ରମେଶ ଚନ୍ଦ୍ର ପରିଡ଼ା
ଦେଖଣା
ବିଜୟ କୁମାର ନନ୍ଦ | |
|---|---|
| ବୃତ୍ତି |
|
| ଭାଷା | ଓଡ଼ିଆ |
| ନାଗରିକତା | ଭାରତୀୟ |
| ସାହିତ୍ୟ କୃତି | ଲିପିର କମ୍ପୁଟର ଶିକ୍ଷା |
| ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ଶିଶୁ-ସାହିତ୍ୟ), ୧୯୯୫ |
ରମେଶ ଚନ୍ଦ୍ର ପରିଡ଼ା (ଜନ୍ମ ୪ ଜାନୁଆରୀ ୧୯୪୭) ଜଣେ ଭାରତୀୟ ରସାୟନ ବିଜ୍ଞାନୀ, ଶିକ୍ଷାବିତ୍ ଓ ଲେଖକ । ସେ ମୌଳିକ ବିଜ୍ଞାନ ଓ କଳା ମହାବିଦ୍ୟାଳୟରେ ରସାୟନ ବିଜ୍ଞାନର ପ୍ରଫେସର ଥିଲେ । ସେ ଓଡ଼ିଆ ଓ ଇଂରାଜୀ ଭାଷାରେ ୯୦ରୁ ଅଧିକ ଲୋକପ୍ରିୟ ବିଜ୍ଞାନ ପୁସ୍ତକ ରଚନା କରିଛନ୍ତି । ତାଙ୍କ ରଚିତ ଲିପିର କମ୍ପ୍ୟୁଟର ଶିକ୍ଷା ଜନପ୍ରିୟ ବିଜ୍ଞାନ ପୁସ୍ତକ ପାଇଁ ସେ ୧୯୯୫ ମସିହାରେ ଶିଶୁ-ସାହିତ୍ୟ ବିଭାଗରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।[୧]
ରଚନାବଳୀ
[ସମ୍ପାଦନା]- ଲିପିର କମ୍ପୁଟର ଶିକ୍ଷା
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ଶିଶୁ-ସାହିତ୍ୟ) - ୧୯୯୫[୨]
ଆଧାର
[ସମ୍ପାଦନା]- ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". Odisha Sahitya Academy. Archived from the original on 2022-08-15. Retrieved 2023-06-11.
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 5 January 2025. Retrieved 19 April 2024.