ଅରବିନ୍ଦ ପଟ୍ଟନାୟକ
ଅରବିନ୍ଦ ପଟ୍ଟନାୟକ | |
---|---|
ଜାତୀୟତା | ଭାରତୀୟ |
ଜଣାଶୁଣା | ଓଡ଼ିଆ ପ୍ରାବନ୍ଧିକ ଓ ଗବେଷକ |
ପୁରସ୍କାର(ଗୁଡ଼ିକ) | ସାହିତ୍ୟ ଭାରତୀ ସମ୍ମାନ ୨୦୨୨ |
ଅରବିନ୍ଦ ପଟ୍ଟନାୟକ ଜଣେ ଓଡ଼ିଆ ସାହିତ୍ୟିକ ଓ ଗବେଷକ । ସାହିତ୍ୟ ରଚନା ପାଇଁ ସେ ୨୦୨୨ ମସିହାରେ ସାହିତ୍ୟ ଭାରତୀ ସମ୍ମାନ ସମେତ ଅନେକ ସମ୍ମାନ ଓ ପୁରସ୍କାର ଲାଭ କରିଛନ୍ତି ।[୧]
ରଚନାବଳୀ[ସମ୍ପାଦନା]
- ସାରଥୀର ଶପଥ
- ହେ ଅତୀତ କଥା କହ
- ଅୟନାନ୍ତ
- ପୁରାଣ ପରମ୍ପରା ଓ ଭାଗବତ
- ତଥାପି ଏକାଭଳି
- ପରମ୍ପରା ଓ ମୂଲ୍ୟବୋଧ
- ଓଡ଼ିଶାରେ ଲୋକଧର୍ମର ପରମ୍ପରା
- ଓଡ଼ିଆ ଲୋକସମାଜର ପ୍ରମୁଖ ପର୍ବପର୍ବାଣି
- ଓଡ଼ିଆ ଲୋକଦର୍ଶନ ଓ ଲୋକଧାରା
- ଓଡ଼ିଆ ସାହିତ୍ୟରେ ପୁରାଣ ପରମ୍ପରା
- ତ୍ରିପର୍ଣ୍ଣା
- ଚୟନିକା
- ମନ କହୁଛି ଘୋଡ଼ା ଚଢ଼ିବି
- ଆମ ସ୍ୱାଧୀନତା ସଂଗ୍ରାମର କାହାଣୀ
- ଠେଙ୍ଗୁଣି ଓ ଅନ୍ୟାନ୍ୟ ପ୍ରସଙ୍ଗ
- ଦିନଯାଏ ଦିନ ଆସେ
ସମ୍ମାନ ଓ ପୁରସ୍କାର[ସମ୍ପାଦନା]
- ସାହିତ୍ୟ ଭାରତୀ ସମ୍ମାନ - ୨୦୨୨ (ଗଙ୍ଗାଧର ରଥ ଫାଉଣ୍ଡେସନ ପ୍ରଦତ୍ତ)
- ସଚ୍ଚି ରାଉତରାୟ ସାରସ୍ୱତ ସମ୍ମାନ - ୨୦୨୨ (ସାରଳା ସାହିତ୍ୟ ସଂସଦ ପ୍ରଦତ୍ତ)[୨]
- ନଗେନ୍ଦ୍ରନାଥ ସ୍ମୃତି ସମ୍ମାନ - ୨୦୨୧[୩]
- ରାଜଧାନୀ ପୁସ୍ତକମେଳା ପୁରସ୍କାର (ଜୀବନୀ ସାହିତ୍ୟ), ୨୦୨୦[୪]
ଆଧାର[ସମ୍ପାଦନା]
- ↑ "ପ୍ରାବନ୍ଧିକ ଅରବିନ୍ଦ ପଟ୍ଟନାୟକ ପାଇଲେ ସାହିତ୍ୟ ଭାରତୀ ସମ୍ମାନ". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 4 March 2023. Retrieved 4 March 2023.
- ↑ "ଅରବିନ୍ଦ ପଟ୍ଟନାୟକ ପାଇବେ ସଚ୍ଚି ରାଉତରାୟ ସାରସ୍ୱତ ସମ୍ମାନ". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 4 March 2023. Retrieved 4 March 2023.
- ↑ "ବିଶିଷ୍ଟ ଗବେଷକ ଡ. ଅରବିନ୍ଦ ପଟ୍ଟନାୟକ ପାଇଲେ ୪ର୍ଥ ନଗେନ୍ଦ୍ରନାଥ ସମୃତି ସମ୍ମାନ". www.jitmedia.in. jitmedia.in. Archived from the original on 4 March 2023. Retrieved 4 March 2023.
- ↑ "ରାଜଧାନୀ ପୁସ୍ତକ ମେଳା ପୁରସ୍କାର ଘୋଷଣା". ପ୍ରମେୟ. p. ୧୪. Archived from the original on 16 June 2023. Retrieved 16 June 2023.