ଅରବିନ୍ଦ ପଟ୍ଟନାୟକ
Appearance
ଅରବିନ୍ଦ ପଟ୍ଟନାୟକ | |
---|---|
ଜନ୍ମ | ଗ୍ରାମଡ଼ିହ, ଗଙ୍ଗପଡ଼ା, ପୁରୀ | ୧୯ ଜାନୁଆରୀ ୧୯୩୮
ଜାତୀୟତା | ଭାରତୀୟ |
ପ୍ରସିଦ୍ଧି | ଓଡ଼ିଆ ପ୍ରାବନ୍ଧିକ ଓ ଗବେଷକ |
ପୁରସ୍କାର | ସାହିତ୍ୟ ଭାରତୀ ସମ୍ମାନ ୨୦୨୨ |
ଅରବିନ୍ଦ ପଟ୍ଟନାୟକ (ଜନ୍ମ: ୧୯ ଜାନୁଆରୀ ୧୯୩୮) ଜଣେ ଓଡ଼ିଆ ସାହିତ୍ୟିକ ଓ ଗବେଷକ । ସାହିତ୍ୟ ରଚନା ପାଇଁ ସେ ୨୦୨୨ ମସିହାରେ ସାହିତ୍ୟ ଭାରତୀ ସମ୍ମାନ ସମେତ ଅନେକ ସମ୍ମାନ ଓ ପୁରସ୍କାର ଲାଭ କରିଛନ୍ତି ।[୧]
ସଂକ୍ଷିପ୍ତ ଜୀବନୀ
ସେ ପୁରୀ ଜିଲ୍ଲାର ଗଙ୍ଗପଡ଼ା ଅନ୍ତର୍ଗତ ଗ୍ରାମଡ଼ିହରେ ଜନ୍ମଗ୍ରହଣ କରିଥିଲେ ।
ରଚନାବଳୀ
[ସମ୍ପାଦନା]- ସାରଥୀର ଶପଥ (କବିତା)
- ହେ ଅତୀତ କଥା କହ ୨୦୦୨ (ପ୍ରବନ୍ଧ)
- ଅୟନାନ୍ତ (ଉପନ୍ୟାସ) ୧୯୯୮
- ପୁରାଣ ପରମ୍ପରା ଓ ଭାଗବତ (ପଣ୍ଡିତ ନୀଳମଣି ମିଶ୍ର ସ୍ମାରକୀ ଭାଷଣ)
- ପ୍ରବନ୍ଧରେ ନାନା କଥା ୨୦୦୭ (ପ୍ରବନ୍ଧ)
- ପରମ୍ପରା ଓ ମୂଲ୍ୟବୋଧ
- ଓଡ଼ିଶାରେ ଲୋକଧର୍ମର ପରମ୍ପରା ୨୦୧୨
- ଓଡ଼ିଆ ଲୋକସମାଜର ପ୍ରମୁଖ ପର୍ବପର୍ବାଣି
- ଓଡ଼ିଆ ଲୋକଦର୍ଶନ ଓ ଲୋକଧାରା
- ଓଡ଼ିଆ ସାହିତ୍ୟରେ ପୁରାଣ ପରମ୍ପରା
- ତ୍ରିପର୍ଣ୍ଣା
- ଠେଙ୍ଗୁଣି ଓ ଅନ୍ୟାନ୍ୟ ପ୍ରସଙ୍ଗ ୧୯୭୧ (ରମ୍ୟରଚନା)
- ମନ କହୁଛି ଘୋଡ଼ା ଚଢ଼ିବି ୨୦୧୫ (ରମ୍ୟରଚନା)
- ଓଡ଼ିଆ ଲୋକକଥା (ସଂକଳନ ଓ ସଂପାଦନା) ୧୯୯୬, ୨୦୧୨
- ଚୟନିକା
- ଦିନଯାଏ ଦିନ ଆସେ (ଆତ୍ମଜୀବନୀ)
- ଲୋକସାହିତ୍ୟ ୨୦୦୬
- ବ୍ରତ ସାହିତ୍ୟ ୧୯୮୨, ୨୦୦୬
- ଦାଣ୍ଡସୁନ୍ଦର (ଗଳ୍ପ) ୨୦୧୫
ଶିଶୁ ସାହିତ୍ୟ
- ତଥାପି ଏକାଭଳି
- ବେଙ୍ଗର ସାହସ ୨୦୦୫
- ଇଏ ଆମ ପୁରାଣ କଥା ୨୦୦୧
- ସ୍ୱାଧୀନତା ସଂଗ୍ରାମର କାହାଣୀ ୨୦୦୧
- ଟିଁଟିଁଆ ଛୋଟ ଚଢ଼େଇଟିଏ ୨୦୦୭
- Horse Egg & Other Stories
- Story of a Little Bird & Uncle Tiger
- ଖୁସିର ସାଥି
- କାଉରୁ କଣ୍ଢେଇ
- 'ଅ' ଠାରୁ 'କ୍ଷ'
- ଓଡ଼ିଶାର ପର୍ବପର୍ବାଣୀ
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ସାହିତ୍ୟ ଭାରତୀ ସମ୍ମାନ - ୨୦୨୨ (ଗଙ୍ଗାଧର ରଥ ଫାଉଣ୍ଡେସନ ପ୍ରଦତ୍ତ)
- ସଚ୍ଚି ରାଉତରାୟ ସାରସ୍ୱତ ସମ୍ମାନ - ୨୦୨୨ (ସାରଳା ସାହିତ୍ୟ ସଂସଦ ପ୍ରଦତ୍ତ)[୨]
- ନଗେନ୍ଦ୍ରନାଥ ସ୍ମୃତି ସମ୍ମାନ - ୨୦୨୧[୩]
- ରାଜଧାନୀ ପୁସ୍ତକମେଳା ପୁରସ୍କାର (ଜୀବନୀ ସାହିତ୍ୟ), ୨୦୨୦[୪]
ଆଧାର
[ସମ୍ପାଦନା]- ↑ "ପ୍ରାବନ୍ଧିକ ଅରବିନ୍ଦ ପଟ୍ଟନାୟକ ପାଇଲେ ସାହିତ୍ୟ ଭାରତୀ ସମ୍ମାନ". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 4 March 2023. Retrieved 4 March 2023.
- ↑ "ଅରବିନ୍ଦ ପଟ୍ଟନାୟକ ପାଇବେ ସଚ୍ଚି ରାଉତରାୟ ସାରସ୍ୱତ ସମ୍ମାନ". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 4 March 2023. Retrieved 4 March 2023.
- ↑ "ବିଶିଷ୍ଟ ଗବେଷକ ଡ. ଅରବିନ୍ଦ ପଟ୍ଟନାୟକ ପାଇଲେ ୪ର୍ଥ ନଗେନ୍ଦ୍ରନାଥ ସମୃତି ସମ୍ମାନ". www.jitmedia.in. jitmedia.in. Archived from the original on 4 March 2023. Retrieved 4 March 2023.
- ↑ "ରାଜଧାନୀ ପୁସ୍ତକ ମେଳା ପୁରସ୍କାର ଘୋଷଣା". ପ୍ରମେୟ. p. ୧୪. Archived from the original on 16 June 2023. Retrieved 16 June 2023.