ସତ୍ୟ ପଟ୍ଟନାୟକ
Appearance
ସତ୍ୟ ପଟ୍ଟନାୟକ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ସତ୍ୟ ପଟ୍ଟନାୟକ |
ବୃତ୍ତି | କବି |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ସାହିତ୍ୟ କୃତି | ଚିତ୍ରମେଘର ଚିଠି |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୨[୧] |
ସତ୍ୟ ପଟ୍ଟନାୟକ ଜଣେ ଓଡ଼ିଆ ଗୀତିକବି । ୨୦୧୨ ମସିହାରେ ତାଙ୍କୁ ତାଙ୍କର ଗୀତିକବିତା ଚିତ୍ରମେଘର ଚିଠି ପାଇଁ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।
ରଚନାବଳୀ
[ସମ୍ପାଦନା]- ଚିତ୍ରମେଘର ଚିଠି (ଗୀତିକବିତା)[୨]
- ଗୀତରୁତୁର ଗାଁ
- କାକଜ୍ୟୋତ୍ସ୍ନାର କାବ୍ୟ (୨୦୧୬)
- ଓଡ଼ିଆ କାବ୍ୟକବିତାରେ ପୁଷ୍ପଚେତନା
- ପୁଷ୍ପ ସଂପ୍ରୀତି କବିଦୃଷ୍ଟି (୧୯୯୫)[୩]
ପୁରସ୍କାର
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "୨୦୦୯, ୨୦୧୦, ୨୦୧୧ ମସିହାରେ ପ୍ରକାଶିତ ୨୦୧୨ ବର୍ଷର ପୁରସ୍କୃତ ପୁସ୍ତକ". ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 15 July 2022. Retrieved 15 July 2022.
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକାବଳୀ ଓ ଲେଖକବୃନ୍ଦ" (PDF). ସୂଚନା ଓଡ଼ିଶା ୨୦୧୮: ୧୩୭. 2018. Archived from the original (PDF) on 28 July 2022. Retrieved 28 July 2022.
- ↑ "Puspa Sampriti Kabidrusti (S Patnaik, 1995) p.pdf". Google Docs. Retrieved 2024-09-30.