Jump to content

ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର

ଉଇକିପିଡ଼ିଆ‌ରୁ
ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର
କାହା ନିମନ୍ତେ ପୁରସ୍କାରଭାରତରେ ହେଉଥିବା ସାହିତ୍ୟିକ ପୁରସ୍କାର
ମୁଖ୍ୟ ୱେବସାଇଟwww.orissaculture.gov.in/osa.asp

ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ୧୯୫୭ ମସିହାରୁ ଓଡ଼ିଶା ସାହିତ୍ୟ ଏକାଡେମୀଦ୍ୱାରା ଓଡ଼ିଆ ଭାଷା ଏବଂ ସାହିତ୍ୟର ଉନ୍ନତି ଏବଂ ପ୍ରଚାର ପାଇଁ ପ୍ରଦାନ କରାଯାଇଆସୁଛି।[]

ଲକ୍ଷ୍ୟ

[ସମ୍ପାଦନା]
  • ଲେଖକ ଓ ସାହିତ୍ୟିକଙ୍କ ମଧ୍ୟରେ ସହଯୋଗ ଓ ସୌହାର୍ଦ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି କରିବା ପାଇଁ।
  • ସାହିତ୍ୟିକ ଏବଂ ସାଂସ୍କୃତିକ ସଙ୍ଗଠନଗୁଡ଼ିକ ମଧ୍ୟରେ ସମନ୍ବୟର ପ୍ରଚାର ଏବଂ ଉନ୍ନତି କରିବା।
  • ଅନ୍ତରାଜ୍ୟ ବିଚାର, ଉପାୟ ଏବଂ ଚିନ୍ତାଧାରା ସାହିତ୍ୟକାର ଏବଂ ଲେଖକମାନଙ୍କ ମଧ୍ୟରେ ବୃଦ୍ଧି କରିବା।
  • ଉଚ୍ଚମାନର ଓଡ଼ିଆ ଲେଖା ଏବଂ ପୁସ୍ତକଗୁଡ଼ିକୁ ସଂକୁଳିତ, ସମ୍ପାଦିତ ଏବଂ ପ୍ରକାଶିତ କରିବାକୁ ପ୍ରୋତ୍ସାହନ ଦେବା।
  • ଲୋକକଥାଗୁଡ଼ିକୁ ସଂଗ୍ରହ ଏବଂ ପ୍ରକାଶ କରିବାକୁ ପ୍ରକଳ୍ପ କରିବା।
  • ଓଡ଼ିଆ ଭାଷାର ବିଭିନ୍ନ ଦିଗ ଉପରେ ଆଲୋଚନା, ବକ୍ତବ୍ୟ, କାର୍ଯ୍ୟଶାଳା ଇତ୍ୟାଦିର ଆୟୋଜନ କରିବା।
  • ଓଡ଼ିଆ ଲେଖକମାନଙ୍କୁ ପୁରସ୍କୃତ କରିବା।
  • ପ୍ରଖ୍ୟାତ ଓଡ଼ିଆ ଲେଖକ ଏବଂ ସାହିତ୍ୟକାରମାନଙ୍କୁ ସମ୍ମାନ ପ୍ରଦାନ କରିବା।
  • ପ୍ରତିଷ୍ଠିତ ଲେଖକମାନଙ୍କ ସ୍ମୃତିରେ ବକ୍ତୃତାର ଆୟୋଜନ କରିବା।

ପୁରସ୍କାର

[ସମ୍ପାଦନା]

ପୁରସ୍କୃତ ବ୍ୟକ୍ତିମାନଙ୍କର ତାଲିକା:[]

ପୁରସ୍କୃତ ପୁସ୍ତକ ପ୍ରକାଶିତ ବର୍ଷଗୁଡ଼ିକ - ୧୯୫୭ ଏବଂ ୧୯୫୮
# ପୁସ୍ତକ ନାମ ଲେଖକ/ଲେଖିକା ପୁସ୍ତକର ପ୍ରକାର
ଦିଲ୍ଲୀପ ଉପେନ୍ଦ୍ର ମହାନ୍ତି କାବ୍ୟ-କବିତା
ସ୍ୱର୍ଣ୍ଣ ଯୁଗର ସନ୍ଧ୍ୟା ଜ୍ଞାନୀନ୍ଦ୍ର ବର୍ମା ନାଟକ-ଏକାଙ୍କିକା
ଅଗ୍ନି ପରୀକ୍ଷା ଭଞ୍ଜକିଶୋର ପଟ୍ଟନାୟକ ନାଟକ-ଏକାଙ୍କିକା
ବ୍ୟାସ କବି ଫକୀର ମୋହନ ନଟବର ସାମନ୍ତରାୟ ସମାଲୋଚନା
ବେଦ ମନୁଷ୍ୟକୃତ କି? ପ୍ରିୟବ୍ରତ ଦାସ ସମାଲୋଚନା
ଗୋଦାନ ଗୋଲକ ବିହାରୀ ଧଳ ଅନୁବାଦ
ଏଜରା ପାଉଣ୍ଡ କବିତା ଜ୍ଞାନୀନ୍ଦ୍ର ବର୍ମା ଅନୁବାଦ
ପୁରସ୍କୃତ ପୁସ୍ତକ ପ୍ରକାଶିତ ବର୍ଷଗୁଡ଼ିକ -୧୯୫୬, ୧୯୫୭ ଏବଂ ୧୯୫୮
# ପୁସ୍ତକ ନାମ ଲେଖକ/ଲେଖିକା ପୁସ୍ତକର ପ୍ରକାର
ସବୁଜ ପତ୍ର ଓ ଧୂସର ଗୋଲାପ ସୁରେନ୍ଦ୍ର ମହାନ୍ତି ଖୁଦ୍ରଗଳ୍ପ
ଚୋରା ଚଇତାଳୀ ରାଜେଶ୍ୱରୀ ଦଳବେହେରା ଖୁଦ୍ରଗଳ୍ପ
୧୦ କଣ୍ଟା ଓ ଫୁଲ ଗୋଦାବରୀଶ ମହାପାତ୍ର କାବ୍ୟ-କବିତା
୧୧ ସଞ୍ଚୟନ ବିଦ୍ୟୁତପ୍ରଭା ଦେବୀ କାବ୍ୟ-କବିତା
୧୨ ଆଦି ଶଙ୍କରାଚାର୍ଯ୍ୟ ଦୁର୍ଗାଚରଣ ମହାନ୍ତି ଜୀବନୀ ଏବଂ ଭ୍ରମଣ ସାହିତ୍ୟ
୧୩ ଜାତୀୟ ଜୀବନର ଆତ୍ମପ୍ରକାଶ ଗୋବିନ୍ଦଚନ୍ଦ୍ର ମିଶ୍ର ଜୀବନୀ ଏବଂ ଭ୍ରମଣ ସାହିତ୍ୟ
୧୪ ଓଡ଼ିଶୀ ଚିତ୍ର ବିନୋଦ ରାଉତରାୟ ବିଜ୍ଞାନ ସାହିତ୍ୟ
୧୫ ପୁଷ୍ପ ଚାଷ ବିଶ୍ୱନାଥ ସାହୁ ବିଜ୍ଞାନ ସାହିତ୍ୟ
୧୬ କଳିଙ୍ଗ କାହାଣୀ କନକ ମଞ୍ଜରୀ ମହାପାତ୍ର ଶିଶୁ ସାହିତ୍ୟ
୧୭ ପିଲାଙ୍କ କଥା ଲହରୀ ଚନ୍ଦ୍ରଶେଖର ମହାପାତ୍ର ଶିଶୁ ସାହିତ୍ୟ
୧୮ ୟୁରୋପରେ ମୋ ଅନୁଭୂତି ଶ୍ରୀରାମଚନ୍ଦ୍ର ଦାଶ ଭ୍ରମଣ କଥା
ପୁରସ୍କୃତ ପୁସ୍ତକ ପ୍ରକାଶିତ ବର୍ଷଗୁଡ଼ିକ -୧୯୫୯,୧୯୬୦ &୧୯୬୧
# ପୁସ୍ତକ ନାମ ଲେଖକ/ଲେଖିକା ପୁସ୍ତକର ପ୍ରକାର
୧୯ ଆରଣ୍ୟକ ମନୋଜ ଦାସ ଉପନ୍ୟାସ ଏବଂ ଖୁଦ୍ରଗଳ୍ପ
୨୦ ଉଠ କଙ୍କାଳ ଗୋଦାବରୀଶ ମହାପାତ୍ର କାବ୍ୟ-କବିତା
୨୧ ପଶ୍ଚିମ ଦିଗନ୍ତ ଶ୍ରୀହର୍ଷ ମିଶ୍ର ଭ୍ରମଣ କଥା
୨୨ ଏ ଯୁଗର ଶ୍ରେଷ୍ଠ ଆବିଷ୍କାର ଗୋକୁଳାନନ୍ଦ ମହାପାତ୍ର ବିଜ୍ଞାନ ସାହିତ୍ୟ
୨୩ ଜୀବନ ବିଦ୍ୟାଳୟ ଚିତ୍ତରଞ୍ଜନ ଦାସ ପ୍ରବନ୍ଧ
୨୪ ଯୁଗପ୍ରବର୍ତ୍ତକ ଶ୍ରେଷ୍ଠ ରାଧାନାଥ ନଟବର ସାମନ୍ତରାୟ ସମାଲୋଚନା
୨୫ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଅନନ୍ତ ପଦ୍ମନାଭ ପଟ୍ଟନାୟକ ସମାଲୋଚନା
୨୬ ଚରମ ପତ୍ର ରବି ସିଂ କାବ୍ୟ-କବିତା
ପୁରସ୍କୃତ ପୁସ୍ତକ ପ୍ରକାଶିତ ବର୍ଷଗୁଡ଼ିକ -୧୯୬୨, ୧୯୬୩ &୧୯୬୪
# ପୁସ୍ତକ ନାମ ଲେଖକ/ଲେଖିକା ପୁସ୍ତକର ପ୍ରକାର
୨୭ ନର କିନ୍ନର ଶାନ୍ତନୁ କୁମାର ଆଚାର୍ଯ୍ୟ ଉପନ୍ୟାସ
୨୮ ଆଦି ମାନବର ଇତିବୃତ୍ତ କମଳଲୋଚନ ବରାଳ ଖୁଦ୍ରଗଳ୍ପ
୨୯ ସତ୍ୟଭାମା ଗୋଲୋକ ଚନ୍ଦ୍ର ପ୍ରଧାନ କାବ୍ୟ-କବିତା
୩୦ ଛୋଟ ନାଟକ ମନୋରଞ୍ଜନ ଦାସ ନାଟକ-ଏକାଙ୍କିକା
୩୧ ଓଡ଼ିଆ ସାହିତ୍ୟର ଇତିହାସ ସୂର୍ଯ୍ୟ ନାରାୟଣ ଦାଶ ପ୍ରବନ୍ଧ-ସମାଲୋଚନା
୩୨ ବେଲୁନ ଗଲା ଉଡ଼ି ମହେଶ୍ୱର ମହାନ୍ତି ଶିଶୁ ସାହିତ୍ୟ
ପୁରସ୍କୃତ ପୁସ୍ତକ ପ୍ରକାଶିତ ବର୍ଷଗୁଡ଼ିକ -୧୯୬୫,୧୯୬୬ &୧୯୬୭
# ପୁସ୍ତକ ନାମ ଲେଖକ/ଲେଖିକା ପୁସ୍ତକର ପ୍ରକାର
୩୩ ଆଣ୍ଟି-ରୋମାଣ୍ଟିକ ବସନ୍ତ କୁମାର ଶତପଥୀ ଖୁଦ୍ରଗଳ୍ପ
୩୪ ପିଙ୍ଗଲର ସୂର୍ଯ୍ୟ ବେଣୁଧର ରାଉତ କାବ୍ୟ-କବିତା
୩୫ ମୋର ପୂର୍ବ ସ୍ମୃତି କଥା ଭରତ ଚନ୍ଦ୍ର ନାୟକ ଜୀବନୀ-ଭ୍ରମଣ କଥା
୩୬ ଭାରତୀୟ ସଙ୍ଗୀତ ନୀଳମାଧବ ପାଣିଗ୍ରାହୀ ବିଜ୍ଞାନ ସାହିତ୍ୟ
ପୁରସ୍କୃତ ପୁସ୍ତକ ପ୍ରକାଶିତ ବର୍ଷଗୁଡ଼ିକ -୧୯୬୬,୧୯୬୭ ଏବଂ ୧୯୬୮
# ପୁସ୍ତକ ନାମ ଲେଖକ/ଲେଖିକା ପୁସ୍ତକର ପ୍ରକାର
୩୭ କସ୍ତୁରୀ ମୃଗ ଓ ସବୁଜ ଅରଣ୍ୟ ବୀଣାପାଣି ମହାନ୍ତି ଖୁଦ୍ରଗଳ୍ପ
୩୮ ଅଷ୍ଟପଦି ସୀତାକାନ୍ତ ମହାପାତ୍ର କାବ୍ୟ-କବିତା
୩୯ ଆମେରିକାରୁ ୟୁରୋପ, ଆଫ୍ରିକା କୁଞ୍ଜବିହାରୀ ଦାଶ ଭ୍ରମଣ କଥା
୪୦ ଆଲୁଅର କୁହୁକ ଓ ଶବ୍ଦର ଲୁଚକାଳି ଜଗନ୍ନାଥ ମହାନ୍ତି ଶିଶୁ ସାହିତ୍ୟ
ପୁରସ୍କୃତ ପୁସ୍ତକ ପ୍ରକାଶିତ ବର୍ଷଗୁଡ଼ିକ -୧୯୬୭,୧୯୬୮,୧୯,୧୯୭୨ ଏବଂ ୧୯୭୩
# ପୁସ୍ତକ ନାମ ଲେଖକ/ଲେଖିକା ପୁସ୍ତକର ପ୍ରକାର
୪୧ ମଣିହରା କିଶୋରୀ ଚରଣ ଦାସ ଖୁଦ୍ରଗଳ୍ପ
୪୨ ତିନୋଟି ଅପେରା ଏକତ୍ର ଗୋପାଳ ଛୋଟରାୟ ନାଟକ-ଏକାଙ୍କିକା
୪୩ ଏଣୁଶ୍ଚ ତେଣୁଶ୍ଚ ବାମାଚରଣ ମିତ୍ର ପ୍ରବନ୍ଧ
୪୪ କୁନ୍ତଳା କୁମାରୀ ଜୀବନ ଚରିତ ଚକ୍ରଧର ମହାପାତ୍ର ଜୀବନୀ-ଭ୍ରମଣ କଥା
୪୫ ଓଡ଼ିଆ ଭାଷାତତ୍ତ୍ୱର ଭୂମିକା ବଂଶୀଧର ମହାନ୍ତି ସମାଲୋଚନା
୪୬ ନିଷିଦ୍ଧ ପୁସ୍ତକ ଚୌଧୁରୀ ହେମକାନ୍ତ ମିଶ୍ର ଖୁଦ୍ରଗଳ୍ପ
୪୭ ତୃତୀୟ ଚକ୍ଷୁ ଚିନ୍ତାମଣି ବେହେରା କାବ୍ୟ-କବିତା
୪୮ ଅଥବା ଅନ୍ଧାର ଯଦୁନାଥ ଦାସ ମହାପାତ୍ର ନାଟକ-ଏକାଙ୍କିକା
୪୯ କାବ୍ୟ ସମ୍ବାଦ ଦାଶରଥି ଦାସ ସମାଲୋଚନା
୫୦ ମୋ କୁନି କୁନି କବିତା ବଟକୃଷ୍ଣ ଓଝା ଶିଶୁ ସାହିତ୍ୟ
ପୁରସ୍କୃତ ପୁସ୍ତକ ପ୍ରକାଶିତ ବର୍ଷଗୁଡ଼ିକ -୧୯୭୪,୧୯୭୫&୧୯୭୬
# ପୁସ୍ତକ ନାମ ଲେଖକ/ଲେଖିକା ପୁସ୍ତକର ପ୍ରକାର
୫୧ ଅସୂର୍ଯ୍ୟ ଉପନିବେଶ ଚନ୍ଦ୍ରଶେଖର ରଥ ଉପନ୍ୟାସ
୫୨ ସାମାନ୍ୟ କଥନ ସୌରୀନ୍ଦ୍ର ବାରିକ କାବ୍ୟ-କବିତା
୫୩ ରାତିର ଦୁଇଟି ଡେଣା ହରିହର ମିଶ୍ର ନାଟକ-ଏକାଙ୍କିକା
୫୪ କଳଙ୍କିତ ସୂର୍ଯ୍ୟ ରତ୍ନାକର ଚଇନି ନାଟକ-ଏକାଙ୍କିକା
୫୫ ଶୁଣ ପରୀକ୍ଷ ଭୁବନେଶ୍ୱର ବେହେରା ପ୍ରବନ୍ଧ-ସମାଲୋଚନା
୫୬ ଝୁମୁକା ରାମକୃଷ୍ଣ ନନ୍ଦ ଶିଶୁ ସାହିତ୍ୟ
ପୁରସ୍କୃତ ପୁସ୍ତକ ପ୍ରକାଶିତ ବର୍ଷଗୁଡ଼ିକ -୧୯୭୫,୧୯୭୬&୧୯୭୭
# ପୁସ୍ତକ ନାମ ଲେଖକ/ଲେଖିକା ପୁସ୍ତକର ପ୍ରକାର
୫୭ ଆକାଶ ପାତାଳ ମହାପାତ୍ର ନୀଳମଣି ସାହୁ ଖୁଦ୍ରଗଳ୍ପ
୫୮ ବୃତ୍ତ ଦୀପକ ମିଶ୍ର କାବ୍ୟ-କବିତା
୫୯ ଯାଦୁକର ବିଜୟ ମିଶ୍ର ନାଟକ-ଏକାଙ୍କିକା
୬୦ ଅଶ୍ରୁତ ସ୍ୱର ଚନ୍ଦ୍ରଶେଖର ରଥ ପ୍ରବନ୍ଧ-ସମାଲୋଚନା
୬୧ ହର ଭାଇଙ୍କ ଘର ବାହୁଡ଼ା ଉଦୟନାଥ ଷଡ଼ଙ୍ଗୀ ଶିଶୁ ସାହିତ୍ୟ
ପୁରସ୍କୃତ ପୁସ୍ତକ ପ୍ରକାଶିତ ବର୍ଷଗୁଡ଼ିକ -୧୯୭୬,୧୯୭୭ ଏବଂ ୧୯୭୮
# ପୁସ୍ତକ ନାମ ଲେଖକ/ଲେଖିକା ପୁସ୍ତକର ପ୍ରକାର
୬୨ ନିଜ ସିଂହାସନ ପ୍ରଫୁଲ୍ଲ କୁମାର ତ୍ରିପାଠୀ ଖୁଦ୍ରଗଳ୍ପ
୬୩ ଅନ୍ଧ ମହୁମାଛି ସୌଭାଗ୍ୟ କୁମାର ମିଶ୍ର କାବ୍ୟ-କବିତା
୬୪ ବିଷର୍ଣ୍ଣ ପୃଥିବୀ ରବୀନ୍ଦ୍ରନାଥ ଦାସ ନାଟକ-ଏକାଙ୍କିକା
୬୫ ଓଡ଼ିଆ ପ୍ରବନ୍ଧ ସାହିତ୍ୟର ଇତିହାସ ଅସିତ କବି ପ୍ରବନ୍ଧ-ସମାଲୋଚନା
୬୬ ମୋ ସମୟର ଓଡ଼ିଶା କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଜୀବନୀ-ଭ୍ରମଣ କଥା
୬୭ ନାଲି ସୁରୁଜ ବୁଣେ ମୁରୁଜ ପ୍ରମିଳା ନାୟକ ଶିଶୁ ସାହିତ୍ୟ
ପୁରସ୍କୃତ ପୁସ୍ତକ ପ୍ରକାଶିତ ବର୍ଷଗୁଡ଼ିକ -୧୯୭୭, ୧୯୭୮ ଏବଂ ୧୯୭୯
# ପୁସ୍ତକ ନାମ ଲେଖକ/ଲେଖିକା ପୁସ୍ତକର ପ୍ରକାର
୬୮ ମୋ ସ୍ୱପ୍ନର ସହର ଲକ୍ଷ୍ମୀଧର ନାୟକ ଉପନ୍ୟାସ
୬୯ ସ୍ରୋତର ନାମ ୠତ କମଳାକାନ୍ତ ଲେଙ୍କା କାବ୍ୟ-କବିତା
୭୦ ଅଳଙ୍କାର ପ୍ରସଙ୍ଗ ଗୋବିନ୍ଦ ଚନ୍ଦ୍ର ଉଦ୍‌ଗାତା ପ୍ରବନ୍ଧ-ସମାଲୋଚନା
୭୧ ସ୍ନାୟୁ ସଂହାର ପ୍ରାଣବନ୍ଧୁ କର ନାଟକ-ଏକାଙ୍କିକା
୭୨ ନାହଁ ତିଷ୍ଠାମି ବୈକୁଣ୍ଠେ ନିତ୍ୟାନନ୍ଦ ମହାପାତ୍ର ଜୀବନୀ-ଭ୍ରମଣ ସାହିତ୍ୟ
୭୩ ଛାତିକି ପଥର କରି ବିନୋଦ କାନୁନଗୋ ଶିଶୁ ସାହିତ୍ୟ
ପୁରସ୍କୃତ ପୁସ୍ତକ ପ୍ରକାଶିତ ବର୍ଷଗୁଡ଼ିକ - ୧୯୭୮, ୧୯୭୯ ଏବଂ ୧୯୮୦
# ପୁସ୍ତକ ନାମ ଲେଖକ/ଲେଖିକା ପୁସ୍ତକର ପ୍ରକାର
୭୪ ନିଶାନ୍ତ ବିଭୂତିଭୂଷଣ ତ୍ରିପାଠୀ ଖୁଦ୍ରଗଳ୍ପ - ଉପନ୍ୟାସ
୭୫ ଯେ ଯାହାର ନିର୍ଜନତା ଜଗନ୍ନାଥ ପ୍ରସାଦ ଦାସ କାବ୍ୟ-କବିତା
୭୬ ନିଃସଙ୍ଗ ମଣିଷ ସୀତାକାନ୍ତ ମହାପାତ୍ର ପ୍ରବନ୍ଧ-ସମାଲୋଚନା
୭୭ ଧର୍ମାର ଅଭିଶାପ ଆନନ୍ଦ ଶଙ୍କର ଦାସ ନାଟକ-ଏକାଙ୍କିକା
୭୮ ଶତାବ୍ଦୀର ଆହ୍ୱାନ ଦେବକାନ୍ତ ମିଶ୍ର ବିଜ୍ଞାନ ସାହିତ୍ୟ
୭୯ ଆମ ଖେଳନା ନିକୁଞ୍ଜ କିଶୋର କାନୁନଗୋ ଶିଶୁ ସାହିତ୍ୟ
ପୁରସ୍କୃତ ପୁସ୍ତକ ପ୍ରକାଶିତ ବର୍ଷଗୁଡ଼ିକ - ୧୯୭୯, ୧୯୮୦ ଏବଂ ୧୯୮୧
# ପୁସ୍ତକ ନାମ ଲେଖକ/ଲେଖିକା ପୁସ୍ତକର ପ୍ରକାର
୮୦ ନିଷାଦର ନିଃଶବ୍ଦ ବାରଣ ଦୁର୍ଗାମାଧବ ମିଶ୍ର ଖୁଦ୍ରଗଳ୍ପ
୮୧ ନିଶବ୍ଦ ନୂପୁର ଉମାଶଙ୍କର ପଣ୍ଡା କବିତା
୮୨ ହାଟ ବଜାରରେ ବ୍ରହ୍ମଜ୍ଞାନ ମନମୋହନ ଚୌଧୁରୀ ପ୍ରବନ୍ଧ-ସମାଲୋଚନା
୮୩ ନାଟକ ରୀତିମତ ରାମଚନ୍ଦ୍ର ମିଶ୍ର ନାଟକ-ଏକାଙ୍କିକା
୮୪ ଗାନ୍ଧୀ ମହାରାଜାଙ୍କ ଶିଷ୍ୟ ଉଦୟନାଥ ଷଡ଼ଙ୍ଗୀ ଜୀବନୀ-ଭ୍ରମଣ କଥା
୮୫ ଗପ ଗଣ୍ଠିଲି ରମେଶ ଚନ୍ଦ୍ର ଭଞ୍ଜ ଶିଶୁ ସାହିତ୍ୟ
ପୁରସ୍କୃତ ପୁସ୍ତକ ପ୍ରକାଶିତ ବର୍ଷଗୁଡ଼ିକ - ୧୯୮୦, ୧୯୮୧ ଏବଂ ୧୯୮୨
# ପୁସ୍ତକ ନାମ ଲେଖକ/ଲେଖିକା ପୁସ୍ତକର ପ୍ରକାର
୮୬ ସ୍ନାୟୁ ଓ ସନ୍ୟାସୀ ଅଚ୍ୟୁତାନନ୍ଦ ପତି ଖୁଦ୍ରଗଳ୍ପ
୮୭ ଦୃଷ୍ଟିର ଦ୍ୟୁତି ବ୍ରହ୍ମୋତ୍ରୀ ମହାନ୍ତି କାବ୍ୟ-କବିତା
୮୮ ଗ୍ରୀକ ଜାତିର ଜୀବନ ଗାଥା ଶରତ କୁମାର ମହାନ୍ତି ପ୍ରବନ୍ଧ-ସମାଲୋଚନା
୮୯ ଏକାଙ୍କିକା ତରଙ୍ଗ କମଳ ଲୋଚନ ମହାନ୍ତି ନାଟକ-ଏକାଙ୍କିକା
୯୦ ମୋ ଜୀବନ ଓ ଜଞ୍ଜାଳ କାହାଣୀ ନନ୍ଦ କିଶୋର ଦାସ ଜୀବନୀ-ଭ୍ରମଣ କଥା
୯୧ ବିଲାତରେ ବାପୁ ଓ ପାପୁ ଗଣେଶ୍ୱର ମିଶ୍ର ଶିଶୁ ସାହିତ୍ୟ
ପୁରସ୍କୃତ ପୁସ୍ତକ ପ୍ରକାଶିତ ବର୍ଷଗୁଡ଼ିକ - ୧୯୮୧, ୧୯୮୨ ଏବଂ ୧୯୮୩
# ପୁସ୍ତକ ନାମ ଲେଖକ/ଲେଖିକା ପୁସ୍ତକର ପ୍ରକାର
୯୨ ସପ୍ତ ସିନ୍ଧୁ (୧ମ ଓ ୨ୟ ଭାଗ) ନୃସିଂହ ଚରଣ ପଣ୍ଡା ଉପନ୍ୟାସ
୯୩ ହିରଣ୍ୟଗର୍ଭ ରବି ପଟ୍ଟନାୟକ ଖୁଦ୍ରଗଳ୍ପ
୯୪ ମନର ମାନଚିତ୍ର ବ୍ରଜନାଥ ରଥ କାବ୍ୟ-କବିତା
୯୫ ବଳଦେବ ରଥ ଅଧ୍ୟୟନ ସଚ୍ଚିଦାନନ୍ଦ ମିଶ୍ର ପ୍ରବନ୍ଧ-ସମାଲୋଚନା
୯୬ ମହାନାଟକ ରମେଶ ଚନ୍ଦ୍ର ପାଣିଗ୍ରାହୀ ନାଟକ-ଏକାଙ୍କିକା
୯୭ ଋଣ ପରିଶୋଧ ବିନୋଦ କାନୁନଗୋ ଜୀବନୀ-ଭ୍ରମଣ କଥା
୯୮ ବଣ ରାଇଜର କଥା ମନୋରମା ମହାପାତ୍ର ଶିଶୁ ସାହିତ୍ୟ
ପୁରସ୍କୃତ ପୁସ୍ତକ ପ୍ରକାଶିତ ବର୍ଷଗୁଡ଼ିକ -୧୯୮୨,୧୯୮୩ ଏବଂ ୧୯୮୪
# ପୁସ୍ତକ ନାମ ଲେଖକ/ଲେଖିକା ପୁସ୍ତକର ପ୍ରକାର
୯୯ ଅଶ୍ୱମେଧର ଘୋଡ଼ା ବିଭୂତି ପଟ୍ଟନାୟକ ଉପନ୍ୟାସ
୧୦୦ ଚିତ୍ରିତ ଚାଦର କୃଷ୍ଣପ୍ରସାଦ ମିଶ୍ର ଖୁଦ୍ରଗଳ୍ପ
୧୦୧ ବର୍ଣ୍ଣରାଗ ନିର୍ମଳା ଦେବୀ କାବ୍ୟ-କବିତା
୧୦୨ ନିଃସଙ୍ଗ ବିସର୍ଗ କାର୍ତ୍ତିକ ଚନ୍ଦ୍ର ରଥ ନାଟକ-ଏକାଙ୍କିକା
୧୦୩ ସମାଲୋଚନାର ଦିଗଦିଗନ୍ତ ଖଗେଶ୍ୱର ମହାପାତ୍ର ପ୍ରବନ୍ଧ-ସମାଲୋଚନା
୧୦୪ କଳାଦୃଷ୍ଟି ଚିନ୍ତାମଣି ବେହେରା ପ୍ରବନ୍ଧ-ସମାଲୋଚନା
୧୦୫ ଜୀବନ ପଥେ ରମାଦେବୀ ଚୌଧୁରୀ ଜୀବନୀ-ଭ୍ରମଣ କଥା
୧୦୬ ଏମିତି ଥିଲେ ଆମ ବାପୁଜୀ ଗାୟତ୍ରୀ ମିଶ୍ର ଶିଶୁ ସାହିତ୍ୟ
ପୁରସ୍କୃତ ପୁସ୍ତକ ପ୍ରକାଶିତ ବର୍ଷଗୁଡ଼ିକ -୧୯୮୩,୧୯୮୪,୧୯୮୫
# ପୁସ୍ତକ ନାମ ଲେଖକ/ଲେଖିକା ପୁସ୍ତକର ପ୍ରକାର
୧୦୭ ଶିଳାପଦ୍ମ ପ୍ରତିଭା ରାୟ ଉପନ୍ୟାସ
୧୦୮ ନିଶା ପୂର୍ଣ୍ଣାନନ୍ଦ ଦାନୀ ଖୁଦ୍ରଗଳ୍ପ
୧୦୯ ନିମିଷେ ଅକ୍ଷର ପ୍ରତିଭା ଶତପଥୀ କାବ୍ୟ-କବିତା
୧୧୦ କ୍ୟାକ୍ଟସର ସଲିଲକି ଦାଶରଥି ମୁଣ୍ଡ ନାଟକ-ଏକାଙ୍କିକା
୧୧୧ ବିଦଗ୍ଧକବି ଅଭିମନ୍ୟୁ କାହ୍ନୁ ଚରଣ ମିଶ୍ର ପ୍ରବନ୍ଧ-ସମାଲୋଚନା
୧୧୨ ବୈରାଗ୍ୟ ଶତକ ଜାନକୀ ବଲ୍ଲଭ ପଟ୍ଟନାୟକ ଅନୁବାଦ
୧୧୩ ଦୂର ଦିଗନ୍ତ ଜଗନ୍ନାଥ ମହାନ୍ତି ଜୀବନୀ-ଭ୍ରମଣ କଥା
୧୧୪ ମନ ହୁଏ ମୋର ହେବାକୁ ମୀନା କ୍ଷୀରୋଦ ଚନ୍ଦ୍ର ପୋଥାଳ ଶିଶୁ ସାହିତ୍ୟ
ପୁରସ୍କୃତ ପୁସ୍ତକ ପ୍ରକାଶିତ ବର୍ଷଗୁଡ଼ିକ -୧୯୮୪,୧୯୮୫ &୧୯୮୬
# ପୁସ୍ତକ ନାମ ଲେଖକ/ଲେଖିକା ପୁସ୍ତକର ପ୍ରକାର
୧୧୫ ଅଶାନ୍ତ ଅରଣ୍ୟ ସାତକଡ଼ି ହୋତା ଉପନ୍ୟାସ
୧୧୬ ବୋହୁ ବୋହୁକା ଉମାଶଙ୍କର ମିଶ୍ର ଖୁଦ୍ରଗଳ୍ପ
୧୧୭ ଏକତ୍ର ଚନ୍ଦ୍ର ସୂର୍ଯ୍ୟ ମମତା ଦାଶ କାବ୍ୟ-କବିତା
୧୧୮ ଦେଖ, ବର୍ଷା ଆସୁଛି ରତିରଞ୍ଜନ ମିଶ୍ର ନାଟକ-ଏକାଙ୍କିକା
୧୧୯ କେତେ ଦିଗନ୍ତ (୧ମ, ୨ୟ ଭାଗ) ମନୋଜ ଦାସ ପ୍ରବନ୍ଧ-ସମାଲୋଚନା
୧୨୦ ପଥ ଓ ପୃଥିବୀ ସୁରେନ୍ଦ୍ର ମହାନ୍ତି ଜୀବନୀ-ଭ୍ରମଣ କଥା
୧୨୧ କୁନା ପାଇଁ ଅନାବନା ଗୀତ ଦାଶ ବେନହୁର ଶିଶୁ ସାହିତ୍ୟ
୧୨୨ ମଳୟଦୂତମ୍ ପ୍ରବୋଧ କୁମାର ମିଶ୍ର ସଂସ୍କୃତ ସାହିତ୍ୟ
ପୁରସ୍କୃତ ପୁସ୍ତକ ପ୍ରକାଶିତ ବର୍ଷଗୁଡ଼ିକ -୧୯୮୫,୧୯୮୬ ଏବଂ ୧୯୮୭
# ପୁସ୍ତକ ନାମ ଲେଖକ/ଲେଖିକା ପୁସ୍ତକର ପ୍ରକାର
୧୨୩ ଆଜି କାଲି ପଅରଦିନ ରାଜେନ୍ଦ୍ର ପ୍ରସାଦ ଦାସ ଉପନ୍ୟାସ
୧୨୪ ନଚିକେତାର ହାତ ଉତ୍ତମ କୁମାର ପ୍ରଧାନ ଖୁଦ୍ରଗଳ୍ପ
୧୨୫ ଧାନସାଉଁଟା ଝିଅ ହୃଷୀକେଶ ମଲ୍ଲିକ କାବ୍ୟ-କବିତା
୧୨୬ ଜନସେବକ ପ୍ରସନ୍ନ କୁମାର ମିଶ୍ର ନାଟକ-ଏକାଙ୍କିକା
୧୨୭ ମାତୃପୂଜା ମଣ୍ଡପ ସଦାଶିବ ମିଶ୍ର ପ୍ରବନ୍ଧ-ସମାଲୋଚନା
୧୨୮ ସୃତି ଓ ଅନୁଭୂତି ନୀଳମଣି ରାଉତରାୟ ଜୀବନୀ-ଭ୍ରମଣ କଥା
୧୨୯ ଭୂଇଁ ତଳେ ତଳେ ଦୁର୍ଗା ପ୍ରସାଦ ପଟ୍ଟନାୟକ ଶିଶୁ ସାହିତ୍ୟ
୧୩୦ ଜଗନ୍ନାଥାଷ୍ଟୋତ୍ତରଶତକମ୍ ସୁଦର୍ଶନ ଆଚାର୍ଯ୍ୟ ସଂସ୍କୃତ ସାହିତ୍ୟ
ପୁରସ୍କୃତ ପୁସ୍ତକ ପ୍ରକାଶିତ ବର୍ଷଗୁଡ଼ିକ -୧୯୮୬,୧୯୮୭ ଏବଂ ୧୯୮୮
# ପୁସ୍ତକ ନାମ ଲେଖକ/ଲେଖିକା ପୁସ୍ତକର ପ୍ରକାର
୧୩୧ ବହ୍ନି ବଳୟ ମଦନମୋହନ ମିଶ୍ର ଉପନ୍ୟାସ
୧୩୨ ମନ୍ୱନ୍ତରର ମାନବ ରାଜକିଶୋର ରାୟ ଖୁଦ୍ରଗଳ୍ପ
୧୩୩ ଅନନ୍ତ ଶୟନ ଶକୁନ୍ତଳା ଦେବୀ କାବ୍ୟ-କବିତା
୧୩୪ ଏଇ ଯେ ସୂର୍ଯ୍ୟ ଉଏଁ ବିଜୟ କୁମାର ଶତପଥୀ ନାଟକ-ଏକାଙ୍କିକା
୧୩୫ ରକ୍ତତୀର୍ଥ ଇରମ ଜଗନ୍ନାଥ ପଟ୍ଟନାୟକ ପ୍ରବନ୍ଧ-ସମାଲୋଚନା
୧୩୬ କାରାଗାରର କାହାଣୀ ସୁରେନ୍ଦ୍ରନାଥ ଦ୍ୱିବେଦୀ ଜୀବନୀ-ଭ୍ରମଣ କଥା
୧୩୭ ଗପୁଡ଼ି ଓ ପକୁଡ଼ି ନଦୀୟା ବିହାରୀ ମହାନ୍ତି ଶିଶୁ ସାହିତ୍ୟ
୧୩୮ ସୁରେନ୍ଦ୍ର ଚରିତ ମହାକାବ୍ୟମ୍ ଦିଗମ୍ବର ମହାପାତ୍ର ସଂସ୍କୃତ ସାହିତ୍ୟ
ପୁରସ୍କୃତ ପୁସ୍ତକ ପ୍ରକାଶିତ ବର୍ଷଗୁଡ଼ିକ -୧୯୮୭,୧୯୮୮ &୧୯୮୯
# ପୁସ୍ତକ ନାମ ଲେଖକ/ଲେଖିକା ପୁସ୍ତକର ପ୍ରକାର
୧୩୯ ଜହ୍ନରାତି ଯଶୋଧାରା ମିଶ୍ର ଖୁଦ୍ରଗଳ୍ପ
୧୪୦ କନିଷ୍କ କନିଷ୍କ ଜଗଦୀଶ ମହାନ୍ତି ଉପନ୍ୟାସ
୧୪୧ ଈପସିତ କ୍ରୋଧ ଆଶୁତୋଷ ପରିଡ଼ା କାବ୍ୟ-କବିତା
୧୪୨ ସମୁଦ୍ର ମନ୍ଥନ ଗୋପାଳ ଚନ୍ଦ୍ର ପଟ୍ଟନାୟକ ନାଟକ-ଏକାଙ୍କିକା
୧୪୩ ହୋ ଭଗତେ ସୁବୋଧ ପଟ୍ଟନାୟକ ନାଟକ-ଏକାଙ୍କିକା
୧୪୪ ଶ୍ରୀଜଗନ୍ନାଥ ତତ୍ତ୍ୱ ଗୋପୀନାଥ ମହାପାତ୍ର ପ୍ରବନ୍ଧ-ସମାଲୋଚନା
୧୪୫ ପାତାଳପୁରୀର ହାଲଚାଲ ଗୁରୁ ପ୍ରସାଦ ମହାନ୍ତି ଜୀବନୀ-ଭ୍ରମଣ କଥା
୧୪୬ ରାଜାର ସ୍ୱପ୍ନ ବୀରେନ୍ଦ୍ର କୁମାର ସାମନ୍ତରାୟ ଶିଶୁ ସାହିତ୍ୟ
୧୪୭ ରତମ୍ କେଶବ ଚନ୍ଦ୍ର ଦାଶ ସଂସ୍କୃତ ସାହିତ୍ୟ
ପୁରସ୍କୃତ ପୁସ୍ତକ ପ୍ରକାଶିତ ବର୍ଷଗୁଡ଼ିକ -୧୯୮୮,୧୯୮୯ ଏବଂ ୧୯୯୦
# ପୁସ୍ତକ ନାମ ଲେଖକ/ଲେଖିକା ପୁସ୍ତକର ପ୍ରକାର
୧୪୮ ଦୁର୍ଗ ପତନର ବେଳ ପଦ୍ମଜ ପାଳ ଉପନ୍ୟାସ
୧୪୯ ଦେବଦାସୀ ବିଜୟିନୀ ଦାସ ଉପନ୍ୟାସ
୧୫୦ ପ୍ରଚକ୍ଷୁ ବିଜୟ କୃଷ୍ଣ ମହାନ୍ତି ଖୁଦ୍ରଗଳ୍ପ
୧୫୧ ଶବରୀଚର୍ଯ୍ୟା ବଂଶୀଧର ଷଡ଼ଙ୍ଗୀ କାବ୍ୟ-କବିତା
୧୫୨ ଭୋର ଆକାଶ ନିତ୍ୟାନନ୍ଦ ନାୟକ କାବ୍ୟ-କବିତା
୧୫୩ ଆଶ୍ରା ଖୋଜି ବୁଲୁଥିବା ଈଶ୍ବର ନାରାୟଣ ସାହୁ ନାଟକ-ଏକାଙ୍କିକା
୧୫୪ ଭିନ୍ନ ସମୟ ଭିନ୍ନ ଦୃଷ୍ଟି ନୀଳାଦ୍ରି ଭୂଷଣ ହରିଚନ୍ଦନ ପ୍ରବନ୍ଧ-ସମାଲୋଚନା
୧୫୫ ସଂସ୍କୃତ ସାହିତ୍ୟର ଇତିହାସ ହରେକୃଷ୍ଣ ଶତପଥୀ ପ୍ରବନ୍ଧ-ସମାଲୋଚନା
୧୫୬ ମୋ ସ୍ବପ୍ନ ମୋ ଜୀବନ ରାଧାନାଥ ରଥ ଜୀବନୀ ଓ ଭ୍ରମଣ ସାହିତ୍ୟ
୧୫୭ ବଜାରେ ବାଜା ରାମ ପ୍ରସାଦ ମହାନ୍ତି ଶିଶୁ ସାହିତ୍ୟ
୧୫୮ ଅଭିନବ କବିତାବଳୀଃ ନାରାୟଣ ରଥ ସଂସ୍କୃତ ସାହିତ୍ୟ
୧୯୮୯, ୧୯୯୦ ଓ ୧୯୯୧ ମସିହାର ପ୍ରକାଶିତ ୧୯୯୨ ବର୍ଷର ପୁରସ୍କୃତ ପୁସ୍ତକ
# ପୁସ୍ତକ ନାମ ଲେଖକ/ଲେଖିକା ପୁସ୍ତକର ପ୍ରକାର
୧୫୯ ଆକାଶ ଯେଉଁଠି କଥା କହେ ସୁସ୍ମିତା ବାଗଚୀ କ୍ଷୁଦ୍ରଗଳ୍ପ
୧୬୦ ଦେଖାହେଲେ କହିବି ସେ କଥା ପ୍ରସନ୍ନ କୁମାର ପାଟ୍ଟଶାଣୀ କାବ୍ୟକବିତା
୧୬୧ ନାୟକ ଚନ୍ଦ୍ରସେଣା କୁଞ୍ଜ ରାଏ ନାଟକ-ଏକାଙ୍କିକା
୧୬୨ ଜୈନଧର୍ମ ଓ ସଂସ୍କୃତି ଅଶୋକ କୁମାର ରଥ ପ୍ରବନ୍ଧ ଓ ସମାଲୋଚନା
୧୬୩ ବୁଦ୍ଧଚରିତମ୍ ଧନେଶ୍ବର ମହାପାତ୍ର ଅନୁବାଦ
୧୬୪ ମୋତେ ଯେତେବେଳେ ଦଶବରଷ ନନ୍ଦକିଶୋର ସାମଲ ଶିଶୁସାହିତ୍ୟ
୧୬୫ ତାରୁଣ୍ୟଶତକମ୍ କ୍ଷୀରୋଦଚନ୍ଦ୍ର ଦାଶ ସଂସ୍କୃତ ସାହିତ୍ୟ
୧୯୯୦, ୧୯୯୧ ଓ ୧୯୯୨ ମସିହାରେ ପ୍ରକାଶିତ ୧୯୯୩ ବର୍ଷର ପୁରସ୍କୃତ ପୁସ୍ତକ
# ପୁସ୍ତକ ନାମ ଲେଖକ/ଲେଖିକା ପୁସ୍ତକର ପ୍ରକାର
୧୬୬ ଅଭିନୟର ପରିଧି ରାମଚନ୍ଦ୍ର ବେହେରା ଉପନ୍ୟାସ
୧୬୭ ଅମୃତ ପ୍ରତୀକ୍ଷାରେ ସରୋଜିନୀ ସାହୁ କ୍ଷୁଦ୍ରଗଳ୍ପ
୧୬୮ ମନ୍ତ୍ରପାଠ ହରପ୍ରସାଦ ଦାସ କାବ୍ୟ-କବିତା
୧୬୯ ଦୁନିଆ ହେମନ୍ତ କୁମାର ଦାସ ନାଟକ-ଏକାଙ୍କିକା
୧୭୦ ରୀତିକାବ୍ୟ ସଂପର୍କରେ ଗଙ୍ଗାଧର ବଳ ପ୍ରବନ୍ଧ ଓ ସମାଲୋଚନା
୧୭୧ ଦିଗପହଣ୍ଡିର ଡ୍ରଇଁ ମାଷ୍ଟେ ଦୀନନାଥ ପାଠୀ ଜୀବନୀ ଓ ଭ୍ରମଣ ସାହିତ୍ୟ
୧୯୯୧, ୧୯୯୨ ଓ ୧୯୯୩ ମସିହାରେ ପ୍ରକାଶିତ ୧୯୯୪ ବର୍ଷର ପୁରସ୍କୃତ ପୁସ୍ତକ
# ପୁସ୍ତକ ନାମ ଲେଖକ/ଲେଖିକା ପୁସ୍ତକର ପ୍ରକାର
୧୭୨ ସହରର ଉପକଣ୍ଠେ ବିପିନ ବିହାରୀ ମିଶ୍ର ଉପନ୍ୟାସ
୧୭୩ ଗାଁ ଗାଁ ଆହା ଆହା ଦେବ୍ରାଜ ଲେଙ୍କା କ୍ଷୁଦ୍ରଗଳ୍ପ
୧୭୪ ଯଯାତି ଶରତ ଚନ୍ଦ୍ର ପ୍ରଧାନ କାବ୍ୟ-କବିତା
୧୭୫ ଶୁଣିବା ହେଉ ଏ କାହାଣୀ ଶଙ୍କର ପ୍ରସାଦ ତ୍ରିପାଠୀ ନାଟକ ଓ ଏକାଙ୍କିକା
୧୭୬ ବିଶ୍ୱ ଓ ବ୍ୟକ୍ତି ଶତ୍ରୁଘ୍ନ ନାଥ ପ୍ରବନ୍ଧ ଓ ସମାଲୋଚନା
୧୭୭ ଅସ୍ତରାଗ ଶ୍ରଦ୍ଧାକର ସୁପକାର ଜୀବନୀ ଓ ଭ୍ରମଣ ସାହିତ୍ୟ
୧୭୮ ଆମେ ସବୁ ଏକ ସରଳା ପତ୍ରୀ ଶିଶୁସାହିତ୍ୟ
୧୯୯୨, ୧୯୯୩ ଓ ୧୯୯୪ ମସିହାରେ ପ୍ରକାଶିତ ୧୯୯୫ ବର୍ଷର ପୁରସ୍କୃତ ପୁସ୍ତକ
# ପୁସ୍ତକ ନାମ ଲେଖକ/ଲେଖିକା ପୁସ୍ତକର ପ୍ରକାର
୧୭୯ ଚରୈବତି ବଳରାମ ପଟ୍ଟନାୟକ ଉପନ୍ୟାସ
୧୮୦ ପ୍ରୌଢ଼ ଭାବନା ହୃଷୀକେଶ ପଣ୍ଡା କ୍ଷୁଦ୍ରଗଳ୍ପ
୧୮୧ ବିଷାଦ ଯୋଗ ଫନୀ ମହାନ୍ତି କାବ୍ୟ-କବିତା
୧୮୨ ଗେଷ୍ଟ ହାଉସ ବନବିହାରୀ ପଣ୍ଡା ନାଟକ ଓ ଏକାଙ୍କିକା
୧୮୩ ପୁରାତନ କଳିଙ୍ଗର ସାମାଜିକ ଇତିବୃତି ବେଣୀମାଧବ ପାଢ଼ୀ ପ୍ରବନ୍ଧ ଓ ସମାଲୋଚନା
୧୮୪ ଜୀବନର ଡାକ ଅଲେଖ ପ୍ରସାଦ ଦାସ ଜୀବନୀ ଓ ଭ୍ରମଣ ସାହିତ୍ୟ
୧୮୫ ଓଡ଼ିଆ ରାମଚରିତ ମାନସ (୧ମ) ସତ୍ୟନାରାୟଣ ମହାନ୍ତି ଅନୁବାଦ
୧୮୬ ଲିପିର କମ୍ପ୍ୟୁଟର ଶିକ୍ଷା ରମେଶ ଚନ୍ଦ୍ର ପରିଡ଼ା ଶିଶୁ-ସାହିତ୍ୟ
୧୯୯୩, ୧୯୯୪ ଓ ୧୯୯୫ ମସିହାରେ ପ୍ରକାଶିତ ୧୯୯୬ ବର୍ଷର ପୁରସ୍କୃତ ପୁସ୍ତକ
# ପୁସ୍ତକ ନାମ ଲେଖକ/ଲେଖିକା ପୁସ୍ତକର ପ୍ରକାର
୧୮୭ ନିସ୍ତବ୍ଧ କୋଳାହଳ ମାନସୀ ଦାସ ଉପନ୍ୟାସ
୧୮୮ ଶବ୍ଦ ଖେଳ ଜୟନ୍ତୀ ରଥ କ୍ଷୁଦ୍ରଗଳ୍ପ
୧୮୯ ଚନ୍ଦନ ବନରେ ଏକା ଭାନୁଜୀ ରାଓ କାବ୍ୟ-କବିତା
୧୯୦ ସେମାନଙ୍କ ଆଖିରେ ଚନ୍ଦ୍ରଶେଖର ନନ୍ଦ ନାଟକ ଓ ଏକାଙ୍କିକା
୧୯୧ ଆଧୁନିକ ସଭ୍ୟତାର ଯନ୍ତ୍ରଣା ବୈଦ୍ୟନାଥ ମିଶ୍ର ପ୍ରବନ୍ଧ ଓ ସମାଲୋଚନା
୧୯୨ ଶତାବ୍ଦୀ ସାଧକ ପ୍ରମୋଦ କୁମାର ମହାପାତ୍ର ଜୀବନୀ ଓ ଭ୍ରମଣ ସାହିତ୍ୟ
୧୯୩ କନ୍ନଡ଼ ଲଘୁକଥା କେଶବ ଚନ୍ଦ୍ର ମେହେର ଅନୁବାଦ
୧୯୪ ଥକୁଲୁ ଥୁକୁଲ ଥା ବୀରେନ୍ଦ୍ରନାଥ ମହାନ୍ତି ଶିଶୁସାହିତ୍ୟ
୧୯୯୪, ୧୯୯୫ ଓ ୧୯୯୬ ମସିହାରେ ପ୍ରକାଶିତ ୧୯୯୭ ବର୍ଷର ପୁରସ୍କୃତ ପୁସ୍ତକ
# ପୁସ୍ତକ ନାମ ଲେଖକ/ଲେଖିକା ପୁସ୍ତକର ପ୍ରକାର
୧୯୫ ମନ୍ଥରା ସୁରେନ୍ଦ୍ରନାଥ ଶତପଥୀ ଉପନ୍ୟାସ
୧୯୬ ବୀତଂଶ ତରୁଣକାନ୍ତି ମିଶ୍ର କ୍ଷୁଦ୍ରଗଳ୍ପ
୧୯୭ ଝଡ଼ର ଆକାଶ ରଞ୍ଜିତା ନାୟକ କାବ୍ୟ-କବିତା
୧୯୮ ପ୍ରତିବିମ୍ବ ପଞ୍ଚାନନ ପାତ୍ର ନାଟକ ଓ ଏକାଙ୍କିକା
୧୯୯ ସୃଷ୍ଟିର ଜାତକ ଓ ଜୀବନ ଘଡ଼ି ସହଦେବ ସାହୁ ପ୍ରବନ୍ଧ ଓ ସମାଲୋଚନା
୨୦୦ ଅନିର୍ବାଣ ପଦ୍ମଚରଣ ନାୟକ ଜୀବନୀ ଓ ଭ୍ରମଣ ସାହିତ୍ୟ
୨୦୧ ପୃଥିବୀର ଆଦିବାସୀ ଲୋକ କବିତା ବ୍ରହ୍ମାନନ୍ଦ ଦାସ ଅନୁବାଦ
୨୦୨ ଜନଗଣମନ ଯୁଗଳ କିଶୋର ଦତ୍ତ ଅନୁବାଦ
୨୦୩ ପିଲାଙ୍କ ନାଟକ ବଣଭୋଜି କୃଷ୍ଣଚରଣ ପଟ୍ଟନାୟକ ଶିଶୁସାହିତ୍ୟ
୧୯୯୫, ୧୯୯୬ ଓ ୧୯୯୭ ମସିହାରେ ପ୍ରକାଶିତ ୧୯୯୮ ବର୍ଷର ପୁରସ୍କୃତ ପୁସ୍ତକ
# ପୁସ୍ତକ ନାମ ଲେଖକ/ଲେଖିକା ପୁସ୍ତକର ପ୍ରକାର
୨୦୪ ଛିନ୍ନରାଗ ଅନାଦି ସାହୁ ଉପନ୍ୟାସ
୨୦୫ ଅନ୍ୟସ୍ରୋତର ଗଳ୍ପ ବିଜୟ ପ୍ରସାଦ ମହାପାତ୍ର କ୍ଷୁଦ୍ରଗଳ୍ପ
୨୦୬ ଘୁମ୍ ପାହାଡ଼ର ନଈ ପ୍ରଦୀପ ଦାଶ କ୍ଷୁଦ୍ରଗଳ୍ପ
୨୦୭ ସୁଦୂରରୁ ଅନେକ ଦୂର ଦିଲ୍ଲୀପ ଦାସ କାବ୍ୟ-କବିତା
୨୦୮ ପ୍ରତୀକ୍ଷାରେ ପରୀକ୍ଷିତ ଆନନ୍ଦ ଚନ୍ଦ୍ର ପହି ନାଟକ ଓ ଏକାଙ୍କିକା
୨୦୯ ପ୍ରସଙ୍ଗ:ନାଟକ-ଏକାଙ୍କିକା କୃଷ୍ଣଚରଣ ବେହେରା ପ୍ରବନ୍ଧ ଓ ସମାଲୋଚନା
୨୧୦ ଫାଶୀ ମଞ୍ଚରେ ବିପ୍ଳବୀ ପ୍ରଫୁଲ୍ଲ ଦାସ ଜୀବନୀ ଓ ଭ୍ରମଣ ସାହିତ୍ୟ
୨୧୧ ଜୟକାନ୍ତନଙ୍କ କଥା ଓ କାହାଣୀ ନାରାୟଣ ପୃଷେଠ ଅନୁବାଦ ସାହିତ୍ୟ
୨୧୨ ସେମାନେ ଫେରିଗଲେ ଶଙ୍କର୍ଷଣ ସାମଲ ଶିଶୁସାହିତ୍ୟ
୧୯୯୬, ୧୯୯୭ ଓ ୧୯୯୮ ମସିହାରେ ପ୍ରକାଶିତ ୧୯୯୯ ବର୍ଷର ପୁରସ୍କୃତ ପୁସ୍ତକ
# ପୁସ୍ତକ ନାମ ଲେଖକ/ଲେଖିକା ପୁସ୍ତକର ପ୍ରକାର
୨୧୩ ପୂର୍ବାପର ନାରୁ ମହାନ୍ତି ଉପନ୍ୟାସ
୨୧୪ ପଞ୍ଜୁରି ଓ ଅନ୍ୟାନ୍ୟ ଗଳ୍ପ ସୁରେନ୍ଦ୍ର ମିଶ୍ର କ୍ଷୁଦ୍ରଗଳ୍ପ
୨୧୫ ଫାଲଗୁନୀ ତିଥିର ଝିଅ ମନୋରମା ବିଶ୍ୱାଳ ମହାପାତ୍ର କାବ୍ୟ-କବିତା
୧୧୬ ନିଶାନ୍ତ ପ୍ରମୋଦ କୁମାର ତ୍ରିପାଠୀ ନାଟକ ଓ ଏକାଙ୍କିକା
୧୧୭ କଳାହାଣ୍ଡିର ଲୋକସଂସ୍କୃତି ମହେନ୍ଦ୍ର କୁମାର ମିଶ୍ର ପ୍ରବନ୍ଧ ଓ ସମାଲୋଚନା
୨୧୮ ବିଂଶ ଶତାବ୍ଦୀର ଓଡ଼ିଶା-ମୋ ଅନୁଭୂତି ବିଦ୍ୟାଧର ମିଶ୍ର ଜୀବନୀ ଓ ଭ୍ରମଣ ସାହିତ୍ୟ
୨୧୯ ବକୁଳ କଥା ବସନ୍ତ କୁମାରୀ ଦେବୀ ଅନୁବାଦ
୨୨୦ ବିଜ୍ଞାନ ମୁଣି କହେ କାହାଣୀ ଜ୍ୟୋତିର୍ମୟୀ ମହାନ୍ତି ଶିଶୁସାହିତ୍ୟ
୧୯୯୭, ୧୯୯୮ ଓ ୧୯୯୯ ମସିହାରେ ପ୍ରକାଶିତ ୨୦୦୦ ବର୍ଷର ପୁରସ୍କୃତ ପୁସ୍ତକ
# ପୁସ୍ତକ ନାମ ଲେଖକ/ଲେଖିକା ପୁସ୍ତକର ପ୍ରକାର
୨୨୧ ଭୂମିତୃଷ୍ଠା ରାଧାମୋହନ ମହାପାତ୍ର ଉପନ୍ୟାସ
୨୨୨ ମୁଁ ଚକରା କହୁଛି ମନ୍ମଥ କୁମାର ଶତପଥୀ ନାଟକ ଓ ଏକାଙ୍କିକା
୨୨୩ ଦିଗବଳୟ ଏ ପାଖରେ ଜୟନ୍ତ କୁମାର ବିଶ୍ଵାଳ ପ୍ରବନ୍ଧ ଓ ସମାଲୋଚନା
୨୨୪ ଚୁନିଚୁନି ସୁନାଫୁଲ ବଟକୃଷ୍ଣ ସ୍ୱାଇଁ ଶିଶୁସାହିତ୍ୟ
୧୯୯୮, ୧୯୯୯ ଓ ୨୦୦୦ ମସିହାରେ ପ୍ରକାଶିତ ୨୦୦୧ ବର୍ଷର ପୁରସ୍କୃତ ପୁସ୍ତକ
# ପୁସ୍ତକ ନାମ ଲେଖକ/ଲେଖିକା ପୁସ୍ତକର ପ୍ରକାର
୨୨୫ ନିଜ ସାଙ୍ଗେ ନିଜର ଲଢ଼େଇ ଗୌରହରି ଦାସ ଉପନ୍ୟାସ
୨୨୬ ଗାୟତ୍ରୀର ପୁଅ ବନଜ ଦେବୀ କ୍ଷୁଦ୍ରଗଳ୍ପ
୨୨୭ ସାବରମତି ଶତ୍ରୁଘ୍ନ ପାଣ୍ଡବ କାବ୍ୟ-କବିତା
୨୨୮ ଗାଁ ରଣଜିତ ପଟ୍ଟନାୟକ ନାଟକ ଓ ଏକାଙ୍କିକା
୨୨୯ ଔରଙ୍ଗଜେବ ପ୍ରଦୀପ ଭୌମିକ ନାଟକ ଓ ଏକାଙ୍କିକା
୨୩୦ ଖୋର୍ଦ୍ଧା ଇତିହାସର ଅନ୍ତରାଳେ ଫକୀର ହରିଚନ୍ଦନ ପ୍ରବନ୍ଧ ଓ ସମାଲୋଚନା
୨୩୧ ଜନନାୟକ ଜବାହର ଗଙ୍ଗାଧର ରଥ ଜୀବନୀ ଓ ଭ୍ରମଣ ସାହିତ୍ୟ
୨୩୨ ଓଡ଼ିଶା ଓ ଗାନ୍ଧୀ ପାବକ କାନୁନଗୋ ଜୀବନୀ ଓ ଭ୍ରମଣ ସାହିତ୍ୟ
୨୩୩ ଲୌହ କପାଟ ରଘୁନାଥ ମହାପାତ୍ର (ଅନୁବାଦକ) ଅନୁବାଦ
୨୩୪ ହଜାରେ ଚଉରାଶୀର ମା ଗୋବିନ୍ଦଚନ୍ଦ୍ର ସାହୁ ଅନୁବାଦ
୨୩୩ ଝୁଲୁରେ ହାତୀ ଝୁଲ ସ୍ନେହଲତା ମହାନ୍ତି ଶିଶୁସାହିତ୍ୟ
୨୩୪ ନନ୍ଦକିଶୋର ଗୀତିବିଚିତ୍ରା ନନ୍ଦକିଶୋର ସିଂହ ଗୀତିକବିତା
୧୯୯୯, ୨୦୦୦ ଓ ୨୦୦୧ ମସିହାରେ ପ୍ରକାଶିତ ୨୦୦୨ ବର୍ଷର ପୁରସ୍କୃତ ପୁସ୍ତକ
# ପୁସ୍ତକ ନାମ ଲେଖକ/ଲେଖିକା ପୁସ୍ତକର ପ୍ରକାର
୨୩୫ ଯୁପକାଠର ପଶୁ ସଂଯୁକ୍ତା ରାଉତ ଉପନ୍ୟାସ
୨୩୬ ତଥାକଥିତ ଦେବାଶିଷ ପାଣିଗ୍ରାହୀ କ୍ଷୁଦ୍ରଗଳ୍ପ
୨୩୭ ନିର୍ବାଚିତ କବିତା ଶୈଳଜ ରବି କାବ୍ୟ-କବିତା
୨୩୮ ଯୁଗଚରିତ ବୃତ୍ତାନ୍ତ ହେମେନ୍ଦ୍ର ମହାପାତ୍ର ନାଟକ ଓଏକାଙ୍କିକା
୨୩୯ ସତ୍ୟବାଦୀ ଯୁଗ-ସ୍ରଷ୍ଟା ଓ ସୃଷ୍ଟି ନିତ୍ୟାନନ୍ଦ ଶତପଥୀ ପ୍ରବନ୍ଧ ଓ ସମାଲୋଚନା
୨୪୦ ଭିନ୍ନ ଇଲାକା ଭିନ୍ନ ଦୃଷ୍ଟି ବୈଷ୍ଣବ ଚରଣ ସାମଲ ପ୍ରବନ୍ଧ ଓ ସମାଲୋଚନା
୨୪୧ ଜୀବନର ବାଟେଘାଟେ ଗିରିଜା ଭୂଷଣ ପଟ୍ଟନାୟକ ଜୀବନୀ ଓ ଭ୍ରମଣ ସାହିତ୍ୟ
୨୪୨ ମାନବ ଭୂମି ଅଳକା ଚାନ୍ଦ ଅନୁବାଦ
୨୪୩ ମହାପୁରୁଷଙ୍କ ପିଲାଦିନ ଅନସୂୟା ମିଶ୍ର ଶିଶୁସାହିତ୍ୟ
୨୪୪ ଠିକଣା ନ ଥିବା ଚିଠି ଗୌର ପଟ୍ଟନାୟକ ଗୀତିକବିତା
୨୦୦୦, ୨୦୦୧ ଓ ୨୦୦୨ ମସିହାରେ ପ୍ରକାଶିତ ୨୦୦୩ ବର୍ଷର ପୁରସ୍କୃତ ପୁସ୍ତକ
# ପୁସ୍ତକ ନାମ ଲେଖକ/ଲେଖିକା ପୁସ୍ତକର ପ୍ରକାର
୨୪୫ ମୁଁ କୈକେୟୀ କହୁଛି ଶାନ୍ତି ମହାପାତ୍ର (ବଳ) ଉପନ୍ୟାସ
୨୪୬ ସତୀ ସଦାନନ୍ଦ ତ୍ରିପାଠୀ ଗଳ୍ପ
୨୪୭ କୁନିପୁଅ ଓ ନିଷ୍ଠାପ ସକାଳ ଗୋପାଳକୃଷ୍ଣ ରଥ କାବ୍ୟ-କବିତା
୨୪୮ ନାଟକ: ଶକୁନ୍ତଳା ମିହିର କୁମାର ମେହେର ନାଟକ ଓ ଏକାଙ୍କିକା
୨୪୯ ଅବୁଝା ଅନ୍ଧାର ସୁଲୋଚନା ଦାସ ପ୍ରବନ୍ଧ ଓ ସମାଲୋଚନା
୨୫୦ ଜାଣେ ଅନୁଭବୀ ଅନୁଭବରେ ହୃଦାନନ୍ଦ ରାୟ ଜୀବନୀ ଓ ଭ୍ରମଣ ସାହିତ୍ୟ
୨୫୧ ଲାଲ ସାଲୱାର ସୂର୍ଯ୍ୟମଣି ଖୁଣ୍ଟିଆ ଅନୁବାଦ
୨୫୨ ମୋ ମିତ:ମୋ ଗୀତ ବୀରକିଶୋର ପାଢ଼ୀ ଶିଶୁସାହିତ୍ୟ
୨୫୩ ରସରାଜ ଗୀତି ବିଚିତ୍ରା ନାରାୟଣ ପ୍ରସାଦ ସିଂହ ଗୀତିକବିତା
୨୦୦୧, ୨୦୦୨, ୨୦୦୩ ମସିହାରେ ପ୍ରକାଶିତ ୨୦୦୪ ବର୍ଷର ପୁରସ୍କୃତ ପୁସ୍ତକ
# ପୁସ୍ତକ ନାମ ଲେଖକ/ଲେଖିକା ପୁସ୍ତକର ପ୍ରକାର
୨୫୪ ଏଠି ଗୋଟେ ଗାଁ ଥିଲା ରଶ୍ମି ରାଉଳ ଉପନ୍ୟାସ
୨୫୫ ଝିପି ଝିପି ଅନ୍ଧାର ରଜନୀକାନ୍ତ ମହାନ୍ତି କ୍ଷୁଦ୍ରଗଳ୍ପ
୨୫୬ ସମୟର ଧୂସର ବାଲିରେ ନୃସିଂହ କୁମାର ରଥ କାବ୍ୟ-କବିତା
୨୫୭ ବାର୍ତ୍ତା ଦିଲ୍ଲୀଶ୍ୱର ମହାରଣା ନାଟକ ଓ ଏକାଙ୍କିକା
୨୫୮ ପାନ ଓ ପ୍ରିୟତମା ବୈଷ୍ଣବ ଚରଣ ମହାନ୍ତି ପ୍ରବନ୍ଧ ଓ ସମାଲୋଚନା
୨୫୯ ଆଜ୍ଞା ସୁବାସ ଚନ୍ଦ୍ର ମିଶ୍ର ଜୀବନୀ ଓ ଭ୍ରମଣ ସାହିତ୍ୟ
୨୬୦ ସୂର୍ଯ୍ୟମୁଖୀର ସ୍ୱପ୍ନ କାନନ ମିଶ୍ର ଅନୁବାଦ
୨୬୧ ମାଟି ମୁଲକରେ ସରଗଫୁଲ ହରିହର ଶୁକ୍ଳ ଶିଶୁସାହିତ୍ୟ
୨୬୨ ଚମ୍ପକ ବରଣୀ ଗୋ ଗୁରୁକୃଷ୍ଣ ଗୋସ୍ୱାମୀ ଗୀତିକବିତା
୨୦୦୨, ୨୦୦୩, ୨୦୦୪ ମସିହାରେ ପ୍ରକାଶିତ ୨୦୦୫ ବର୍ଷର ପୁରସ୍କୃତ ପୁସ୍ତକ
# ପୁସ୍ତକ ନାମ ଲେଖକ/ଲେଖିକା ପୁସ୍ତକର ପ୍ରକାର
୨୬୩ ବିବର୍ଣ୍ଣ ପୃଥିବୀ ସୁରେନ୍ଦ୍ର ନାୟକ ଉପନ୍ୟାସ
୨୬୪ ସହଯାତ୍ରୀ ଦେବବ୍ରତ ମଦନରାୟ କ୍ଷୁଦ୍ରଗଳ୍ପ
୨୬୫ ଆକାଶି ମଣିଷ ଅମରେଶ ପଟ୍ଟନାୟକ କାବ୍ୟ କବିତା
୨୬୬ ପକ୍ଷୀ ଭାସ୍କର ଚନ୍ଦ୍ର ମହାପାତ୍ର ନାଟକ ଓ ଏକାଙ୍କିକା
୨୬୭ ଏକବିଂଶ ଶତାବ୍ଦୀର ସାହିତ୍ୟ ରାଇଚରଣ ଦାସ ପ୍ରବନ୍ଧ ଓ ସମାଲୋଚନା
୨୬୮ ଜୀବନର ପଥପ୍ରାନ୍ତେ ଶରତ ଚନ୍ଦ୍ର ମିଶ୍ର (ଆରକ୍ଷୀ ଅଧିକାରୀ) ଜୀବନୀ ଓ ଭ୍ରମଣ ସାହିତ୍ୟ
୨୬୯ ସମାଧି ହେବନି ଆଉ ସୌଦାମିନୀ ଉଦ୍‌ଗାତା ଅନୁବାଦ
୨୭୦, କିଚିରି ମିଚିରି ଚିଁ ସୁନାମଣି ରାଉତ ଶିଶୁ ସାହିତ୍ୟ
୨୭୧ ବାଦୁଆ ନଈ ସୁବାସ କର ଗୀତିକବିତା
୨୦୦୩, ୨୦୦୪, ୨୦୦୫ ମସିହାରେ ପ୍ରକାଶିତ ୨୦୦୬ ବର୍ଷର ପୁରସ୍କୃତ ପୁସ୍ତକ
# ପୁସ୍ତକ ନାମ ଲେଖକ/ଲେଖିକା ପୁସ୍ତକର ପ୍ରକାର
୨୭୨ ଶୋକ ଦିବସ ପରେଶ କୁମାର ପଟ୍ଟନାୟକ ଉପନ୍ୟାସ
୨୭୩ ବିରଳ ରୂପକ ପାରମିତା ଶତପଥୀ କ୍ଷୁଦ୍ରଗଳ୍ପ
୨୭୪ ଭାରତବର୍ଷ ଗିରିଜା କୁମାର ବଳିୟାରସିଂହ କାବ୍ୟ କବିତା
୨୭୫ କଲ୍ଲୋଳେ କଲୋଳ ଶୈଳେଶ୍ୱର ନନ୍ଦ ନାଟକ ଓ ଏକାଙ୍କିକା
୨୭୬ ସମ୍ଭବାମି ଯୁଗେ ଯୁଗେ ସୁଧାକର ନନ୍ଦ ନାଟକ ଓ ଏକାଙ୍କିକା
୨୭୭ ନିର୍ବାଚିତ ପ୍ରବନ୍ଧ ସଂକଳନ ଗଗନେନ୍ଦ୍ରନାଥ ଦାଶ ପ୍ରବନ୍ଧ ଓ ସମାଲୋଚନା
୨୭୮ ଆମେରିକାରେ କିଛି ଦିନ ବାସୁଦେବ ସାହୁ ଜୀବନୀ ଓ ଭ୍ରମଣ ସାହିତ୍ୟ
୨୭୯ କୁର୍ତ୍ତୁଲ-ଐନ-ହୈଦରଙ୍କ ନିର୍ବାଚିତ କାହାଣୀ କୁମାର ହସନ୍ ଅନୁବାଦ
୨୮୦ ମାଣିକ ମାଳାକାର ଶିଶୁ ସାହିତ୍ୟ
୨୮୧ କୃପାଜଳ ପ୍ରଫୁଲ୍ଲ କର ଗୀତିକବିତା
୨୦୦୪, ୨୦୦୫, ୨୦୦୬ ମସିହାରେ ପ୍ରକାଶିତ ୨୦୦୭ ବର୍ଷର ପୁରସ୍କୃତ ପୁସ୍ତକ
# ପୁସ୍ତକ ନାମ ଲେଖକ/ଲେଖିକା ପୁସ୍ତକର ପ୍ରକାର
୨୮୨ ନିର୍ବାଣ ମନୋଜ କୁମାର ମହାପାତ୍ର ଉପନ୍ୟାସ
୨୮୩ ଗୋଟିଏ ଗାଁର ଚିତ୍ରପଟ ବିଷ୍ଣୁ ସାହୁ ଗଳ୍ପ
୨୮୪ ଝିଅ ପାଇଁ ଝର୍କାଟିଏ ଅପର୍ଣ୍ଣା ମହାନ୍ତି କାବ୍ୟ କବିତା
୨୮୫ ଏକାନ୍ତ ନିଜସ୍ୱ ରାମଚନ୍ଦ୍ର ମିଶ୍ର ନାଟକ ଓ ଏକାଙ୍କିକା
୨୮୬ ମଧ୍ୟବିତ୍ତର ଆତ୍ମବିଚାର ରବୀନ୍ଦ୍ର ପ୍ରସାଦ ପଣ୍ଡା ପ୍ରବନ୍ଧ ଓ ସମାଲୋଚନା
୨୮୭ କାଦମ୍ବିନୀ ଆମରି ଗାଁ ଝିଅ ରବି ତ୍ରିପାଠୀ ଜୀବନୀ ଓ ଭ୍ରମଣ ସାହିତ୍ୟ
୨୮ ଅସ୍ତରାଗ ମୋନାଲିସା ଜେନା ଅନୁବାଦ
୨୮୯ ଚିକୁନ ଓ ଚଢ଼େଇ ରମେଶ ପତ୍ରୀ ଶିଶୁ ସାହିତ୍ୟ
୨୯୦ ଗୀତି ବର୍ଣ୍ଣାଳୀ ଅଲେଖଚନ୍ଦ୍ର ପଢ଼ିଆରୀ ଗୀତି କବିତା
୨୦୦୫, ୨୦୦୬, ୨୦୦୭ ମସିହାରେ ପ୍ରକାଶିତ ୨୦୦୮ ବର୍ଷର ପୁରସ୍କୃତ ପୁସ୍ତକ
# ପୁସ୍ତକ ନାମ ଲେଖକ ପୁସ୍ତକର ପ୍ରକାର
୨୯୧ ସମୁଦ୍ର ମଣିଷ ଭୀମ ପୃଷ୍ଟି ଉପନ୍ୟାସ
୨୯୨ କୀଟ ଓ ଅନ୍ୟାନ୍ୟ ଗଳ୍ପ ପ୍ରକାଶ ମହାପାତ୍ର ଗଳ୍ପ
୨୯୩ ତନୁଲତାର କବିତା ସୁନୀଲକୁମାର ପୃଷ୍ଟି କାବ୍ୟ କବିତା
୨୯୪ କିମ୍ବଦନ୍ତୀ ପ୍ରସନ୍ନ ଦାସ ନାଟକ ଓ ଏକାଙ୍କିକା
୨୯୫ ସଂସ୍କୃତି, ଜଗତୀକରଣ ଓ ମଞ୍ଚ ରାଜନୀତି ଗୌରାଙ୍ଗ ଚରଣ ଦାଶ ପ୍ରବନ୍ଧ ଓ ସମାଲୋଚନା
୨୯୬ ଗୋଦାବରୀଶ ମିଶ୍ର ମନୋରଞ୍ଜନ ପ୍ରଧାନ ଜୀବନୀ ଓ ଭ୍ରମଣ ସାହିତ୍ୟ
୨୯୭ ବାପୁ-ମୋ ମାଆ ଅସିତ ମହାନ୍ତି ଅନୁବାଦ
୨୯୮ ମନଛୁଆଁ ଗୀତ ମାନସରଞ୍ଜନ ସାମଲ ଶିଶୁ ସାହିତ୍ୟ
୨୯୯ ପ୍ରୀତି ସ୍ମୃତି ହୋଇ ଫେରିଆସେ ଯେବେ ବୃନ୍ଦାବନ ଜେନା ଗୀତି କବିତା
୨୦୦୬, ୨୦୦୭ ଓ ୨୦୦୮ ମସିହାରେ ପ୍ରକାଶିତ ୨୦୦୯ ବର୍ଷର ପୁରସ୍କୃତ ପୁସ୍ତକ
# ପୁସ୍ତକ ପୁସ୍ତକର ପ୍ରକାର ଲେଖକ
୩୦୦ ଶେଷ ଶରତ ଉପନ୍ୟାସ କୃପାସାଗର ସାହୁ
୩୦୧ ଭୋର କ୍ଷୁଦ୍ରଗଳ୍ପ ଦେବପ୍ରସାଦ ଦାଶ
୩୦୨ ଧାଡ଼ିଏ ଶିମିଳିଫୁଲ ଓ ଅନ୍ୟାନ୍ୟ କବିତା କାବ୍ୟ କବିତା ପ୍ରବାସିନୀ ମହାକୁଡ଼ ତିୱାରୀ
୩୦୪ ବସୁଧାର ପ୍ରତିବାଦ ଓ ଅନ୍ୟାନ୍ୟ ନାଟକ ନାଟକ ଓ ଏକାଙ୍କିକା ସଂଘମିତ୍ରା ମିଶ୍ର
୩୦୫ ଆସରେ ଆମେ ବଣକୁ ଯିବା ନାଟକ ଓ ଏକାଙ୍କିକା ସୀମନ୍ତ ମହାନ୍ତି
୩୦୬ ଅଜାତି ନାଟକ ଓ ଏକାଙ୍କିକା ବିଜୟ ମହାନ୍ତି
୩୦୭ ମନସ୍ୱୀ ସାଧକ: ପଣ୍ଡିତ ବିନାୟକ ମିଶ୍ର ଜୀବନୀ ଓ ଭ୍ରମଣ ସାହିତ୍ୟ ପ୍ରେମାନନ୍ଦ ମହାପାତ୍ର
୩୦୮ ଅରଣ୍ୟଯାତ୍ରୀ ଜୀବନୀ ଓ ଭ୍ରମଣ ସାହିତ୍ୟ ବିଜୟ କେତନ ପଟ୍ଟନାୟକ
୩୦୯ ପୁଣି ସେ ଫେରିନି ଅନୁବାଦ ଶକୁନ୍ତଳା ବଳିଆରସିଂହ
୩୧୦ ଅକଲ ମକଲ ଟକଲ ଟିଆଁ ଶିଶୁ ସାହିତ୍ୟ ମନସ୍ୱିନୀ ଦାଶ
୩୧୧ ଅପରାହ୍ନର ଛାଇ ଗୀତିକବିତା ସଚ୍ଚି ମହାନ୍ତି
୨୦୦୭, ୨୦୦୮ ଓ ୨୦୦୯ ମସିହାରେ ପ୍ରକାଶିତ ୨୦୧୦ ବର୍ଷର ପୁରସ୍କୃତ ପୁସ୍ତକ
# ପୁସ୍ତକ ନାମ ଲେଖକ/ଲେଖିକା ପୁସ୍ତକର ପ୍ରକାର
୩୧୨ ବୈଶ୍ରବଣୀ ମମତାମୟୀ ଚୌଧୁରୀ ଉପନ୍ୟାସ
୩୧୩ ବାଟ ବସାଘର ଅରବିନ୍ଦ ରାୟ କ୍ଷୁଦ୍ରଗଳ୍ପ
୩୧୪ ମାଟିପର୍ବ ସୌଭାଗ୍ୟବନ୍ତ ମହାରଣା କାବ୍ୟ କବିତା
୩୧୫ ପାଠଶାଳା କୃତିବାସ ନାୟକ ନାଟକ ଓ ଏକାଙ୍କିକା
୩୧୬ ସଂସ୍କୃତି ଓ ସର୍ବୋଦୟ ଧନେଶ୍ୱର ସାହୁ ପ୍ରବନ୍ଧ ଓ ସମାଲୋଚନା
୩୧୭ ଯେ ଦେଶ ଯାଇ ସେ ଫଳ ଖାଇ ବସନ୍ତ ଦାସ ଜୀବନୀ ଓ ଭ୍ରମଣ ସାହିତ୍ୟ
୩୧୮ ନିର୍ବାଚିତ ଶ୍ରେଷ୍ଠଗଳ୍ପ କ୍ଷୀରୋଦ ପରିଡ଼ା ଅନୁବାଦ
୩୧୯ ଟିକିପରୀ ଶୁଭେନ୍ଦ୍ର ମୋହନ ଶ୍ରୀଚନ୍ଦନସିଂହ ଶିଶୁ ସାହିତ୍ୟ
୩୨୦ ପାଦପଦ୍ମ ଗୌରହରି ଦଳାଇ ଗୀତିକବିତା
୨୦୦୮, ୨୦୦୯, ୨୦୧୦ ମସିହାରେ ପ୍ରକାଶିତ ୨୦୧୧ ବର୍ଷର ପୁରସ୍କୃତ ପୁସ୍ତକ
# ପୁସ୍ତକ ନାମ ଲେଖକ/ଲେଖିକା ପୁସ୍ତକର ପ୍ରକାର
୩୨୧ ଶୂନ୍ୟକାଳ ସତ୍ୟପ୍ରିୟ ମହାଳିକ ଉପନ୍ୟାସ
୩୨୨ ରାତିର ଅଜବ ଦୃଶ୍ୟ ସାରଦା ପ୍ରସାଦ ମିଶ୍ର କ୍ଷୁଦ୍ରଗଳ୍ପ
୩୨୩ ଅଭାଜନ ପୀତାମ୍ବର ତରାଇ କାବ୍ୟ କବିତା
୩୨୪ ଚଇତୁ ଓ ହାଟ ନିବେଦିତା ଜେନା ନାଟକ ଓ ଏକାଙ୍କିକା
୩୨୫ ଓଡ଼ିଆ ଜାତିର ଇତିହାସ ଓ ସଂସ୍କୃତି,

୧ମ ଭାଗ (ଇତିହାସ) ଓଡ଼ିଆ ଜାତିର ଇତିହାସ ଓ ସଂସ୍କୃତି, ୨ୟ ଭାଗ(ସଂସ୍କୃତି)

ପ୍ରବୋଧ କୁମାର ମିଶ୍ର (ଓଡ଼ିଆ ଲେଖକ) ପ୍ରବନ୍ଧ ଓ ସମାଲୋଚନା
୩୨୬ ମୋ ଜୀବନ ରମା ଦେବୀ ଜୀବନୀ ଓ ଭ୍ରମଣ ସାହିତ୍ୟ
୩୨୭ ତେଜସ୍ବିନୀ ସୀତେଶ ତ୍ରିପାଠୀ ଅନୁବାଦ
୩୨୮ କଥାକଳସ ରାଜକିଶୋର ପାଢ଼ୀ ଶିଶୁ ସାହିତ୍ୟ
୩୨୯ ତୁମେ ମନୋଜ ପଟ୍ଟନାୟକ ଗୀତିକବିତା
୨୦୦୯, ୨୦୧୦, ୨୦୧୧ ମସିହାରେ ପ୍ରକାଶିତ ୨୦୧୨ ବର୍ଷର ପୁରସ୍କୃତ ପୁସ୍ତକ
# ପୁସ୍ତକ ନାମ ଲେଖକ/ଲେଖିକା ପୁସ୍ତକର ପ୍ରକାର
୩୩୦ ଛାୟା ପୁରୁଷ ନବକିଶୋର ରାଜ ଉପନ୍ୟାସ
୩୩୧ ଚରିତ୍ର ଚଉପାଶ ଅଜୟ ସ୍ୱାଇଁ କ୍ଷୁଦ୍ରଗଳ୍ପ
୩୩୨ ନଷ୍ଟ ହୋଇଯିବାର ମୋହ ହରପ୍ରସାଦ ପରିଚ୍ଛା ପଟ୍ଟନାୟକ କାବ୍ୟ କବିତା
୩୩୩ ଧର୍ମାବତାର ଓ ଅନ୍ୟାନ୍ୟ ନାଟକ ଚିନ୍ତାମଣି ଜେନା ନାଟକ ଓ ଏକାଙ୍କିକା
୩୩୪ ଶ୍ରୀଜଗନ୍ନାଥ ମନ୍ଦିରର କଳା ଓ ସ୍ଥାପତ୍ୟ (୧ମ ଓ ୨ୟ) କୃଷ୍ଣଚନ୍ଦ୍ର ମିଶ୍ର ପ୍ରବନ୍ଧ ଓ ସମାଲୋଚନା
୩୩୫ ମାନବତାର ମହାନ୍ ତୀର୍ଥ ସୌରୀବନ୍ଧୁ କର ଜୀବନୀ ଓ ଭ୍ରମଣ ସାହିତ୍ୟ
୩୩୬ କମଳେଶ୍ୱରଙ୍କ ଶ୍ରେଷ୍ଠ କାହାଣୀ ବିଳାସିନୀ ମହାନ୍ତି ଅନୁବାଦ
୩୩୭ ତା ଧେଇକି ଦେବରାଜ ସାମନ୍ତରାୟ ଶିଶୁ ସାହିତ୍ୟ
୩୩୮ ଚିତ୍ରମେଘର ଚିଠି ସତ୍ୟ ପଟ୍ଟନାୟକ ଗୀତିକବିତା
୨୦୧୦, ୨୦୧୧, ୨୦୧୨ ମସିହାରେ ପ୍ରକାଶିତ ୨୦୧୩ ବର୍ଷର ପୁରସ୍କୃତ ପୁସ୍ତକ
# ପୁସ୍ତକ ନାମ ଲେଖକ/ଲେଖିକା ପୁସ୍ତକର ପ୍ରକାର
୩୩୯ ଢେଉ ବିଭୂତି ଭୂଷଣ ପ୍ରଧାନ ଉପନ୍ୟାସ
୩୪୦ ସନ୍ଦିଗ୍ଧ ଶୈଶବ ଦୀପ୍ତିରଞ୍ଜନ ପଟ୍ଟନାୟକ କ୍ଷୁଦ୍ରଗଳ୍ପ
୩୪୧ ନିବୃତ୍ତ ନିଷାଦ ବିମଳ ଜେନା କାବ୍ୟ କବିତା
୩୪୨ ଅଜନ୍ମା ସୁଚେତା ମିଶ୍ର କାବ୍ୟ କବିତା
୩୪୩ ଅସରନ୍ତି ଅନ୍ତାକ୍ଷରୀ ରକ୍ଷକ ନାୟକ କାବ୍ୟ କବିତା
୩୪୪ ବରଂ ନିବାସ ଭଲ ରଣକ୍ଷେତ୍ରରେ ରମେଶ ଚନ୍ଦ୍ର ଦାସ ନାଟକ ଓ ଏକାଙ୍କିକା
୩୪୫ ଓଡ଼ିଆ କଥା କଳ୍ପନାର ଦିଗ ଓ ଦିଗନ୍ତ କୃଷ୍ଣଚନ୍ଦ୍ର ପ୍ରଧାନ ପ୍ରବନ୍ଧ ଓ ସମାଲୋଚନା
୩୪୬ ଅନନ୍ୟ ସୃଷ୍ଟି କାନାଡ଼ା ରାସବିହାରୀ ବେହେରା ଜୀବନୀ ଓ ଭ୍ରମଣ ସାହିତ୍ୟ
୩୪୭ ଭ୍ରମଣରୁ ଶିକ୍ଷା ପ୍ରଭାତୀ ମିଶ୍ର ଜୀବନୀ ଓ ଭ୍ରମଣ ସାହିତ୍ୟ
୩୪୮ ଅଜାତ ସୁନ୍ଦରୀ ଓ ଅନ୍ୟାନ୍ୟ ଗଳ୍ପ ବିଜୟ କୁମାର ପ୍ରଧାନ ଅନୁବାଦ
୩୪୯ ଟିଂ କୁଡ଼ୁକୁଡ଼ୁ ଟିକି ଚଢ଼େଇ ସୂର୍ଯ୍ୟମଣି ସାମନ୍ତରାୟ ଶିଶୁ ସାହିତ୍ୟ
୩୫୦ ନୀଳ ଠେକୁଆ ରବୀନ୍ଦ୍ରନାଥ ମାଝୀ ଶିଶୁ ସାହିତ୍ୟ
୩୫୧ ପଦୁଅଁ ପାପୁଲି ଦେବେନ୍ଦ୍ର ଦାସ ଗୀତିକବିତା
୨୦୧୧, ୨୦୧୨, ୨୦୧୩ ମସିହାରେ ପ୍ରକାଶିତ ୨୦୧୪ ବର୍ଷର ପୁରସ୍କୃତ ପୁସ୍ତକ
# ପୁସ୍ତକ ନାମ ଲେଖକ/ଲେଖିକା ପୁସ୍ତକର ପ୍ରକାର
୩୫୨ ନିର୍ବାଣ ଅଭିସାର ଇନ୍ଦିରା ଦାଶ ଉପନ୍ୟାସ
୩୫୩ ମହାଗାନ ଅଭୟ ବାରିକ କ୍ଷୁଦ୍ରଗଳ୍ପ
୩୫୪ ସ୍ୱରଚିତ୍ର ବିପିନ ନାୟକ କାବ୍ୟ କବିତା
୩୫୫ ବୋଧହୁଏ ଭଲ ପାଇବା ମୋତେ ଜଣାନାହିଁ ବାସୁଦେବ ସୁନାନୀ କାବ୍ୟ କବିତା
୩୫୬ ନାଟକ ଓ ଏକାଙ୍କିକା ବିଜୟ କୁମାର ନନ୍ଦ ନାଟକ ସଂଗ୍ରହ
୩୫୭ ଓଡ଼ିଶାରେ ଲୋକଧର୍ମର ପରମ୍ପରା ଅରବିନ୍ଦ ପଟ୍ଟନାୟକ ପ୍ରବନ୍ଧ ଓ ସମାଲୋଚନା
୩୫୮ ଆଭିଯାତ୍ରୀକ-୨ ପ୍ରିୟବ୍ରତ ପାତ୍ର ଜୀବନୀ ଓ ଭ୍ରମଣ ସାହିତ୍ୟ
୩୫୯ ପଶ୍ଚିମ ଓଡ଼ିଶାର ବରପୁତ୍ର ଗଣେଶରାମ ନାହାକ ଜୀବନୀ ଓ ଭ୍ରମଣ ସାହିତ୍ୟ
୩୬୦ ନର୍ଗୀସ୍ ଓ ଅନ୍ୟାନ୍ୟ ଗଳ୍ପ ସୁଭାଷ ଶତପଥୀ ଅନୁବାଦ
୩୬୧ ଓସ୍ତ ପତର ପାନିଆ ବସନ୍ତ କିଶୋର ସାହୁ ଶିଶୁ ସାହିତ୍ୟ
୩୬୨ ଜହ୍ନ ଝିଲିମିଲି ହୃଦାନନ୍ଦ ପାଣିଗ୍ରାହୀ ଗୀତିକବିତା
୨୦୧୨, ୨୦୧୩, ୨୦୧୪ ମିହାରେ ପ୍ରକାଶିତ ୨୦୧୫ ବର୍ଷର ପୁରସ୍କୃତ ପୁସ୍ତକ
# ପୁସ୍ତକ ନାମ ଲେଖକ/ଲେଖିକା ପୁସ୍ତକର ପ୍ରକାର
୩୬୩ ଗୋଟିଏ ଯୋଡ଼ି ଗାଆଁର କାହାଣୀ ନିତ୍ୟାନନ୍ଦ ପଣ୍ଡା ଉପନ୍ୟାସ
୩୬୪ ଗପର ମୁହଁ ପବିତ୍ର ପାଣିଗ୍ରାହୀ କ୍ଷୁଦ୍ରଗଳ୍ପ
୩୬୫ ଗୋଧୂଳି ଗୀତ ବୀଣାପାଣି ପଣ୍ଡା କାବ୍ୟ କବିତା
୩୬୬ ମଞ୍ଚମାୟା ସଞ୍ଜୟ ହାତୀ ନାଟକ ଓ ଏକାଙ୍କିକା
୩୬୭ ନାଟୁଆ ଓ ଅନ୍ୟାନ୍ୟ ନାଟକ ନବୀନ କୁମାର ପରିଡ଼ା ନାଟକ ଓ ଏକାଙ୍କିକା
୩୬୮ ସାହିତ୍ୟ ସମାଲୋଚନା ତାତ୍ତ୍ୱିକ

ଓ ପ୍ରାୟୋଗିକ ପ୍ରସଙ୍ଗ

ପଞ୍ଚାନନ ମିଶ୍ର ପ୍ରବନ୍ଧ ଓ ସମାଲୋଚନା
୩୬୯ ଲୌହମାନବ ସର୍ଦ୍ଦାର ପଟେଲ ଧରଣୀଧର ପାଣିଗ୍ରାହୀ ଜୀବନୀ ଓ ଭ୍ରମଣ ସାହିତ୍ୟ
୩୭୦ ତଥାପି କିଛି ରହିଯିବ ବିଜୟ କୁମାର ମହାନ୍ତି ଅନୁବାଦ
୩୭୧ ଗଛଟିଏ ଗୀତଟିଏ ରବୀନ୍ଦ୍ର ବିଶ୍ୱାଳ ଶିଶୁ ସାହିତ୍ୟ
୩୭୨ ପ୍ରତି ପଲକରେ ତୁମେ ମନୋଜ ମହାନ୍ତି ଗୀତିକବିତା
୨୦୧୩, ୨୦୧୪, ୨୦୧୫ ମସିହାରେ ପ୍ରକାଶିତ ୨୦୧୬ ବର୍ଷର ପୁରସ୍କୃତ ପୁସ୍ତକ
# ପୁସ୍ତକ ନାମ ଲେଖକ/ଲେଖିକା ପୁସ୍ତକର ପ୍ରକାର
୩୭୩ ଅମ୍ବା ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ ଉପନ୍ୟାସ
୩୭୪ ରମାକୁ ମାରିବାର ପାଞ୍ଚଟି ଉପାୟ ଦେବଦାସ ଛୋଟରାୟ କ୍ଷୁଦ୍ରଗଳ୍ପ
୩୭୫ ଫେରନ୍ତି ଘର ଭଗବାନ ଜୟସିଂହ କାବ୍ୟ କବିତା
୩୭୬ ଆତ୍ମଲିପି ଓ ଅନ୍ୟାନ୍ୟ ଫକୀର ସିଂହ ନାଟକ ଓ ଏକାଙ୍କିକା
୩୭୭ ଆଲୋଚନା ପ୍ରସଙ୍ଗ ପ୍ରସନ୍ନ କୁମାର ସ୍ୱାଇଁ ପ୍ରବନ୍ଧ ଓ ସମାଲୋଚନା
୩୭୮ ପ୍ରଫେସର ନବୀନ କୁମାର ସାହୁ ସୁରେନ୍ଦ୍ର କୁମାର ମହାରଣା ଜୀବନୀ ଓ ଭ୍ରମଣ ସାହିତ୍ୟ
ଚାଲିଛି...ଚାଲିବି ନପଡ଼ିବି ଥକି

(ଜଣେ ବିରଳ ବିପ୍ଳବୀର କାହାଣୀ)

ପ୍ରଦୋଷ ପଟ୍ଟନାୟକ ଜୀବନୀ ଓ ଭ୍ରମଣ ସାହିତ୍ୟ
୩୭୯ ମେଘବାହନ ଶାରଦା ରଥ ଅନୁବାଦ
୩୮୦ ଚୁଇଁ ଚଢ଼େଇ ଦେବେନ୍ଦ୍ର ଚୌଧୁରୀ ଶିଶୁ ସାହିତ୍ୟ
୩୮୧ ମିଶ୍ରରାଗ ମିଶ୍ର ସତ୍ୟନାରାୟଣ ଗୀତିକବିତା


ଆହୁରି ପଢ଼ନ୍ତୁ

[ସମ୍ପାଦନା]
  1. "Odisha Sahitya Academy". Department of Culture, Government of Odisha. Archived from the original on 2016-03-04. Retrieved March ୯, ୨୦୧୬. {{cite web}}: Check date values in: |access-date= (help)
  2. "Odisha Sahitya Akademi". odishasahityaakademi.org. Retrieved 2019-02-23.

ବାହାର ଆଧାର

[ସମ୍ପାଦନା]