Jump to content

ସୀମନ୍ତ ମହାନ୍ତି

ଉଇକିପିଡ଼ିଆ‌ରୁ
ସୀମନ୍ତ ମହାନ୍ତି
ବୃତ୍ତି
  • ଲେଖକ
  • ନାଟ୍ୟକାର
ଭାଷାଓଡ଼ିଆ
ନାଗରିକତାଭାରତୀୟ
ସାହିତ୍ୟ କୃତିଆସରେ ଆମେ ବଣକୁ ଯିବା
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ନାଟକ ଏକାଙ୍କିକା), ୨୦୦୯

ସୀମନ୍ତ ମହାନ୍ତି ଜଣେ ଓଡ଼ିଆ ଲେଖକ ତଥା ନାଟ୍ୟକାର, ଯିଏକି ୨୦୦୯ ମସିହାରେ ତାଙ୍କ ରଚିତ ପୁସ୍ତକ ଆସରେ ଆମେ ବଣକୁ ଯିବା ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।[]

ରଚନାବଳୀ

[ସମ୍ପାଦନା]
  • ଆସରେ ଆମେ ବଣକୁ ଯିବା[][]

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  1. ୧.୦ ୧.୧ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 12 January 2024. Retrieved 18 April 2024.
  2. "ODISHA REFERENCE ANNUAL - 2011" (PDF). ODISHA REFERENCE: 95. Retrieved 10 April 2024.[permanent dead link]
  3. "ODISHA REFERENCE ANNUAL - 2005" (PDF). ODISHA REFERENCE: 631. Archived from the original (PDF) on 17 April 2024. Retrieved 10 April 2024.