Jump to content

ପୂର୍ଣ୍ଣାନନ୍ଦ ଦାନୀ

ଉଇକିପିଡ଼ିଆ‌ରୁ
ପୂର୍ଣ୍ଣାନନ୍ଦ ଦାନୀ
ମୃତ୍ୟୁ୨୦୦୪
ଜାତୀୟତାଭାରତୀୟ
ନାଗରିକତା ଭାରତୀୟ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୮୬

ପୂର୍ଣ୍ଣାନନ୍ଦ ଦାନୀଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଗାଳ୍ପିକ ଥିଲେ ।[୧] ୧୯୮୬ମସିହାରେ କ୍ଷୁଦ୍ରଗଳ୍ପ ପୁସ୍ତକ "ନିଶା" ପାଇଁ ସେ ଏହି ପୁରସ୍କାର ପାଇଥିଲେ ।[୨]

ରଚନାବଳୀ

[ସମ୍ପାଦନା]
  • କାଳିଆ ଦଳନ ଓ ଅନ୍ୟାନ୍ୟ ଗଳ୍ପ- ୧୯୮୬-୮୭
  • ଦର୍ପଣରେ ନିଜ ମୁହଁ - ୧୯୮୯
  • ଓଡ଼ିଆ ଐତିହାସିକ ଉପନ୍ୟାସ ଭାଗ ୧,୨(ସାରସ୍ୱତ ପୁସ୍ତକ ଭଣ୍ଡାର)- ୧୯୮୫-୧୯୮୬[୩]
  • ନିଶା - ୧୯୮୩
  • ଓଡ଼ିଆ ଗଳ୍ପ ପ୍ରସଙ୍ଗ - ୧୯୮୯

୨୦୦୪ ମସିହାରେ ପୂର୍ଣ୍ଣାନନ୍ଦ ଇହଲିଳା ସମ୍ବରଣ କରିଥିଲେ ।[୪]

  1. K. R. Srinivasa Iyengar (1973). Indian Literature Since Independence: A Symposium. Sahitya Akademi.
  2. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". odishasahityaakademi.org/. Retrieved 21 December 2018.
  3. "Select Bibilography" (PDF). shodhganga.inflibnet.ac.in. Retrieved 24 December 2018.
  4. "Chronological Accounts of Orissan History" (PDF). Orissa Review (April 2011). Archived from the original (PDF) on 20 October 2020. Retrieved 24 December 2018.