ରବୀନ୍ଦ୍ର ପ୍ରସାଦ ପଣ୍ଡା
ଦେଖଣା
ରବୀନ୍ଦ୍ର ପ୍ରସାଦ ପଣ୍ଡା | |
|---|---|
| ଜନ୍ମ ଓ ଜନ୍ମସ୍ଥାନ | ୨୧ ନଭେମ୍ବର ୧୯୩୭ ଛତ୍ରପଦା, ଭଦ୍ରକ |
| ମୃତ୍ୟୁ | ୧୫ ଅପ୍ରେଲ ୨୦୨୬ (ବୟସ ୮୮) କଲିକତା |
| ବୃତ୍ତି | ଲେଖକ, ପ୍ରଶାସକ |
| ଭାଷା | ଓଡ଼ିଆ |
| ଜାତୀୟତା | ଭାରତୀୟ |
| ସାହିତ୍ୟ କୃତି | ମଧ୍ୟବିତ୍ତର ଆତ୍ମବିଚାର (ପ୍ରବନ୍ଧ ଓ ସମାଲୋଚନା) |
| ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୭ |
ରବୀନ୍ଦ୍ର ପ୍ରସାଦ ପଣ୍ଡା (୨୧ ନଭେମ୍ବର ୧୯୩୭ - ୧୫ ଅପ୍ରେଲ ୨୦୨୬) ଜଣେ ଓଡ଼ିଆ ପ୍ରାବନ୍ଧିକ, ଲେଖକ ଓ ସମାଲୋଚକ ଥିଲେ । ସେ ୨୦୦୭ ମସିହାରେ ମଧ୍ୟବିତ୍ତର ଆତ୍ମବିଚାର ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।[୧]
ସଂକ୍ଷିପ୍ତ ଜୀବନୀ
[ସମ୍ପାଦନା]ରବୀନ୍ଦ୍ର ପ୍ରସାଦ ଭଦ୍ରକ ଜିଲ୍ଲାର ଛତ୍ରପଦାରେ ଜନ୍ମଗ୍ରହଣ କରିଥିଲେ । ଚାନ୍ଦବାଲି ଗୁଲାମ ମହମ୍ମଦ ମଧ୍ୟ ଇଂରାଜୀ ଓ ଭଦ୍ରକ ହାଇସ୍କୁଲରେ, ପରେ ରେଭେନ୍ସା ଏବଂ ଲକ୍ଷ୍ନୌରେ ଶିକ୍ଷା ଲାଭ କରି ପ୍ରଶାସନିକ ସେବାରେ ଯୋଗ ଦେଲେ । ୧୯୯୫ରେ ଅବସର ନେଇଥିଲେ । ଛାତ୍ରାବସ୍ଥାରେ ସେ ଜାଗରଣ ଓ ଛାତ୍ରସଂଘର ମୁଖପତ୍ର ଆଗାମୀ ପୁଣି ପରବର୍ତ୍ତୀ କାଳରେ କବିତା ତ୍ରୈମାସିକ ପତ୍ରିକା ସମ୍ପାଦନା କରୁଥିଲେ ।[୨][୩]
୨୦୨୬ ଅପ୍ରେଲ ମାସ ୧୫ ତାରିଖରେ ତାଙ୍କର ପରଲୋକ ଘଟିଥିଲା ।
ରଚନାବଳୀ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]- ଯୋଗେଶ ଚନ୍ଦ୍ର ରାୟ ବିଦ୍ୟାନିଧି, ଯା ମନେପଡ଼େ
- ରବୀନ୍ଦ୍ରନାଥଙ୍କ ଗୋରା[୮]
- ରବୀନ୍ଦ୍ରନାଥଙ୍କ ଗଳ୍ପଗୁଚ୍ଛ
ପୁରସ୍କାର ଓ ସମ୍ମାନ
[ସମ୍ପାଦନା]- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୭ (ମଧ୍ୟବିତ୍ତର ଆତ୍ମବିଚାର ପାଇଁ)[୯]
ଆଧାର
[ସମ୍ପାଦନା]- ↑ "ଆର୍କାଇଭ୍ କପି". Archived from the original on 2019-09-23. Retrieved 2024-12-13.
{{cite web}}: Cite has empty unknown parameter:|1=(help) - ↑ ମହାରଣା, ସୁରେନ୍ଦ୍ର କୁମାର (୨୦୧୫). ଓଡ଼ିଆ ସାହିତ୍ୟର ଇତିହାସ. କଟକ: ଓଡ଼ିଶା ବୁକ୍ ଷ୍ଟୋର. pp. ୫୨୧, ୫୯୭, ୮୮୩. ISBN 81-7400-331-2.
- ↑ ମହାନ୍ତି, ନଗେନ୍ଦ୍ର ନାଥ (୨୦୧୨). ଓଡ଼ିଆ ଚରିତ କୋଷ, ୧ମ ଭାଗ. ନୂଆଦିଲ୍ଲୀ: ପ୍ରତିମା ନାଥ ଟ୍ରଷ୍ଟ. pp. ୧୪୦୨.
- ↑ "Book trouble". Telegraph India. 2008-03-15. Retrieved 2026-04-20.
- ↑ "Court relief for author". Telegraph India. 2010-02-04. Retrieved 2026-04-20.
- ↑ https://www.oneindia.com/2008/03/14/author-arrested-for-portraying-prophet-mohammed-in-book-1205521308.html
- ↑ "ଆର୍କାଇଭ୍ କପି". Archived from the original on 2024-12-22. Retrieved 2024-12-13.
{{cite web}}: Cite has empty unknown parameter:|1=(help) - ↑ https://opac.cuo.ac.in/cgi-bin/koha/opac-detail.pl?biblionumber=18940&query_desc=su%3A%22Odia%20novel%22
- ↑ "Wayback Machine" (PDF). magazines.odisha.gov.in. Retrieved 2026-04-20.