଓଡ଼ିଶା-ମୋ ଅନୁଭୂତି | ବିଦ୍ୟାଧର ମିଶ୍ର | ଜୀବନୀ ଓ ଭ୍ରମଣ ସାହିତ୍ୟ |
| ୨୧୯ | ବକୁଳ କଥା | ବସନ୍ତ କୁମାରୀ ଦେବୀ | ଅନୁବାଦ |
| ୨୨୦ | ବିଜ୍ଞାନ ମୁଣି କହେ କାହାଣୀ | ଜ୍ୟୋତିର୍ମୟୀ ମହାନ୍ତି | ଶିଶୁସାହିତ୍ୟ |
| # | ପୁସ୍ତକ ନାମ | ଲେଖକ/ଲେଖିକା | ପୁସ୍ତକର ପ୍ରକାର |
|---|---|---|---|
| ୨୨୧ | ଭୂମିତୃଷ୍ଠା | ରାଧାମୋହନ ମହାପାତ୍ର | ଉପନ୍ୟାସ |
| ୨୨୨ | ମୁଁ ଚକରା କହୁଛି | ମନ୍ମଥ କୁମାର ଶତପଥୀ | ନାଟକ ଓ ଏକାଙ୍କିକା |
| ୨୨୩ | ଦିଗବଳୟ ଏ ପାଖରେ | ଜୟନ୍ତ କୁମାର ବିଶ୍ୱାଳ | ପ୍ରବନ୍ଧ ଓ ସମାଲୋଚନା |
| ୨୨୪ | ଚୁନିଚୁନି ସୁନାଫୁଲ | ବଟକୃଷ୍ଣ ସ୍ୱାଇଁ | ଶିଶୁସାହିତ୍ୟ |
| # | ପୁସ୍ତକ ନାମ | ଲେଖକ/ଲେଖିକା | ପୁସ୍ତକର ପ୍ରକାର |
|---|---|---|---|
| ୨୨୫ | ନିଜ ସାଙ୍ଗେ ନିଜର ଲଢ଼େଇ | ଗୌରହରି ଦାସ | ଉପନ୍ୟାସ |
| ୨୨୬ | ଗାୟତ୍ରୀର ପୁଅ | ବନଜ ଦେବୀ | କ୍ଷୁଦ୍ରଗଳ୍ପ |
| ୨୨୭ | ସାବରମତି | ଶତ୍ରୁଘ୍ନ ପାଣ୍ଡବ | କାବ୍ୟ-କବିତା |
| ୨୨୮ | ଗାଁ | ରଣଜିତ ପଟ୍ଟନାୟକ | ନାଟକ ଓ ଏକାଙ୍କିକା |
| ୨୨୯ | ଔରଙ୍ଗଜେବ | ପ୍ରଦୀପ ଭୌମିକ | ନାଟକ ଓ ଏକାଙ୍କିକା |
| ୨୩୦ | ଖୋର୍ଦ୍ଧା ଇତିହାସର ଅନ୍ତରାଳେ | ଫକୀର ହରିଚନ୍ଦନ | ପ୍ରବନ୍ଧ ଓ ସମାଲୋଚନା |
| ୨୩୧ | ଜନନାୟକ ଜବାହର | ଗଙ୍ଗାଧର ରଥ | ଜୀବନୀ ଓ ଭ୍ରମଣ ସାହିତ୍ୟ |
| ୨୩୨ | ଓଡ଼ିଶା ଓ ଗାନ୍ଧୀ | ପାବକ କାନୁନଗୋ | ଜୀବନୀ ଓ ଭ୍ରମଣ ସାହିତ୍ୟ |
| ୨୩୩ | ଲୌହ କପାଟ | ରଘୁନାଥ ମହାପାତ୍ର (ଅନୁବାଦକ) | ଅନୁବାଦ |
| ୨୩୪ | ହଜାରେ ଚଉରାଶୀର ମା | ଗୋବିନ୍ଦଚନ୍ଦ୍ର ସାହୁ | ଅନୁବାଦ |
| ୨୩୩ | ଝୁଲୁରେ ହାତୀ ଝୁଲ | ସ୍ନେହଲତା ମହାନ୍ତି | ଶିଶୁସାହିତ୍ୟ |
| ୨୩୪ | ନନ୍ଦକିଶୋର ଗୀତିବିଚିତ୍ରା | ନନ୍ଦକିଶୋର ସିଂହ | ଗୀତିକବିତା |
| # | ପୁସ୍ତକ ନାମ | ଲେଖକ/ଲେଖିକା | ପୁସ୍ତକର ପ୍ରକାର |
|---|---|---|---|
| ୨୩୫ | ଯୁପକାଠର ପଶୁ | ସଂଯୁକ୍ତା ରାଉତ | ଉପନ୍ୟାସ |
| ୨୩୬ | ତଥାକଥିତ | ଦେବାଶିଷ ପାଣିଗ୍ରାହୀ | କ୍ଷୁଦ୍ରଗଳ୍ପ |
| ୨୩୭ | ନିର୍ବାଚିତ କବିତା | ଶୈଳଜ ରବି | କାବ୍ୟ-କବିତା |
| ୨୩୮ | ଯୁଗଚରିତ ବୃତ୍ତାନ୍ତ | ହେମେନ୍ଦ୍ର ମହାପାତ୍ର | ନାଟକ ଓଏକାଙ୍କିକା |
| ୨୩୯ | ସତ୍ୟବାଦୀ ଯୁଗ-ସ୍ରଷ୍ଟା ଓ ସୃଷ୍ଟି | ନିତ୍ୟାନନ୍ଦ ଶତପଥୀ | ପ୍ରବନ୍ଧ ଓ ସମାଲୋଚନା |
| ୨୪୦ | ଭିନ୍ନ ଇଲାକା ଭିନ୍ନ ଦୃଷ୍ଟି | ବୈଷ୍ଣବ ଚରଣ ସାମଲ | ପ୍ରବନ୍ଧ ଓ ସମାଲୋଚନା |
| ୨୪୧ | ଜୀବନର ବାଟେଘାଟେ | ଗିରିଜା ଭୂଷଣ ପଟ୍ଟନାୟକ | ଜୀବନୀ ଓ ଭ୍ରମଣ ସାହିତ୍ୟ |
| ୨୪୨ | ମାନବ ଭୂମି | ଅଳକା ଚାନ୍ଦ | ଅନୁବାଦ |
| ୨୪୩ | ମହାପୁରୁଷଙ୍କ ପିଲାଦିନ | ଅନସୂୟା ମିଶ୍ର | ଶିଶୁସାହିତ୍ୟ |
| ୨୪୪ | ଠିକଣା ନ ଥିବା ଚିଠି | ଗୌର ପଟ୍ଟନାୟକ | ଗୀତିକବିତା |
| # | ପୁସ୍ତକ ନାମ | ଲେଖକ/ଲେଖିକା | ପୁସ୍ତକର ପ୍ରକାର |
|---|---|---|---|
| ୨୪୫ | ମୁଁ କୈକେୟୀ କହୁଛି | ଶାନ୍ତି ମହାପାତ୍ର (ବଳ) | ଉପନ୍ୟାସ |
| ୨୪୬ | ସତୀ | ସଦାନନ୍ଦ ତ୍ରିପାଠୀ | ଗଳ୍ପ |
| ୨୪୭ | କୁନିପୁଅ ଓ ନିଷ୍ଠାପ ସକାଳ | ଗୋପାଳକୃଷ୍ଣ ରଥ | କାବ୍ୟ-କବିତା |
| ୨୪୮ | ନାଟକ: ଶକୁନ୍ତଳା | ମିହିର କୁମାର ମେହେର | ନାଟକ ଓ ଏକାଙ୍କିକା |
| ୨୪୯ | ଅବୁଝା ଅନ୍ଧାର | ସୁଲୋଚନା ଦାସ | ପ୍ରବନ୍ଧ ଓ ସମାଲୋଚନା |
| ୨୫୦ | ଜାଣେ ଅନୁଭବୀ ଅନୁଭବରେ | ହୃଦାନନ୍ଦ ରାୟ | ଜୀବନୀ ଓ ଭ୍ରମଣ ସାହିତ୍ୟ |
| ୨୫୧ | ଲାଲ ସାଲୱାର | ସୂର୍ଯ୍ୟମଣି ଖୁଣ୍ଟିଆ | ଅନୁବାଦ |
| ୨୫୨ | ମୋ ମିତ:ମୋ ଗୀତ | ବୀରକିଶୋର ପାଢ଼ୀ | ଶିଶୁସାହିତ୍ୟ |
| ୨୫୩ | ରସରାଜ ଗୀତି ବିଚିତ୍ରା | ନାରାୟଣ ପ୍ରସାଦ ସିଂହ | ଗୀତିକବିତା |
| # | ପୁସ୍ତକ ନାମ | ଲେଖକ/ଲେଖିକା | ପୁସ୍ତକର ପ୍ରକାର |
|---|---|---|---|
| ୨୫୪ | ଏଠି ଗୋଟେ ଗାଁ ଥିଲା | ରଶ୍ମି ରାଉଳ | ଉପନ୍ୟାସ |
| ୨୫୫ | ଝିପି ଝିପି ଅନ୍ଧାର | ରଜନୀକାନ୍ତ ମହାନ୍ତି | କ୍ଷୁଦ୍ରଗଳ୍ପ |
| ୨୫୬ | ସମୟର ଧୂସର ବାଲିରେ | ନୃସିଂହ କୁମାର ରଥ | କାବ୍ୟ-କବିତା |
| ୨୫୭ | ବାର୍ତ୍ତା | ଦିଲ୍ଲୀଶ୍ୱର ମହାରଣା | ନାଟକ ଓ ଏକାଙ୍କିକା |
| ୨୫୮ | ପାନ ଓ ପ୍ରିୟତମା | ବୈଷ୍ଣବ ଚରଣ ମହାନ୍ତି | ପ୍ରବନ୍ଧ ଓ ସମାଲୋଚନା |
| ୨୫୯ | ଆଜ୍ଞା | ସୁବାସ ଚନ୍ଦ୍ର ମିଶ୍ର | ଜୀବନୀ ଓ ଭ୍ରମଣ ସାହିତ୍ୟ |
| ୨୬୦ | ସୂର୍ଯ୍ୟମୁଖୀର ସ୍ୱପ୍ନ | କାନନ ମିଶ୍ର | ଅନୁବାଦ |
| ୨୬୧ | ମାଟି ମୁଲକରେ ସରଗଫୁଲ | ହରିହର ଶୁକ୍ଳ | ଶିଶୁସାହିତ୍ୟ |
| ୨୬୨ | ଚମ୍ପକ ବରଣୀ ଗୋ | ଗୁରୁକୃଷ୍ଣ ଗୋସ୍ୱାମୀ | ଗୀତିକବିତା |
| # | ପୁସ୍ତକ ନାମ | ଲେଖକ/ଲେଖିକା | ପୁସ୍ତକର ପ୍ରକାର |
|---|---|---|---|
| ୨୬୩ | ବିବର୍ଣ୍ଣ ପୃଥିବୀ | ସୁରେନ୍ଦ୍ର ନାୟକ | ଉପନ୍ୟାସ |
| ୨୬୪ | ସହଯାତ୍ରୀ | ଦେବବ୍ରତ ମଦନରାୟ | କ୍ଷୁଦ୍ରଗଳ୍ପ |
| ୨୬୫ | ଆକାଶି ମଣିଷ | ଅମରେଶ ପଟ୍ଟନାୟକ | କାବ୍ୟ କବିତା |
| ୨୬୬ | ପକ୍ଷୀ | ଭାସ୍କର ଚନ୍ଦ୍ର ମହାପାତ୍ର | ନାଟକ ଓ ଏକାଙ୍କିକା |
| ୨୬୭ | ଏକବିଂଶ ଶତାବ୍ଦୀର ସାହିତ୍ୟ | ରାଇଚରଣ ଦାସ | ପ୍ରବନ୍ଧ ଓ ସମାଲୋଚନା |
| ୨୬୮ | ଜୀବନର ପଥପ୍ରାନ୍ତେ | ଶରତ ଚନ୍ଦ୍ର ମିଶ୍ର (ଆରକ୍ଷୀ ଅଧିକାରୀ) | ଜୀବନୀ ଓ ଭ୍ରମଣ ସାହିତ୍ୟ |
| ୨୬୯ | ସମାଧି ହେବନି ଆଉ | ସୌଦାମିନୀ ଉଦ୍ଗାତା | ଅନୁବାଦ |
| ୨୭୦, | କିଚିରି ମିଚିରି ଚିଁ | ସୁନାମଣି ରାଉତ | ଶିଶୁ ସାହିତ୍ୟ |
| ୨୭୧ | ବାଦୁଆ ନଈ | ସୁବାସ କର | ଗୀତିକବିତା |
| # | ପୁସ୍ତକ ନାମ | ଲେଖକ/ଲେଖିକା | ପୁସ୍ତକର ପ୍ରକାର |
|---|---|---|---|
| ୨୭୨ | ଶୋକ ଦିବସ | ପରେଶ କୁମାର ପଟ୍ଟନାୟକ | ଉପନ୍ୟାସ |
| ୨୭୩ | ବିରଳ ରୂପକ | ପାରମିତା ଶତପଥୀ | କ୍ଷୁଦ୍ରଗଳ୍ପ |
| ୨୭୪ | ଭାରତବର୍ଷ | ଗିରିଜା କୁମାର ବଳିୟାରସିଂହ | କାବ୍ୟ କବିତା |
| ୨୭୫ | କଲ୍ଲୋଳେ କଲୋଳ | ଶୈଳେଶ୍ୱର ନନ୍ଦ | ନାଟକ ଓ ଏକାଙ୍କିକା |
| ୨୭୬ | ସମ୍ଭବାମି ଯୁଗେ ଯୁଗେ | ସୁଧାକର ନନ୍ଦ | ନାଟକ ଓ ଏକାଙ୍କିକା |
| ୨୭୭ | ନିର୍ବାଚିତ ପ୍ରବନ୍ଧ ସଂକଳନ | ଗଗନେନ୍ଦ୍ରନାଥ ଦାଶ | ପ୍ରବନ୍ଧ ଓ ସମାଲୋଚନା |
| ୨୭୮ | ଆମେରିକାରେ କିଛି ଦିନ | ବାସୁଦେବ ସାହୁ | ଜୀବନୀ ଓ ଭ୍ରମଣ ସାହିତ୍ୟ |
| ୨୭୯ | କୁର୍ତ୍ତୁଲ-ଐନ-ହୈଦରଙ୍କ ନିର୍ବାଚିତ କାହାଣୀ | କୁମାର ହସନ୍ | ଅନୁବାଦ |
| ୨୮୦ | ମାଣିକ | ମାଳାକାର | ଶିଶୁ ସାହିତ୍ୟ |
| ୨୮୧ | କୃପାଜଳ | ପ୍ରଫୁଲ୍ଲ କର | ଗୀତିକବିତା |
| # | ପୁସ୍ତକ ନାମ | ଲେଖକ/ଲେଖିକା | ପୁସ୍ତକର ପ୍ରକାର |
|---|---|---|---|
| ୨୮୨ | ନିର୍ବାଣ | ମନୋଜ କୁମାର ମହାପାତ୍ର | ଉପନ୍ୟାସ |
| ୨୮୩ | ଗୋଟିଏ ଗାଁର ଚିତ୍ରପଟ | ବିଷ୍ଣୁ ସାହୁ | ଗଳ୍ପ |
| ୨୮୪ | ଝିଅ ପାଇଁ ଝର୍କାଟିଏ | ଅପର୍ଣ୍ଣା ମହାନ୍ତି | କାବ୍ୟ କବିତା |
| ୨୮୫ | ଏକାନ୍ତ ନିଜସ୍ୱ | ରାମଚନ୍ଦ୍ର ମିଶ୍ର (୧୯୪୦) | ନାଟକ ଓ ଏକାଙ୍କିକା |
| ୨୮୬ | ମଧ୍ୟବିତ୍ତର ଆତ୍ମବିଚାର | ରବୀନ୍ଦ୍ର ପ୍ରସାଦ ପଣ୍ଡା | ପ୍ରବନ୍ଧ ଓ ସମାଲୋଚନା |
| ୨୮୭ | କାଦମ୍ବିନୀ ଆମରି ଗାଁ ଝିଅ | ରବି ତ୍ରିପାଠୀ | ଜୀବନୀ ଓ ଭ୍ରମଣ ସାହିତ୍ୟ |
| ୨୮ | ଅସ୍ତରାଗ | ମୋନାଲିସା ଜେନା | ଅନୁବାଦ |
| ୨୮୯ | ଚିକୁନ ଓ ଚଢ଼େଇ | ରମେଶ ପତ୍ରୀ | ଶିଶୁ ସାହିତ୍ୟ |
| ୨୯୦ | ଗୀତି ବର୍ଣ୍ଣାଳୀ | ଅଲେଖଚନ୍ଦ୍ର ପଢ଼ିଆରୀ | ଗୀତି କବିତା |
| # | ପୁସ୍ତକ ନାମ | ଲେଖକ | ପୁସ୍ତକର ପ୍ରକାର |
|---|---|---|---|
| ୨୯୧ | ସମୁଦ୍ର ମଣିଷ | ଭୀମ ପୃଷ୍ଟି | ଉପନ୍ୟାସ |
| ୨୯୨ | କୀଟ ଓ ଅନ୍ୟାନ୍ୟ ଗଳ୍ପ | ପ୍ରକାଶ ମହାପାତ୍ର | ଗଳ୍ପ |
| ୨୯୩ | ତନୁଲତାର କବିତା | ସୁନୀଲକୁମାର ପୃଷ୍ଟି | କାବ୍ୟ କବିତା |
| ୨୯୪ | କିମ୍ବଦନ୍ତୀ | ପ୍ରସନ୍ନ ଦାସ | ନାଟକ ଓ ଏକାଙ୍କିକା |
| ୨୯୫ | ସଂସ୍କୃତି, ଜଗତୀକରଣ ଓ ମଞ୍ଚ ରାଜନୀତି | ଗୌରାଙ୍ଗ ଚରଣ ଦାଶ | ପ୍ରବନ୍ଧ ଓ ସମାଲୋଚନା |
| ୨୯୬ | ଗୋଦାବରୀଶ ମିଶ୍ର | ମନୋରଞ୍ଜନ ପ୍ରଧାନ | ଜୀବନୀ ଓ ଭ୍ରମଣ ସାହିତ୍ୟ |
| ୨୯୭ | ବାପୁ-ମୋ ମାଆ | ଅସିତ ମହାନ୍ତି | ଅନୁବାଦ |
| ୨୯୮ | ମନଛୁଆଁ ଗୀତ | ମାନସରଞ୍ଜନ ସାମଲ | ଶିଶୁ ସାହିତ୍ୟ |
| ୨୯୯ | ପ୍ରୀତି ସ୍ମୃତି ହୋଇ ଫେରିଆସେ ଯେବେ | ବୃନ୍ଦାବନ ଜେନା | ଗୀତି କବିତା |
| # | ପୁସ୍ତକ | ପୁସ୍ତକର ପ୍ରକାର | ଲେଖକ |
|---|---|---|---|
| ୩୦୦ | ଶେଷ ଶରତ | ଉପନ୍ୟାସ | କୃପାସାଗର ସାହୁ |
| ୩୦୧ | ଭୋର | କ୍ଷୁଦ୍ରଗଳ୍ପ | ଦେବପ୍ରସାଦ ଦାଶ |
| ୩୦୨ | ଧାଡ଼ିଏ ଶିମିଳିଫୁଲ ଓ ଅନ୍ୟାନ୍ୟ କବିତା | କାବ୍ୟ କବିତା | ପ୍ରବାସିନୀ ମହାକୁଡ଼ ତିୱାରୀ |
| ୩୦୪ | ବସୁଧାର ପ୍ରତିବାଦ ଓ ଅନ୍ୟାନ୍ୟ ନାଟକ | ନାଟକ ଓ ଏକାଙ୍କିକା | ସଂଘମିତ୍ରା ମିଶ୍ର |
| ୩୦୫ | ଆସରେ ଆମେ ବଣକୁ ଯିବା | ନାଟକ ଓ ଏକାଙ୍କିକା | ସୀମନ୍ତ ମହାନ୍ତି |
| ୩୦୬ | ଅଜାତି | ନାଟକ ଓ ଏକାଙ୍କିକା | ବିଜୟ ମହାନ୍ତି |
| ୩୦୭ | ମନସ୍ୱୀ ସାଧକ: ପଣ୍ଡିତ ବିନାୟକ ମିଶ୍ର | ଜୀବନୀ ଓ ଭ୍ରମଣ ସାହିତ୍ୟ | ପ୍ରେମାନନ୍ଦ ମହାପାତ୍ର |
| ୩୦୮ | ଅରଣ୍ୟଯାତ୍ରୀ | ଜୀବନୀ ଓ ଭ୍ରମଣ ସାହିତ୍ୟ | ବିଜୟ କେତନ ପଟ୍ଟନାୟକ |
| ୩୦୯ | ପୁଣି ସେ ଫେରିନି | ଅନୁବାଦ | ଶକୁନ୍ତଳା ବଳିଆରସିଂହ |
| ୩୧୦ | ଅକଲ ମକଲ ଟକଲ ଟିଆଁ | ଶିଶୁ ସାହିତ୍ୟ | ମନସ୍ୱିନୀ ଦାଶ |
| ୩୧୧ | ଅପରାହ୍ନର ଛାଇ | ଗୀତିକବିତା | ସଚ୍ଚି ମହାନ୍ତି |
| # | ପୁସ୍ତକ ନାମ | ଲେଖକ/ଲେଖିକା | ପୁସ୍ତକର ପ୍ରକାର |
|---|---|---|---|
| ୩୧୨ | ବୈଶ୍ରବଣୀ | ମମତାମୟୀ ଚୌଧୁରୀ | ଉପନ୍ୟାସ |
| ୩୧୩ | ବାଟ ବସାଘର | ଅରବିନ୍ଦ ରାୟ | କ୍ଷୁଦ୍ରଗଳ୍ପ |
| ୩୧୪ | ମାଟିପର୍ବ | ସୌଭାଗ୍ୟବନ୍ତ ମହାରଣା | କାବ୍ୟ କବିତା |
| ୩୧୫ | ପାଠଶାଳା | କୃତିବାସ ନାୟକ | ନାଟକ ଓ ଏକାଙ୍କିକା |
| ୩୧୬ | ସଂସ୍କୃତି ଓ ସର୍ବୋଦୟ | ଧନେଶ୍ୱର ସାହୁ | ପ୍ରବନ୍ଧ ଓ ସମାଲୋଚନା |
| ୩୧୭ | ଯେ ଦେଶ ଯାଇ ସେ ଫଳ ଖାଇ | ବସନ୍ତ ଦାସ | ଜୀବନୀ ଓ ଭ୍ରମଣ ସାହିତ୍ୟ |
| ୩୧୮ | ନିର୍ବାଚିତ ଶ୍ରେଷ୍ଠଗଳ୍ପ | କ୍ଷୀରୋଦ ପରିଡ଼ା | ଅନୁବାଦ |
| ୩୧୯ | ଟିକିପରୀ | ଶୁଭେନ୍ଦ୍ର ମୋହନ ଶ୍ରୀଚନ୍ଦନସିଂହ | ଶିଶୁ ସାହିତ୍ୟ |
| ୩୨୦ | ପାଦପଦ୍ମ | ଗୌରହରି ଦଳାଇ | ଗୀତିକବିତା |
| # | ପୁସ୍ତକ ନାମ | ଲେଖକ/ଲେଖିକା | ପୁସ୍ତକର ପ୍ରକାର |
|---|---|---|---|
| ୩୨୧ | ଶୂନ୍ୟକାଳ | ସତ୍ୟପ୍ରିୟ ମହାଳିକ | ଉପନ୍ୟାସ |
| ୩୨୨ | ରାତିର ଅଜବ ଦୃଶ୍ୟ | ସାରଦା ପ୍ରସାଦ ମିଶ୍ର | କ୍ଷୁଦ୍ରଗଳ୍ପ |
| ୩୨୩ | ଅଭାଜନ | ପୀତାମ୍ବର ତରାଇ | କାବ୍ୟ କବିତା |
| ୩୨୪ | ଚଇତୁ ଓ ହାଟ | ନିବେଦିତା ଜେନା | ନାଟକ ଓ ଏକାଙ୍କିକା |
| ୩୨୫ | ଓଡ଼ିଆ ଜାତିର ଇତିହାସ ଓ ସଂସ୍କୃତି,
୧ମ ଭାଗ (ଇତିହାସ) ଓଡ଼ିଆ ଜାତିର ଇତିହାସ ଓ ସଂସ୍କୃତି, ୨ୟ ଭାଗ(ସଂସ୍କୃତି) |
ପ୍ରବୋଧ କୁମାର ମିଶ୍ର (ଓଡ଼ିଆ ଲେଖକ) | ପ୍ରବନ୍ଧ ଓ ସମାଲୋଚନା |
| ୩୨୬ | ମୋ ଜୀବନ | ରମା ଦେବୀ | ଜୀବନୀ ଓ ଭ୍ରମଣ ସାହିତ୍ୟ |
| ୩୨୭ | ତେଜସ୍ବିନୀ | ସୀତେଶ ତ୍ରିପାଠୀ | ଅନୁବାଦ |
| ୩୨୮ | କଥାକଳସ | ରାଜକିଶୋର ପାଢ଼ୀ | ଶିଶୁ ସାହିତ୍ୟ |
| ୩୨୯ | ତୁମେ | ମନୋଜ ପଟ୍ଟନାୟକ | ଗୀତିକବିତା |
| # | ପୁସ୍ତକ ନାମ | ଲେଖକ/ଲେଖିକା | ପୁସ୍ତକର ପ୍ରକାର |
|---|---|---|---|
| ୩୩୦ | ଛାୟା ପୁରୁଷ | ନବକିଶୋର ରାଜ | ଉପନ୍ୟାସ |
| ୩୩୧ | ଚରିତ୍ର ଚଉପାଶ | ଅଜୟ ସ୍ୱାଇଁ | କ୍ଷୁଦ୍ରଗଳ୍ପ |
| ୩୩୨ | ନଷ୍ଟ ହୋଇଯିବାର ମୋହ | ହରପ୍ରସାଦ ପରିଚ୍ଛା ପଟ୍ଟନାୟକ | କାବ୍ୟ କବିତା |
| ୩୩୩ | ଧର୍ମାବତାର ଓ ଅନ୍ୟାନ୍ୟ ନାଟକ | ଚିନ୍ତାମଣି ଜେନା | ନାଟକ ଓ ଏକାଙ୍କିକା |
| ୩୩୪ | ଶ୍ରୀଜଗନ୍ନାଥ ମନ୍ଦିରର କଳା ଓ ସ୍ଥାପତ୍ୟ (୧ମ ଓ ୨ୟ) | କୃଷ୍ଣଚନ୍ଦ୍ର ମିଶ୍ର | ପ୍ରବନ୍ଧ ଓ ସମାଲୋଚନା |
| ୩୩୫ | ମାନବତାର ମହାନ୍ ତୀର୍ଥ | ସୌରୀବନ୍ଧୁ କର | ଜୀବନୀ ଓ ଭ୍ରମଣ ସାହିତ୍ୟ |
| ୩୩୬ | କମଳେଶ୍ୱରଙ୍କ ଶ୍ରେଷ୍ଠ କାହାଣୀ | ବିଳାସିନୀ ମହାନ୍ତି | ଅନୁବାଦ |
| ୩୩୭ | ତା ଧେଇକି | ଦେବରାଜ ସାମନ୍ତରାୟ | ଶିଶୁ ସାହିତ୍ୟ |
| ୩୩୮ | ଚିତ୍ରମେଘର ଚିଠି | ସତ୍ୟ ପଟ୍ଟନାୟକ | ଗୀତିକବିତା |
| # | ପୁସ୍ତକ ନାମ | ଲେଖକ/ଲେଖିକା | ପୁସ୍ତକର ପ୍ରକାର |
|---|---|---|---|
| ୩୩୯ | ଢେଉ | ବିଭୂତି ଭୂଷଣ ପ୍ରଧାନ | ଉପନ୍ୟାସ |
| ୩୪୦ | ସନ୍ଦିଗ୍ଧ ଶୈଶବ | ଦୀପ୍ତିରଞ୍ଜନ ପଟ୍ଟନାୟକ | କ୍ଷୁଦ୍ରଗଳ୍ପ |
| ୩୪୧ | ନିବୃତ୍ତ ନିଷାଦ | ବିମଳ ଜେନା | କାବ୍ୟ କବିତା |
| ୩୪୨ | ଅଜନ୍ମା | ସୁଚେତା ମିଶ୍ର | କାବ୍ୟ କବିତା |
| ୩୪୩ | ଅସରନ୍ତି ଅନ୍ତାକ୍ଷରୀ | ରକ୍ଷକ ନାୟକ | କାବ୍ୟ କବିତା |
| ୩୪୪ | ବରଂ ନିବାସ ଭଲ ରଣକ୍ଷେତ୍ରରେ | ରମେଶ ଚନ୍ଦ୍ର ଦାସ | ନାଟକ ଓ ଏକାଙ୍କିକା |
| ୩୪୫ | ଓଡ଼ିଆ କଥା କଳ୍ପନାର ଦିଗ ଓ ଦିଗନ୍ତ | କୃଷ୍ଣଚନ୍ଦ୍ର ପ୍ରଧାନ | ପ୍ରବନ୍ଧ ଓ ସମାଲୋଚନା |
| ୩୪୬ | ଅନନ୍ୟ ସୃଷ୍ଟି କାନାଡ଼ା | ରାସବିହାରୀ ବେହେରା | ଜୀବନୀ ଓ ଭ୍ରମଣ ସାହିତ୍ୟ |
| ୩୪୭ | ଭ୍ରମଣରୁ ଶିକ୍ଷା | ପ୍ରଭାତୀ ମିଶ୍ର | ଜୀବନୀ ଓ ଭ୍ରମଣ ସାହିତ୍ୟ |
| ୩୪୮ | ଅଜାତ ସୁନ୍ଦରୀ ଓ ଅନ୍ୟାନ୍ୟ ଗଳ୍ପ | ବିଜୟ କୁମାର ପ୍ରଧାନ | ଅନୁବାଦ |
| ୩୪୯ | ଟିଂ କୁଡ଼ୁକୁଡ଼ୁ ଟିକି ଚଢ଼େଇ | ସୂର୍ଯ୍ୟମଣି ସାମନ୍ତରାୟ | ଶିଶୁ ସାହିତ୍ୟ |
| ୩୫୦ | ନୀଳ ଠେକୁଆ | ରବୀନ୍ଦ୍ରନାଥ ମାଝୀ | ଶିଶୁ ସାହିତ୍ୟ |
| ୩୫୧ | ପଦୁଅଁ ପାପୁଲି | ଦେବେନ୍ଦ୍ର ଦାସ | ଗୀତିକବିତା |
| # | ପୁସ୍ତକ ନାମ | ଲେଖକ/ଲେଖିକା | ପୁସ୍ତକର ପ୍ରକାର |
|---|---|---|---|
| ୩୫୨ | ନିର୍ବାଣ ଅଭିସାର | ଇନ୍ଦିରା ଦାଶ | ଉପନ୍ୟାସ |
| ୩୫୩ | ମହାଗାନ | ଅଭୟ ବାରିକ | କ୍ଷୁଦ୍ରଗଳ୍ପ |
| ୩୫୪ | ସ୍ୱରଚିତ୍ର | ବିପିନ ନାୟକ | କାବ୍ୟ କବିତା |
| ୩୫୫ | ବୋଧହୁଏ ଭଲ ପାଇବା ମୋତେ ଜଣାନାହିଁ | ବାସୁଦେବ ସୁନାନୀ | କାବ୍ୟ କବିତା |
| ୩୫୬ | ନାଟକ ଓ ଏକାଙ୍କିକା | ବିଜୟ କୁମାର ନନ୍ଦ | ନାଟକ ସଂଗ୍ରହ |
| ୩୫୭ | ଓଡ଼ିଶାରେ ଲୋକଧର୍ମର ପରମ୍ପରା | ଅରବିନ୍ଦ ପଟ୍ଟନାୟକ | ପ୍ରବନ୍ଧ ଓ ସମାଲୋଚନା |
| ୩୫୮ | ଆଭିଯାତ୍ରୀକ-୨ | ପ୍ରିୟବ୍ରତ ପାତ୍ର | ଜୀବନୀ ଓ ଭ୍ରମଣ ସାହିତ୍ୟ |
| ୩୫୯ | ପଶ୍ଚିମ ଓଡ଼ିଶାର ବରପୁତ୍ର | ଗଣେଶରାମ ନାହାକ | ଜୀବନୀ ଓ ଭ୍ରମଣ ସାହିତ୍ୟ |
| ୩୬୦ | ନର୍ଗୀସ୍ ଓ ଅନ୍ୟାନ୍ୟ ଗଳ୍ପ | ସୁଭାଷ ଶତପଥୀ | ଅନୁବାଦ |
| ୩୬୧ | ଓସ୍ତ ପତର ପାନିଆ | ବସନ୍ତ କିଶୋର ସାହୁ | ଶିଶୁ ସାହିତ୍ୟ |
| ୩୬୨ | ଜହ୍ନ ଝିଲିମିଲି | ହୃଦାନନ୍ଦ ପାଣିଗ୍ରାହୀ | ଗୀତିକବିତା |
| # | ପୁସ୍ତକ ନାମ | ଲେଖକ/ଲେଖିକା | ପୁସ୍ତକର ପ୍ରକାର |
|---|---|---|---|
| ୩୬୩ | ଗୋଟିଏ ଯୋଡ଼ି ଗାଆଁର କାହାଣୀ | ନିତ୍ୟାନନ୍ଦ ପଣ୍ଡା | ଉପନ୍ୟାସ |
| ୩୬୪ | ଗପର ମୁହଁ | ପବିତ୍ର ପାଣିଗ୍ରାହୀ | କ୍ଷୁଦ୍ରଗଳ୍ପ |
| ୩୬୫ | ଗୋଧୂଳି ଗୀତ | ବୀଣାପାଣି ପଣ୍ଡା | କାବ୍ୟ କବିତା |
| ୩୬୬ | ମଞ୍ଚମାୟା | ସଞ୍ଜୟ ହାତୀ | ନାଟକ ଓ ଏକାଙ୍କିକା |
| ୩୬୭ | ନାଟୁଆ ଓ ଅନ୍ୟାନ୍ୟ ନାଟକ | ନବୀନ କୁମାର ପରିଡ଼ା | ନାଟକ ଓ ଏକାଙ୍କିକା |
| ୩୬୮ | ସାହିତ୍ୟ ସମାଲୋଚନା ତାତ୍ତ୍ୱିକ
ଓ ପ୍ରାୟୋଗିକ ପ୍ରସଙ୍ଗ |
ପଞ୍ଚାନନ ମିଶ୍ର | ପ୍ରବନ୍ଧ ଓ ସମାଲୋଚନା |
| ୩୬୯ | ଲୌହମାନବ ସର୍ଦ୍ଦାର ପଟେଲ | ଧରଣୀଧର ପାଣିଗ୍ରାହୀ | ଜୀବନୀ ଓ ଭ୍ରମଣ ସାହିତ୍ୟ |
| ୩୭୦ | ତଥାପି କିଛି ରହିଯିବ | ବିଜୟ କୁମାର ମହାନ୍ତି | ଅନୁବାଦ |
| ୩୭୧ | ଗଛଟିଏ ଗୀତଟିଏ | ରବୀନ୍ଦ୍ର ବିଶ୍ୱାଳ | ଶିଶୁ ସାହିତ୍ୟ |
| ୩୭୨ | ପ୍ରତି ପଲକରେ ତୁମେ | ମନୋଜ ମହାନ୍ତି | ଗୀତିକବିତା |
| # | ପୁସ୍ତକ ନାମ | ଲେଖକ/ଲେଖିକା | ପୁସ୍ତକର ପ୍ରକାର |
|---|---|---|---|
| ୩୭୩ | ଅମ୍ବା | ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ | ଉପନ୍ୟାସ |
| ୩୭୪ | ରମାକୁ ମାରିବାର ପାଞ୍ଚଟି ଉପାୟ | ଦେବଦାସ ଛୋଟରାୟ | କ୍ଷୁଦ୍ରଗଳ୍ପ |
| ୩୭୫ | ଫେରନ୍ତି ଘର | ଭଗବାନ ଜୟସିଂହ | କାବ୍ୟ କବିତା |
| ୩୭୬ | ଆତ୍ମଲିପି ଓ ଅନ୍ୟାନ୍ୟ | ଫକୀର ସିଂହ | ନାଟକ ଓ ଏକାଙ୍କିକା |
| ୩୭୭ | ଆଲୋଚନା ପ୍ରସଙ୍ଗ | ପ୍ରସନ୍ନ କୁମାର ସ୍ୱାଇଁ | ପ୍ରବନ୍ଧ ଓ ସମାଲୋଚନା |
| ୩୭୮ | ପ୍ରଫେସର ନବୀନ କୁମାର ସାହୁ | ସୁରେନ୍ଦ୍ର କୁମାର ମହାରଣା | ଜୀବନୀ ଓ ଭ୍ରମଣ ସାହିତ୍ୟ |
| ଚାଲିଛି...ଚାଲିବି ନପଡ଼ିବି ଥକି
(ଜଣେ ବିରଳ ବିପ୍ଳବୀର କାହାଣୀ) |
ପ୍ରଦୋଷ ପଟ୍ଟନାୟକ | ଜୀବନୀ ଓ ଭ୍ରମଣ ସାହିତ୍ୟ | |
| ୩୭୯ | ମେଘବାହନ | ଶାରଦା ରଥ | ଅନୁବାଦ |
| ୩୮୦ | ଚୁଇଁ ଚଢ଼େଇ | ଦେବେନ୍ଦ୍ର ଚୌଧୁରୀ | ଶିଶୁ ସାହିତ୍ୟ |
| ୩୮୧ | ମିଶ୍ରରାଗ | ମିଶ୍ର ସତ୍ୟନାରାୟଣ | ଗୀତିକବିତା |
ଆହୁରି ପଢ଼ନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Odisha Sahitya Academy". Department of Culture, Government of Odisha. Archived from the original on 2016-03-04. Retrieved March ୯, ୨୦୧୬.
{{cite web}}: Check date values in:|access-date=(help) - ↑ "Odisha Sahitya Akademi". odishasahityaakademi.org. Retrieved 2019-02-23.