Jump to content

ସତ୍ୟ ପଟ୍ଟନାୟକ

ଉଇକିପିଡ଼ିଆ‌ରୁ
ସତ୍ୟ ପଟ୍ଟନାୟକ
ଜନ୍ମ ଓ ଜନ୍ମସ୍ଥାନସତ୍ୟ ପଟ୍ଟନାୟକ
(1954-04-13) ୧୩ ଅପ୍ରେଲ ୧୯୫୪ (ବୟସ ୭୦)
ଦାମପୁର, ଭୁବନେଶ୍ୱର, ଖୋର୍ଦ୍ଧା
ବୃତ୍ତିକବି
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ସାହିତ୍ୟ କୃତିଚିତ୍ରମେଘର ଚିଠି
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୨[]
ପିତାମାତାଗୋଲକ ବିହାରୀ ପଟ୍ଟନାୟକ (ପିତା)

ସତ୍ୟ ପଟ୍ଟନାୟକ ଜଣେ ଓଡ଼ିଆ ଗୀତିକବି । ୨୦୧୨ ମସିହାରେ ତାଙ୍କୁ ତାଙ୍କର ଗୀତିକବିତା ଚିତ୍ରମେଘର ଚିଠି ପାଇଁ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।

ସଂକ୍ଷିପ୍ତ ଜୀବନୀ

[ସମ୍ପାଦନା]

ସତ୍ୟ ପଟ୍ଟନାୟକ ୧୯୫୪ ମସିହା ଅପ୍ରେଲ ମାସ ୧୩ ତାରିଖରେ ଭୁବନେଶ୍ୱର ଉପକଣ୍ଠ ଦାମପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପୁଷ୍ପ ସଂପ୍ରୀତି କବିଦୃଷ୍ଟି ଶୀର୍ଷକ ନିବନ୍ଧ ଉପସ୍ଥାପନ କରି ୧୯୮୩ରେ ପିଏଚ୍ ଡି ଡିଗ୍ରୀ ଲାଭ କରିଥିଲେ । ତାଙ୍କ ରଚିତ ଅନେକ ଗୀତ ଓ ପ୍ରବନ୍ଧ ପତ୍ରପତ୍ରିକାରେ ପ୍ରକାଶିତ ।[]

ରଚନାବଳୀ

[ସମ୍ପାଦନା]
  • ପୁଷ୍ପ ସଂପ୍ରୀତି କବିଦୃଷ୍ଟି (୧୯୯୫)[]
  • କାକଜ୍ୟୋତ୍ସ୍ନାର କାବ୍ୟ (୨୦୧୬)
  • ଚିତ୍ରମେଘର ଚିଠି (ଗୀତିକବିତା)[]
  • ଗୀତଋତୁର ଗାଁ
  • ଓଡ଼ିଆ କାବ୍ୟକବିତାରେ ପୁଷ୍ପଚେତନା

ପୁରସ୍କାର

[ସମ୍ପାଦନା]
  1. "୨୦୦୯, ୨୦୧୦, ୨୦୧୧ ମସିହାରେ ପ୍ରକାଶିତ ୨୦୧୨ ବର୍ଷର ପୁରସ୍କୃତ ପୁସ୍ତକ". ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 15 July 2022. Retrieved 15 July 2022.
  2. ମହାନ୍ତି, ନଗେନ୍ଦ୍ର ନାଥ (୨୦୧୨). ଓଡ଼ିଆ ଚରିତ କୋଷ, ୪ର୍ଥ ଭାଗ. ନୂଆଦିଲ୍ଲୀ: ପ୍ରତିମା ନାଥ ଟ୍ରଷ୍ଟ. pp. ୧୬୫୮.
  3. "Puspa Sampriti Kabidrusti (S Patnaik, 1995) p.pdf". Google Docs. Retrieved 2024-09-30.
  4. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକାବଳୀ ଓ ଲେଖକବୃନ୍ଦ" (PDF). ସୂଚନା ଓଡ଼ିଶା ୨୦୧୮: ୧୩୭. 2018. Archived from the original (PDF) on 28 July 2022. Retrieved 28 July 2022.