ଓଡ଼ିଶା ସାହିତ୍ୟ ଏକାଡେମୀ
Appearance
ଓଡ଼ିଶା ସାହିତ୍ୟ ଏକାଡେମୀ | |
---|---|
ସ୍ଥାପନା | ଜୁଲାଇ 25, 1957 |
ସଭାପତି | ହୃଷୀକେଶ ମଲ୍ଲିକ |
ସଚିବ | ପ୍ରବୋଧ କୁମାର ରାଉତ |
ୱେବ୍ସାଇଟ | odishasahityaakademi.org/ |
ଓଡ଼ିଆ: ଓଡ଼ିଶା ସାହିତ୍ୟ ଏକାଡେମି ଏକ ସ୍ୱୟଂଶାସିତ ସାହିତ୍ୟିକ ଅନୁଷ୍ଠାନ । ଏହା ଓଡ଼ିଶା ସରକାର ୧୯୫୭ ମସିହାରେ ଗଠନ କରିଥିଲେ।[୧] । ଏହାର ଲକ୍ଷ୍ୟ ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରୋତ୍ସାହନ , ସାହିତ୍ୟ ସମ୍ବନ୍ଧୀୟ କ୍ରିୟାକଳାପଦ୍ୱାରା ଓଡ଼ିଶାର ସାଂସ୍କୃତିକ ଐକ୍ୟ ସୁଦୃଢ କରିବା । [୨] ୧୯୭୦ ମସିହା ଜୁଲାଇ ୨୫ ତାରିଖରେ ସାହିତ୍ୟ ଏକାଡେମୀର ସମ୍ବିଧାନ ପ୍ରଣୟନ କରାଯାଇଥିଲା ଓ ଏହାକୁ ସ୍ୱୟଂଶାସିତ ସଂଗଠନର ମର୍ଯ୍ୟଦା ଦିଆ ଯାଇଥିଲା ।[୩]
ଓଡ଼ିଶା ସାହିତ୍ୟ ଏକାଡେମୀର ଲକ୍ଷ୍ୟ ଓ ଉଦ୍ଦେଶ୍ୟ
[ସମ୍ପାଦନା]ଏହି ସଂସ୍ଥାପନ ନିମ୍ନଲିଖିତ କାର୍ଯ୍ୟକଳାପ ଉଦ୍ଦେଶ୍ୟରେ ଗଠିତ ହୋଇଥିଲା ।[୪]
ପୁରସ୍କାର
[ସମ୍ପାଦନା]- ଅତିବଡୀ ଜଗନ୍ନାଥ ଦାସ ପୁରସ୍କାର [୫]
- ସାହିତ୍ୟ ଏକାଡେମୀ ପୁରସ୍କାର
- ଯୁବ ପ୍ରତିଭା ସମ୍ମାନ
- ସାହିତ୍ୟ ଏକାଡେମୀ ସମ୍ବର୍ଦ୍ଧନା
ପ୍ରକାଶନ
[ସମ୍ପାଦନା]ଓଡ଼ିଆ ଲେଖା ଏବଂ ପୁସ୍ତକ ସଂକୁଳିତ, ସମ୍ପାଦିତ ଏବଂ ପ୍ରକାଶିତ କରିବା ଏକାଡେମୀର ଅନ୍ୟତମ କାର୍ଯ୍ୟ ।
ସାହିତ୍ୟ ପ୍ରୋତ୍ସାହନ
[ସମ୍ପାଦନା]- ଆଲୋଚନା ଚକ୍ର ଆୟୋଜନ [୬]
ଆଧାର
[ସମ୍ପାଦନା]- ↑ Bureau, TT (2016-04-01). "80-year journey of struggle & success". Telegraph India. Retrieved 2019-07-08.
- ↑ "Odisha Sahitya Academy". Department of Culture, Government of Odisha. Archived from the original on March 4, 2016. Retrieved March 9, 2016.
- ↑ "ସାହିତ୍ୟ ଏକାଡେମୀ- ସମ୍ବିଧାନ ପଢ଼ିଛନ୍ତି କି ସଭାପତି?". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 18 February 2022. Retrieved 18 February 2022.
- ↑ "Odisha Sahitya Akademi". Odisha Sahitya Akademi. Retrieved 2019-07-08.
- ↑ Bureau, Odisha Sun Times (2019-07-08). "Ati Badi Puraskar of Odisha Sahitya Akademi will now carry Rs 1 lakh in cash". OdishaSunTimes.com. Retrieved 2019-07-08.
- ↑ Ambaly, Anwesha (2015-05-27). "Literature route to Odia roots". Telegraph India. Retrieved 2019-07-08.